Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଛତିଶଗଡରେ ୪ ମାଓବାଦୀ ନିପାତ, ୩ ରାଇଫଲ୍ ଜବତ

ରାୟପୁର: ଛତିଶଗଡରେ ୪ ମାଓବାଦୀ ନିପାତ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ । ଏହାସହିତ ସେମାନଙ୍କ ଠାରୁ ୩ଟି ରାଇଫଲ୍ ଜବତ ହୋଇଛି । ନିହତ ୪ ମାଓବାଦୀ ମଧ୍ୟରୁ ୨ଜଣ ମହିଳା । ବିଜେପୁର ପୋମରା ଗାଁରେ ସକାଳ ସାଢେ ସାତଟାରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଓ ମାଓବାଦୀ…

ଶୋଭିତାଙ୍କ ସହ ବିଦେଶ ଯାତ୍ରା କଲେ ନାଗା, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ନାଗା ଚୈତନ୍ୟ । ଶୋଭିତାଙ୍କୁ ଡେଟ୍‌ କରୁଥିବା ନେଇ ସୋଶିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି  । ନିକଟରେ ସାଉଥ ସୁନ୍ଦରୀ ସାମନ୍ଥା ରୁଥ ଏବଂ ନାଗାଙ୍କର ଛାଡ଼ପତ୍ର ହୋଇଥିଲା  । ଏନେଇ ନାଗା ଏବଂ ଶୋଭିତାଙ୍କ ଫଟୋକୁ ନେଇ ସୋଶିଆଲ ମିଡିଆରେ ଭାଇରାଲ ହେଉଛି…

କୁକୁର ଭୁକିଲା ବୋଲି ମାଲିକଙ୍କ ଜୀବନ ନେଇଗଲେ

ନୂଆଦିଲ୍ଲୀ: କୁକୁର ଭୁକିଲା । ହେଲେ ରାଗ ସୁଝାଇଲେ ମାଲିକଙ୍କ ଉପରେ । ଫଳ କାଟିବା ପାଇଁ ଆଣିଥିବା ଛୁରିରେ ମାଲିକଙ୍କ ଗଳାକାଟି ହତ୍ୟା କରିଦେଲେ । ଏବେ ନିଜ ଦୋଷ ସ୍ୱୀକାର କରିଛନ୍ତି ଅଭିଯୁକ୍ତ ରାଜବିନ୍ଦର ସିଂ । ଅଷ୍ଟ୍ରେଲିଆ ପୋଲିସ  ଆସି ଦିଲ୍ଲୀରୁ ଅଭିଯୁକ୍ତଙ୍କୁ ଗିରଫ କରିଛି ।…

ଜେଲରୁ ପୁଣି ଭାଇରାଲ ହେଲା ସତ୍ୟେନ୍ଦ୍ର ଜୈନଙ୍କ ଭିଡିଓ

ନୂଆଦିଲ୍ଲୀ: ପୁଣି ଅଡୁଆାରେ ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ   । ତିହାର  ଜେଲ ଭିତରେ ଆପ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବା ପରେ ଅଡୁଆ ବଢିବାରେ ଲାଗିଛି । ଏବେ ପୁଣି ଏକ ଭିଡିଓ ଭାଇରାଲ ହୋଇଛି । ସେପ୍ଟମ୍ବର ୧୨ ତାରିଖ ରାତି ପ୍ରାୟ ୮ଟା ସମୟର…

ସତୀଶ ଧାଓ୍ୱନ ଲଞ୍ଚପ୍ୟାଡରୁ ପିଏସଏଲଭି-ସି୫୪ ରକେଟ୍ ସଫଳ ଉତକ୍ଷେପଣ

ଚେନ୍ନାଇ: ଶ୍ରୀହରିକୋଟା ସତୀଶ ଧାଓ୍ୱନ ଲଞ୍ଚପ୍ୟାଡରୁ ପିଏସଏଲଭି-ସି୫୪ ରକେଟ୍ ସଫଳ ଉତକ୍ଷେପଣ । ୯ ସାଟେଲାଇଟ୍ ନେଇ ମହାକାଶକୁ ଗଲା ରକେଟ୍। ଓସିଏନ୍-୩ ସହ ୮ଟି ନାନୋ ସାଟେଲାଇଟକୁ ମିଶାଇ ୧୧୧୭କେଜି ଓଜନ ବହନ କରିଛି ପିଏସଏଲଭି-ସି୫୪। ଏସବୁଗୁଡିକ ଆର୍ଥ ଅବଜରଭେସନ୍ ସାଟେଲାଇଟ୍ ।…

