Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍ତ୍ରୀକୁ ପୋଡ଼ି ମାରିଦେଇଥିଲା ପିଶାଚ ସ୍ୱାମୀ, ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ମୁମ୍ବାଇ: ଆଜି ବି ଯୌତୁକର ପ୍ରଲୋଭନ ଲୋକଙ୍କୁ କ୍ରୁର କରିଦେଉଛି । ଯୌତୁକ ପାଇଁ ଜୀବନ ନେବାକୁ ବି ପଛାଉ ନାହାଁନ୍ତି ଲୋକେ । ଏଭଳି ଘଟଣା ମୁମ୍ବାଇର ଉପନଗରୀ ମୁଲୁଣ୍ଡରୁ ଆସିଛି । ଜଣେ ପୂର୍ବତନ ଦମକଳ କର୍ମଚାରୀ ଯୌତୁକ ପାଇଁ ନିଜ ସ୍ତ୍ରୀକୁ ପୋଡ଼ି ମାରି ଦେଇଥିଲେ। ପରେ…

ସୁନ୍ଦର ଦେଖାଯିବା ପାଇଁ ଚକୋଲେଟ୍‌ରେ ସଜେଇ ହେଲେ କନିଆ

ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ କିଏ କେତେ କ’ଣ କରିଥାନ୍ତି । ସେମିତି ଜଣେ ଯୁବତୀ ନିଜ ବିବାହକୁ ସ୍ମରଣୀୟ କରିବାକୁ ଯାଇ କିଛି ଭିନ୍ନ ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ତାଙ୍କ ହେୟାର ଷ୍ଟାଇଲକୁ ବିଭିନ୍ନ ପ୍ରକାରର ଚକୋଲେଟ୍‌ରେ ସଜ୍ଜାଇବା ସହ ନିଜ ଅଳଙ୍କାରକୁ ଚକୋଲେଟ୍‌ରେ ମଧ୍ୟ…

ହସ୍‌ପିଟାଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ: ୨ ଡାକ୍ତରଙ୍କ ସହ ୬ ଜଣଙ୍କ ମୃତ୍ୟୁ

ଧାନବାଦ: ହସ୍‌ପିଟାଲ୍‌ରେ ନିଆଁ ଲାଗିବାରୁ ଅଣନିଶ୍ୱାସୀ ହୋଇ ଦୁଇ ଡାକ୍ତରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଝାରଖଣ୍ଡ ଧାନବାଦର ପୁରୁଣା ବଜାରରେ ଥିବା ହାଜ୍ରା ହସ୍‌ପିଟାଲ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା…

ଗୋ ଫାଷ୍ଟ ଏୟାରଲାଇନ୍ସ ବିମାନ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା

ବେଙ୍ଗାଲୁରୁ: ଗୋ ଫାଷ୍ଟ ଏୟାରଲାଇନ୍ସ ବିମାନ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ି ଉଡାଣ ଭରିବା ପଡ଼ିଲା ମହଙ୍ଗା । ଗୋ ଫାଷ୍ଟ ଏୟାରଲାଇନ୍ସ ଉପରେ ଲାଗିଲା ୧୦ ଲକ୍ଷ ଟଙ୍କାର ଜୋରିମାନା । ଜାନୁଆାରୀ ମାସ ୯ ତାରିଖରେ ୫୫ ଜଣ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ି ଉଡାଣ ଭରିଥିଲା ଗୋ ଫାଷ୍ଟ ବିମାନ।…

ଜେରୁସେଲମରେ ଆତଙ୍କବାଦୀ ଆକ୍ରମଣ; ୭ ଜଣଙ୍କୁ ଗୁଳି କରି ହତ୍ୟା

ଜେରୁସେଲମ: ଜେରୁସେଲମରେ ଆତଙ୍କବାଦୀ ଆକ୍ରମଣ। ଲୋକଙ୍କୁ ଉପରେ ଆଖିବୁଜା ଗୁଳି ଚଳାଇଲା ଆତଙ୍କବାଦୀ। ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଇସ୍ରାଏଲ୍‌ ପୁଲିସ ସୂଚନା ଦେଇଛି। ଇସ୍ରାଏଲ୍‌ ତବ୍‌ଜାରେ ଥିବା ପୂର୍ବ ଜେରୁସେଲମର ଆରାଧନା ସ୍ଥଳ ନିକଟରେ ଏହି ଗୁଳିକାଣ୍ଡ ଘଟିଛି। ଶକ୍ରବାର ଜଣେ…

‘କମ୍ ସାକ୍ଷରତା ଖରାପ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡିତ’

