Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆରଏସଏସ ତାଲିବାନ କିନ୍ତୁ ରାହୁଲ ଗାନ୍ଧୀ ଆଦି ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ୨୦୨୪ ନର୍ବାଚନ ଯେତେ ପାଖେଇ ଆସୁଛି, ବିଜେପି-କଂଗ୍ରେସ କାଦୁଅ ଫିଙ୍ଗାପିଙ୍ଗି ବଢି ଚାଲିଛି । ଆରୋପ-ପ୍ରତ୍ୟାରୋପ ବି ବଢିଚାଲିଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଆରଏସଏସକୁ ତାଲିବାନ ସହ ତୁଳନା କରିଥିବାବେଳେ ନାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲା…

ଆନ୍ଦୋଳନରୁ ଓହରିଲେ, କୁସ୍ତିଯୋଦ୍ଧା ସଂଘ ସଭାପତିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ ହେବ। ଏଥିପାଇଁ ଏକ ୭ ଜଣିଆ କମିଟି ଗଠନ କରାଯାଇଛି। ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ଦ୍ୱାରା ଏହି କମିଟି ଗଠନ କରାଯାଇଛି। କମିଟିର ସଦସ୍ୟମାନେ…

ମୋଦୀଙ୍କ ଉପରେ ବିବିସି ରିପୋର୍ଟ: ଗଭୀର ଗବେଷଣା କରି ରିପୋର୍ଟ କରିଛୁ ବୋଲି କହିଲା ମିଡିଆ ହାଉସ୍

ନୂଆଦିଲ୍ଲୀ: ୨୦୦୨ ମସିହା ଗୁଜୁରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି କରିଥିବା ଏକ ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ଦେଖାଦେଇଛି। ବ୍ରିଟେନ୍‌ ସଂସଦରେ ମଧ୍ୟ ଏହାକୁ ଉଦ୍ଦେଶ୍ୟପ୍ରଣୋଦିତ ରିପୋର୍ଟ କହି ନିନ୍ଦା କରାଯିବ ସହ ଭାରତରେ ମଧ୍ୟ ଏହାକୁ କଡ଼ା ନିନ୍ଦା…

ଏଲଏସିରେ ମୁତୟନ ଚୀନ ସୈନିକଙ୍କ ସହ କଥା ହୋଇ ଯୁଦ୍ଧ ପ୍ରସ୍ତୁତିର ସମୀକ୍ଷା କଲେ ଜିନପିଙ୍ଗ

ନୂଆଦିଲ୍ଲୀ: ଲଦାଖ ଏଲଏସିରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଥମୁନି । ସେପଟେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯୁଦ୍ଧ ପ୍ରସ୍ତୁତି ନେଇ ସୈନିକଙ୍କ ସହ ଆଲୋଚନା କରିଛନ୍ତି । ଶୁକ୍ରବାର ଚୀନର ସରକାରୀ ଗଣମାଧ୍ୟମ ଏ ସୂଚନା ଦେଇଛି । ପିଏଲଏ ମୁଖ୍ୟାଳୟରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ…

ଦୁନିଆ ଦେଖିଲା ଇସ୍ରାଏଲର ମାରାତ୍ମକ ମିସାଇଲ

ତେଲ ଅବୀବ: ଇସ୍ରାଏଲରର ସରକାରୀ କମ୍ପାନୀ ଇସ୍ରାଏଲ ଏରୋସ୍ପେସ ଇଣ୍ଡଷ୍ଟ୍ରିଜ ଦୁନିଆକୁ ଏହାର ନୂତନ ମାରାତ୍ମକ ମିସାଇଲକୁ ଦେଖାଇଛି । ଏକ୍ସ ଆକୃତିର ଏହି ମିସାଇଲକୁ ଜଣେ ସେନା ଏକୁଟିଆ ନେଇପାରିବ । ଇସ୍ରାଏଲର ଦ୍ୱାରା ପ୍ରସ୍ତୁତ ଏହି ମିସାଇଲ ଖୁବ ଶୀଘ୍ର ଆମେରିକାକୁ ପ୍ରଦାନ କରାଯିବ । ଡ୍ରୋନ…

ମହଙ୍ଗା ପଡ଼ିଲା ସଚ୍ଚୋଟ ପଣିଆ

ନୂଆଦିଲ୍ଲୀ: ସଚ୍ଚୋଟ ପଣିଆ ପଡ଼ିଲା ମହଙ୍ଗା । କାର୍‌ରେ ୨୦ କୋଟି ଟଙ୍କାର ‘କୋକେନ୍‌’ ଥିବା କଥା ବ୍ରିଟଶ୍‌ ପୋଲିସ ପାଖରେ ନିଜେ ସ୍ବିକାର କଲେ ସଚ୍ଚୋଟ ‘ଡ୍ରଗ୍‌’ ବ୍ୟବସାୟୀ  । କେବଳ ସ୍ବୀକାର କରିଛନ୍ତି ତାହା ନୁହେଁ, ପୋଲିସ ପାଖରେ ସ୍ବିକାର କରି ୮ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଥିବା…

କାନାଡାର ମୂଳ ନିବାସୀ ପିଲାଙ୍କ ଶବ ମିଳିବା ପଛରେ କଣ ରହିଛି ରହସ୍ୟ

ଟୋରେଟୋଂ: ନିକଟରେ କାନାଡାରେ ଏକ କବରରୁ ୧୭୧ ପିଲାଙ୍କ ଶବ ମିଳିଛି । ରାଡାର ସିଷ୍ଟମ ମାଧ୍ୟମରେ ତଦନ୍ତ କରିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା କାନାଡାର ମୂଳ ବାସିନ୍ଦାଙ୍କ ଏହି ସବୁ ଶବ । ଇଂରେଜମାନେ ଏହି ଅଂଚଳକୁ କବଜା କରିବା ପରେ ଜୋର ଜବରଦସ୍ତ…

ଶିଶୁ ଉଦ୍ୟାନରେ ଜଳୁଛି ଜୁଇ

ଲକ୍ଷ୍ନୈା: ଲକ୍ଷ୍ନୈାର ଜାନକିପୁରମ ଆବାସିକ ଅଞ୍ଚଳରେ ଏକ ଶିଶୁ ଉଦ୍ୟାନକୁ ଶ୍ମଶାନ ଭାବରେ ବ୍ୟବହାର କରାଯାଉଛି ।  ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।  ଏହି ପାର୍କ ନିକଟରେ ରହୁଥିବା ଲୋକମାନେ ଦାବି କରିଛନ୍ତି ଯେ ନିକଟସ୍ଥ ପାହଡପୁର ଅଞ୍ଚଳର…

କର୍ଣ୍ଣେଲ ରାଙ୍କକୁ ପଦୋନ୍ନିତ ହେବେ ୧୦୮ ମହିଳା ସେନା ଅଧିକାରୀ

ନୂଆଦିଲ୍ଲୀ: ପୁରୁଷ ସେନା ଅଧିକାରୀଙ୍କ ସହିତ ମହିଳା ସେନା ଅଧିକାରୀଙ୍କୁ ସମକକ୍ଷ କରିବାକୁ  ନୂଆ ପ୍ରକ୍ରିୟା ।  ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ରୁ କର୍ଣ୍ଣେଲ୍‌ ପାହ୍ୟାକୁ ପଦୋନ୍ନତି ଦେବା ଲାଗି ଭାରତୀୟ ସେନା ମହିଳା ଅଧିକାରୀମାନଙ୍କ ‘ସ୍ପେସାଲ୍‌ ସିଲେକ୍‌ସନ୍‌ ବୋର୍ଡ’ ପ୍ରକ୍ରିୟା…

୧ ହଜାର ବର୍ଷରୁ ଅଧିକ ହେଲାଣି ଢଳି ରହିଛି ପଥର

ତାମିଲନାଡ଼ୁ: ପାହାଡ଼ର ଚଟାଣ ଉପରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଢଳି ରହିଛି ଏକ ବୃହତାକାୟ ପଥର, ଯାହାକୁ ଦେଖି ଯେ କେହି ଭୟଭୀତ ହେବା ସ୍ୱଭାବିକ । କିନ୍ତୁ ଶହ ଶହ ବର୍ଷ ଧରି ଏମିତି ରହିଥିବା ପଥର ଗୋଟିଏ ଇଂଚ ବି ସ୍ଥାନ ପରିବର୍ତ୍ତନ କରିନାହିଁ ବୋଲି ଗବେଷକଙ୍କ ମତ । ପ୍ରାୟ ୨୫୦ ଟନ ଓଜନର…