Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାଗିଥିଲେ ଚିକେନ କଷା, ମିଳିଲା ମୂଷା ତରକାରୀ: ହୋଟେଲ ମ୍ୟାନେଜର ନାଁରେ ଏତଲା

ମୁମ୍ବାଇ: ହୋଟେଲ ରେସ୍ତୋରାଁରେ ଖାଇବା କାହାକୁ ବା ପସନ୍ଦ ନୁହେଁ । ସାଧାରଣତଃ ହୋଟେଲ/ରେସ୍ତୋରାଁରେ ସ୍ଵାଦିଷ୍ଟ ନନଭେଜ୍ ଖାଦ୍ୟର ଡିମାଣ୍ଡ ଅଧିକ ରହିଥାଏ । ବିଶେଷକରି ଚିକେନ୍ ଓ ମଟନର ନାନା ଆଇଟମ୍ ଖାଇବାକୁ ଲୋକେ ବେଶ୍ ପସନ୍ଦ କରିଥାନ୍ତି । ହେଲେ ଯଦି ଚିକେନ୍ ବଦଳରେ ହୋଟେଲରେ ମୂଷା ମାଂସ…

ପୁଣି ଚର୍ଚ୍ଚାରେ ରିକି କେଜ: ଗାଇଲେ ଜାତୀୟ ସଙ୍ଗୀତର ନୂଆ ଭର୍ସନ

ନୂଆଦିଲ୍ଲୀ: କିଛି ଦିନର ଅନ୍ତରାଳ ପରେ ପୁଣି ଚର୍ଚ୍ଚାରେ ଗ୍ରାମି ବିଜେତା ତଥା ବିଶ୍ୱ ପ୍ରସିଦ୍ଧ ସଂଗୀତଜ୍ଞ ରିକି କେଜ । ସ୍ୱାଧୀନତା ଦିବସ ଅବସରରେ ଜାତୀୟ ସଙ୍ଗୀତର ଏକ ନୂତନ ଇନ୍‌ଷ୍ଟ୍ରୁମେଣ୍ଟ ଭର୍ସନ ଜାରି କରିଛନ୍ତି ରିକି । ଏହାକୁ ଲଣ୍ଡନ ସ୍ଥିତ ୧୦୦ ସଦସ୍ୟ ବିଶିଷ୍ଟ ରୟାଲ…

ଅଜିତ-ଶରଦ ଗୁପ୍ତ ବୈଠକ; କଂଗ୍ରେସ, ଶିବସେନାର ବଢିଲା ଚିନ୍ତା

ମୁମ୍ବାଇ:ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ସାକ୍ଷାତ ପରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହେଇଛି । ଏହି ସାକ୍ଷାତ ପରେ ଅନେକ କଳ୍ପନା ଜଳ୍ପନା କରାଯାଉଛି । କୁହାଯାଉଛି, ଶରଦ ପାୱାରଙ୍କୁ ମନାଇବା ପାଇଁ ବିଜେପି ଅଜିତ ପାୱାରଙ୍କ ସହାରା ନେଇଛି । ଅଜିତଙ୍କ ମାଧ୍ୟମରେ ଏକ…

ଅଦ୍ଭୁତ ରହସ୍ୟମୟ ମନ୍ଦିର, ଦ୍ୱାର ଖୋଲିଲେ ଘଟିଥାଏ କୌଣସି ବଡ଼ ବିପର୍ଯ୍ୟୟ

ତିରୁଅନନ୍ତପୁରମ: ଭାରତ ବର୍ଷରେ ଏପରି ଅନେକ ମନ୍ଦିର ଅଛି ଯାହା ଆଶ୍ଚର୍ଯ୍ୟଜନକ ଶକ୍ତି ସହିତ ଜଡ଼ିତ ରହିଛି। ଅନ୍ୟପକ୍ଷରେ କେତେକ ମନ୍ଦିର ଏତେ ରହସ୍ୟମୟ ଯେ ବିଜ୍ଞାନ ମଧ୍ୟ ତାହାର ସମାଧାନ କରିବାରେ ସକ୍ଷମ ହୋଇ ନାହିଁ। କେରଳର ପ୍ରସିଦ୍ଧ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ଦେଶର ସବୁଠାରୁ ଧନୀ…

ଜହ୍ନମାମୁଁର ଏହି ସମ୍ପତି ଉପରେ ରହିଛି ନଜର

ମସ୍କୋ: ପୃଥିବୀର ଉପଗ୍ରହ ଚନ୍ଦ୍ରକୁ ଯିବା ପାଇଁ ବିଶ୍ୱର ବିଭିନ୍ନ ଦେଶମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି । ତେବେ ଏହାର ପ୍ରକୃତ କାରଣ କଣ ? ଜହ୍ନମାମୁଁ ନିକଟରେ ରହିଛି ଏକ ଅମୂଲ୍ୟ ସମ୍ପଦ । ବିଜ୍ଞାନ ଆଳରେ ପରୋକ୍ଷରେ ସମସ୍ତଙ୍କ ନଜର ଏହା ଉପରେ ରହିଛି । ଏବେ…

