Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

 ବୁଲି ଯାଆନ୍ତୁ ଫୁଲର ସହର କୁନ୍ନୁର

ଯଦି ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ କେଉଁଆଡେ ବୁଲି ଯିବାକୁ ଭାବୁଛନ୍ତି, ତାହେଲେ କୌଣସି ନା କୌଣସି ହିଲ ଷ୍ଟେସନ କଥା ଆପଣଙ୍କ ମନକୁ ନିଶ୍ଚିତ ଆସୁଥିବ। ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ହିଲ ଷ୍ଟେସନ ବିଷୟରେ କହିବୁ ଯେଉଁଠି ପ୍ରକୃତି ତାର ସବୁତକ ସୌନ୍ଦର୍ଯ୍ୟ ଅଜାଡି…

ଜାଣନ୍ତୁ, ଆସାମର କେଉଁ ଅଭୟାରଣ୍ୟରେ ରହିଛି ଗୋଟିଏ ଶିଙ୍ଗ ଥିବା ଗଣ୍ଡା

ସହରର ଜନଗହଳିପୂର୍ଣ୍ଣ ପରିବେଶରୁ କିଛିକ୍ଷଣ ପାଇଁ ବାହାରି ଆସି ଏକ ଶାନ୍ତ ବାତାବରଣରେ ସମୟ କଟାଇବାକୁ ଚାହୁଁଥିଲେ ବୁଲିଚାଲନ୍ତୁ ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ। ଆସାମର ମୋରିଗାଓଁ ଜିଲ୍ଲାରେ ରହିଛି ଏହି ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ । କେହି କେହି ଏହାକୁ ପବିଟୋରା ବନ୍ୟପ୍ରାଣୀ…

ଘରେ ରଖନ୍ତୁ ବଂଶୀ, ମିଳିବ ଅନେକ ଫାଇଦା

ବଂଶୀ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ଅତିପ୍ରିୟ। ବଂଶୀର ମଧୁର ସ୍ୱରକୁ ପ୍ରେମର ପ୍ରତୀକରୂପେ ଲୋକେ ମାନିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଅବା ଦୋକାନରେ ବଂଶୀ ରଖିବା ଦ୍ୱାରା ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଘରେ ବଂଶୀ ରଖିଲେ ଏହା ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଓ…

ଆଧୁନିକତାର ଯୁଗରେ ଆଉ ନାହିଁ ପାରମ୍ପରିକ ବାଦ୍ୟର ଚାହିଦା

ପୂଜା, ବାହାଘର, ବ୍ରତ ସହ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟକ୍ରମ ମାନଙ୍କରେ ବାଜା, ତୁରୀ, ମହୁରୀ, ତାସା ଓ ନିଶାନ ବାଜୁନଥିଲେ ଶୁଭ କାର୍ଯ୍ୟ ଆଗେଇ ପାରୁନଥିଲା । ଏସବୁ ବଜାଇବା ପାଇଁ କାହାର ଅନୁମତୀ ନେବାକୁ ପଡ଼ୁନଥିଲା । ଯେତେବେଳେ ଯିଏ ଇଚ୍ଛା କଲା ଏହି ପାରମ୍ପରିକ ବାଦ୍ୟତାଳରେ ନାଚିଉଠୁଥିଲା…

ଦୁବାଇରେ ପ୍ରବାସୀ ଓଡ଼ିଆଙ୍କୁ ମନ୍ତ୍ରମୁଗ୍ଧ କଲା ଅନିନ୍ଦିତାଙ୍କ ସୁମୁଧୁର ସଙ୍ଗୀତ

ଭୁବନେଶ୍ୱର: କାଳଜୟୀ ଶ୍ରୃତିମଧୁର ପୁରୁଣା ଓଡ଼ିଆ ଗୀତକୁ ସମସ୍ତେ ଭୁଲିବାକୁ ଲାଗିଥିବା ବେଳେ ସୁଦୂର ଦୁବାଇରେ ପ୍ରବାସୀ ଓଡ଼ିଆଙ୍କୁ ନିଜ ସୁଲଳିତ କଣ୍ଠରେ ମନ୍ତ୍ରମୁଗ୍ଧ କରିଦେଇଛନ୍ତି କଣ୍ଠଶିଳ୍ପୀ ଅନିନ୍ଦିତା ଦାସ । ସେ ଗାଇଥିବା ବିବିଧତାଭରା ଗୀତ ଗୁଡ଼ିକରେ, ବିଶେଷକରି ପୁରାତନ ଓଡ଼ିଆ…

