Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଥମ ‘ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩’କୁ ଉଦ୍‌ଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆସନ୍ତାକାଲି (ସୋମବାର) ନୂଆଦିଲ୍ଲୀରେ ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩ କୁ ଉଦ୍‌ଘାଟନ କରିବେ । ଡିସେମ୍ବର ୧୦ ରୁ ୧୭ ତାରିଖ ମଧ୍ୟରେ ନୂଆଦିଲ୍ଲୀର ତିନୋଟି ସ୍ଥାନରେ ହେବାକୁ ଥିବା ଏହି କ୍ରୀଡ଼ାରେ ୩୨ ଟି ରାଜ୍ୟ…

ହୂତୀ ବିଦ୍ରୋହଙ୍କୁ ଇସ୍ରାଏଲର ଧମକ, ରକ୍ତରେ ସମୂଦ୍ର ଲାଲ ହେବ

ତେଲ ଅଭୀଭ: ଇସ୍ରାଏଲ ଏବେ ହମାସ ସହ ଯୁଦ୍ଧ କରୁଛି । ଇତି ମଧ୍ୟରେ ଲାଲ ସାଗରରେ ହୁତୀ ବିଦ୍ରୋହୀମାନେ ଲୁଟପାଟ ଜାରି ରଖିଛନ୍ତି । ଯାହାକୁ ନେଇ ଇସ୍ରାଏଲ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯଦି ଆନ୍ତର୍ଜାତୀୟ ସମୂହ ଏହି ବିଦ୍ରୋହୀଙ୍କ ନ ରୋକିବେ ତେବେ ଆମେ ଆମ ଶୈଳୀରେ…

ବିନା ଓଟିପି ଓ ବ୍ଯାଙ୍କ ତଥ୍ୟରେ ୫ଲକ୍ଷ ଲୁଟିଲେ ସାଇବର ଠକ 

ଚଣ୍ଡିଗଡ଼: ସାଇବର ଅପରାଧର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ସତେ ଯେମିତି ଏ ଠକେଇ ନିତିଦିନିଆ ଜୀବନର ଅଂଶ ହୋଇଗଲାଣି। ଚୋରି, ଡକାୟତି ଭଳି ସାଇବର ଠକେଇ ମଧ୍ୟ ଦିନକୁ ଦିନ ବଢି ଚାଲିଛି। ଲୋକଙ୍କୁ ଠକିବା ପାଇଁ ଠକମାନେ ବିଭିନ୍ନ ପ୍ରକାର ଟ୍ରିକ୍ ଆପଣାଉଛନ୍ତି । ବହୁ ଚତୁରତାର ସହ ସେମାନେ…

ହସ୍ପିଟାଲ ଯାଇ କେସିଆରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ

ହାଇଦ୍ରାବାଦ: ଆଜି ଡାକ୍ତରଖାନା ଯାଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ଭେଟିଛନ୍ତି । କେସିଆରଙ୍କୁ ଭେଟି ତାଙ୍କର ହାଲଚାଲ ପଚାରି ବୁଝିଛନ୍ତି ସିଏମ୍ ରେବନ୍ତ ରେଡ୍ଡୀ ।…

ବିଦେଶରେ ଜାତିଭେଦର ଶିକାର ହେଉଛନ୍ତି ଭାରତୀୟ ଡାକ୍ତର

ଲଣ୍ଡନ: ବ୍ରିଟେନରେ ଅଧିକାଂଶ ଭାରତୀୟ ଡାକ୍ତର ଜାତିଭେଦର ସମ୍ମୁଖୀନ ହେଉଛନ୍ତି । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୪୦ପ୍ରତିଶତ ଭାରତୀୟ ଡାକ୍ତର ନିଜ ସହକର୍ମୀଙ୍କ ସହ ରୋଗୀଙ୍କ ଦ୍ୱାରା ଏପରି ବ୍ୟବହାରର ଶିକାର ହୋଇଛନ୍ତି । ଏହାଛଡା ସହକର୍ମୀ ସେମାନଙ୍କ ବିରୋଧରେ ମିଛ…

ଆକାଶଙ୍କୁ ବିଏସପି ଦାୟିତ୍ବ ଭାର ଦେବା ଘଟଣା; ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ ଦଳ:ବିଜେପି

