Latest Odisha News

BREAKING NEWS

Browsing Category

ଆଲେଖ

ନକଲି ଔଷଧର ଅସଲି ଚେର

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଆଗରୁ ସବୁ ନକଲି ହୋଇ ସାରିଥିଲା । ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା । ଯାହା ଆମେ ନିତିଦିନିଆ ଜୀବନରେ ଦେଖୁ, ବ୍ୟବହାର କରୁ । ସେସବୁର ନକଲି ସାମଗ୍ରୀ ପ୍ରସ୍ତୁତ ହୋଇ ବର୍ଷ ବର୍ଷ ଧରି ବିକ୍ରି ହୋଇ ଆସୁଛି । ଗରିବ,…

ଏକାମ୍ର ପରମ୍ପରା : ଶୀତଳ ଷଷ୍ଠୀ

ସୁକାନ୍ତ ପଣ୍ଡା ମହାପ୍ରଭୁ ଲିଙ୍ଗରାଜଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଶୀତଳ ଷଷ୍ଠୀ ଅନ୍ୟତମ ପ୍ରଧାନ ଯାତ୍ରା। ଜଗନ୍ନାଥ ମହାପ୍ରଭୁଙ୍କର ବାର ମାସରେ ତେର ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ,ଲିଙ୍ଗରାଜ ମହାପ୍ରଭୁଙ୍କର ଚଉଦ ଯାତ୍ରା । ଶିବବିବାହ ପରଦିନ ଦେବଦମ୍ପତିଙ୍କ ମନ୍ଦିରକୁ ବାଣ…

ଆମ ଐତିହ୍ୟ : ବାଣପୁରର ଦକ୍ଷପ୍ରଜାପତି ବା ଦକ୍ଷେଶ୍ୱର ମହାଦେବ ମନ୍ଦିର- କଳିଙ୍ଗ ସ୍ଥାପତ୍ୟ କଳାର ଆଉ ଏକ ଉତ୍କୃଷ୍ଟ…

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଗୌରବମୟ କଳିଙ୍ଗ ସ୍ଥାପତ୍ୟ କଳାର ନିଦର୍ଶନ ହେଉଛି ଓଡ଼ିଶାର କୋଣ ଅନୁକୋଣରେ ରହିଥିବା ଅନେକ ପ୍ରାଚୀନ ମନ୍ଦିର ଓ ଐତିହ୍ୟ ସ୍ଥଳ । ଏମିତି ଏକ ନିଆରା ମନ୍ଦିର ହେଉଛି ଖୋର୍ଦ୍ଧା ଜିଲ୍ଲାର ବାଣପୁର ସ୍ଥିତ ଦକ୍ଷପ୍ରଜାପତି ବା…

ଓଡ଼ିଶା ଖଣିଜ ସମ୍ପଦର ଭବିଷ୍ୟତ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ଓଡ଼ିଶା ଖଣିଜ ସମ୍ପଦର ଭବିଷ୍ୟତ , ଚାଇନା , ଜାପାନ , ଆମେରିକା । ଯେଉଁ ଦେଶର ଖଣିଜ ସମ୍ପଦ ବିଦେଶକୁ ରପ୍ତାନୀ ହୁଏ, ସେ ଦେଶର ଲୋକେ ହତଭାଗା, ଅପଦାର୍ଥ, ଅଯୋଗ୍ୟ । ଆମେ ସେଇ ହତଭାଗା ଓଡ଼ିଆ ଆମ ରାଜ୍ୟରୁ କ୍ରୋମାଇଟ୍, ଲୁହାପଥର ଚୀନ୍‌,…

ଚିତ୍ରଲେଖା: ସ୍ୱଳ୍ପାୟୁ କିନ୍ତୁ ପ୍ରଭାବୀ

ଭାଗ-୬ ‘ଚିତ୍ରଲେଖା’ ଏକ ଚଳଚ୍ଚିତ୍ର ପତ୍ରିକା ବୋଲି ପ୍ରକାଶନ ସଂସ୍ଥା ପକ୍ଷରୁ ଘୋଷଣା କରିବା ସତ୍ତ୍ୱେ ଏହାର ଲେଖା ଓ ବିଷୟ ଚୟନରେ ଅଧିକାଂଶରେ ସାହିତ୍ୟ, ଖେଳକୁଦ, ସ୍ୱାସ୍ଥ୍ୟ ଓ କୌତୁକ ଆଧାରିତ  ପ୍ରାଧାନ୍ୟ ପାଇଥିଲା । ଚଳଚ୍ଚିତ୍ର ସମ୍ବନ୍ଧିତ ଲେଖା ଥିଲା କିନ୍ତୁ ତିରିଶ ପ୍ରତିଶତରେ…

