Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସମଲିଙ୍ଗୀ ବିବାହ ମାମଲା, ଏପ୍ରିଲ୍ ୧୮ରୁ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମାନ୍ୟତା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଏପ୍ରିଲ୍ ୧୮ରୁ ଶୁଣାଣି ଆରମ୍ଭ ହେବ । ଆବେଦନ ଉପରେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ଆବେଦନକାରୀ ଏହି ମାମଲାକୁ ସର୍ବସାଧାରଣଙ୍କ ସହ ଜଡ଼ିତ କହି ଶୁଣାଣିର ଲାଇଭ୍ ଷ୍ଟ୍ରିମିଂ ଦାବି…

ବିଶ୍ୱର ସବୁଠୁ ସରୁ ନଦୀ: ଗୋଟିଏ ପାଦ ଡ଼େଇଁଲେ ହେବେ ପାର

ଚୀନ: ନଦୀ ହେଉଛି ମାନବ ସଭ୍ୟତା ବିକାଶର ପରମ ସହଯୋଗୀ । ହଜାର ହଜାର ବର୍ଷ ତଳୁ ଆରମ୍ଭ ହୋଇଥିବା ମାନବ ସଭ୍ୟତା କେବଳ ନଦୀ କୂଳରେ ହିଁ ଗଢି ଉଠିଥିଲା । ଏହାର କାରଣ ଥିଲା ଜୀବନଧାରଣର ଆବଶ୍ୟକତା ପାଇଁ ଲୋଡ଼ା ଯାଉଥିଲା ନଦୀ । ସେ ଦୃଷ୍ଟିରୁ ବିଶ୍ୱର ସବୁ ପ୍ରାନ୍ତରେ ନଦୀ କୂଳରେ ଗଢିଉଠିଥିଲା…

ମୋଦିଙ୍କୁ ଖଡଗେଙ୍କ ଟାର୍ଗେଟ ! କହିଲେ, ତାନାଶାହ ପରି ଦେଶ ଚଳାଉଛନ୍ତି ପିଏମ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ସଂସଦ ପରିସରରେ ପରୋକ୍ଷରେ ତାନାଶାହ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ. ଗଣମାଧ୍ୟମରେ ଖଡଗେ କହିଛନ୍ତି, ମୋଦି ନିଜେ ଗଣତନ୍ତ୍ରର ହତ୍ୟା କରୁଛନ୍ତି ଓ କେନ୍ଦ୍ରୀୟ ଏଜେନସିର ଅପବ୍ୟବହାର କରୁଛନ୍ତି, ଯେଉଁଠି…

କରଜରେ ଡୁବି ଗଲାଣି ପାକିସ୍ତାନ, ଶ୍ରୀଲଙ୍କା ଭ‌ଳି ହେବା ପରିସ୍ଥିତି !

ପଡୋଶୀ ପାକିସ୍ତାନର ହାଲ୍ ଏବେ ଆହୁରି ବେହାଲ ! 20 ଲକ୍ଷ କୋଟିର ବୈଦେଶିକ ଋଣ, ଖରାପ ଅର୍ଥ ବ୍ୟବସ୍ଥା ଓ ରାଜନୈତିକ ଅସ୍ଥିରତା ଭିତରେ ପେଶି ହେଉଛନ୍ତି ପାକିସ୍ତାନର ବାସିନ୍ଦା. ଏସବୁ ଭିତରେ ଦେଶର ସ୍ଥିତି ସୁଧାରିବାକୁ ସାଧାରଣ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ସମ୍ଭବ ହେବ…

ଦିଲ୍ଲୀରେ ବଢିଲା ବିଧାୟକ ଓ ମନ୍ତ୍ରୀଙ୍କ ବେତନ: ଜାଣନ୍ତୁ, ମାସିକ କିଏ ପାଇବେ କେତେ ଦରମା

ନୂଆଦିଲ୍ଲୀ: ବଢିଲା ଦିଲ୍ଲୀ ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା । ଦିଲ୍ଲୀ ବିଧାନସଭାର ବିଧାୟକଙ୍କ ଦରମାରେ ପ୍ରାୟ ୬୭ ପ୍ରତିଶତ ବୃଦ୍ଧି ଘଟିଛି । ସଂଶୋଧିତ  ବେତନ ହାର ଅନୁଯାୟୀ ବିଧାୟକମାନେ ମାସିକ ୯୦ ହଜାର ଟଙ୍କା ବେତନ ପାଇବେ । ବର୍ତ୍ତମାନ ବିଧାୟକଙ୍କ ମାସିକ ଦରମା  ୫୪  ହଜାର ଟଙ୍କା…

ଓସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଭାରତ ପାଇଁ ଏକ ଐତିହାସିକ ଦିନ । ଏସଏସ ରାଜେମୌଲିଙ୍କର ଫିଲ୍ମ RRRର ନାଟୁ ନାଟୁ ଗୀତକୁ ମିଳିଛି ଓସ୍କାର ସମ୍ମାନ । ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ନୋମିନେଟେ ହୋଇଥିଲା ନାଟୁ-ନାଟୁ ଗୀତ । ଶେଷରେ ସବୁ ଗୀତକୁ ପଛରେ ପକାଇ ଓସ୍କାର ପୁରସ୍କାର ହାତେଇଛି  ‘ନାଟୁ ନାଟୁ’ ଗୀତ…

ଯାତ୍ରୀଙ୍କ ମୃ୍ତ୍ୟୁ ଘଟିବାରୁ କରାଚିରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ପାକିସ୍ତାନ କରାଚି ସ୍ଥିତ ଜିନ୍ନା ଆନ୍ତର୍ଜାତିକ ବିମାନ ବନ୍ଦରରେ ଜରୁରୀ ଅବତରଣ  କଲା ଇଣ୍ଡିଗୋ ବିମାନ । ବିମାନଟି ଦୁବାଇ ଅଭିମୁଖେ ଯାଉଥିବାବେଳେ ଏହାକୁ କରାଚିରେ ଅବତରଣ  କରାଯାଇଥିଲା । ବିମାନରେ ଯାଉଥିବା ଜଣେ ନାଇଜେରିଆନ ନାଗରିକଙ୍କର ହଠାତ ମୃତ୍ୟୁ ଘଟିବାରୁ ଏହାକୁ ଜରୁରୀ…

ଏଥର ପୂର୍ବତନ ପତି ନବୀନ କହିଲେ, ସ୍ୱାତୀ ମିଛ କହୁଛନ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କ ବୟାନ ସାରା ଦେଶରେ ଝଡ ସୃଷ୍ଟି କରିଥିଲା । ଏହାର ମୂଖ୍ୟ କାରଣ ଥିଲା ସେ ତାଙ୍କ ବାପାଙ୍କ ବିରୋଧରେ ଯୌନ ଶୋଷଣ ପରି ମାରାତ୍ମକ ଅଭିଯୋଗ ଆଣିଥିଲେ । ରବିବାର ବିଜେପି ପକ୍ଷରୁ ସ୍ୱାତୀଙ୍କ ବୟାନ ନେଇ ଟାର୍ଗେଡ କରାଯାଇଥିଲା ।…

ନିବେଶକଙ୍କ ଭରସା ଜିତୁଛି ଅଦାନି ଗ୍ରୁପ; ଧାର୍ଯ୍ୟ ସମୟ ପୂର୍ବରୁ ସୁଝିଲା  ୨.୬୫ ଅରବ ଡଲାର ଋଣ

ନୂ୍ଆଦିଲ୍ଲୀ: ଅଦାନି ଗ୍ରୁପ ତା’ ନିବେଶକଙ୍କ ଭରସା ଜିତିବା ପାଇଁ ନେଇଛି ବଡ ପଦକ୍ଷେପ । ନିର୍ଦ୍ଧାରିତ ସମୟ ପୂର୍ବରୁ ଅଦାନି ଗ୍ରୁପ  ୨.୬୫ ଅରବ ଡଲାର ଋଣ ଶୁଝିବାରେ ସଫଳ ହୋଇଛି  । ଏଥିପାଇଁ  ଗ୍ରୁପ ଅମ୍ବୁଜା ସିମେଣ୍ଟ ଲିମେଟେଡ ନିଜର ୪ରୁ ୫ ପ୍ରତିଶତ ଅଂଶଧନ ବିକ୍ରି କରିପାରେ ।…

ପାହାଡ଼ କହୁଛି ପୁଅ ହେବ ନା ଝିଅ

ପାହାଡ଼ର ଚମତ୍କାରିତା । ଝାଡ଼ଖଣ୍ଡର ଲୋହରଦାଗା ଅଂଚଳର ଖୁଖ୍ରା ଗ୍ରାମରେ ରହିଛି ଏମିତି ଏକ ପାହାଡ଼, ଯାହାକି ଗର୍ଭସ୍ଥ ଶିଶୁର ଲିଙ୍ଗ କ’ଣ ତାହା ଆଗୁଆ କହିପାରୁଛି ବୋଲି ଲୋକଙ୍କ ବିଶ୍ୱାସ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାହାଡ଼ ଉପରେ ଏକ ଚନ୍ଦ୍ର ଆକୃତିର ଚିହ୍ନ ରହିଛି, ଯାହା ନବଜାତକର…