Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

‘ରୁଚି’ ପକ୍ଷରୁ ହଜାରେ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର: କରୋନା ବିପର୍ଯ୍ୟୟରେ ପ୍ରଭାବିତ ପୁରୀ ଓ ଭୁବନେଶ୍ୱରର ଅନେକ ସହରତଳି ବସ୍ତିରେ ବସବାସ କରୁଥିବା ଅସହାୟ ଓ ବିପନ୍ନ ଲୋକମାନଙ୍କୁ ରୁଚି ମସଲା ଉଦ୍ୟୋଗ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି । ଭୁବନେଶ୍ୱରର ହାଇଟେକ୍ ବସ୍ତି, କିନ୍ଦିରିଆ ବସ୍ତି, ପାଣ୍ଡରା, ଭୋଇ…

କରୋନା ମୁକାବିଲା ବେଳେ ବଦଳିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର : ଆଇଏଏସ୍ ସ୍ତରରେ ବୁଧବାର ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ନିକୁଂଜ ବିହାରୀ ଧଳଙ୍କର ବଦଳି ହୋଇଛି । ତାଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଛି । ସେହିପରି ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଅଫିସର…

ତାମିଲନାଡୁରୁ ଆସୁଛି ସ୍ୱତନ୍ତ୍ର ଟ୍ରେନ୍‌; ଆସନ୍ତାକାଲିଠୁ ବଲାଙ୍ଗୀର ସହରରେ କର୍ଫ୍ୟୁ ଘୋଷଣା

ବଲାଙ୍ଗୀର: ବଲାଙ୍ଗୀର ସହରରେ ଆସନ୍ତାକାଲି କର୍ଫ୍ୟୁ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଗୁରୁବାର ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ସ୍ଥିତି ନେଇ ଆଜି ଘୋଷଣା କରିଛନ୍ତି ବଲାଙ୍ଗୀର ଉପଜିଲ୍ଲାପାଳ । ଗୁରୁବାର ଦିନ ୧୦ଟା ୪୦ରେ ବଲାଙ୍ଗୀର ରେଳ ଷ୍ଟେସନରେ ତାମିଲନାଡୁରୁ…

କିଲର କରୋନା ନେଲା ଜାପାନର ସୁମୋ ପହିଲମାନଙ୍କ ଜୀବନ

ଟୋକିଓ: କିଲର କରୋନା୨୮ ବର୍ଷ ବୟସ୍କ ଜାପାନର ସୁମୋ ପହିଲମାନ ସୋବୁଶିଙ୍କଙ୍କ ଜୀବନ ନେଇଛି । କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଏବଂ ଏକାଧିକ ଅଙ୍ଗ କାର‌୍ୟ୍ୟକ୍ଷମ ନହେବାରୁ ବୁଧବାର ତାଙ୍କର ମୃତ୍ୟୁ ଘଟିଛି । ଟୋକିଓର ଟାକାଦାଗାୱା ଦଳର ସମ୍ପୃକ୍ତ ପହିଲମାନ ଏକ ମାସ ଧରି ଏହି ରୋଗ ସହ ଲଢିବା…

କରୋନା ଭାଇରସ ନେଇ ଚୀନ ଡବ୍ଲ୍ୟୁଏଚଓ ଉପରେ ଚାପ ପକାଇଥିଲା : ସିଆଇଏ

ଓ୍ବାଶିଂଟନ: ଆମେରିକାର ସେଣ୍ଟ୍ରାଲ ଇନଭେଷ୍ଟିଗେଟିଂ ଏଜେନ୍ସି(ସିଆଇଏ) ମଙ୍ଗଳବାର ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛି । କରୋନା ଭାଇରସ ସମ୍ପର୍କୀତ ତଥ୍ୟ ଲୁଚାଇବା ପାଇଁ ଚୀନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଉପରେ ଚାପ ପକାଇଥିଲା ବୋଲି ସିଆଇଏ କହିଛି । ପୃଥିବୀରେ କରୋନା ସଂକ୍ରମଣ…

