Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଆଲ୍ଲାହାବାଦ ହାଇକୋର୍ଟ ପରିସରରୁ ହଟିବ ମସଜିଦ

ନୂଆଦିଲ୍ଲୀ: ଆଲ୍ଲାହାବାଦ ହାଇକୋର୍ଟ ପରିସରରେ ଥିବା ମସଜିଦକୁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଲିଜ୍ ସମ୍ପତ୍ତି ଉପରେ ନିର୍ମିତ ହୋଇଥିବାରୁ ହଟାଇବାକୁ ଦେଲେ ନିର୍ଦ୍ଦେଶ । ଏନେଇ ୩ ମାସ ଭିତରେ ହଟାଇବାକୁ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଟିସ୍…

କାୟା ମେଲାଇଲାଣି H3N2 ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ, ସତର୍କ ରହିବାକୁ ପରାମର୍ଶ ଦେଲେ ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ : ପୁଣି ଫେରିଲା ମାସ୍କ । ଦେଶରେ କାୟା ମେଲାଇଲାଣି H3N2 ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ । ୫ରୁ ୭ଦିନ ଯାଏ ଲାଗିରହୁଛି ଜ୍ୱର, ଥଣ୍ଡା ଓ କାଶ ।ଏହି ଫ୍ଲୁ ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଫ୍ଲୁ ଟୀକା ଡ୍ରାଇଭ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି । H3N2…

‘ଆରଆରଆର’କୁ ଓସ୍କାର, ମୋଦୀଙ୍କୁ ପ୍ରଶଂସା କଲେ ପୀୟୁଷ ଗୋଏଲ

ନୂଆଦିଲ୍ଲୀ: ଓସ୍କାର ପୁରସ୍କାର ଜିତି 'ଆରଆରଆର' ଭାରତର ସମ୍ମାନ ବୃଦ୍ଧି କରିଛି। ଏହି ପୁରସ୍କାର ପାଇଥିବା ଚଳଚ୍ଚିତ୍ରର ଗୀତ ସବୁଠାରେ ପ୍ରଶଂସା କରାଯାଉଛି। ଏସବୁ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଆରଏମଆର ସମ୍ପର୍କରେ ଗତ ବର୍ଷ ନେଇଥିବା ନିଷ୍ପତ୍ତି ବିଷୟରେ ପ୍ରଧାନମନ୍ତ୍ରୀ…

ଅନ୍ୟ ଗ୍ରହରୁ ଆସିଛି କହି ରାସ୍ତାରେ ଉଲଗ୍ନ ହୋଇ ଚାଲିଲେ

ଫ୍ଲୋରିଡା: ଫିକ୍ସନ ବା ମନଗଢା କାହାଣୀକୁ ନେଇ ତିଆରି ହୋଇଥିବା ଫିଲ୍ମ ପିକେ, ଯେଉଁଥିରେ ଅନ୍ୟ ଗ୍ରହରୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଚରିତ୍ରରେ ଅମିର ଖାଁ ଅଭିନୟ କରିଥିଲେ । ଏହା ସିନେପ୍ରେମୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । କିନ୍ତୁ ରିଅଲ ଲାଇଫ୍‌ରେ ନିଜକୁ ଭିନ୍ନ ଗ୍ରହର ବ୍ୟକ୍ତି…

ନିଜ ପାଇଁ ନିଜେ: ଗରମ ପାଇଁ ପାଇପ୍ ଧରି ଗାଧୋଉଛି ହାତୀ

କୁହାଯାଏ ଯେ, ହାତୀ ସବୁଠାରୁ ବୁଦ୍ଧିମାନ ପ୍ରାଣୀ । ହାତୀର ଜ୍ଞାନ ଓ ପରସ୍ଥିତି ଅନୁଯାୟୀ ନିଷ୍ପତ୍ତି ନେବା ଅନ୍ୟ ପ୍ରାଣୀଙ୍କ ତୁଳନାରେ ଅଧିକ ତୀକ୍ଷ୍‌ଣ । ସେଥିପାଇଁ ହାତୀ ଲୋକମାନଙ୍କୁ ନିଜର ଅନୁଗାମୀ କରିପାରେ । କିନ୍ତୁ ଯଦି ଲୋକମାନେ ହାତୀକୁୁ ହଇରାଣ କରନ୍ତି, ତେବେ ସେମାନେ ନିଜ…

