Latest Odisha News

BREAKING NEWS

Browsing Category

ରହସ୍ୟ

[ଦେଖନ୍ତୁ ଭିଡିଓ] ମହାଦେବଙ୍କ ମନ୍ଦିର ପୂଜାରେ ଜୀବନ୍ତ କଙ୍କଡ଼ା ପ୍ରସାଦ

ଗୁଜରାଟ: ଗୁଜୁରାଟର ସୁରଟରେ ବର୍ଷକୁ ଥରେ ଶବଦାହରେ ଏପରି ଏକ ନିଆରା ମେଳା ଅନୁଷ୍ଠିତ ହୁଏ । ଯାହା ବିଷୟରେ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ଏହି ଶବଦାହ ମେଳାରେ କେବଳ ମୃତ ବ୍ୟକ୍ତିଙ୍କ ଶେଷ ଇଚ୍ଛା ପୂରଣ ପାଇଁ , ନାଁ କେବଳ ମୃତ ବ୍ୟକ୍ତିଙ୍କ ପ୍ରିୟ ଜିନିଷ ଚଢାଯାଏ, ତା ନୁହେଁ ମନ୍ଦିରରେ…

[ଦେଖନ୍ତୁ ଭିଡିଓ] କମଳନାଥ ମହାଦେବ ମନ୍ଦିରରେ ପ୍ରଥମେ ରାବଣ ପୂଜା ପରମ୍ପରା ରହସ୍ୟ

ଉଦୟପୁର: ହିନ୍ଦୁ ଧର୍ମରେ ଦେବାଦେବୀଙ୍କ ପୂଜା ପାଠ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାସହ ସେମାନଙ୍କର ଅଲଗା ଅଲଗା ରୂପରେ ମନ୍ଦିର ରହିଛି। କିନ୍ତୁ ଯେତେ ପରାକ୍ରମୀ ହେଲେ ମଧ୍ୟ କୌଣସି ସ୍ଥାନରେ ଅସୁର ମାନଙ୍କର ପୂଜା ହୋଇନଥାଏ କି ସେମାନଙ୍କ ମନ୍ଦିର ଥିବାର ଦେଖାଯାଏ। ଅନ୍ୟ ପକ୍ଷରେ…

[ଦେଖନ୍ତୁ ଭିଡିଓ] ସ୍ଵିଫ୍ଟ କ୍ରିକ୍ ଉପତ୍ୟକା ୱାୟୋମିଙ୍ଗର ରହସ୍ୟମୟ ‘ରିଦମିକ୍ ସ୍ପ୍ରିଙ୍ଗ’

ଭୁବନେଶ୍ୱର: ଆମ ଚାରିପାଖରେ ଅନେକ ଘଟଣା ଘଟିଚାଲିଛି । ରହସ୍ୟମୟ ଦୁନିଆ ଭିତରେ ଆମେ ରହିଛେ। ପ୍ରତିଦିନ କିଛି କିଛି ରହସ୍ୟମୟ ଘଟଣା ଆମ ସାମନାକୁ ଆସୁଛି। ଏଇ ଯେମିତି ରିଦମିକ୍ ସ୍ପ୍ରିଙ୍ଗ । ଏହା ହେଉଛି ଏକ ଝରଣା । ଆମେରିକାର ୱାୟୋମିଙ୍ଗ ପର୍ବତରୁ ବାହାରିଥିବା ଛୋଟ ଝରଣା। । ହେଲେ ଏହା…

[ଭିଡ଼ିଓ] ଖୈଟ ପର୍ବତ ଶିଖରରେ ପରୀ ରାଇଜ

ଉତ୍ତରାଖଣ୍ଡ : ପରୀ ରାଇଜ କଥା ଶୁଣିବାକୁ କାହାକୁ ବି ଭଲ ନ ଲାଗେ । ଏହି ପରୀ ମାନଙ୍କ କଥା କହିଲେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ। ସେମିତି ଏକ ସ୍ଥାନ ରହିଛି ଯେଉଁସ୍ଥାନକୁ କୁଆଡେ ପରୀ ମାନେ ଆସିଥାନ୍ତି । ଏହାକୁ ନେଇ ଲୋକଙ୍କ ମନରେ ବି ରହିଛି ଅନେକ ବିଶ୍ୱାସ। ଏ ହେଉଛି ଉତ୍ତରାଖଣ୍ଡର ଖୈଟ…

[ଭିଡ଼ିଓ] ମାଆ ମହାଲକ୍ଷ୍ମୀ ମନ୍ଦିରରେ ସୁନା ଚାନ୍ଦି ଗହଣା ପ୍ରସାଦ

ମଧ୍ୟପ୍ରଦେଶ: ଆମ ଚାରିପାଖରେ ବିଭିନ୍ନ ମଠ ମନ୍ଦିର ରହିଛି । ଆଉ ଏହି ସବୁ ମନ୍ଦିର ଗୁଡିକରେ ଭିନ୍ନ ଭିନ୍ନ ରୀତି ନୀତି ମାନ ବି ହୋଇଥାଏ । ହେଲେ ଏମିତି ଏକ ମନ୍ଦିର ବିଷୟରେ ଶୁଣିବା । ମନ୍ଦିର ଯେମିତି ରୋମାଞ୍ଚକର ସେତିକି ରହସ୍ୟମୟ । ଶୁଣିଲେ ଘଟଣା ସମ୍ପୁର୍ଣ୍ଣ ଆଶ୍ଚର୍ଯ୍ୟ ଲାଗେ । ଏହି…