ହିମାନ୍ତ, ସିନ୍ଧିଆ, ପ୍ରସାଦ ଏବଂ ଭବିଷ୍ୟତରେ ବୋଧହୁଏ ପାଇଲଟ୍ ଓ ଦେଓରାଙ୍କ ଭଳି ଯୁବ ନେତାମାନେ କାହିଁକି କଂଗ୍ରେସରୁ…

ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସଠାରୁ ଆଜିକାଲି ଯୁବ ନେତାମାନେ ଦୂରେଇ ଯିବାରେ ଲାଗିଛନ୍ତି । ଦଳ ଏପରି ଏକ ସ୍ଥିତିରେ ଠିଆ ହୋଇଛି ଯେଉଁଠି କି ରାହୁଲ ଗାନ୍ଧୀଙ୍କ ସହିତ ହାତଗଣତି ତିନି କିମ୍ବା ଚାରି ଜଣ ଯୁବ କଂଗ୍ରେସ ନେତା ରହିଛନ୍ତି । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶ…

ତାଲାବନ୍ଦ ଏକ ପ୍ରକାର ଚକ୍ରବ୍ୟୁହ

ସହର ବର୍ତ୍ତମାନ ତାଲାବନ୍ଦ ଚକ୍ରବ୍ୟୁହରେ ଛନ୍ଦି ହୋଇ ପଡିଛି। ଗତ ବର୍ଷ ଭଳି ଏ ବର୍ଷ ସେପରି ଲୋକମାନଙ୍କ ମଧ୍ୟରେ କୋଳାହଳ ନାହିଁ ; କେବେ ତାଲାବନ୍ଦ ଅନ୍ତ ଘଟିବ। ଅବଶ୍ୟ ଗଣମାଧ୍ୟମରେ କିଛି ବିଶେଷଜ୍ଞ ଯେଉଁମାନେ ତାଲାବନ୍ଦ ପାଇଁ ଆହ୍ୱାନ ଦେଇଥିଲେ ସେହିମାନେ କେତେବେଳେ କହୁଛନ୍ତି ଏହା ବଢ଼ିବା…

ବଂଶମରା ଡାହୁକ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ହରିପୁର ଗାଁରେ ହୁରି ପଡ଼ିଛି । ପୋଲିସବାଲା ଗାଁ ଭିତରକୁ ମାଡ଼ି ଆସୁଛନ୍ତି । ନାଲି ଟୋପି ପିନ୍ଧା ପୋଲିସ । ପୋଲିସକୁ ଦେଖିବା ତ ଦୂରର କଥା, ଖାଲି ନାଁ ପଡ଼ିଗଲେ ଲୋକଙ୍କ ପିଳେହି ପାଣି । ପୋଲିସବାଲା ଥାନା ଗାଡ଼ିରେ ଆସୁଛନ୍ତି, ଆଉ…

ଗାନ୍ଧୀ ଚର୍ଚ୍ଚା: ଅଧା ନଙ୍ଗଳା ଫକୀର ଗାନ୍ଧୀ ମହାରାଜ

ପ୍ରହଲାଦ କୁମାର ସିଂହ ‘ପ୍ରିୟ ପ୍ରଧାନ ମନ୍ତ୍ରୀ, ଆପଣ ନଙ୍ଗଳା ଫକୀରକୁ ଦଳି ଦେବାକୁ ଇଚ୍ଛା କରୁଥିବା ଜଣାଣୁଣା । ମୋତେ ଆପଣ ନଙ୍ଗଳା ଫକୀରଭାବେ ବର୍ଣ୍ଣନା କରନ୍ତି । ଦୀର୍ଘ ଦିନ ଧରି ମୁଁ ଗୋଟିଏ ଫକୀର ହେବାକୁ ସାଧନା କରୁଛି । ନଙ୍ଗଳା ଫକୀର ହେବା ତ’ ଆହୁରି କଷ୍ଟ । ତେଣୁ ଆପଣଙ୍କ…

ପ୍ରାଚୀ ନଦୀ ଅବବାହିକାର ଭିନ୍ନ ଏକ ପ୍ରାଚୀନ ତନ୍ତ୍ରପୀଠ ‘ବାରାହୀ ଦେଉଳ’

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଉପକୂଳ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀ ଅବବାହିକାରେ ରହିଛି ଅଷ୍ଟମ ଶତାବ୍ଦୀ ରୁ ଆରମ୍ଭ କରି ପଂଚଦଶ ଶତାବ୍ଦୀ ମଧ୍ୟରେ ନିର୍ମିତ ଅନେକ ପ୍ରାଚୀନ ମନ୍ଦିର ।  ତେବେ ସେଥି ମଧ୍ୟରୁ ନିର୍ମାଣ ଶୈଳୀରେ ସବୁଠାରୁ ନିଆରା ଏକ…