ସ୍ମାର୍ଟ ଭିଲେଜ, ଯେଉଁଠି ରହିଛି ସହରଠୁ ବେଶୀ ସୁଖସୁବିଧା

ସ୍ମାର୍ଟ ସିଟି ତ ଶୁଣିଥିବେ, ହେଲେ କେବେ ଶୁଣିଛନ୍ତିକି ସ୍ମାର୍ଟ ଭିଲେଜ ବା ଗାଁ ? ହଁ ଆଜ୍ଞା ଠିକ ଶୁଣିଲେ ଭାରତରେ ରହିଛି ଏକ ସ୍ମାର୍ଟ ଗାଁ ଯାହା କୌଣସି ସହରର ସୁଖ ସୁବିଧା ଠାରୁ କମ୍ ନୁହେଁ । ଏହି ଗାଁର ଲୋକେ ପିଅନ୍ତି ମିନେରାଲ ଓ୍ଵାଟର୍‌ । ଗ୍ରାମବାସୀ ବ୍ୟବହାର କରନ୍ତି 'ୱାଇଫାଇ' ।…

‘ଆଜି ବିଶ୍ବ ବନ୍ଧୁତ୍ବ ଦିବସ’, ଜାଣନ୍ତୁ କାହିଁକି ହୁଏ ପାଳିତ

ଭୁବନେଶ୍ବର: ଆଜି ସାରା ବିଶ୍ୱ ପାଳନ କରୁଛି ବନ୍ଧୁତ୍ୱ ଦିବସ । ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ବନ୍ଧୁତ୍ୱ ଦିବସ’ ଭାବେ ବିଶ୍ୱବାସୀ ପାଳନ କରିଥାଆନ୍ତି । ଏହି ‘ବନ୍ଧୁତ୍ୱ ଦିବସ’ଟି ଅଗଷ୍ଟ ୨ ତାରିଖ ୧୯୩୦ ମସିହାରେ ହାଲମାର୍କ କାର୍ଡ଼ କମ୍ପାନୀର ଜୋସ ହାଲଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।…

ପାଲା ଜଗତର ଅନନ୍ୟ ପ୍ରତିଭା: ଗାୟକ ସୁଧାକର ପରମାନନ୍ଦ ଶରଣ

ଭୁବନେଶ୍ୱର: ପାଲା ଗାୟନ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିଥିବା ଅନ୍ୟଜଣେ ପାଲା ଗାୟକ ହେଉଛନ୍ତି ପରମାନନ୍ଦ ଶରଣ । ତାଙ୍କ କଣ୍ଠସ୍ୱର ଏତେ ସୁମଧୁର ଯେ, ଲୋକେ କହନ୍ତି ସେ ପାଲା ଗାଇଲେ ଅମୃତ ବର୍ଷା ହୁଏ । ପରମାନନ୍ଦ ଶରଣଙ୍କ ଜନ୍ମ ୧୯୧୭ ମସିହା ନଭେମ୍ବର ମାସରେ । ଯାଜପୁର ଜିଲ୍ଲା ଧର୍ମଶାଳା…

ମହାସାଗର କୂଳରେ ଅବତରଣ କରୁଛି ବିମାନ, ଜାଣନ୍ତୁ କେଉଁଠି

ଏରୋପ୍ଲେନ କେଉଁଠି ଅବତରଣ କରେ ବୋଲି ପ୍ରଶ୍ନ କଲେ, ପ୍ରାୟ ସମସ୍ତେ ଏହାର ଉତ୍ତର ରନୱେ ବୋଲି କହିବେ । ଆପଣ କେବେ ଶୁଣିଛନ୍ତି କି କୌଣସି ବିମାନ ମହାସାଗର କୂଳରେ ଅବତରଣ କରିବା ! ଦୁନିଆରେ ଏମିତି ଏୟାରପୋର୍ଟ ରହିଛି, ଯାହା ମହାସାଗର କୂଳରେ ଅବତରଣ କରିଥାଏ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ…

ଶବରୀ ଉତ୍ସବ ୨୦୧୯: ଉତ୍କୃଷ୍ଟ କଳା ଓ ସଂସ୍କୃତି ଲାଗି ୧୪ ବ୍ୟକ୍ତିବିଶେଷ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶବରୀ ପକ୍ଷରୁ ‘ଶବରୀ ଉତ୍ସବ ଓ ମହାମିଳନ ପର୍ବ’ ଜୟଦେବ ଭବନଠାରେ ଏକ ସାଂସ୍କୃତିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ଶିଳ୍ପୀ ହରପ୍ରିୟା ସ୍ୱାଇଁ, ବିଶିଷ୍ଟ ନୃତ୍ୟଶିଳ୍ପୀ…