Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସମ୍ବଲପୁର: ରଙ୍ଗ ଓ ତୂଳୀରେ ଚିତ୍ରଶିଳ୍ପୀଙ୍କ ଅଟଳଜୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧନୁପାଲ୍ଲୀର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ‘କଳା ଓ କଳାକାର’ ପକ୍ଷରୁ ଭାରତର ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ରଙ୍ଗ ଓ ତୂଳୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଧନୁପାଲ୍ଲୀଠାରେ କୁନି କୁନି କଳାକାରଙ୍କ ସମେତ ଅନେକ…

କେରଳ ବନ୍ୟା ପୀଡ଼ିତଙ୍କୁ ବାଲୁକା କଳାରେ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କେରଳ ବନ୍ୟାରେ ମୃତ୍ୟୁବରଣ କରିଥିବା ସ୍ୱର୍ଗତ ଆତ୍ମାମାନଙ୍କ ପ୍ରତି ବାଲୁକା ପ୍ରତିକୃତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । କେରଳ ବନ୍ୟା ପ୍ରପୀଡ଼ିତଙ୍କୁ ସମବେଦନା ଜଣାଇ ସୁଦର୍ଶନ ଟ୍ୱିଟ୍…

ହକି ବିଶ୍ୱ କପ ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୨୮ ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୪ତମ ପୁରୁଷ ହକି ବିଶ୍ୱ କପ୍ ଯୋଗୁଁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ପର୍ତୁଗାର୍ଲ ଆଣ୍ଡ ଲାଓସ୍ର ପୂର୍ବତନ ଭାରତୀୟ…

ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଚିତାଲାଗି ଅମାବାସ୍ୟା

ପୁରୀ: ଆଜି ହେଉଛି ପବିତ୍ର ଚିତଉ ଅମାବାସ୍ୟାା ବା ଚିତାଲାଗି ଅମାବାସ୍ୟା । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ଆଜିର ଏହି ପବିତ୍ର ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଥାରେ ଚିତା ଲାଗି ହୋଇଥାଏ । ବର୍ଷ ଭିତରେ ଆଜିର ଅମାବାସ୍ୟା ଶ୍ରୀମନ୍ଦିର ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ…

ଭୁବନେଶ୍ୱର: ଅନନ୍ତ ବାସୁଦେବ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ, ରୋଷଘରର ୨୦ ବଖରା ଭସ୍ମୀଭୁତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ମନ୍ଦିରର ରୋଷଘରେ କୌଣସି କାରଣବଶତଃ ନିଆଁ ଲାଗି ଯାଇଥିଲା । ନିଆଁ ଲାଗି ମନ୍ଦିରର ରୋଷଘରର ପାଖାପାଖି ୨୦ଟି ବଖରା ସମ୍ପୂର୍ଣ୍ଣ ପୋଡି ପାଉଁଶ…

ମହଙ୍ଗା ହେଲା ‘ବ୍ଲାକ୍ ପାଗୋଡା’ ପରିଦର୍ଶନ: କୋଣାର୍କ ପ୍ରବେଶ ଶୁଳ୍କ ବୃଦ୍ଧି ହେଲା

କୋର୍ଣାକ: ଦର୍ଶକମାନଙ୍କ ପାଇଁ ମହଙ୍ଗା ହେଲା କୋର୍ଣାକ ସୂର୍ଯ୍ୟମନ୍ଦିରର ପରିଦର୍ଶନ କରିବା । ସୂଚନା ଅନୁଯାୟୀ ବିନା କୌଣସି ନିର୍ଦ୍ଦେଶାନାମାରେ ଏଏସ୍ଆଇ କତ୍ତୃପକ୍ଷ ପର୍ଯ୍ୟଟକମାନଙ୍କ ପାଇଁ ମନ୍ଦିରର ପ୍ରବେଶ ଶୁଳ୍କ ବୃଦ୍ଧି କରିଦେଇଛନ୍ତି । ସ୍ଥାନୀୟ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କରେ…

ଉନ୍ମୋଚିତ ହେଲା ରାଜଧାନୀର ପ୍ରଥମ ଫ୍ୟାଶନ ପତ୍ରିକା ‘ପଶ୍ ଆଫେୟାର’

