Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭିତରକନିକା ଅଭୟାରଣ୍ୟରେ ବାର୍ଡ ଫ୍ଲୁ ଆତଙ୍କ !

କେନ୍ଦ୍ରାପଡ଼ା: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ବ୍ୟାପିବା ବ୍ୟାପିବା ପୂର୍ବରୁ ତୁରନ୍ତ ରାଜ୍ୟ ପଶୁ ସମ୍ପଦ ବିଭାଗ ପକ୍ଷରୁ ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ତେବେ ଏବେ ଏହି ପକ୍ଷୀ ଗୁଡ଼ିକ ଭିତରକନିକା ଅଭୟାରଣ୍ୟକୁ ଶୀତ ଋତୁରେ ହଜାର ହଜାର ସଂଖ୍ୟାରେ…

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ରାଞ୍ଚିର ଇଞ୍ଜିନିୟରିଂ ଛାତ୍ର ନିଖୋଜ

ପୁରୀ: ପୁରୀ ହୋଲିଡ଼େ ରିସର୍ଟ ନିକଟସ୍ଥ ସମୁଦ୍ରରେ ଗାଧୋଇବା ସମୟରେ ରାଞ୍ଚିର ଜଣେ ଇଞ୍ଜିନିୟରିଂ ଛାତ୍ର ନିଖୋଜ ହୋଇଯାଇଛନ୍ତି । ଏହି ଛାତ୍ର ଜଣକ ରାଞ୍ଚି ର ସାଇ କ୍ରିଷ୍ଣା କୁମାର ବୋଲି ଚିହ୍ନିତ ହୋଇଛନ୍ତି, ସେ ବୋକାରସ୍ଥିତ ବିଟ୍ସ କଲେଜର ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି ।…

ପବିତ୍ର ଧନୁସଂକ୍ରାନ୍ତିରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆରମ୍ଭ ହେଲା ‘ପହିଲି ଭୋଗ’ ନୀତି

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ‘ପହିଲି ଭୋଗ’ ନୀତି । ଆଜି ମୁଆଁ ସଂକନ୍ତି ବା ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ପହିଲି ଭୋଗ ପ୍ରସାଦ ସେବନ କରି…

ପାଲା ଜଗତର ବିସ୍ମୟ ଗାୟକ କାବ୍ୟାଳଙ୍କାର ଶଶିଭୂଷଣ ନନ୍ଦଶର୍ମା

ଭୁବନେଶ୍ୱର: ସାରସ୍ୱତ ସାଧକ ତଥା ପାଲା ଜଗତର ବିସ୍ମୟ ଗାୟକ କାବ୍ୟାଳଙ୍କାର ଶଶିଭୂଷଣ ନନ୍ଦଶର୍ମା ୧୯୪୪ ମସିହା ଏପ୍ରିଲ ମାସ ୭ ତାରିଖରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଥାନା ଅନ୍ତର୍ଗତ ଗଙ୍ଗାଧରପୁରଶାସନରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାପା ପଣ୍ଡିତ…

ଆସାମର ରହସ୍ୟମୟ ଗାଁ ମେୟଙ୍ଗ, ଯେଉଁ ଗାଁ’ରେ ତନ୍ତ୍ର ବଳରେ ମଣିଷ ହୋଇଯାଏ ପଶୁ !

ଭୁବନେଶ୍ୱର: ବିଜ୍ଞାନର ଜୟଯାତ୍ରା ଯେତେ ଯେତେ ଶୀର୍ଷସ୍ଥାନକୁ ଯାଉଛି, ଅନ୍ଧବିଶ୍ୱାସ ତଥା ପାରମ୍ପରିକ କଳା କୌଶଳ ବା କଳାଯାଦୁ ଉପରେ ବିଶ୍ୱାସ ମଧ୍ୟ ସେତିକି ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ଆସାମର ମେୟଙ୍ଗ ନାମକ ଏକ ଗାଁ’ର ମନ୍ତ୍ରତନ୍ତ୍ର ତଥା କଳାଯାଦୁ…

