Latest Odisha News

BREAKING NEWS

Browsing Category

କର୍ଣ୍ଣାଟକ

Karnataka

ଚୋର ଚମ୍ପଟ୍ ମାରିଥିଲା ଟ୍ରେନ୍‌ରେ, ପୋଲିସ ଧରିଲା ଫ୍ଲାଇଟ୍‌ରେ !

କର୍ଣ୍ଣାଟକ: ନାଟକୀୟ ଢଙ୍ଗରେ ପୋଲିସ ହାତରେ ଧରାପଡିଲା ଚୋର । ଚୋରି ହୋଇଥିଲା ସୁନା ଓ ହୀରା ଗହଣାଗାଣ୍ଠି । ଏକ ଲକରରେ ଗହଣା ଥିବାବେଳେ ଚୋର ଟ୍ରେନରେ ଖସିଯିବାକୁ ଚେଷ୍ଟା କରିଥିଲା । ହେଲେ ପୋଲିସ ଟ୍ରେନ୍‌ରେ ନୁହେଁ ବରଂ ଫ୍ଲାଇଟ୍‌ରେ ପିଛା କରି ଶେଷରେ ଚୋରକୁ ଗିରଫ କରିବାରେ ସଫଳ ହୋଇଛି ।…

ଭାରତରେ ଖୋଲିବ ଚାଉଳ ଏଟିଏମ୍ !

କର୍ଣ୍ଣାଟକ: ପ୍ରଥମ ଥର ପାଇଁ ଭାରତୀୟଙ୍କ ପାଇଁ ଖୋଲିବ ଚାଉଳ ଏଟିଏମ୍ । ଶୁଭାରମ୍ଭ ହେବ କର୍ଣ୍ଣାଟକ ରାଜ୍ୟରେ । ଖାସ କରି ବେଙ୍ଗାଳୁରୁର ବସ୍ତି ଅଂଚଳରେ ଗରିବ ଲୋକଙ୍କ ପାଇଁ ଏହାକୁ ସ୍ଥାପନା କରାଯିବ । କେନ୍ଦ୍ରୀୟ ଯୋଜନା ଅନୁଯାୟୀ ପ୍ରଥମେ କର୍ଣ୍ଣାଟକ ପରେ ଉତ୍ତରପ୍ରଦେଶ, ହରିୟାଣା,…

[ଭିଡିଓ] ବିରିଆନୀ ପାଇଁ ଦେଢ କି.ମି ଲମ୍ବା ଲାଇନ୍ !

କର୍ଣ୍ଣାଟକ: କରୋନା ସ୍ଥିତିରେ ଆପଣ ବିରିଆନୀ ପାଇଁ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପସନ୍ଦ କରିବେ କି ? ଆମ ମଧ୍ୟରୁ ଅନେକ ଏହି ପ୍ରଶ୍ନର ଉତ୍ତର ନା ଦେବାକୁ ପସନ୍ଦ କରିବେ । ହେଲେ ଏପରି ବି କିଛି ଲୋକ ଅଛନ୍ତି, ଯିଏ କି ବିରିଆନୀ ପାଇଁ ଦେଢ କିମି ଲମ୍ବା ଲାଇନରେ ଛିଡା ହେବାକୁ…

୧୫ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ସହିତ ଇଞ୍ଜିନିୟରିଂ ଛାତ୍ର ଗିରଫ

ନୂଆଦିଲ୍ଲୀ: ଉଡୁପି (କର୍ଣ୍ଣାଟକ) ପୋଲିସ ରବିବାର ଦିନ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି)ର ଜଣେ ୨୦ ବର୍ଷ ବୟସ୍କ ଛାତ୍ର ହିମାଂଶୁ ଯୋଶୀଙ୍କୁ ଡାର୍କ ୱେବ୍ ମାଧ୍ୟମରେ ୧୫ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ (488 MDMA) ସହିତ ଗିରଫ କରିଛି। ଛାତ୍ରଟି ନୋଏଡା ସହରରୁ ଆସି…

ପିଏଫଆଇ,ଏସଡିପିଆଇକୁ ବ୍ୟାନ କରିବ କର୍ଣ୍ଣାଟକ ସରକାର

ବାଙ୍ଗାଲୋର: ଇସଲାମିକ ସଂଗଠନ ପପୁଲାର ଫ୍ରଂଟ ଅଫ ଇଣ୍ଡିଆ (ପିଏଫଆଇ) ଓ ଏହାର ରାଜନୈତିକ ଦଳ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ (ଏସଡିପିଆଇ)କୁ ବ୍ୟାନ କରିବା ପାଇଁ କର୍ଣ୍ଣାଟକ ସରକାର ଯୋଜନା କରୁଛନ୍ତି । ଏହି ଦୁଇ ସଂଗଠନ ବାଙ୍ଗାଲୋର ହିଂସାକାଣ୍ଡ ଘଟାଇଥିଲେ । କ୍ୟାବିନେଟ ପୋଲିସକୁ ଏ…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ୟେଦୁରପ୍ପା

ବେଙ୍ଗୁଳୁରୁ: ନଅ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦୁରପ୍ପା । ଆଜି କୋଭିଡ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଡିସ୍‌ଚାର୍ଜ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏ ନେଇ ଆଜି ୟେଦୁରପ୍ପା ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ସେ ଲେଖିଛନ୍ତି…