Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ : ଆକାଶ ଆନନ୍ଦଙ୍କ କାନ୍ଧରେ ବିଏସପି ଭାର

ଲକ୍ଷ୍ନୌ:  ବିଏସ୍‌ପି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଜି ଏକ ବଡ଼ ଘୋଷଣା ନେଇଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଦଳୀୟ ବୈଠକରେ ପୁତୁରା ଆକାଶ ଆନନ୍ଦଙ୍କୁ ଉତ୍ତରାଧିକାରୀ ଭାବେ ଘୋଷଣା କରିଛନ୍ତି। ମାୟାବତୀ ଦଳର ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଏବଂ ରାଜ୍ୟର…

ଡମ୍ପର ସହ ଧକ୍କା ହେଲା ବରଯାତ୍ରୀ କାର, ଜୀଅନ୍ତା ଜଳିଗଲେ ୮ଜଣ

ୟୁପି: ଭୟଙ୍କର କାର ଦୁର୍ଘଟଣା । ଜୀଅନ୍ତା ଜଳିଗଲେ ୮ଜଣ । ୟୁପିର ବରେଲି-ନୈନିତାଲ ଜାତୀୟ ରାଜପଥରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । କାରର ଟାୟାର ଫାଟିଯିବା କାରଣରୁ ଭାରସ୍ୟାମ ହରାଇ ଏକ ଡମ୍ପରରେ ଧକ୍କା ହୋଇଥିଲା । ଫଳରେ କାରରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଫଳରେ କାରରେ ଥିବା ୮ଜଣ…

ଜନ୍ମ ହେଲା ଦୁନିଆର ପ୍ରଥମ ଧଳା କୁମ୍ଭୀର

ଫ୍ଲୋରିଡା: କୁମ୍ଭୀର କହିଲେ ସାଧାରଣତଃ ମନକୁ କଳା ଓ ମାଟିଆ ରଙ୍ଗ, ଗୋଲ ପୃଥୁଳ ଶରୀର ଥିବା ଜୀବ କଥା ଆସିଥାଏ । ହେଲେ କେବେ ଧଳା ରଙ୍ଗର କୁମ୍ଭୀର କଥା ଶୁଣିଛନ୍ତି । ଦୁନିଆରେ ପ୍ରଥମ ଥର ପାଇଁ ଧଳା କୁମ୍ଭୀର ଦେଖାଯାଇଛି । ଆମେରିକା ଫ୍ଲୋରିଡାର ଗ୍ୟାଟୋରଲାଣ୍ଡରେ ଦୁର୍ଲଭ ପ୍ରଜାତିର…

୨ ନାତୁଣୀଙ୍କ ସହ ଚେସ୍ ଖେଳିଲେ ଅମିତ୍ ଶାହା, ଫଟୋ କଲେ ସେୟାର

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ଭାଜପା ନେତା ଅମିତ ଶାହା ଏବେ ଖୁବ୍ ଚର୍ଚ୍ଚାରେ । କୌଣସି ରାଜନୈତିକ ଘଟଣାକୁ ନେଇ ନୁହେଁ, ନିଜ ବ୍ୟକ୍ତିଗତ ଏକ ଫଟୋକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଅମିତ୍ ଶାହା ପୁଣି ଦୁଇ ନାତୁଣୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଶାହା ଏହି ଫଟୋକୁ…

ଇମ୍ରାନ ଖାନ୍‌ଙ୍କ ପତ୍ନୀଙ୍କୁ ନୋଟିସ୍ : ‘କଙ୍କଣ, ହାର, ମୁଦି ସବୁ ଆଣି ଆସିବ’

ଇସଲାମାବାଦ: ପାକିସ୍ତାନର ଦୁର୍ନୀତି ନିବାରଣ ଏଜେନ୍ସି ତୋସାଖାନା ମାମଲାରେ ଇମ୍ରାନ ଖାନ୍‌ଙ୍କ ସ୍ତ୍ରୀ ବୁଶ୍ରା ବିବିଙ୍କୁ ନୋଟିସ୍ ହୋଇଛି । ଏନ୍‌ଏବି ରାୱଲପିଣ୍ଡି ବୁଶ୍ରାଙ୍କୁ ଏକ ନୋଟିସ୍ ଜାରି କରି ତୋସାଖାନା ମାମଲାରେ ଡିସେମ୍ବର ୧୧ ସକାଳ ୧୧ଟାରେ ହାଜର ହେବାକୁ କହିଛି । ତୋସାଖାନା…

