Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯୁଦ୍ଧପୋତ ବିନ୍ଧ୍ୟଗିରିର ଉଦଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆଇଏନଏସ ବିନ୍ଧ୍ୟଗିରି ଯୁଦ୍ଧପୋତ ଉଦ୍‌ଘାଟନ କରିଛନ୍ତି। ଭାରତୀୟ ନୌସେନାର ‘ପ୍ରୋଜେକ୍ଟ ୧୭ ଆଲଫା’ ଅଧୀନରେ ଥିବା ଏହି ଅତ୍ୟାଧୁନିକ ଯୁଦ୍ଧପୋତର ଆଜି ଜଳାବତରଣ ହୋଇଛି। ଉକ୍ତ ପ୍ରୋଜେକ୍ଟ ଅଧୀନରେ ମୋଟ୍‌ ୭ଟି ଯୁଦ୍ଧପୋତ ନିର୍ମାଣ…

ଗୋପନୀୟ ତଥ୍ୟ ଲିକ୍ ହେବା ଭୟରେ ଲାପଟପ୍ ଆମଦାନୀ ବନ୍ଦ: ପିୟୁଷ ଗୋଏଲ

ନୂଆଦିଲ୍ଲୀ: ଗୋପନୀୟତା ଉଲ୍ଲଂଘନ ବର୍ତ୍ତମାନ ବିଶ୍ୱର ଚିନ୍ତାର ବିଷୟ ପାଲଟିଛି। ଆମେରିକା ସମେତ ବିଶ୍ୱର ସମସ୍ତ ବିକଶିତ ଦେଶ ମଧ୍ୟ ଏଥିରେ ନିଜର ଚିନ୍ତା ପ୍ରକଟ କରିଛନ୍ତି। ସେପଟେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ଏ ବିଷୟରେ ସଚେତନ ଅଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଜର୍ମାନୀରେ ପ୍ରକୃତିର ତାଣ୍ଡବ: ଫ୍ରାଙ୍କଫର୍ଟ ବିମାନ ବନ୍ଦରରେ ୪ ଫୁଟର ପାଣି

ଦିଲ୍ଲୀ: ଜର୍ମାନୀରେ ପ୍ରକୃତିର କରାଳ ରୂପ  । ପ୍ରବଳ ବର୍ଷା ଓ ଘୂର୍ଣ୍ଣିଝଡ ଆତଙ୍କ ସୃଷ୍ଟି କରିଛି  । ଅଧିକାଂଶ ସହର ଲଗାଣ ବର୍ଷାରେ ପୁରା ବେହାଲ ହୋଇପଡିଛି । ଫ୍ରାଙ୍କଫର୍ଟ ସହର ସମ୍ପୂର୍ଣ୍ଣ ରୂପେ ଜଳମଗ୍ନ ହୋଇଛି । ବର୍ଷା ପାଣି ରାସ୍ତା ଉପରେ ଚାଲୁଛି  । ଯାହାକି ନଦୀର ଭ୍ରମ ସୃଷ୍ଟି…

ମୋଦୀଙ୍କୁ ଭୁଟାନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଶଂସା; ପାରମ୍ପରିକ ଓ ଏଲୋପାଥିକ ଔଷଧର ଏକୀକରଣ ଉତ୍ତମ ପଦକ୍ଷେପ

ନୂଆଦିଲ୍ଲୀ: ଗୁଜୁରାଟର ଗାନ୍ଧୀନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ ଗ୍ଲୋବାଲ ସମ୍ମିଳନୀ ଉଦ୍‌ଘାଟିତ ହୋଇଛି। ଗୁରୁବାର ଆୟୋଜିତ ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ଭୁଟାନର ସ୍ୱାସ୍ଥ୍ୟମନ୍ତ୍ରୀ ଡେଚେନ ୱାଙ୍ଗମୋ ଯୋଗ ଦେଇଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ଶକ୍ତ ଧକ୍କା, ଡୋପ୍ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହେଲେ ଦୂତି