ଲକ୍ଷ୍ନୌ: ବିଏସପିର କମାଣ୍ଡ ଏବେ ଆକାଶ ଆନନ୍ଦଙ୍କ ହାତରେ ରହିବ । ମାୟାବତୀ ଆକାଶ ଆନନ୍ଦଙ୍କୁ ତାଙ୍କର ଉତ୍ତରାଧିକାରୀ ବୋଲି ଘୋଷଣା କରିଛନ୍ତି । ମାୟାବତୀଙ୍କ ନିଷ୍ପତ୍ତିକୁ ବିଏସପି ସ୍ୱାଗତ କରିଛି । ଯୁବ ନେତାଙ୍କୁ ବିଏସପି କମାଣ୍ଡ ଦେବା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ରହିଛି ।…

୧୦୪ ଭାରତୀୟଙ୍କୁ କାହିଁକି ଭିସା ଦେଲା ପାକିସ୍ତାନ?

ଇସଲାମାବାଦ: ଦୀର୍ଘ ଦିନ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଠିକ ନାହିଁ । ଉଭୟ ଦେଶ ନାଗରିକଙ୍କୁ କମ୍ ଭିସା ପ୍ରଦାନ କରୁଛନ୍ତି । ଏହାରି ଭତରେ ପାକିସ୍ତାନ ୧୦୪ ଭାରତୀୟଙ୍କୁ ଭିସା ପ୍ରଦାନ କରିବା ନେଇ ଘୋଷଣା କରିଛି । ଏହି ସମସ୍ତ ଲୋକ ପାକିସ୍ତାନ ଯିବାକୁ ଥିବା ହିନ୍ଦୁ ଶ୍ରଦ୍ଧାଳୁ…

ପୁଲୱାମା ଆକ୍ରମଣ ମାଷ୍ଟରମାଇଣ୍ଡ ଔରଙ୍ଗଜେବ ଆଲମଗୀର ଅପହୃତ 

ଇସଲାମାବାଦ: ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଔରଙ୍ଗଜେବ ଆଲମଗୀରକୁ ଇସଲାମାବାଦରୁ ଅପହରଣ କରାଯାଇଛି । କିଛି ବନ୍ଧୁକଧାରୀ ଅପହରଣକାରୀ ଆସି କାରରେ ଉଠାଇ ନେଇଛନ୍ତି । ବାଇକରେ ହଫିଜାବାଦରୁ ଡେରା ଗାଜି ଯିବାବେଳେ ଆଲମଗୀର ଓ ତା’ର ଜଣେ ସମ୍ପର୍କୀୟଙ୍କୁ…

ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ

ନୂଆଦିଲ୍ଲୀ : ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ  । ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓଙ୍କ ନାଁରେ ମୋହର ବାଜିଛି । କୁଙ୍କୁରୀ ସଂରକ୍ଷିତ ଆସନରୁ ସେ ବିଜୟୀ ହୋଇଛନ୍ତି । ୨୦୨୦ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପି ସଭାପତି ଦାୟିତ୍ବ ତୁଲାଇଥିଲେ ।…

ଗୋଗାମେଡି ହତ୍ୟାକାଣ୍ଡ: ସତ ଓଗାଳିଲା ହତ୍ୟାକାରୀ, ହତ୍ୟା ପାଇଁ ମିଳିଥିଲା ସୁପାରୀ

ଜୟପୁର: ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କ ହତ୍ୟା ମାମଲାରେ ଉଭୟ ଅଭିଯୁକ୍ତ ନିତିନ ଫୌଜି ଏବଂ ରୋହିତଙ୍କ ସହ ସେମାନଙ୍କର ତୃତୀୟ ସହଯୋଗୀ ଉଦ୍ଧମଙ୍କୁ ମଧ୍ୟ ଗିରଫ କରାଯାଇଛି । ଦିନ କୁ ଦିନ ଏହି ମାମଲାର ନୂତନ ତଥ୍ୟା ସାମ୍ନାକୁ ଆସୁଛି । ସୁଖଦେବ ସିଂ ଗୋଗାମେଡି…