Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଶ୍ଳୀଳ ଇସାରା କଲେ ଆଙ୍କର, ଭିଡିଓ ଭାଇରାଲ

ଲଣ୍ଡନ: ସାଧାରଣତଃ ପ୍ରତ୍ୟେକ ଆଙ୍କରଙ୍କ ପାଇଁ ଆଙ୍କରିଂ କରିବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ ହୋଇଥାଏ । ବିଶେଷ କରି ଯେତେବେଳେ ସେମାନେ ଲାଇଭ ଶୋ’ କରନ୍ତି । ସେହି ସମୟରେ ସେମାନଙ୍କୁ ପ୍ରତ୍ୟେକ ଶବ୍ଦ ଏବଂ ସେମାନଙ୍କର ଶରୀରର ଉପରେ ସତର୍କ ରହିବାକୁ ପଡ଼ିଥାଏ । ତଥାପି ବେଳେବେଳେ ଆଙ୍କରମାନେ…

ହଠାତ ଆକାଶ କଳା ହୋଇଗଲା, ପୃଥିବୀର ଅନ୍ତ ନେଇ ଭୟଭୀତ ହୋଇଗଲେ ମେକ୍ସିକୋବାସୀ

ନୂଆଦିଲ୍ଲୀ: ପୃଥିବୀର ଅନ୍ତ କିପରି ହେବ ସେ ନେଇ ଅନେକ ଦେଶରେ ଭିନ୍ନ ଭିନ୍ନ ଭୟଙ୍କର ଭବିଷ୍ୟବାଣୀ କରାଯାଇଛି । ଏହା କିପରି ଆରମ୍ଭ ହେବ ସେ ନେଇ ମଧ୍ୟ ସଙ୍କେତ ଦିଆଯାଇଛି । ନିକଟରେ ମେକ୍ସିକୋ ଆକାଶ ହଠାତ କଳା ହୋଇଯାଇଥିଲା । ମୋରିଡାର ସ୍ଥାନୀୟ ବାସିନ୍ଦା ଏ ନେଇ ଭୟଭୀତ ହୋଇ ପଡିଥିଲେ । ସବୁ…

ଇସ୍ରାଏଲ ଟାର୍ଗେଟରେ ହିଜବୁଲ୍ଲା: ସୀମା ଉଲ୍ଲଂଘନ ନ କରିବାକୁ ଚେତାଇଲେ ନେତନ୍ୟାହୁ’ 

ଜେରୁଜେଲମ: ହମାସ ପରେ ଏବେ ଇସ୍ରାଏଲ ଟାର୍ଗେଟରେ ହିଜବୁଲ୍ଲା। ଇସ୍ରାଏଲ ପଡୋଶୀ ଲେବାନନରେ ସକ୍ରିୟ ଆତଙ୍କୀ ସଂଗଠନ ହିଜବୁଲ୍ଲାର ଏକାଧିକ ଶିବିର ଉପରେ ଆକ୍ରମଣ କରିଛି ଇସ୍ରାଏଲ । ହମାସ ଆତଙ୍କୀ ଇସ୍ରାଏଲ ସେନା ଉପରେ ରକେଟ୍ ହମଲା କରିବା ପରେ ଇସ୍ରାଏଲ ମଧ୍ୟ ପାଲଟା ହମଲା କରିଛି । ହିଜବୁଲ୍ଲା…

ବଢିଲା ବାଇଡେନଙ୍କ ଅଡୁଆ: ଟିକସ ଚୋରି ମାମଲାରେ ଫସିଲେ ପୁଅ ‘ହଣ୍ଟର’

ୱାଶିଂଟନ: ବଢିଲା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଡୁଆ। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବାଇଡେନଙ୍କ ଲାଗି ଅଡୁଆ ବଢିବାରେ ଲାଗିଛି। ଟିକସ ଚୋରି ମାମଲାରେ ଫସିଛନ୍ତି ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ। ହଣ୍ଟର ୧.୪ ମିଲିୟନ୍ ଡଲାର ଟିକସ ଚୋରି କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ…

ଆରବିଆଇର ରେପୋରେଟ୍ ଅପରିବର୍ତ୍ତିତ, UPI ଟ୍ରାଞ୍ଜାକ୍ସନ ସୀମା ୫ ଲକ୍ଷକୁ ବୃଦ୍ଧି 

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଘୋଷିତ । ପଞ୍ଚମ ଥର ଲାଗି ରେପୋରେଟ୍ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ । ରେପୋରେଟ୍ ୬.୫ ପ୍ରତିଶତ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅନ୍ୟାନ୍ୟ ବ୍ୟାଙ୍କକୁ ଯେଉଁ…

ଗୋବରରୁ ପ୍ରସ୍ତୁତ ଇନ୍ଧନରେ ରକେଟ୍ ଉତକ୍ଷେପଣ!