ରହସ୍ୟମୟ ମନ୍ଦିର: ଦେବୀ ମା’ଙ୍କୁ ପ୍ରସାଦ ବଦଳରେ ଅର୍ପଣ କରାଯାଏ ପଥର

ଭୁବନେଶ୍ୱର: ଆମ ଚାରିପେଟ ବିଭିନ୍ନ ମଠ ମନ୍ଦିର ରହିଛି । ଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପୂଜା ରୀତି ନୀତି ରହିଛି । ହେଲେ ଦେବୀ ମା’ଙ୍କର ଏମିତି ଏକ ରହସ୍ୟମୟ ମନ୍ଦିର ରହିଛି। ଯେଉଁଠି ପ୍ରସାଦ ଭାବେ ଚଢାଯାଉଛି ପଥର । ଏହି ଘଟଣା ବିଶ୍ୱାସ ନହେଲେ ବି ସତ। ଏ ହେଉଛି ଛତିଶଗଡର ବିଲାସପୁର…

[ଭିଡ଼ିଓ] ରହସ୍ୟମୟ ରେନବୋ ହୋର୍ମୁଜ ଆଇଲାଣ୍ଡ: ଖାଦ୍ୟରେ ମସଲା ବଦଳରେ ବାଲି ମାଟି ବ୍ୟବହାର

ଭୁବନେଶ୍ୱର: ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ଖାଦ୍ୟ ଶୈଳୀ। ଏମିତିକି କହିବାକୁ ଗଲେ ଭାରତରେ ଲୋକେ ନିଜ ଖାଦ୍ୟ ପାନୀୟ ପ୍ରତି ବେଶ୍ ଗୁରୁତ୍ୱ ଦିଅନ୍ତି। ଆଉ ଖାଦ୍ୟ ପାଇଁ ବିଭିନ୍ନ ପ୍ରକାରର ମସଲା ବି ବ୍ୟବହାର ହୋଇଥାଏ । ଯାହାକି ଖାଦ୍ୟର ଟେଷ୍ଟ ସମ୍ପୁର୍ଣ୍ଣ ବଦଳାଇଦେଇଥାଏ।ହେଲେ କିଛି ଏମିତି…

[ଭିଡ଼ିଓ] ଶ୍ମଶାନ ଚିତା ଉପରେ ମା’ ଶ୍ୟାମା କାଳୀଙ୍କ ମୂର୍ତ୍ତି

ବିହାର: ଶ୍ମଶାନ ଚିତା ଉପରେ ମା’ ଶ୍ୟାମା କାଳୀଙ୍କ ମନ୍ଦିର। ବିଶ୍ୱାସ ନହେଲେ ବି ଏହି ଘଟଣା ସମ୍ପୁର୍ଣ୍ଣ ସତ। ଏନେଇ ରହିଛି ପୁରାଣ ଆଉ ରହିଛଇ ଶ୍ରଦ୍ଧାଳୁ ମନରେ କିଛି ବିଶ୍ୱାସ । ଏହି ମନ୍ଦିର ରହିଛି ବିହାରର ଦରଭଙ୍ଗା ଅଞ୍ଚଳରେ। ମା’କାଳୀଙ୍କ ମୂର୍ତ୍ତି ଶ୍ମଶାନ ଘାଟରେ ହିଁ ତିଆରି ହୋଇଛି ।…

[ଭିଡ଼ିଓ] ପାତାଳେଶ୍ୱର ମହାଦେବ ମନ୍ଦିର ପୂଜାରେ ଝାଡୁ ଅର୍ପଣ

ଉତ୍ତରପ୍ରଦେଶ: ନିତିଦିନଆ ଜୀବନରେ କିଛି ବିଶ୍ୱାସ ଆଉ କିଛି ଅବିଶ୍ୱାସ ଚାଲିଥାଏ। ଭିନ୍ନ ଧର୍ମ ଭିନ୍ନ ସଂସ୍କୃତି। ତା ସହିତ ପୂଜାର୍ଚ୍ଚନାରେ ବି ଥାଏ କିଛି ଅଲଗା ରୀତି। ମଠ ମନ୍ଦିର ଗୁଡିକରେ ପୂଜା କରିବାର ଭିନ୍ନ ଭିନ୍ନ ନୀତି ମାନ ରହିଛି। ଏଇ ଯେମିତି କିଛି ମନ୍ଦିରରେ ଏମିତି କିଛି…

[ଭିଡ଼ିଓ] ଯାଂଜଗିର ଚମ୍ପାରେ ରହସ୍ୟମୟୀ ମା’ମହାମାୟା

ଛତିଶଗଡ଼: ଭାରତରେ ବିଭିନ୍ନ ଧର୍ମ ଆଉ ସଂସ୍କୃତି। ବିଭିନ୍ନ ଦେବାଦେବୀଙ୍କ ଆସ୍ଥାନ। ଶ୍ରଦ୍ଧାଳୁ ଆଉ ଭଗବାନଙ୍କ ସମ୍ପର୍କ ବି କାହିଁ କେଉଁ କାଳରୁ ରହି ଆସିଛି । ବିଭିନ୍ନ ମନ୍ଦିର ଗୁଡିକରେ ଆସ୍ଥା ବିଶ୍ୱାସ ନେଇ ଲାଗିଥାଏ ଶ୍ରଦ୍ଧାଳୁଙ୍କ ଭିଡ଼। ତେବେ ଏମିତି କିଛି ମନ୍ଦିର ରହିଛି ଯେଉଁଠି ଲୋକେ…