Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନୀ ହିଂସା: ଗଣତନ୍ତ୍ରର ହତ୍ୟା ହୋଇଛି କହି ଟିଏମସିକୁ ଘେରିଲା ବିଜେପି

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। କିନ୍ତୁ ନିର୍ବାଚନ ବେଳେ ବଙ୍ଗଳାରେ ବହୁ ହିଂସା ଦେଖିବାକୁ ମିଳିଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ଟିଏମସିକୁ ଘେରିଛନ୍ତି। ଟିଏମସିକୁ ଟାର୍ଗେଟ କରି ସ୍ମୃତି ଇରାନୀ କହିଛନ୍ତି…

ଲୁଟେରାଙ୍କ ଟାର୍ଗେଟରେ ଏବେ ଟମାଟୋ, ମହିଳାଙ୍କୁ ପିଟି ଲୁଟି ନେଲେ ୪କିଲୋ ଟମାଟୋ

ପ୍ରୟାଗରାଜ: ସାଧାରଣତଃ ସୁନା, ରୁପା,ଟଙ୍କା ଆଦିର ଲୁଟ ବିଷୟରେ ଆପଣ ଶୁଣିଥିବେ । କିନ୍ତୁ କେବେ ଟମାଟୋ ଲୁଟ ହେବା କଥା ଆପଣ ଶୁଣିଛନ୍ତି କି ? ଆଜ୍ଞା ହଁ ଏମିତି ଏକ ଲୁଟର ଚିତ୍ର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ ।  ବଜାରରେ ପରିବା ଦରରେ ନିଆଁ ଲାଗିବା ପରେ ଏବେ ଲୁଟେରାଙ୍କ…

ଚୀନକୁ ଚେତାବନୀ ଦେଲେ ବାଇଡେନ: ରୁଷଠାରୁ ଯେତେ ଦୂରେଇ ରହିବ ସେତେ ଫାଇଦା

ୱାଶିଂଟନ: ମୁହାଁମୁହିଁ ହୋଇଛନ୍ତି ଚୀନ-ଆମେରିକା ରାଷ୍ଟ୍ରପତି ।  ଚୀନ ରାଷ୍ଟ୍ରପତିଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସିଧାସଳଖ ଧମକ ଦେଇ ବାଇଡେନ କହିଛନ୍ତି, ଚୀନ ଭଲଭାବେ ବୁଝିବା ଉଚିତ୍ ଯେ,  ତାର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପଶ୍ଚିମ…

ଜାମ୍ମୁ କାଶ୍ମୀରରେ ବର୍ଷା ବିତ୍ପାତ: ଭାସିଗଲେ ୨ ଯବାନ

ଶ୍ରୀନଗର: ଜାମ୍ମୁ କାଶ୍ମୀର ପୁଞ୍ଚରେ ବର୍ଷା ବିପାତ। ଜାମ୍ମୁ କାଶ୍ମୀରର ଅନେକ ଅଞ୍ଚଳରେ ଗତ ଦୁଇ ଦିନ ଧରି ବାଦଲଫଟା ବର୍ଷା ହୋଇଛି, ଯେଉଁ କାରଣରୁ କେବଳ ରଜ୍ୟର ଅନେକ ନଦୀ ଓ କେନାଲରେ ଜଳ ସ୍ତର ବୃଦ୍ଧି ପାଇଛି। ସେପଟେ ପାଟ୍ରୋଲିଂ ସମୟରେ  ନଦୀ ପାର ହେଉଥିବା ବେଳେ ଭାରତୀୟ ସେନାର ଦୁଇ ଯବାନ…

ଅମୃତସର ସେକ୍ଟରରୁ ପୁଣି ପାକିସ୍ତାନୀ ଡ୍ରୋନ ଠାବ, ଚଳିତ ବର୍ଷ ୨୭ଟି ଡ୍ରୋନ ଠାବ କଲା ବିଏସଏଫ

ଅମୃତସର: ଚିନ୍ତା ବଢାଉଛି ପାକିସ୍ତାନୀ ଡ୍ରୋନ। ରବିବାର ସକାଳେ ଅମୃତସର ସେକ୍ଟରରେ ଏକ ପାକିସ୍ତାନୀ ଡ୍ରୋନକୁ ଠାବ କଲେ ବିଏସଏଫ ଯବାନ। ଚଳିତ ବର୍ଷ ଏହାକୁ ମିଶାଇ ମୋଟ ୨୭ଟି ପାକିସ୍ତାନୀ ଡ୍ରୋନ ଠାବ କରାଯାଇଥିବା ବେଳେ ପ୍ରାୟ ୨୫୦ କିଲୋଗ୍ରାମ ଡ୍ରଗ୍ସ ମଧ୍ୟ ଜବତ କରାଯାଇଛି। ଏହି ଅପରେସନରେ…

