Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଗୋଟିଏ ଦେଶ ଗୋଟିଏ ଦଳ’ ଫର୍ମୁଲା, ଭାରତରେ କେବଳ ବିଜେପି ରହିବ!

ଭୁବନେଶ୍ୱର: ଗୋଟିଏ ଦେଶ ଗୋଟିଏ ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ଦେଶରେ ରାଜନୈତିକ ଉଷ୍ମତା ତୀଵ୍ର ହେବାରେ ଲାଗିଛି। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାର ଦେଶରେ ଗୋଟିଏ ବ୍ୟବସ୍ଥା ଲାଗୁ ଉପରେ ଗୁରୁତ୍ବ ଦେଇଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ ଏକକ ନାଗରିକ ସଂହିତାକୁ ନେଇ ରାଜନୀତି…

ଲଗାଣ ବର୍ଷା ଯୋଗୁଁ ୧୭ଟି ଟ୍ରେନ୍ ବାତିଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରବଳ ବର୍ଷା। ବର୍ଷା ଯୋଗୁଁ ନଦୀର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଛି। ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ରେଳ ଟ୍ରେନରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ…

ଶ୍ରୀଲଙ୍କାର ୨ କୋଟି ଲୋକଙ୍କୁ ଭାରତ ଦେଲା ଭରସା; ଖୁସିରେ ଝୁମିଲା କଲମ୍ବୋ

କଲମ୍ବୋ: ଭାରତ ସାମୁଦ୍ରିକ ପଡୋଶୀ ଶ୍ରୀଲଙ୍କା ପା୍ଇଁ ପୁଣି ଖୋଲି ଦେଇଛି ହୃଦୟ । ବଡ ଭାଇ ପରି ବଢାଇଛି ସହାୟତାର ହାତ । ଶ୍ରୀଲଙ୍କା ଏବେ ସାଂଘାତିକ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବାବେଳେ ଏଥିରୁ ମୁକୁଳିବା ପାଇଁ ସବୁପ୍ରକାର ସହାଯ୍ୟ କରିବ ବୋଲି ଘୋଷଣା କରିଛି ଭାରତ । କଲମ୍ବୋରେ…

ଭାରତର ମନସୁନ୍ ଡେଷ୍ଟିନେଶନ

କିଛି ଲୋକଙ୍କୁ ବର୍ଷା ଦିନରେ ବୁଲିବାରେ ଆନନ୍ଦ ମିଳେ। ସେଥିପାଇଁ କିଛି ପର୍ଯ୍ୟଟକ ବର୍ଷା ଆସିଲେ ଏମିତି କିଛି ସ୍ଥାନକୁ ବୁଲିବାକୁ ଚାହାନ୍ତି ଯେଉଁଠି ସେମାନେ ବର୍ଷାକୁ ଉପଭୋଗ କରିବା ସହିତ ପ୍ରକୃତିର ମଜା ନେଇପାରିବେ। କୌଶାନି କୌଶାନି ଉତ୍ତରପ୍ରଦେଶର ଏକ ଛୋଟ ଗାଁ, ଯାହା ନିଜର…

ଜେକେଏଲଫ୍‌ର ପୂର୍ବତନ ଆତଙ୍କବାଦୀ ରଚୁଥିଲେ ଷଡଯନ୍ତ୍ର, ଖବର ପାଇ ଚଢଉ କଲା ଶ୍ରୀନଗର ପୋଲିସ

ଶ୍ରୀନଗର: ଜମ୍ମୁ-କଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେ.କେ.ଏଲ୍.ଏଫ୍) ର କିଛି ପୂର୍ବତନ ଆତଙ୍କବାଦୀ ଏବଂ ହୁରିୟତ କନଫରେନ୍ସର କିଛି ପୂର୍ବତନ ସଦସ୍ୟ ମିଳିତ ଭାବେ ଶ୍ରୀନଗରରେ ଗୁପ୍ତ ବୈଠକ କରୁଥିଲେ। ଏହି ସମୟରେ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପଚରାଉଚରା ପାଇଁ ଉଠାଇ ନେଇଛି।…