୨୬/୧୧ ଆକ୍ରମଣ ଷଡ଼ଯନ୍ତ୍ରକାରୀଙ୍କୁ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଚେତାବନୀ

ନୂଆଦିଲ୍ଲୀ: ୨୦୦୮ ମସିହା ନଭେମ୍ୱର ୨୬ ତାରିଖରେ ଆତଙ୍କବାଦୀ ଆକ୍ରମଣରେ ଥରିଉଠିଥିଲା ମୁମ୍ୱାଇ । ଆଜି ଏହି ଆକ୍ରମଣକୁ ୧୪ବର୍ଷ ହୋଇଛି । ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଟ୍ୱିଟ କରି ସେ କହିଛନ୍ତିଯେ, ଯେଉଁମାନେ ମୁମ୍ୱାଇ ଆକ୍ରମଣର…

ଆଜି ସମ୍ବିଧାନ ଦିବସ: ବିଶ୍ୱର ବୃହତ୍ ଲିଖିତ ଦସ୍ତାବିଜ୍ ଭାରତୀୟ ସମ୍ୱିଧାନ

ନୂଆଦିଲ୍ଲୀ: ସବୁ ଭାରତୀୟଙ୍କ ପାଇଁ ନଭେମ୍ୱର ୨୬ ତାରିଖ ଖୁବ ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହା ଆଜିର ଦିନରେ ଦେଶର ସମ୍ୱିଧାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା। ତେଣୁ ଏହାକୁ ସମ୍ୱିଧାନ ଦିବସ ଭାବେ ଦେଶରେ ପାଳନ କରାଯାଉଛି । ପରେ ୨୬ ଜାନୁଆରୀ ୧୯୫୦ମସିହାରେ ସମ୍ୱିଧାନକୁ ଦେଶରେ ପ୍ରଣୟନ…

ଆଜି ଇସ୍ରୋ ଲଞ୍ଚ କରିବ ପିଏସଏଲଭି-ସି୫୪ ରକେଟ୍

ଚେନ୍ନାଇ: ଆଜି ଇସ୍ରୋ ଲଞ୍ଚ କରିବ ପିଏସଏଲଭି-ସି୫୪ ରକେଟ୍ । ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ୱନ ସ୍ପେସ ସେଣ୍ଟରରୁ ଲଞ୍ଚ୍ ହେବ । ଓସିଏନସାଟ୍-୩ ଓ ୮ ନାନୋ ସାଟେଲାଇଟ୍ ଏହି ରକେଟରେ ଉତକ୍ଷେପଣ ହେବ । ସାଢେ୧୦ଟାରୁ ଆରମ୍ଭ ହେବ ଉତକ୍ଷେପଣ ପ୍ରକ୍ରିୟା । ନାନୋ ସାଟେଲାଇଟ୍ ମଧ୍ୟରୁ ଗୋଟିଏ…

ଗୁଜରାଟରେ ନୋଟା ବିଗାଡ଼ିପାରେ ନେତାଙ୍କ ଖେଳ

ଅହମ୍ମଦାବାଦ: ଗୁଜରାଟରେ ଏଥର ନୋଟା କୁ ନେଇ ଭୟଭୀତ ଅଛନ୍ତି ପ୍ରାର୍ଥୀ ।  ଗତ ନିର୍ବାଚନରେ ​​୩୦ ଟି ବିଧାନସଭା ଆସନର ପରିଣାମ ନୋଟାର ଭୋଟ ଠାରୁ କମ ଥିଲା । ଯାହା କି ଏଥର ନେତାଙ୍କ ଛାତି ଧଡପଡ କରାଉଛି । ଏଥର ଯଦି ପୂର୍ବଥର ଭଳି ନୋଟାକୁ ଭୋଟରମାନେ ସମର୍ଥନ ଦିଅନ୍ତି ତେବେ ଅନେକ…

ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ଏକ ଏଲିଏନ: କେନ୍ଦ୍ର ଆଇନ୍ ମନ୍ତ୍ରୀ

ନୂଆଦିଲ୍ଲୀ :ନିର୍ବାଚନ କମିସନର ନିଯୁକ୍ତି ନେଇ ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ସରକାର ମଧ୍ୟରେ ବିତର୍କ ଜୋରଦାର ଚାଲିଛି । ଏହି ସମୟରେ ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥାକୁ ଏଲିଏନ ବା ଅପରିଚିତ କହି ସମାଲୋଚନା କରିଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜଜୁ । କୋର୍ଟରେ ବିଚାରପତି…