Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

‘ନୂଆଖାଇ’ ଲାଗି ଧାର୍ଯ୍ୟ ହେଲା ଲଗ୍ନ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଅବସରରେ ‘ନବାନ୍ନ ଲାଗି’ ପାଇଁ ଶୁକ୍ରବାର ଦିନ ଲଗ୍ନ ଧାର୍ଯ୍ୟ କରାଯାଇଛି । ଏହି ନବାନ୍ନ ଲାଗି ନୀତିକାନ୍ତି ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ସକାଳ ୮ଟା ୫୦ମି.ରୁ ଦିନ ୧୦ ଟା ୩୮ମି. ମଧ୍ୟରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି ।…

ପୂଜା କରିବା ସମୟରେ କେଉଁ ଦିଗକୁ ମୁଁହ କଲେ ମିଳିଥାଏ ଶୁଭ ଫଳ, ଜାଣନ୍ତୁ

ପୁରୀ: ପୂଜା-ପାଠ କରିବା ଦ୍ବାରା ମନ ଶାନ୍ତ ରହିବା ସହ ଶରୀରରେ ମଧ୍ୟ ସକରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ଅନେକ ଲୋକ ଘରେ ପୂଜା-ଅର୍ଚ୍ଚନା କରୁଥିବା ବେଳେ ଆଉ କିଛି ଲୋକ ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି…

ନୈନିତାଲ: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର

ଭୁବନେଶ୍ୱର: ନିଜର କାର୍ଯ୍ୟ ବ୍ୟସ୍ତତାରୁ ଟିକିଏ ସମୟ ବାହାର କରି ବୁଲି ଆସନ୍ତୁ ନୈନିତାଲ। ଏହାର ଅପୂର୍ବ ଶୋଭା ଆପଣ ଥରେ ଦେଖିଲେ ବିମୋହିତ ହୋଇପଡିବେ । ଆମେ ଆପଣଙ୍କୁ ଆଜି ସେହି ନୈସର୍ଗିକ ଶୋଭାରାଜି ସମ୍ପନ୍ନ ନୈନିତାଲର ଅପୂର୍ବ ସୌନ୍ଦର୍ଯ୍ୟ ବିଷୟରେ ଜଣାଇବୁ । ଉତ୍ତରାଖଣ୍ଡ ରାଜ୍ୟର…

ସାତକୋଶ ଯାଏଁ ଲମ୍ବିଛି ସାତକୋଶିଆ ଗଣ୍ଡ

ପାହାଡ଼, ନଦୀ, ନାଳ ଓ ଜଙ୍ଗଲରେ ଭରପୁର ଅଞ୍ଚଳ ହେଉଛି ଅନୁଗୁଳର ସାତକୋଶିଆ। ପର୍ଯ୍ୟଟନ ୠତୁ ଆସିଲେ ବେଶ୍‌ ଚଳଚଞ୍ଚଳ ହୋଇପଡ଼େ ଏହି ସ୍ଥାନ। ପ୍ରାକୃତିକ ସବୁଜିମା ପରିବେଶକୁ ନେଇ ଗଢି ଉଠିଥିବା ସାତକୋଶିଆ ଗଣ୍ଡ ଓଡ଼ିଶାର ବିରଳ ସ୍ଥାନ ମାନଙ୍କ ମଧ୍ୟରୁ ଗୋଟିଏ । ଏହାର ସୌନ୍ଦର୍ଯ୍ୟକୁ ଯିଏ ଥରେ…

ଆମେରିକାରେ ସୁଦର୍ଶନ ଜିତିଲେ ବାଲୁକାକଳା ‘ପିପୁଲ୍ସ ଚଏସ୍’ ପୁରସ୍କାର

ଭୁବନେଶ୍ୱର: ଆମେରିକାର ବୋଷ୍ଟନ ବେଳାଭୂମିରେ ଅନୁଷ୍ଠିତ ହୋଇଥିବା ୨୦୧୯ ଅନ୍ତର୍ଜାତୀୟ ବାଲୁକାକଳା ଚାମ୍ପିୟନସିପରେ ‘ପିପୁଲ୍ସ ଚଏସ୍’ ପୁରସ୍କାର ହାସଲ କରିଛନ୍ତି ଖ୍ୟାତନାମା ଓଡ଼ିଆ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବିଶ୍ୱସ୍ତରୀୟ ଚାମ୍ପିୟନସିପରେ ଭାରତକୁ ପ୍ରତିନିଧିତ୍ୱ…