କରୋନାକୁ ହରାଇଲେ ଯାଜପୁରର ୮୫ ବର୍ଷର ବୃଦ୍ଧା

ଭୁବନେଶ୍ୱର : ରାଜ୍ୟର ସବୁଠୁ ବୟସ୍କ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହେଲେ । ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯାଜପୁରର ୮୫ ବର୍ଷୀୟ ବୃଦ୍ଧା ସୁସ୍ଥ ହେବା ପରେ ଡିସ୍‌ଚାର୍ଜ ହୋଇଛନ୍ତି । ବୃଦ୍ଧାଙ୍କର ଓଜନ ଥିଲା ମାତ୍ର ୨୨ କିଲୋଗ୍ରାମ । ତାଙ୍କୁ ନେଇ ଡାକ୍ତରଙ୍କର ଅନେକ ଆଶଙ୍କା…

ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ; କୋଭିଡ-୧୯ ଟେଷ୍ଟ୍ ଲାଗି ସଂଗ୍ରହ ହେଲା ସ୍ୱାବ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥଖଳାରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ରଥନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଥିବା ସମସ୍ତ ନିର୍ମାଣ ସେବକମାନଙ୍କଠାରୁ ସ୍ୱାବ୍ ଟେଷ୍ଟ ଲାଗି ନମୂନା ସଂଗ୍ରହ କରାଯାଇଛି । ବୁଧବାର ଦିନ ରଥ ନିର୍ମାଣ କାର୍ଯ୍ୟରେ…

ବିମାନ ଓ ରେଳଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍

ଭୁବନେଶ୍ୱର: ବାହାରୁ ଓଡ଼ିଶାକୁ ଏବେ ପ୍ରବାସୀମାନେ ଆସୁଛନ୍ତି । ଟ୍ରେନ୍ ଏବଂ ବିମାନରେ ସେମାନଙ୍କୁ ଅଣାଯାଉଛି । ସେହିପରି ଭୁବନେଶ୍ୱରରୁ ଦିଲ୍ଲୀ ଦୈନିକ ଟ୍ରେନ୍ ଯିବାଆସିବା କରୁଛି । ଏଥିପାଇଁ ସ୍ୱତନ୍ତ୍ର ବିମାନ ଓ ରେଳଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଗାଇଡାଲଇନ୍ ଜାରି କରିଛନ୍ତି । ଏ ନେଇ…

ମହାରାଷ୍ଟ୍ରରୁ ବାଲେଶ୍ୱର ପହଞ୍ଚିଲା ଆଉ ଏକ ସ୍ୱତନ୍ତ୍ର ଟ୍ରେନ; ଆସିଲେ ୪୦୨ଜଣ ପ୍ରବାସୀ

ବାଲେଶ୍ୱର: ବାଲେଶ୍ୱର ଷ୍ଟେସନ୍‌ରେ ପହଞ୍ଚିଲା ଆଉ ଏକ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ଟ୍ରେନ୍‌ । ଟ୍ରେନ୍‌ରେ ଆସିଛନ୍ତି ୪୦୨ ଜଣ ପ୍ରବାସୀ ଓଡ଼ିଆ । ଅଧିକ ପଢନ୍ତୁ: ଭଦ୍ରକ ଷ୍ଟେସନରେ ପହଞ୍ଚିଲା ପ୍ରବସୀଙ୍କୁ ନେଇ ଆସୁଥିବା ଆଉ ଏକ ଟ୍ରେନ ସମସ୍ତେ ମହାରାଷ୍ଟ୍ରର ଥାନେରୁ…

ପୁଣି ବଢ଼ିଲା ଟ୍ୟାକ୍ସ ରିଟର୍ଣ୍ଣ ତାରିଖ

ନୂଆଦିଲ୍ଲୀ: ପୁଣି ଘୁଂଚିଲା ଇନକମ୍ ଟ୍ୟାକ୍ସ ପଇଠ ତାରିଖ । ୨୦୧୯-୨୦ ପାଇଁ ଟ୍ୟାକ୍ସ ପଇଠ ତାରିଖରେ ବୃଦ୍ଧି କରାଯାଇଛି । ଟ୍ୟାକ୍ସ ରିଟର୍ଣ୍ଣର ଶେଷ ତାରିଖ ନଭେମ୍ବର ୩୦ ରହିଛି । ପୂର୍ବରୁ ଟ୍ୟାକ୍ସ ରିଟର୍ଣ୍ଣ କରିବାର ଶେଷ ତାରିଖ ଜୁଲାଇ ୩୧ରୁ ଅକ୍ଟୋବର ୩୧ ଯାଏଁ ଥିଲା । ତେବେ ଏହାକୁ ଆଉ…