ନିଆରା ଢଙ୍ଗରେ ପ୍ରତିବାଦ: ସ୍କୁଲ ନିଯୁକ୍ତିରେ ଦୁର୍ନୀତିକୁ ବିରୋଧ କରି ଲଣ୍ଡା ହେଲେ ମହିଳା

କୋଲକାତା : ମହିଳାଙ୍କ ନିଆରା ଢଙ୍ଗରେ ପ୍ରତିବାଦ । ସର୍ବସାଧାରଣ ସ୍ଥାନରେ କାନ୍ଦି କାନ୍ଦି ନିଜ ମୁଣ୍ଡର କେଶ କାଟି ଲଣ୍ଡା ହୋଇଛନ୍ତି । ପଶ୍ଚିମବଙ୍ଗରେ ସ୍କୁଲ ନିଯୁକ୍ତିରେ ହୋଇଥିବା ବହୁ କୋଟି ଦୁର୍ନୀତିକୁ ବିରୋଧ କରି ଜଣେ ଯୋଗ୍ୟ ମହିଳା ପ୍ରାର୍ଥୀନୀ ଏହି ନିଆରା ଉପାୟ ଅବଲମ୍ବନ କରିଛନ୍ତି…

ସାମ୍ନାକୁ ଆସିଲା ରାମ ମନ୍ଦିରର ଗର୍ଭଗୃହ ଫଟୋ

ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ରାମନ୍ଦିରର ଉଦଘାଟନ ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବ । ତେବେ ତା’ପୂର୍ବରୁ ସାମ୍ନାକୁ ଆସିଛି ରାମମନ୍ଦିରର ଗର୍ଭଗୃହର ଫଟୋ । ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ମତ ରାୟ ରାମମନ୍ଦିରର ଗର୍ଭଗୃହର ଦୁଇଟି ଫଟୋ ସୋସିଆଲ…

ମୁଖ୍ୟମନ୍ତ୍ରୀ ପଚାରିଲେ ସାଇକେଲ ଟଙ୍କା ମିଳିଛି କି ନାହିଁ… ଛାତ୍ରୀ ଉତ୍ତର ଦେଲେ ନା…

ରାଞ୍ଚି: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ସଭାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ସଭାରେ ସ୍କୁଲ ଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କଲ୍ୟାଣ ଯୋଜନା ବିଷୟରେ ପଚାରିଥିଲେ।…

ଋଷରେ ପୁଣି ରାଜ୍ କରିବେ ପୁଟିନ !

ମସ୍କୋ: ପୁଣି ଋଷର ରାଷ୍ଟ୍ରପତି ହେବେ ଭ୍ଲାଡିମିର ପୁଟିନ୍। ୨୦୨୪ ମାର୍ଚ୍ଚ ୧୫-୧୭ ମଧ୍ୟରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ହେବ। ଏନେଇ ତାରିଖ ସ୍ଥିର କରିଛନ୍ତି ନିର୍ବାଚନ ଅଧିକାରୀ । ତାରିଖ ଘୋଷଣା ପରେ ପଞ୍ଚମ ଥର ପାଇଁ ପୁଟିନ୍ ପୁଣି ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି। ଯଦି ଏପରି ହୁଏ…

ଆକ୍ସନମୋଡରେ ମାୟାବତୀ: ବିଏସପିରୁ ବିଦା ହେଲେ ସାଂସଦ ଡାନିଶ ଅଲ୍ଲୀ

ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟିର ସାଂସଦ ଡାନିଶ ଅଲ୍ଲୀ ଦଳରୁ ନିଲମ୍ବିତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଏସପି ମୁଖ୍ୟ ମାୟାବତୀ ନିଲମ୍ବିତ କରିଛନ୍ତି । ବହୁଜନ ସମାଜବାଦୀ ପାର୍ଟି ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା ଏନେଇ ସୂଚନା ଦେଇଛନ୍ତି।ହେଲେ ନିର୍ଦ୍ଦିଷ୍ଟ କେଉଁ ଦଳ ବିରୋଧୀ…