ନୂଆଦିଲ୍ଲୀ: ଆଜିର ସମାଜରେ ଅବସାଦ ବା ମାନସିକ ସ୍ୱାସ୍ଥ୍ୟ ଖରାପ ରହିବା ସାଧାରଣ କଥା ହୋଇଗଲାଣି। କିନ୍ତୁ କେଉଁମାନେ ଅଧିକାଂଶ ଏପରି ରହୁଛନ୍ତି ତାର ଏକ ଅନୁଶୀଳିନ ରିପୋର୍ଟ ଆସିଛି। ଯେଉଁଥିରେ କୁହାଯାଇଛି କମ୍ ପାଠୁଆ ବ୍ୟକ୍ତିଙ୍କ ଠାରେ ଅଧିକ ମାନସିକ ଅବସାଦ ରହୁଛି। ଭାରତ ସମେତ ନଅଟି…

ମୋଦୀ, ମନମୋହନ, ବାଜପେୟୀ, ଇନ୍ଦିରାଙ୍କ ମଧ୍ୟରେ କିଏ ଭଲ ପ୍ରଧାନମନ୍ତ୍ରୀ?

ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ ସି ଭୋଟର ପ୍ରଧାନମନ୍ତ୍ରୀ ପଦବୀରେ ଅବସ୍ଥାପିତ ହୋଇଥିବା ଚେହେରା ଉପରେ ଏକ ସର୍ଭେ କରିଛି ଯେଉଁଥିରେ ଦେଶର ଭଲ ପ୍ରଧାନମନ୍ତ୍ରୀ ଥିବା ଲୋକଙ୍କଠାରୁ ଜାଣିବାକୁ ଚେଷ୍ଟା କରାଯାଇଛି। ଏହି ସର୍ଭେରେ ନରେନ୍ଦ୍ର ମୋଦୀ, ଅଟଳ ବିହାରୀ ବାଜପେୟୀ, ଇନ୍ଦିରା ଗାନ୍ଧୀ ଏବଂ…

ତେଜୁଛି ନୀତୀଶ-କୁଶଓ୍ୱା କଳି, ବିଜେପି ଦେଲା ଅଫର

ପାଟଣା: ଉପେନ୍ଦ୍ର କୁଶୱାଙ୍କୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡରେ କନ୍ଦଳ ଦେଖାଦେଇଛି। ଗୋଟିଏପଟେ ଉପେନ୍ଦ୍ର କୁଶୱା ଖୋଲାଖୋଲି ଭାବେ ଦଳରେ ତାଙ୍କର ଅଂଶୀଦାର ମାଗୁଛନ୍ତି ଏବଂ ଏଥିରେ ଅଂଶଗ୍ରହଣ ନକରି ସେ ଦଳ ଛାଡିବେ ନାହିଁ ବୋଲି କହୁଥିବାବେଳେ ନୀତୀଶ କୁମାର…

ଜେଏନୟୁରେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପଛରେ ‘ବାହାର ଲୋକ’?

ନୂଆଦିଲ୍ଲୀ: ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ (ବିବିସି) ଡକ୍ୟୁମେଣ୍ଟାରୀକୁ ନେଇ ସାରା ଦେଶରେ ବିବାଦ ତେଜୁଥିବା ବେଳେ ଏକ ନୂୂଆ ଦିଗ ସାମ୍ନାକୁ ଆସିଛି। ଦିଲ୍ଲୀ ଜେଏନୟୁରେ ଏହାକୁ ନେଇ ବିବାଦ ତେଜୁଥିବା ବେଳେ ରେଜିଷ୍ଟ୍ରାର ବିକାଶ ଗୁପ୍ତା କହିଛନ୍ତି ଯେ 'ବାହାର ଲୋକ' ବିଶ୍ୱବିଦ୍ୟାଳୟ…

ମଦ୍ୟପାନ ଓ ଇଣ୍ଟରନେଟ ପ୍ରତି ବଢୁଥିବା ଆଗ୍ରହ ପଛର କାରଣ କ’ଣ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିର ଦୁନିଆରେ ଛୋଟ ଛୁଆଠୁ ବୃଦ୍ଧ ଅଧିକାଂଶ ବହିର ପୃଷ୍ଠା ଅପେକ୍ଷା ମୋବାଇଲ ସ୍କ୍ରିନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଦିନରାତି ଡାଟା କନଜ୍ୟୁମରେ ଯେପରି ପ୍ରତିଯୋଗିତା ଲାଗିଲାଣି। ଯାହାକି ଏକ ପ୍ରକାର ଖରାପ ବୋଲି କୁହାଗଲାଣି। କାରଣ ଇଣ୍ଟରନେଟ ପାଇଁ…