ଟୋକିଓ: ଗାଈ ଗୋବରରୁ ପ୍ରସ୍ତୁତ ଇନ୍ଧନକୁ ରକେଟରେ ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଛି ଜାପାନ । ଜାପାନର ସ୍ପେସ୍ ଇଣ୍ଡଷ୍ଟ୍ରି ଗୁରୁବାର ଏକ ପ୍ରୋଟୋଟାଇପ୍ ରକେଟ୍ ଇଞ୍ଜିନ୍ ପରୀକ୍ଷଣ କରିଛି । ଏହି ରକେଟ୍ ଇନ୍ଧନ ଗାଈ ଗୋବରରୁ ପ୍ରସ୍ତୁତ ହୋଇଛି । ଗୋବରରୁ ପ୍ରସ୍ତୁତ ବାୟୋମିଥେନକୁ ବ୍ୟବହାର…

ମହୁଆ କାଣ୍ଡ ୧୮ ବର୍ଷ ତଳ ଘଟଣାର ପୁନରାବୃତ୍ତି: ପ୍ରଶ୍ନ ପାଇଁ ଟଙ୍କା ନେଇ ଫସିଥିଲେ ୧୧ ସାଂସଦ

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଟଙ୍କା ବା କ୍ୟାଶ ଫର କୋରି । ଆଉ ଏଥିପାଇଁ ସଦସ୍ୟ ପଦ ରଦ୍ଦ । ଲୋକସଭାରେ ମହୁଆ ଝଡକୁ ନେଇ  ରାଜନୀତି ସରଗରମ । ଗର୍ଜୁଛନ୍ତି ବିରୋଧୀ । ଟିଏମସି ଫାୟର । ସଦସ୍ୟ ପଦ ହରାଇବା ପରେ ସଫେଇ ଦେଉଛନ୍ତି ମହୁଆ  । କହୁଛନ୍ତି ତାଙ୍କ ବିରୋଧରେ କିଛି ଅଭିଯୋଗ ନାହିଁ । …

ରଦ୍ଦ ହେଲା ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସଦସ୍ୟ ପଦ: ସୋନିଆଙ୍କ ସମେତ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ:କ୍ୟାଶ ଫର କୋରି ମାମଲାରେ ପାର୍ଲାମେଣ୍ଟରେ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସଦସ୍ୟତା  ରଦ୍ଦ ହୋଇ ଯାଇଛି । ଏ ନେଇ ଲୋକସଭାରେ ଏକ ପ୍ରସ୍ତାବ ପାସ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମହୁଆଙ୍କୁ ବହିଷ୍କାର ପାଇଁ ପ୍ରସ୍ତାବ ଦେଇଥିଲେ । ଏହାକୁ ଗୃହରେ…

ଔଷଧର ବ୍ୟବହାର ଚାଇନା ପାଇଁ ଆଣୁଛି କି କରୋନା ପରି ବିପଦ, ରହସ୍ୟମୟୀ ନିମୋନିଆକୁ ନେଇ ହେଲା ବଡ ଖୁଲାସା…

ନୂଆଦିଲ୍ଲୀ: ଫୁସଫୁସ ଫୁଲିବା, ନିଶ୍ଵାସ ନେବାରେ ଅସୁବିଧା ଭୋଗିବା, କାଶ, ଥଣ୍ଡା, ଜ୍ଵର…ଚିନ୍ର ଉତ୍ତରପୂର୍ବ ଅଞ୍ଚଳର ଲିୟାଓନିଙ୍ଗ ଅଞ୍ଚଳରେ ଥିବା ଅନେକ ଶିଶୁମାନଙ୍କ ମଧ୍ୟରେ ଏକ ରହସ୍ୟମୟୀ ରୋଗର ଏପରି ଅନେକ ଲକ୍ଷଣ ବ୍ୟାପିବାରେ ଲାଗିଛି । ପରିସ୍ଥିତି ଏପରି ଜଟିଳ ହେଲାଣି ଯେ ଡାକ୍ତରଖାନାରେ…

ସଂସଦରେ ପହଞ୍ଚିଲା ଆନିମଲ୍ ଫିଲ୍ମ ବିବାଦ, ମୋ ଝିଅ ହଲ୍ ରୁ କାନ୍ଦି କାନ୍ଦି ବାହାରିଲା ବୋଲି କହିଲେ ମହିଳା ଏମପି

ନୂଆଦିଲ୍ଲୀ: ବିବାଦ ଘେରରେ ଛନ୍ଦି ହେଉଛି ସନ୍ଦୀପ ବାଙ୍ଗା ରେଡ୍ଡିଙ୍କ ନିର୍ଦ୍ଦେଶିତ ଫିଲ୍ମ ଆନିମଲ୍ । ଏହି ଚଳଚ୍ଚିତ୍ରରେ ଦେଖାଯାଇଥିବା ସମସ୍ତ ପ୍ରକାର ହିଂସା ଅତ୍ୟନ୍ତ ଭୟଭୀତ ଅଟେ । ଆକ୍ସନ୍, ଡ୍ରାମା, ଅପରାଧ, ନିବିଡ଼ତା, ସଂଳାପ ପରି ଅନେକ ଜିନିଷ ଏହି ଚଳଚ୍ଚିତ୍ରରେ ବିବାଦୀୟ ବୋଲି…