ଚନ୍ଦକା ଟ୍ରେଲ୍ ଜରିଆରେ ପ୍ରକୃତି ସହ ପୁନଃ ସମ୍ପର୍କ ସ୍ଥାପନ

ଭୁବନେଶ୍ୱର: ଦକ୍ଷିଣରେ ଦୟା ନଦୀ ଓ ପୂର୍ବରେ କୁଆଖାଇ ନଦୀ ଦ୍ୱାରା ପରିବେଷ୍ଟିତ ଭୁବନେଶ୍ୱରରେ ଅତୁଳନୀୟ ସମୃୃଦ୍ଧ ଜୈବ ବିବିଧତା ରହିଛି, ଯେଉଁଥିରୁ ଚନ୍ଦକା ବନ୍ୟଜନ୍ତୁ ଅଭୟାରଣ୍ୟ ଓ ନନ୍ଦନକାନନ ଜୀବବିଜ୍ଞାନ ପାର୍କ ହେଉଛି ସଫଳତମ ସଂରକ୍ଷଣ କାହାଣୀର ଭିନ୍ନ ସ୍ଥଳ । ଅତି ଯତ୍ନର ସହିତ…

ବିଶିଷ୍ଟ ମଞ୍ଚ କଳାକାର ନିତ୍ୟାନନ୍ଦ ଦାସଙ୍କ ପରଲୋକ

ପୁରୀ: ଲୋକପ୍ରିୟ କଳାକାର, ହାସ୍ୟ ଅଭିନେତା ତଥା ମଞ୍ଚ ନିର୍ଦ୍ଦେଶକ ନିତ୍ୟାନନ୍ଦ ଦାସଙ୍କ ପୁରୀର ଏକ ଘରୋଇ ହସ୍ପିଟାଲରେ ବୁଧବାର ଦିନ ପରଲୋକ ହୋଇଯାଇଛି । ହୃଦରୋଗରେ ଆକ୍ରାନ୍ତ ଥିବା ସ୍ୱଗତଃ ନିତ୍ୟାନନ୍ଦ ଦାସଙ୍କୁ ମୃତ୍ୟୁ ବେଳକୁ ୮୩ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ପରେ ତାଙ୍କର ପାର୍ôଥବ…

ଚିଲିକା: ଏବେବି ହ୍ରଦରେ ଚାଲିଛି ବିଦେଶାଗତ ପକ୍ଷୀ ଶିକାର

ବାଲୁଗାଁ: ଚିଲିକାରେ ଏବେବି ଚାଲିଛି ଅବାଧ ପକ୍ଷୀ ଶୀକାର । ଏହି ହଜାର ହଜାର ସଂଖାର ବିଦେଶାଗତ ପକ୍ଷୀମାନଙ୍କ ସୁରକ୍ଷା ନେଇ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ପକ୍ଷୀ ଶିକାରୀଙ୍କ ଦ୍ୱାରା ଏହି ବିଦେଶୀ ପକ୍ଷୀଙ୍କ ଶିକାର ହେବା ଅଭିଯୋଗ ହେଉଛି । ଗତ…

କୋଣାର୍କ ମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ୨ ରୁଷୀୟ ନାଗରିକ ଅଟକ

କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିର ଉପରେ ଡ୍ରୋନ ଉଡ଼ାଇବା ଅଭିଯୋଗରେ ମଙ୍ଗଳବାର ଦିନ ୨ଜଣ ରୁଷୀୟ ପର୍ଯ୍ୟଟକଙ୍କ୍ୁ ପୋଲିସ ଥାନାରେ ଅଟକ ରଖିଛନ୍ତି । ୧୩ଶ ଶତାବ୍ଦୀର ଏହି ୟୁନେସ୍କୋ ପର୍ଯ୍ୟଟନସ୍ଥଳୀ ଉପରେ ଡ୍ରୋନ ଉଡ଼ାଇବା ନେଇ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି । ମିଳିଥିବା…

ଚିଲିକା ଓ ଭିତରକନିକା ଆଦ୍ରଭୂମି ସୁରକ୍ଷା ନିମନ୍ତେ ଏସିଏସ ଦୃଷ୍ଟିପାତ କରିବେ !

କଟକ: ଚିଲିକା ଓ ଭିତରକନିକା ଅଭୟାରଣ୍ୟ ଆଦ୍ରଭୂମିର ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ହସ୍ତାନ୍ତର କରିବା ନେଇ ଓଡ଼ିଶା ହାଇକୋର୍ଟରେ ଏକ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି । ଚିଲିକା ଓ ଭିତରକନିକାରେ ସୁରକ୍ଷା ଉପାୟର ଏକ…