Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘୨୨ବର୍ଷ ଧରି ସ୍ତ୍ରୀ ଯାଇନାହିଁ ବାପଘର’ ପୋଲିସ ଇନ୍ସପେକ୍ଟରଙ୍କ ଚିଠି ଦେଖି ଅଧିକାରୀ ତାଜୁବ

ଫରୁଖାବାଦ: 'ଆଜକୁ ୨୨ ବର୍ଷ ହୋଇଗଲା । ହୋଲି ଅବସରରେ ମୋ ସ୍ତ୍ରୀ ତା ବାପଘରକୁ ଯାଇନାହିଁ । ସେଥିପାଇଁ ମୋ ଉପରେ ରାଗିଛି, ମୋତେ ଛୁଟି ଦେଲେ ପତ୍ନୀଙ୍କୁ ନେଇକି ଯିବି' । ନିଜ ଅଧିକାରୀଙ୍କୁ ଏଭଳି ଚିଠି ଖଣ୍ଡେ ଲେଖିଛନ୍ତି ପୋଲିସ ଇନ୍ସପେକ୍ଟର । ଆଉ ଏହି ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ…

ଅଜବ ରେଷ୍ଟୁରାଣ୍ଟ: ସାପ, ଝିଟିପିଟି, ଏଣ୍ଡୁଅ ଏବଂ ବିଛା ମେଳରେ ଖାଇବେ ଖାଦ୍ୟ

ଦୁନିଆରେ ଅନେକ ଅଜବ ରେଷ୍ଟୁରାଣ୍ଟ ବିଷୟରେ ନିଶ୍ଚୟ ଶୁଣିଥିବେ । ଯେମିତି କି ଭିଏତନାମର ଫିସ୍ କାଫେ । ଯେଉଁଠି ଚଟାଣରେ ମାଛ ପହଁରୁଥିବେ ଓ ସେଠାରେ ଲୋକେ ବସି ଖାଦ୍ୟ ଖାଉଥିବେ । ସେମିତି ଜାପାନର ଏକ ରେଷ୍ଟୁରାଣ୍ଟରେ ଲୋକମାନେ ରକ୍ତରେ ଭିଜିଥିବା କାନ୍ଥ ପାଖରେ ଖାଦ୍ୟ ଖାଇବାର ମଜା ନେଇଥାନ୍ତି…

କଭି ନାଁ କଭି ହାଁ : ଏଲଜିଙ୍କ ମୋହର ବାଜିବା ପରେ ଫିନଲାଣ୍ଡ ଯିବେ ଦିଲ୍ଲୀ ଶିକ୍ଷକ

ନୂଆଦିଲ୍ଲୀ: କଭି ନାଁ କଭି ହାଁର ଦୀର୍ଘଦିନ ଖେଳ ପରେ ଏବେ ଦିଲ୍ଲୀର ଶିକ୍ଷକମାନେ ପ୍ରଶିକ୍ଷଣ ପାଇଁ ଫିନଲାଣ୍ଡ ଯିବେ । ଶନିବାର ଉପ ରାଜ୍ୟପାଳ ଭିକେ ସକ୍ସେନା ଦିଲ୍ଲୀ ସରକାରଙ୍କ ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ପୂର୍ବରୁ ଏଥିପାଇଁ ୫୨ ଜଣ ଶିକ୍ଷକଙ୍କ ନାମ ସୁପାରିଶ କରାଯାଇଥିବା…

ଅଜବ ନିୟମ: ମୋଟା ହେଲେ ଦେବାକୁ ପଡ଼ିବ ଜରିମନା, ହରାଇବାକୁ ପଡ଼ିବ ଚାକିରୀ

ଏମିତି ଏକ ଅଞ୍ଚଳ ଯେଉଁଠି ମୋଟା ଲୋକଙ୍କ ପାଇଁ ନିୟମ ଖୁବ୍ କଡ଼ାକଡ଼ି । ଯଦି ଆପଣ ମୋଟା ହୋଇଥିବେ ତେବେ ଆପଣଙ୍କୁ ଅନେକ ଝାମେଲାର ସାମ୍ନା କରିବାକୁ ପଡ଼ିବ । ସରକାରୀ ନିୟମ ଅନୁସାରେ ଏଠାରେ ଆପଣଙ୍କୁ ଜରିମାନା ଦେବାକୁ ତ ପଡ଼ିବ, ତାହାସହିତ ସରକାରୀ କର୍ମଚାରୀ ହୋଇଥିଲେ ଚାକିରିରୁ ବିଦା ହେବାକୁ…

କର୍କଟ ରୋଗୀଙ୍କ ପାଇଁ ରାମ୍ପରେ ଚାଲିଲେ ଅମିତାଭଙ୍କ ଝିଅ ଓ ନାତୁଣୀ

ମୁମ୍ବାଇ : ବଲିଉଡ଼ର ସୁପରଷ୍ଟାର ବିଗ୍ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଶ୍ୱେତା ବଚ୍ଚନଙ୍କ ଝିଅ ନବୟା ନାଭେଲି ନନ୍ଦା ଏବେ ବେଶ୍ ଚର୍ଚ୍ଚାରେ । ଏବେ ଏକ ଫ୍ୟାଶନ ଶୋରେ ଶ୍ୱେତା ଓ ନବୟାଙ୍କୁ ଦେଖିବାକୁ ମିଳିଛି । ଉଭୟଙ୍କୁ ଷ୍ଟାଇଲିସ୍ ଲୁକ୍‌ରେ ଦେଖିବାକୁ ମିଳିଥିଲା । ଡିଜାଇନର୍ ଆବୁ ଜାନି…

