Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାମ୍ମୁ-କାଶ୍ମୀରରେ ବଢିଛି ଆତଙ୍କବାଦୀ କାର୍ଯ୍ୟକଳାପ: ସ୍ଥଳସେନା ମୁଖ୍ୟ

ହାଇଦ୍ରାବାଦ: ଆଜି ୭୬ତମ ସେନା ଦିବସ ପାଳୁଛି ଦେଶ । ଏହି ଅବସରରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ନିଜର ଅଭିଭାଷଣ ରଖିଛନ୍ତି । ସେନା କିଭଳି ମଣିପୁର ସ୍ଥିତିକୁ ଆୟତ୍ତ କରିଛି ସେ ସମ୍ପର୍କରେ କହିଛନ୍ତି।ଏଥିସହ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିଥିବା କହିଛନ୍ତି…

ଡିପଫେକ୍ ଭିଡିଓର ଶିକାର ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ପ୍ରଥମେ ଝିଅ ଆଉ ଏବେ ବାପା । ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଡିପଫେକ୍ ଭିଡିଓର ଶିକାର ହୋଇଛନ୍ତି ।ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ସଚିନଙ୍କ ଏହି ଭିଡିଓକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଖୋଦ୍ ସଚିନ୍ । ଏହି ଭିଡିଓକୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ…

ଏହି ଦିନ ଆପଣଙ୍କୁ ମିଳିବନି ମଦର ଗୋଟିଏ ବି ବୁନ୍ଦା, ‘ଡ୍ରାଏ ଡେ’ରେ ଏହି ରାଜ୍ୟରେ ବ୍ୟାନ୍ ହେଲା ମଦ

ମଧ୍ୟପ୍ରଦେଶ: ସଜେଇ ହେଉଛି ଅଯୋଧ୍ୟା । ଆସନ୍ତା ୨୨ ଜାନୁୟାରୀରେ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଏହାକୁ ଧ୍ୟାନରେ ରଖି ବିଭିନ୍ନ ରାଜ୍ୟରେ ଡ୍ରାଏ ଡେ କରାଯାଇଛି । ଏହି କ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଆସନ୍ତା ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ…

ବିଗିଡିବାରେ ଲାଗିଛି ଆର୍ଥିକ ଅବସ୍ଥା, ୧୨ଟି ଅଣ୍ଡାର ମୂଲ୍ୟ ୪୦୦ଟଙ୍କା

ନୂଆଦିଲ୍ଲୀ: ଦିନକୁ ଦିନ ବିଗିଡିବାରେ ଲାଗିଛି ପାକିସ୍ତାନର ଆର୍ଥିକ ଅବସ୍ଥା । ପରିସ୍ଥିତି ବର୍ତ୍ତମାନ ଏପରି ଜଟିଳ ହୋଇଛି ଯେ, ଦରଦାମ୍ ବର୍ତ୍ତମାନ ଆକାଶ ଛୁଆଁ ହୋଇଛି । ପରିବା ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ଜିନିଷ ସବୁର ଦର ବର୍ତ୍ତମାନ ୫ଗୁଣା ଅଧିକ ବୃଦ୍ଧି ପାଇଛି । ଏପରି…

ଆସିଲା ଦିବ୍ୟା ପହୁଜାଙ୍କ ପୋଷ୍ଟମର୍ଟମ ରିପୋର୍ଟ, ମୁଣ୍ଡରେ ବାଜିଥିଲା ଗୁଳି

ଗୁରୁଗ୍ରାମ: ଆସିଲା ବହୁ ଚର୍ଚ୍ଚିତ ଗୁରୁଗ୍ରାମ ମଡେଲ ଦିବ୍ୟା ପହୁଜାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରୁ ହେଲା ବଡ ଖୁଲାସା । ତାଙ୍କ ମୁଣ୍ଡକୁ ଗୁଳି ହୋଇଥିବା ରିପୋର୍ଟରେ ଉଲ୍ଲେଖ ଅଛି । ଦିବ୍ୟାଙ୍କ ମୁଣ୍ଡରୁ ଏକ ଗୁଳି ବାହାରିଛି । ହରିୟାଣାର ହିସାର ସ୍ଥିତ ‘ଅଗ୍ରୋହା…