ସୁଡାନରେ ସେନା ଓ ପାରାମିଲିଟାରୀ ମଧ୍ୟରେ ସଂଘର୍ଷ ଜାରି, ଏୟାର ଷ୍ଟ୍ରାଇକରେ ୨୨ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଶାନ୍ତ ହେଉଛି ସୁଡାନ। ଏଠାରେ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଛି ହିଂସା। ସୁଡାନ ସେନା ଏବଂ ପାରାମିଲିଟାରୀ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ ଗୋଟିଏ ସପ୍ତାହ ହେଲାଣି ସଂଘର୍ଷ ଚାଲିଆସୁଛି। ଏହି ସଂଘର୍ଷ ମଧ୍ୟରେ ସୁଡାନର ଓମଡୁରମନ ସହରରେ ଏକ…

ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା; ବାତିଲ ହେଲା ଅଫିସରଙ୍କ ରବିବାର ଛୁଟି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବର୍ଷା ୪୧ ବର୍ଷର ରେକର୍ଡ ଭାଙ୍ଗିଲା । ଯୁଆଡେ ଦେଖିବା ପାଣି । ରାସ୍ତାଘାଟ, ଅଣ୍ଡରପାସ ସବୁଆଡ ଜଳାର୍ଣ୍ଣବ । ଲୋକେ ଘରୁ ବାହାରି ପାରୁନାହାନ୍ତି । ପରିସ୍ଥିତିର ମୁକାବିଲା କରିବା ପାଇଁ କେଜରିବାଲ ସରକାର ପୁରା ମ୍ୟାନ ପାୱାର ସହ ଆଗେଇ ଆସିଛନ୍ତି । ଦିଲ୍ଲୀ…

ଭାରତ ଗସ୍ତ କରିବେ ମୁସଲମାନ ଧର୍ମଗୁରୁ ମହମ୍ମଦ ଅଲ-ଇସା, ମୋଦୀଙ୍କ ସହ କରିବେ ସାକ୍ଷାତ

ନୂଆଦିଲ୍ଲୀ: ଜୁଲାଇ ୧୦ ତାରିଖରେ ମୁସଲମାନ ଧର୍ମଗୁରୁ ମହମ୍ମଦ ବିନ୍ ଅବଦୁଲ କରିମ ଅଲ-ଇସା ଭାରତ ଗସ୍ତ କରୁଛନ୍ତି। ସେ ସୋମବାର ଦିଲ୍ଲୀରେ ପହଞ୍ଚିବେ। ଭାରତ ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନେକ ନେତାଙ୍କୁ ଭେଟିବେ। ଏହା ବ୍ୟତୀତ ସେ…

କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟର ୬୩ ଛାତ୍ର ଓ ଶିକ୍ଷକଙ୍କ ଜାପାନ ଗସ୍ତ

ନୂଆଦିଲ୍ଲୀ: ଶିକ୍ଷାଗତ ଯାତ୍ରା ପାଇଁ ଜାପାନ ଗସ୍ତରେ ଅଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟର ୬୩ ଛାତ୍ର ଓ ଶିକ୍ଷକ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜାପାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା (ଜେଏସ୍ଟି) ଏଜେନ୍ସିର ସହଯୋଗରେ ଶନିବାର ୬୩ ଜଣ ଛାତ୍ର ଏବଂ ଶିକ୍ଷକଙ୍କ ଏକ ଟିମ୍…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସା, ୧୮ ମୃତ

କୋଲକାତା : ପଶ୍ଚିମବଙ୍ଗରେ ଶନିବାର ଦିନ ବ୍ୟାପକ ହିଂସା ମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ପଞ୍ଚାୟତ ନିର୍ବାଚନ ଭୋଟ ବେଳେ ବ୍ୟାପକ ହିଂସା ଘଟି ୧୮ ଜଣଙ୍କର ମୃତ୍ୟୁ ହୋଇଛି।  ମୃତକଙ୍କ ମଧ୍ୟରେ ୧୦ ଜଣ ଟିଏମସି କର୍ମୀ, ୩ ଜଣ ସିପିଆଇ(ଏମ୍‌) କର୍ମୀ, ବିଜେପିର ୩ ଓ…