ନାଗପଟ୍ଟିନମରେ ଅଶୋଧିତ ତୈଳ ଲିକ, ମତ୍ସ୍ୟଜୀବୀଙ୍କ ତୀବ୍ର ବିରୋଧ

ଚେନ୍ନାଇ: ତାମିଲନାଡୁର ନାଗପଟ୍ଟିନମ ଉପକୂଳରେ ଅଶୋଧିତ ତୈଳ ଲିକ ହୋଇଛି । ବିଶୋଧନଗାରର ପାଇପଲାଇନରୁ ଏହା ଲିକ ହୋଇଥିବା ଅନୁମାନ କରାଯାଉଛି । ଏଥିନେଇ ନିକଟବର୍ତୀ ଗ୍ରାମର ମତ୍ସ୍ୟଜୀବୀମାନେ ତୀବ୍ର ବିରୋଧ ଜାରୀ ରଖିଛନ୍ତି । ଅଶୋଧିତ ତୈଳ ପାଇପଲାଇନରୁ ଏହି ଅଂଚଳରୁ ହଟାଇବା ପାଇଁ ସେମାନେ…

୫ ଶିଶୁଙ୍କୁ ହତ୍ୟା କରିଥିବା ନୃଶଂସ ମାଆକୁ ମିଳିଲା ଇଚ୍ଛାମୃତ୍ୟୁ

ନୂଆଦିଲ୍ଲୀ: ବେଲିଜୟମରେ ନିଜର ୫ଟି ଶିଶୁକୁ ହତ୍ୟା କରିଥିବା ମାଆକୁ ଆଜି ଇଚ୍ଛାମୃତ୍ୟୁ ଦଣ୍ଡ ପ୍ରଦାନ କରାଯାଇଛି । ୨୮ ଫେବୃୟାରୀ ୨୦୦୭ରେ ଜେନିୱିଭ ହରମିଟ ରୋଷେଇ ଘରେ ବ୍ୟବହୃତ ଛୁରୀରେ ୫ଜଣଙ୍କୁ ହତ୍ୟା କରିଥିଲେ । ସେ ନିଜେ ଆତ୍ମହତ୍ୟା କରିବା ଉଦ୍ୟମ କରିଥିଲେ ବଂଚି ଯାଇଥିଲେ । ଫେବୃୟାରୀ…

ପଶ୍ଚିମ ଓଡ଼ିଶା ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ରାଜି, ନିଷ୍ପତ୍ତି ରାଜ୍ୟ ସରକାରଙ୍କର: କିରେନ ରିଜିଜୁ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର  ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ । ଆମକୁ କେବଳ ଅନୁମୋଦନ କରିବାର ଅଛି। ଏହାର ଭିତ୍ତିଭୂମି ସ୍ଥାପନ କରିବାର ଦାୟିତ୍ଵ ରାଜ୍ୟ ସରକାରଙ୍କର। ଏ ନେଇ ଆମେ ଆଗରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସାରିଛୁ ଏବଂ ସଂସଦରେ…

କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକରେ ବ୍ୟବହୃତ ହେବ ଏହି ବିଶେଷ ଧରଣର ପବିତ୍ର ତୈଳ

ଲଣ୍ଡନ: ବିଟେନର କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକ ସମାରୋହରେ ଏକ ବିଶେଷ ଧରଣର ପବିତ୍ର ତୈଳର ବ୍ୟବହାର ହେବ । ମେ୬ରେ ଏହି ସମାରୋହ ଅନୁଷ୍ଠିତ ହେବ । ଜେରୁଜେଲମର ସେପୁଲଚର ଚର୍ଚ୍ଚରେ ଶନିବାର ଏକ ସମାରୋହରେ ଏହି ତୈଳକୁ ପବିତ୍ର କରାଯାଇଛି । ରାଜ୍ୟାଭିଷେକ ଦିନ ଚାର୍ଲସଙ୍କ ମୁଣ୍ଡ, ଛାତି ଏବଂ…

ମୁଣ୍ଡକୁ ୧୮୦ ଡିଗ୍ରୀ ବୁଲାଇ ଦେଲେ ମହିଳା: ଦୃଶ୍ୟ ଦେଖି ଲୋକେ ବେହୋସ

ଅଧିକାଂଶ ଲୋକେ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ କଣ ନାହିଁ କଣ କରନ୍ତି । ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଅଜବ କୌଶଳ ପ୍ରଦର୍ଶନ କରୁଥିବା ଦେଖିଥିବେ । ଅନେକ କ୍ଷେତ୍ରରେ ଏପରି କିଛି ବିପଦଜନକ ଷ୍ଟଣ୍ଟ କରିଥାନ୍ତି, ଯାହାକୁ ଲୋକେ ଦେଖି ଭୟଭୀତ ହୋଇଯାଆନ୍ତି । ଆମେ ଆପଣଙ୍କୁ ଏମିତି ଜଣେ…