ଭୁବନେଶ୍ୱର : ଓଡ଼ିଶାରୁ ପ୍ରଥମକରି ଲଞ୍ଚ୍ ହେଲା ଫ୍ୟାଶନ ପତ୍ରିକା ‘ପଶ୍ ଆଫେୟାର’ । ରାଜଧାନୀର ଦୁଇ ଜଣାଶୁଣା ଫ୍ୟାଶନ୍ ଡ଼ିଜାଇନର୍ ଦିନେନ୍ଦ୍ର ପ୍ରତାପ ସିଂହଦେଓ ଏବଂ ରୋଶନ ସାହୁ ଏହି ପତ୍ରିକାଟିକୁ ଭିନ୍ନ ଶୈଳୀରେ ପ୍ରକାଶିତ କରିଛନ୍ତି । ଏହି ଦୁଇ ଫ୍ୟାଶନ ଡ଼ିଜାଇନର୍ ସେମାନଙ୍କର…

ଥାଇଲାଣ୍ଡ ‘ଆନ୍ତର୍ଜାତିକ ପ୍ରିନ୍ସ ଏଣ୍ଡ ପ୍ରିନ୍ସେସ’ ପ୍ରତିଯୋଗିତା: ଓଡ଼ିଆ ଝିଅ ଲାବଣ୍ୟା ଜିତିଲେ ୩ଟି ପୁରସ୍କାର

ଭୁବନେଶ୍ୱର : ଲାବଣ୍ୟା ଦାସ । କୁନି ଝିଅଟିଏ । ଏପଟେ ପାଠପଢା ସେପଟେ ଦୁନିଆକୁ ଜିତିବାର ପଣ । ଭୁବନେଶ୍ୱର ଡ଼ିଏଭି ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଲାବଣ୍ୟା ଆଖିରେ ଅନେକ ସ୍ୱପ୍ନ । ଓଡ଼ିଶୀ ନୃତ୍ୟର ମଙ୍ଗଳାଚରଣରୁ ଆରମ୍ଭ କରି ରକ୍ ହିପହପ୍ ଡ଼୍ୟାନ୍ସରେ ଏହି କୁନି ଝିଅଟିର…

ଆଜି ଶ୍ରାବଣ ଦ୍ୱିତୀୟ ସୋମବାର: ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର : ଆଜି ହେଉଛି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଆଜି ରାଜ୍ୟର ପ୍ରମୁଖ ଶିବାଳୟରେ ଭଗବାନ ଶିବଙ୍କୁ ଜଳାଭିଷେକ କରିବାକୁ କାଉଡ଼ିଆଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି । ଗତ ଦୁଇଦିନ ଧରି ଓଡ଼ିଶାର ପ୍ରମୁଖ ଶୈବପୀଠକୁ କାଉଡ଼ିଆମାନେ ନିଷ୍ଠାର ସହିତ ବାହୁଙ୍ଗୀରେ ପବିତ୍ର ଜଳ…

ଘରେ ଶଙ୍ଖ ରଖି ପୂଜା କରନ୍ତୁ ବୃଦ୍ଧି ହେବ ଧନ, ସୁଖ ଓ ସମୃଦ୍ଧି

ଶଙ୍ଖ ହେଉଛି ଏକ ସାମୁଦ୍ରିକ ଜୀବର ଦେହାଂଶ । ପ୍ରାଚୀନ ବୈଦିକ ତଥା ଭାରତୀୟ ହିନ୍ଦୁ ପରମ୍ପରାରେ ଶଙ୍ଖର ବିଶେଷ ମହତ୍ୱ ରହିଛି । ଫେଗସୁଇ ଓ ବାସ୍ତୁଶାସ୍ତ୍ରାନୁସାରେ ଘରେ ଶଙ୍ଖ ରଖି ପୂଜା କରିବା ଦ୍ୱାରା ପରିବାରରେ ସମୃଦ୍ଧି ବୃଦ୍ଧି ହେବା ସହିତ ଧନ ବୃଦ୍ଧି ହୋଇଥାଏ । ଭାରତୀୟ ପୁରାଣ ଶାସ୍ତ୍ର…