କରୁଣ ରସର ସମ୍ରାଟ୍: ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟ

ଭୁବନେଶ୍ୱର: ଗାୟକ ରତ୍ନ ଲୋକନାଥ କରଙ୍କ ପ୍ରସିଦ୍ଧ କୋଇଲି କବିତା ସେ ଯେତେବେଳେ ମଞ୍ଚରେ ଗାୟନ କରନ୍ତି ଉପସ୍ଥିତ ଦର୍ଶକଙ୍କ ଆଖି ଲୁହରେ ଭିଜିଯାଏ । ସେ ଯେଉଁ ମଞ୍ଚକୁ ପାଲା ଗାଇବାକୁ ଯାଆନ୍ତି ସବୁଠି ଲୋକଙ୍କର ଦାବି ଥାଏ ତାଙ୍କରି ମୁହଁରୁ କୋଇଲି ଶୁଣିବା ପାଇଁ । କରୁଣ ରସ ସମେତ ଭାବପୂର୍ଣ୍ଣ…

ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କୁ ଦ୍ୱିତୀୟ ‘ସିକନ୍ଦର ଆଲାମ ସ୍ମୃତି ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସଙ୍ଗୀତଜ୍ଞ ତଥା ସଙ୍ଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ସିକନ୍ଦର ଆଲାମ୍ ସ୍ମୁତି ପୁରସ୍କାର ପ୍ରଦାନ କରିଛନ୍ତି । ରାଜଧାନୀସ୍ଥିତ ସଚିବାଳୟଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ…

ମନସୁନରେ ବୁଲି ଯାଆନ୍ତୁ ‘ମାଉଣ୍ଟ ଆବୁ’

ଭୁବନେଶ୍ୱର: ମନସୁନରେ ବୁଲିଯିବାର ପ୍ଲାନ୍ କରୁଛନ୍ତି କି ? ଯଦି ହଁ, ତା’ ହେଲେ ଆଉ ଡେରି ନ କରି ଯାଅନ୍ତୁ ‘ମାଉଣ୍ଟ ଆବୁ' । ବର୍ଷା ଦିନେ ହିଲ୍ ଷ୍ଟେଶନ ବୁଲିଯିବାର ମଜା ହିଁ କିଛି ଖାସ୍ ହୋଇଥାଏ। ପାହାଡ଼ ଉପରୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦେଖିଲେ, ଏହା ଏକ ନିଆରା ଅନୁଭବ ପ୍ରଦାନ କରିଥାଏ।…

ଘଟଗାଁର ଆରାଧ୍ୟ ଦେବୀ ମା’ ତାରିଣୀ

କେନ୍ଦୁଝର: ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାରେ ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ପୀଠ । ମାଙ୍କୁ ଦର୍ଶନ କରିବା ପାଇଁ ଓଡ଼ିଶା ତଥା ଓଡ଼ିଶା ବାହାରୁ ଅନେକ ପର୍ଯ୍ୟଟକ ଛୁଟିଆସିଥାନ୍ତି । ମା' ଙ୍କ ପାଖକୁ ଆସିପାରୁ ନଥିବା ଭକ୍ତ ମା'ଙ୍କ ପାଇଁ ନଡିଆଟିଏ ପଠାଇଦେଲେ ଅତି ଶ୍ରଦ୍ଧାର ସହ ମାଆ ତାକୁ…

ଦେବକୁଣ୍ଡ: ଯେଉଁଠି ଦେବତା ମାନେ କରନ୍ତି ସ୍ନାନ

ନିତିଦିନିଆ ଜୀବନରୁ ବୋର ହୋଇଗଲେ ମନ ଚାହେଁ କୁଆଡେ ଟିକେ ବୁଲି ଆସିବାକୁ । ପ୍ରକୃତିର ଶୋଭାରାଜିରେ କିଛି ସମୟ ଅତିବାହିତ କରି ଆସିଲେ ମନରୁ ସତେ ଯେପରି ଅପସରି ଯାଏ ସମସ୍ତ କ୍ଳାନ୍ତି । ଆପଣ ମଧ୍ୟ ଯଦି ବୁଲିବା ପାଇଁ ପ୍ଲାନିଂ କରୁଛନ୍ତି,ତେବେ ମୟୂରଭଞ୍ଜ ଜିଲ୍ଲାର ଦେବକୁଣ୍ଡ ଯିବାକୁ ଭୁଲନ୍ତୁ…