Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

୬୮ ବିଧାନସଭା ଆସନ ପାଇଁ ହିମାଚଳପ୍ରଦେଶରେ ଭୋଟିଂ ଆରମ୍ଭ

ସିମଲା: ଆରମ୍ଭ ହେଲା ହିମାଚଳ ପ୍ରଦେଶ ଭୋଟିଂ । ଆଜି ହିମାଚଳ ପ୍ରଦେଶର ୬୮ ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଛି । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ । ୪୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫୫ ଲକ୍ଷରୁ ଅଧିକ ଭୋଟର । ସେଥିରୁ ୨୪ ଜଣ ମହିଳା…

ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ!

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବାର ସମ୍ଭାବନା ରହିଛି। ତାରିଖ ଅନୁଯାୟୀ ଚୂଡ଼ାନ୍ତ ନିଷ୍ପତ୍ତି ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ଗ୍ରହଣ କରିବ ବୋଲି ସୂଚନା ରହିଛି। କିନ୍ତୁ ଯାହା ସୂଚନା ରହିଛି ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୭ ରୁ…

 ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମାମଲା, ରାୟ ସଂରକ୍ଷିତ ରଖିଲେ କୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ସ୍ବତନ୍ତ୍ର କୋର୍ଟ ନଭେମ୍ବର 16 ରେ ରାୟ ଘୋଷଣା କରିବାର ସମ୍ଭାବନା ରହିଛି। ସିବିଆଇ ଓକିଲ ଏବଂ ସତ୍ୟେନ୍ଦ୍ରଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ…

ଯୁଦ୍ଧ ଭିତରେ ଆଲୋଚନା ଚାହୁଁଛନ୍ତି ପୁଟିନ, କିଏ କରିବ ମଧ୍ୟସ୍ଥି ?

ମସ୍କାେ: ଦକ୍ଷିଣ ୟୁକ୍ରେନର ଖେରସନ ସହରରେ ତିନି ଦିନ ହେଲେ ଗୁଳି ଫୁଟିନ । ବାରୁଦ ଗନ୍ଧ ନାହିଁ । ୟୁକ୍ରେନ ସେନା ସରକାରୀ କାର୍ଯ୍ୟାଳୟରେ ନିଜ ପତାକା ଉଡାଇବା ସହ ଜାତୀୟ ସଂଗୀତ ଗାନ କରୁଥିବା ଭିଡିଓ ଭାଇରାଲ ହେଉଛି । ଏହାରି ଭିତରେ ବିଦେଶୀ ଗଣମାଧ୍ୟମରେ ଗୋଟିଏ ଆଲୋଚନା ହେଉଛି ଯେ ପୁଟିନ…

ଅଧା ରହିଗଲା ଅଗ୍ନିବୀର ସ୍ୱପ୍ନ: ରାଲିରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

ଭୋପାଳ: ସେନାରେ ଯୋଗ ଦେବେ । ଦେଶ ପାଇଁ ଲଢିବେ । ଆଖିରେ ଥିଲା ଏମିତି କିଛି ସ୍ୱପ୍ନ  । ସ୍ୱପ୍ନ ପୂରଣ ପାଇଁ ଲାଗି ପଡିଥିଲେ । ଜୋରଦାର ପ୍ରସ୍ତୁତି  କରିଥିଲେ । ହେଲେ ସବୁ ସ୍ୱପ୍ନ ଅଧା ରହିଗଲା । ସେନାରେ ଭର୍ତ୍ତି ହେବା ପୂର୍ବରୁ ଚାଲିଗଲା ଜୀବନ । ଜଣେ ନୁହେଁ, ହାତ ଧରାଧରି ହୋଇ…

ରାଜୀବ ହତ୍ୟା ମାମଲାର ୬ ଅଭିଯୁକ୍ତଙ୍କୁ ଖଲାସ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ 

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ହତ୍ୟା ଘଟଣାରେ ସଂପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଖଲାସ  କରିବା ପାଇଁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ  ଦେଇଛନ୍ତି । ଯଦି ସେମାନଙ୍କ ବିରୋଧରେ ଅନ୍ୟ କୌଣସି ମାମଲା ନାହିଁ ତେବେ ସେମାନଙ୍କୁ ତୁରନ୍ତ ଖଲାସ କରିବା ପାଇଁ କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ।…

ଦେବାଳିଆ ହୋଇପାରେ ଟ୍ବିଟର, ଆଶଙ୍କା କଲେ ମାଲିକ ମସ୍କ

ନୂଆଦିଲ୍ଲୀ: ଟ୍ୱିଟର ହୋଇପାରେ ଦେବାଳିଆ। ନୂଆ ମାଲିକ ଏଲନ ମସ୍କ ସୋସିଆଲ୍ ମିଡିଆରେ ଏଭଳି ଏକ ଆଶଙ୍କା କରିଛନ୍ତି। ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ମସ୍କ ଟ୍ୱିଟର କର୍ମଚାରୀଙ୍କୁ ଫୋନ୍ କରି କହିଛନ୍ତି ଯେ ଦେବାଳିଆ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ମସ୍କ ଦୁଇ ସପ୍ତାହ ପୂର୍ବରୁ ୪୪…

ପ୍ରମାଣ ନଷ୍ଟ ପାଇଁ ୧୪୦ ଫୋନ୍ ବଦଳାଇଛନ୍ତି ସିସୋଦିଆ ