Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଂଗ୍ରେସ ବେଳେ ମୋଦୀଙ୍କୁ ମିଛ କେସ୍‌ରେ ଫସାଇବାକୁ ମୋ ଉପରେ ଚାପ ପକାଉଥିଲା ସିବିଆଇ: ଅମିତ ଶାହ

ନୂଆଦିଲ୍ଲୀ: କଂଗ୍ରେସ ସରକାରରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଛ ଏନ୍‌କାଉଣ୍ଟର ମାମଲାରେ ଫସାଇବାକୁ ଚେଷ୍ଟା କରିଥିଲା। ମୋଦୀଙ୍କୁ ମିଛ ମାମଲାରେ ଫସାଇବାକୁ ସିବିଆଇ ମୋ ଉପରେ ଚାପ ପକାଇଥିଲା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ବୁଧବାର ଏକ ମିଡିଆ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ପୋପ ଫ୍ରାନ୍ସିସ , ତୁରନ୍ତ ଆରୋଗ୍ୟ କାମନା କଲେ ବାଇଡେନ

ନୂଆଦିଲ୍ଲୀ: ପୋପ ଫ୍ରାନ୍ସିସ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କର  ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି । ଭାଟିକାନର ପ୍ରବକ୍ତାଙ୍କ ସୂଚନା ଅନୁଯାୟୀ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଚିକିତ୍ସା ପରେ ଜଣାଯାଇଛି ସେ ଶ୍ୱାସକ୍ରିୟା ଜନିତ ରୋଗରେ ଆକ୍ରାନ୍ତ । ତେବେ ଏହି…

ଯାତ୍ରୀଙ୍କୁ କିଡ଼ନୀ ଦାନ କଲେ ଡ଼୍ରାଇଭର

ବେଳେ ବେଳେ ଛୋଟ ଉଦ୍ୟମଟିଏ ଜଣେ ବ୍ୟକ୍ତିଙ୍କୁ ଏତେ ଚର୍ଚ୍ଚାକୁ ଆଣିଥାଏ ଯେ, ତାକୁ କଳନା କରିବା କଷ୍ଟକର । ଏବେ ଏମିତି ଏକ ଘଟଣା ଘଟିଛି ଜଣେ ଉବେର ଡ଼୍ରାଇଭରଙ୍କ କ୍ଷେତ୍ରରେ । ସେ ଜଣେ ଯାତ୍ରୀଙ୍କୁ କିଡ୍‌ନୀ ଦାନ କରି ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଏହି ଡ଼୍ରାଇଭର ଜଣକ…

ସାଇକେଲରେ ୫୨୭ ଦିନରେ ୧୪ ଦେଶ ବୁଲିଲେ ଯୁବକ

ୱାଶିଂଟନ: ଇଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ଯଦି ଥରେ କିଛି କରିବା ପାଇଁ ଦୃଢମନା ହୋଇ ନିଷ୍ପତ୍ତି ନିଆଯାଏ, ତେବେ ଲକ୍ଷ୍ୟ ପୂରଣ ହେବା ନିଶ୍ଚିତ । ଏଭଳି ଏକ ଘଟଣା ଘଟିଛି ଜଣେ ଯୁବକଙ୍କ କ୍ଷେତ୍ରରେ । ଏହି ଯୁବକ ଜଣକ ସାଇକେଲରେ ୧୪ଟି ଦେଶ ଭ୍ରମଣ କରିଛନ୍ତି ଓ ଏଥିପାଇଁ ତାଙ୍କୁ ପାଖାପାଖି…

ଡାଲି ଷ୍ଟକ୍‌ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ତତ୍ପରତା

ନୂଆଦିଲ୍ଲୀ: ଦେଶରେ ଡାଲି ଷ୍ଟକ୍‌ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ଶ୍ରୀ ରୋହିତ କୁମାର ସିଂ ନିୟମିତ ଭାବେ ସ୍ୱଚ୍ଛ ପ୍ରକ୍ରିୟାରେ ଡାଲି ଷ୍ଟକ୍‌ର ଉପଲବ୍ଧତା ସମ୍ପର୍କରେ ସୂଚନା ଦେବା ଲାଗି ସବୁ ପ୍ରମୁଖ ଡାଲି…

ମମତାଙ୍କ ନିଆରା ପ୍ରତିବାଦ: ଓ୍ୱାଶିଂ ମେସିନରେ ବିଜେପି ଲେଖି କଲେ କଟାକ୍ଷ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ବିଜେପିକୁ କଟାକ୍ଷ କରିବାକୁ ଯାଇ ନିଆରା ଉପାୟ ଆପଣାଇଛନ୍ତି। ସେ ଏକ ୱାଶିଂ ମେସିନ୍ ସହିତ ପ୍ରଦର୍ଶନ କରିଥିଲେ। କୋଲକାତାରେ ଟିଏମସି ଦ୍ୱାରା ପ୍ରସ୍ତୁତ ମଞ୍ଚରେ ଏକ ସାଙ୍କେତିକ ୱାଶିଂ ମେସିନ୍ ରଖାଯାଇଥିଲା। ଏହାକୁ ବିଜେପିର…

ପୁଅର ଅଜବ ହରକତ: ମାଆର ମୃତ ଦେହକୁ ୧୩ ବର୍ଷ ସୋଫା ଉପରେ ରଖିଲେ

ପୋଲାଣ୍ଡ:ନିଜ ମାଆକୁ ହରାଇବା କେତେ ଯେ କଷ୍ଟ, ସେ କଥା ଅନୁଭବି ହିଁ ଜାଣେ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଯିଏ ନିଜ ମାଆଙ୍କ ବିନା ବଞ୍ଚିବା ସମ୍ଭବ ନ ହେବାରୁ ମୃତ ଦେହକୁ କବରରୁ କାଡ଼ି ନିଜ ଘର ସୋଫାରେ ରଖିଥିଲେ । ତାହା ପୁଣି ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୩ ବର୍ଷ । ଆଉ ମାଆଙ୍କ ସହ…

ଦୁନିଆର ସବୁଠୁୁ ଶକ୍ତିଶାଳୀ ଦୁଇ ଭାଇ: ଦିନକୁ ଖାଆନ୍ତି ୧୩୦୦୦ କ୍ୟାଲୋରୀଯୁକ୍ତ ଖାଦ୍ୟ

ୟୁରୋପ: ଦୁନିଆରେ ବହୁତ ଶକ୍ତିଶାଳୀ ଲୋକ ଅଛନ୍ତି, ଯେଉଁମାନଙ୍କ ଶକ୍ତି ପ୍ରଦର୍ଶନ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆଜିକାଲି ଲୋକମାନେ ବଡ଼ିବିଲ୍‌ଡ଼ିଂ କରି ନିଜକୁ ଶକ୍ତିଶାଳୀ ଦେଖାଇବାକୁ ଚାହାଁନ୍ତି । କିନ୍ତୁ ଅନେକ ଥର ସେମାନଙ୍କର ସ୍ୱାସ୍ଥ୍ୟ ଭଲ ହୋଇ ନ ଥାଏ । କାରଣ ସେମାନେ ସୁସ୍ଥ…

ଏମିତି ଏକ ଗାଁ: ଯେଉଁଠି ପିଲାମାନେ ବାହାରେ ଖେଳନ୍ତି ନାହିଁ

ବ୍ରିଟେନ: ପିଲାମାନଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବାହାରେ ଖେଳିବା ଉଚିତ । ସେଥିଲାଗି ପ୍ରତ୍ୟେକ ବାପାମାଆ ନିଜର ପିଲାକୁ ପାର୍କ କିମ୍ବା ଘର ବାହାରେ ଖେଳିବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଖୋଦ୍ ବାପାମାଆ ନିଜ ପିଲାଙ୍କୁ ବାହାରେ ଖେଳିବାକୁ ବାରଣ କରନ୍ତି…

‘ରାହୁଲ’ ଯେଉଁ କର୍ଣ୍ଣାଟକ ନେଇଛି ସେହି କର୍ଣ୍ଣାଟକ ଦେବ !

ଭୁବନେଶ୍ୱର: ଦେଶବ୍ୟାପୀ ଏବେ ରାହୁଲ ଗାନ୍ଧୀଙ୍କୁ ନେଇ ଚର୍ଚ୍ଚା ଜୋର ହେଉଥିବା ବେଳେ କର୍ଣ୍ଣାଟକ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଯେଉଁ କର୍ଣ୍ଣାଟକରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ମୋଦି ସାଙ୍ଗିଆ ମନ୍ତବ୍ୟକୁ ନେଇ ରାହୁଲ ଦଣ୍ଡିତ ହେବା ସହ ସଦସ୍ୟ ପଦ ହରାଇଛନ୍ତି ସେହି କର୍ଣ୍ଣାଟକରେ…