ସୁପ୍ରିମକୋର୍ଟ ଜାରି କଲେ ହ୍ୟାଣ୍ଡବୁକ୍ : ଯୁକ୍ତି ଶୁଣାଣି କିମ୍ବା ରାୟ ଘୋଷଣାରେ ମହିଳାଙ୍କ ପ୍ରତି ‘ଷ୍ଟେରିଓଟାଇପ’…

ନୂଆଦିଲ୍ଲୀ: ମହିଳାମାନଙ୍କ ସମ୍ମାନର ସୁରକ୍ଷାକୁ ଦୃଷ୍ଟିରେ ରଖି  ସୁପ୍ରିମ କୋର୍ଟ ଏକ ବଡ ପଦକ୍ଷେପ ନେଇଛନ୍ତି । ମହିଳା ସମ୍ପର୍କିତ ଆଇନଗତ ଫାଇଲପତ୍ରରେ, ବିଚାରବେଳେ ହେଉଥିବା ଯୁକ୍ତିରେ  ତଥା କୋର୍ଟ ରାୟରେ ‘ଷ୍ଟେରିଓଟାଇପ’ ଶବ୍ଦର ବ୍ୟବହାର କରାଯାଇ ପାରିବ ନାହିଁ । ସୁଜେଆଇ ଡିୱାଇ…

ଫେମିନା କଭର୍ ପେଜ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଦେଶର ଜଣାଶୁଣା ପତ୍ରିକା ଫେମିନା କଭର ପେଜ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେମିନା ମାଗାଜିନ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ସ୍ୱତନ୍ତ୍ର ଷ୍ଟୋରୀ କରିଛି। ଟାଇମ୍ସ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ବିନୀତ ଜୈନା ରାଷ୍ଟ୍ରପତିଙ୍କୁ ଭେଟି ଏହାର ପ୍ରଥମ କପି ପ୍ରଦାନ…

ସିନେମା ଇତିହାସରେ ନୂଆ ରେକର୍ଡ କଲା ଗଦର-୨, ୨୦୦ କୋଟି କ୍ଲବରେ ସାମିଲ

ମୁମ୍ବାଇ: ଅଭିନେତା ସନ୍ନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ମସାଲା ଆକ୍ସନ ଏଣ୍ଟରଟେନର୍‌ ‘ଗଦର-୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ପରଦାରେ ତାରା-ସାକିନାଙ୍କ ଯୋଡିକୁ ଦେଖି ପ୍ରଶଂସକମାନେ ଖୁସି ଅଛନ୍ତି। ଦର୍ଶକ ଫିଲ୍ମକୁ ବହୁତ ଭଲ ପାଇବା ଦେଇଛନ୍ତି। ‘ଗଦର-୨’ ରିଲିଜ ସପ୍ତାହରେ ମେଗା…

ଲାଠି ନେଇ ଯାଆନ୍ତୁ ତିରୁପତି: ନିଷ୍ପତ୍ତି ନେଲା ମନ୍ଦିର ପ୍ରଶାସନ, ଜାଣନ୍ତୁ କଣ ରହିଛି କାରଣ

ହାଇଦ୍ରାବାଦ: ତିରୁମାଲା ତିରୁପତି ବାଲାଜୀ ମନ୍ଦିରକୁ  ଯାଉଥିବା ଶ୍ରଦ୍ଧାଳୁଙ୍କୁ ଏବେ ନିଜ ସହ ଅତିରିକ୍ତ ଜିନିଷ ନେଇ ଯିବାକୁ ପଡ଼ିବ  । ଏବଂ ତାହା ହେଉଛି ବନ୍ୟଜନ୍ତୁଙ୍କ ସହ ଲଢ଼ିବା ପାଇଁ ଏକ ଲାଠି । ଗତ ସପ୍ତାହରେ ମନ୍ଦିର ଯିବା ବାଟରେ ଏକ ୬ ବର୍ଷର ନାବାଳିକାକୁ ଚିତାବାଘ ମାରିଦେଇଥିଲା ।…

ଅଟୋ ଉପରେ ଚଢିଗଲା ଟ୍ରକ୍, ଦୁର୍ଘଟଣାରେ ୫ ମୃତ

ହାଇଦ୍ରାବାଦ: ଏମିତିବି ଆସେ ମୃତ୍ୟୁ । ଚାହୁଁଚାହୁଁ ଓଲଟପାଲଟ ହୋଇଗଲା ସବୁକିଛି । ନିମିଷକ ମଧ୍ୟରେ ଚାଲିଗଲା ୫ ନିରିହ ଜୀବନ । ଏକ ମାଲବୋଝେଇ ଟ୍ରକ୍ ଅଟୋକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ଉଦ୍ଧାର କରାଯାଇ…