ବିମାନ ବିଳମ୍ବିତ ହେବ ବୋଲି ଘୋଷଣା କରିବାରୁ କ୍ୟାପଟେନକୁ ନିର୍ଦ୍ଧୁମ ଛେଚିଲେ ଯାତ୍ରୀ

ନୂଆଦିଲ୍ଲୀ: ବିମାନ ଭିତରର ଅନେକ ଭିଡିଓ ଆପଣ ଭାଇରାଲ ହେବାର ଦେଖିଥିବେ । ସେହିପରି ଆଜି ସକାଳୁ ସକାଳୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଇଣ୍ଡିଗୋ ବିମାନରେ ଥିବା ଜଣେ ଯାତ୍ରୀ କ୍ୟାପ୍‌ଟେନ୍‌କୁ ନିସ୍ତୁକ ପିଟୁଥିବା ଦେଖିବାକୁ ମିଳିଛି । ଜଣିବାକୁ ମିଳିଛି ଯେ ବିମାନ ବିଳମ୍ବ…

ଭାରତୀୟ ସେନା ଦିବସ: ଶାନ୍ତି, ସୁରକ୍ଷା ଓ ଏକତା ସୁନିଶ୍ଚିତ କରେ ସେନା

ନୂଆଦିଲ୍ଲୀ: ଖରା, ବର୍ଷା, ଶୀତକୁ ଖାତିର ନ କରି ସେମାନେ ଦିନରାତି ସୀମାରେ ପଇଁତରା ମାରନ୍ତି। ସେମାନେ ସୀମାନ୍ତର ଜାଗ୍ରତ ପ୍ରହରୀ। କୌଣସି ମୁହୂର୍ତ୍ତରେ ମଧ୍ୟ ଶତ୍ରୁପକ୍ଷର ଗୁଳିରେ ସେମାନଙ୍କ ଜୀବନ ଚାଲିଯାଇପାରେ। ତଥାପି ନିଜ ଜୀବନକୁ ବାଜି ଲଗାଇ ସେମାନେ ଦେଶର ସୁରକ୍ଷା କବଚ ସାଜିଛନ୍ତି।…

ବିଶିଷ୍ଟ ଉର୍ଦ୍ଦୁ କବି ମୁନୱର ରାଣାଙ୍କ ପରଲୋକ, ୭୧ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ

ନୂଆଦିଲ୍ଲୀ: ପ୍ରଖ୍ୟାତ ଉର୍ଦ୍ଦୁ କବି ମୁନୱର ରାଣାଙ୍କର ଶନିବାର ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ମୁନୱର ରାଣା ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିଲେ। ଲକ୍ଷ୍ନୌର ଏସଜିପିଜିଆଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କବି ମୁନୱର ରାଣାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ…

ସକାଳେ ‘ହାତ’ ଛାଡ଼ିଲେ, ସନ୍ଧ୍ୟାରେ ଏକନାଥ ସିନ୍ଦେଙ୍କ ଧନୁତୀର ଧରିଲେ ମିଲିନ୍ଦ

ନୂଆଦିଲ୍ଲୀ: ମହାରାଷ୍ଟ୍ର କଂଗ୍ରେସକୁ ଏକ ବଡ଼ ଝଟକା ଦେଇଥିବା ଭେଟେରାନ ନେତା ମିଲିନ୍ଦ ଦେଓରା ଶେଷରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଶ୍ରୀ ଦେଓରା ଶିବସେନାରେ ଯୋଗ ଦେଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା…

ମାଳଦ୍ୱୀପରେ କେତେ ସଂଖ୍ୟକ ରହିଛନ୍ତି ଭାରତୀୟ ସେନା, ଜାଣନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ମାଳଦ୍ୱୀପରୁ ସେନା ପ୍ରତ୍ୟାହାର ପାଇଁ ଆଜି ରବିବାର ଭାରତ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ସେ ଚିଠି ମାଧ୍ୟମରେ ଭାରତକୁ କହିଛନ୍ତି କି ଆସନ୍ତା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ସମସ୍ତ ସେନାଙ୍କ ପ୍ରତ୍ୟାହାର କରି ନିଆଯାଉ। ଏନେଇ…