ଭୁବନେଶ୍ଵର: ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ଲାଗିଛି ଶକ୍ତ ଧକ୍କା । ଡୋପ ଟେଷ୍ଟ ମାମଲାରେ ବିଫଳ ହୋଇ ଶେଷରେ ସେ ୪ ବର୍ଷ ବାସନ୍ଦ ହୋଇଛନ୍ତି । ଦଣ୍ଡାଦେଶ ଚଳିତ ବର୍ଷ ଜାନୁଆରୀ ୩ତାରିଖରୁ ଲାଗୁ ହୋଇଛି । ତେଣୁ ସେ ୨୦୨୭ ଜାନୁଆରୀ ମାସ ପର୍ଯ୍ୟନ୍ତ କୌଣସି ରାଜ୍ୟ, ଜାତୀୟ କିମ୍ବା ଅନ୍ତର୍ଜାତୀୟ…

ବିପଦ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ନିରବ ରୁହନ୍ତି: କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗୁରୁବାର ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁରରେ ଜାତିଗତ ହିଂସା ଉପରେ ଚୁପ୍ ରହିଛନ୍ତି ଏବଂ କହିଛନ୍ତି ଯେ ସେ ଯେତେ କମ୍ କରିପାରିଥାନ୍ତେ ତାହା ହେଉଛି "ଶାନ୍ତି ପାଇଁ ନିବେଦନ"। ଦିଲ୍ଲୀ…

ଆତଙ୍କବାଦୀ ୟାସିନ ମଲିକଙ୍କ ପତ୍ନୀ ହେବେ ପାକିସ୍ତାନ ମନ୍ତ୍ରୀ

ଇସଲାମବାଦ: କୁଖ୍ୟାତ ଆତଙ୍କବାଦୀ ୟାସିନ ମଲିକଙ୍କ ପତ୍ନୀ ମୁଶାଲ ହୁସେନ ପାକିସ୍ତାନର ମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । କାମଚଳା ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକରଙ୍କ ସରକାରରେ କାର୍ଯ୍ୟବାହକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ପାରନ୍ତି । ମାନବଧିକାର କାର୍ଯ୍ୟରେ ସେ…

ସିମ୍ ବିକିବାକୁ ହେଲେ ପୋଲିସଠୁ ଅନୁମତି ନେବା ଆବଶ୍ୟକ: ଅଶ୍ୱିନୀ ବୈଷ୍ନବ

ନୂଆଦିଲ୍ଲୀ: ସାଇବର ଠକେଇ ବଢିଚାଲିବା ପଛରେ ବେଆଇନ୍ ସିମ୍ କାରବାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହାକୁ ନଜରରେ କେନ୍ଦ୍ର ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ସିମ୍ ବିକ୍ରି କରୁଥିବା ଡିଲରଙ୍କୁ ଉତ୍ତରଦାୟୀ କରିବାକୁ ଯାଇ ଏଣିକି ସିମ୍ କାର୍ଡ ଯଦି ବିକ୍ରି କରିବେ ତାହେଲେ ସେମାନେ…

ମଧ୍ୟପ୍ରଦେଶ ନିର୍ବାଚନରେ ଆପ କରିବ ଖେଳ, କାହାକୁ ହେବ କାଳ?

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦେଶର ପ୍ରମୁଖ ଦଳଗୁଡିକ ମଧ୍ୟପ୍ରଦେଶ ଉପରେ ଅଧିକ ଫୋକସ କରୁଛନ୍ତି। ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢେଇ ହେବ। କିନ୍ତୁ ଏ ଭିତରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଆକ୍ଟିଭ ହୋଇ ନିର୍ବାଚନ ପ୍ରସ୍ତୁତିରେ ଲାଗି…

ଲଦାଖ ଗଲେ ରାହୁଲ, ଆଗକୁ ୟୁରୋପ ଯିବେ, ପୁଣି କିଛି କହି ଖେଳ କରିବେ!

ଭୁବନେଶ୍ୱର: ନିଜର ରାଜନୈତିକ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତ୍ୟେକ ଦିନ ବ୍ୟବଧାନରେ ଦେଶର କୌଣସି ନା କୌଣସି କୋଣରେ ପହଂଚୁଛନ୍ତି। ବିଭିନ୍ନ ବର୍ଗର ଲୋକଙ୍କ ସହ ମିସୁଛନ୍ତି। ଭାରତ ଯୋଡୋ ଯାତ୍ରା ପରଠାରୁ ଏହା ବ୍ୟାପକ ହେବାରେ ଲାଗିଛି। ଏହି…