ସିଦ୍ଧି ପରିଶ୍ରା କାଣ୍ଡ: ବୟାନ ଜାରିକଲେ ପୀଡିତ ଦଶମତ, ସରକାରଙ୍କ ପାଖରେ ରଖିଲେ ଏମିତି ଦାବି

ସିଦ୍ଧି: ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଆଦିବାସୀ ଦଶମତ ରାୱତଙ୍କ ଉପରେ ସ୍ଥାନୀୟ ପ୍ରବେଶ ଶୁକ୍ଳା ନାମକ ଜଣେ  ବ୍ୟକ୍ତି ପରିଶ୍ରା କରିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ଘଟଣାକୁ ଆହୁରି ରୋଚକ କରିଥିଲା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଯେତେବେଳେ ପୀଡିତ ଦଶମତଙ୍କ…

ଫ୍ରାନ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ରାଫେଲ୍-ଏମ ଯୁଦ୍ଧ ବିମାନ ପାଇଁ ହେବ ସାମରିକ ଚୁକ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୩ ରୁ ୧୪ ମଧ୍ୟରେ ଫ୍ରାନ୍ସ ଗସ୍ତ କରିବେ। ଆଇଏନଏସ୍ ବିକ୍ରାନ୍ତ ପାଇଁ ଫ୍ରାନ୍ସରୁ ୨୬ଟି ରାଫାଲ୍ (ସମୁଦ୍ର ଯୁଦ୍ଧ ବିମାନ) ବିମାନ କ୍ରୟ ପାଇଁ ଏକ ଚୁକ୍ତି ହୋଇପାରେ, ଯାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ ସ୍ୱାକ୍ଷରିତ ହେବ ବୋଲି…

ଉତ୍ତର ଭାରତରେ ଜଳ ପ୍ରଳୟ, ଭାସୁଛି ଦିଲ୍ଲୀରୁ କାଶ୍ମୀର

ନୂଆଦିଲ୍ଲୀ : ଉତ୍ତର ଭାରତରେ ତାଣ୍ଡବ ରଚୁଛି ଜଳ ପ୍ରଳୟ । ଦିଲ୍ଲୀ ରୁ କାଶ୍ମୀର ସବୁଠି ଜଳ ହିଁ ଜଳ । ସତେ ଯେମିତି ପାଣିରେ ବୁଡ଼ି ରହିଛି ଉତ୍ତର ଭାରତର ଅନେକ ସ୍ଥାନ । କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ଦିଲ୍ଲୀରୁ କଶ୍ମୀର ଯାଏଁ ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଛି ଜଳ ପ୍ରଳୟ।…

ପଞ୍ଚାୟତ ଭୋଟ ବେଳେ ହିଂସାକାଣ୍ଡ: ପଶ୍ଚିମବଙ୍ଗରେ ଆଜି ସାନି ମତଦାନ

କୋଲକାତା: ପଶ୍ଚିମବଙ୍ଗରେ ହିଂସା ପ୍ରଭାବିତ ସ୍ଥାନରେ ସୋମବାର ସକାଳ ୭ଟାରୁ ୫ଟା ଭିତରେ ଲୋକେ ମତଦାନ କେନ୍ଦ୍ରକୁ ଆସି ପୁନଃ ମତଦାନ ଆରମ୍ଭ କରିଛନ୍ତି। ହିଂସା କାରଣରୁ ମତଦାନ ରଦ୍ଦ କରାଯାଇଥିବା ବୁଥ ଗୁଡିକରେ ଆଜି ପୁଣି ମତଦାନ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି।…

ଏହି ଗ୍ରାମରେ ପୁରୁଷଙ୍କ ପ୍ରବେଶ ମନା, ବଂଶ ବୃଦ୍ଧି ପାଇଁ ମହିଳା ବାହାରକୁ ଯାଆନ୍ତି

ନୂଆଦିଲ୍ଲୀ: ବିଚିତ୍ରମୟ ପୃଥିବୀ । ଆଉ ଏହାଠାରୁ ବଡ ବିଚିତ୍ର ଲୋକଙ୍କ ଚଳଣି । ଆପଣମାନେ କେବେ ବିଶ୍ୱାସ କରିବେ ଯେ, ଏପରି ଏକ ଗ୍ରାମ ଅଛି ଯେଉଁଠାରେ ପୁରୁଷଙ୍କ ପ୍ରବେଶ ମନା । ଆଫ୍ରିକାର କେନିୟାରେ ଏହି ଗ୍ରାମ ରହିଛି । ଏହାର ନାମ ଉମୋଜୋ । ବଂଶ ବୃଦ୍ଧି ପାଇଁ ମହିଳାମାନେ ଆବଶ୍ୟକ ବାହାରକୁ…