ଅଜବ ବିବାହ: ବିବାହର ୨୪ ଘଣ୍ଟା ଭିତରେ ଛାଡପତ୍ର

ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଆମ ଦେଶରେ ବିବାହ କୌଣସି ଥଟ୍ଟା କିମ୍ବା ଖେଳ ନୁହେଁ । ଯଦି ଥରେ ବିବାହ ଅନୁଷ୍ଠିତ ହୁଏ, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିବା ପାଇଁ ପ୍ରୟାସ କରାଯାଏ । ବିଦେଶରେ କିନ୍ତୁ ସେପରି ଦେଖିବାକୁ ମିଳେ ନାହିଁ । ଆଜି ଆମେ ଆପଣଙ୍କୁ ଏପରି ଏକ ଅଜବ…

ଅଜବ ନିୟମ: ପେଟପୁରା ଖାଆନ୍ତୁ, ନଷ୍ଟ କଲେ ଭରିବେ ଜରିମାନା

ଇନ୍ଦୋର: ୬୦ ଟଙ୍କାରେ ପେଟ ଭରି ଖାଆନ୍ତୁ । କିନ୍ତୁ ଖାଦ୍ୟ ନଷ୍ଟ କଲେ ଜରିମାନା ଭରିବାକୁ ପଡ଼ିବ । ଏମିତି ଅଜବ ନିୟମ ରଖିଛି ଇନ୍ଦୋର ସହରରେ ଥିବା ଏକ ହୋଟେଲ, ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା । ଜରିମାନା ସମ୍ବନ୍ଧୀୟ ସୂଚନା ମଧ୍ୟ ହୋଟେଲ କାନ୍ଥରେ ଉଲ୍ଲେଖ ରହିଛି ।…

ବିରଳ ପ୍ରଜାତିର ଧଳା ହରିଣକୁ ନେଇ ଚର୍ଚ୍ଚା

ୟୁପି: ଆଜିକାଲି ଭାରତୀୟ ବନ ସେବାର ଅନେକ ଅଧିକାରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ଅନେକ ଅଧିକାରୀ ଏପରି ଭିଡିଓ ଏବଂ ଫଟୋ ପୋଷ୍ଟ କରୁଛନ୍ତି ଯେଉଁଠାରୁ ଆମେ ବନ୍ୟ ଜନ୍ତୁ ଏବଂ ଜଙ୍ଗଲ ବିଷୟରେ ବହୁତ ସୂଚନା ପାଇପାରୁଛୁ । ନିକଟରେ ଜଣେ ଆଇଏଫଏସ ଅଧିକାରୀ ଏକ ବିରଳ ଆଲବିନୋ ହରିଣର ଫଟୋ…

ମାଆ ଚିହ୍ନିପାରିଲାନି ନିଜ ପିଲାଙ୍କୁ , ନେଲେ ପୋଲିସର ସହାୟତା

ଆର୍ଜେଣ୍ଟିନା: ମାଆ ଓ ଶିଶୁର ସମ୍ପର୍କ ସବୁଠୁ ନିବିଡ଼ । କୁହାଯାଏ,ନବଜାତକ ପାଇଁ ଭଗବାନ ସ୍ୱୟଂ ପୃଥିବୀ ପୃଷ୍ଠକୁ ଆସିପାରନ୍ତି ନାହିଁ ବୋଲି ମାଆଙ୍କୁ ହିଁ ପଠାଇଥାନ୍ତି । ତେଣୁ ଶିଶୁ ପାଇଁ ମାଆ ହେଉଛି ପ୍ରଥମ ଈଶ୍ୱର । କିନ୍ତୁ ବେଳେବେଳେ ଏମିତି ଘଟଣା ଘଟେ ଯାହା ମାଆ ଓ ଶିଶୁର ସମ୍ପର୍କକୁ…

ଗ୍ରାହକ ଜମା ଟଙ୍କା ଉଠାଇ ନେବାରୁ ବନ୍ଦ ହୋଇଗଲା ବ୍ୟାଙ୍କ

ନୂଆଦିଲ୍ଲୀ: ଆମେରିକୀୟ ବ୍ୟାଙ୍କ ସିଲିକନ୍ ଭ୍ୟାଲି ବ୍ୟାଙ୍କ ଦେବାଳିଆ ହେବାର ପ୍ରଭାବ ଭାରତୀୟ ଷ୍ଟକ ମାର୍କେଟ ଉପରେ ପଡ଼ିଛି । ଆଜି ସ୍ୱଳ୍ପ ବୃଦ୍ଧି ସହ ବାଣିଜ୍ୟ ଆରମ୍ଭ ହୋଇଥିବା ବେଳେ ସେନସେକ୍ସ ଓ ନିଫ୍ଟି ହ୍ରାସ ପାଇଛି । ବିଏସ୍ଇ ସେନସେକ୍ସ ୧୦୦୦ ଅଙ୍କରୁ ଅଧିକ ହ୍ରାସ ପାଇଛି । ତେବେ…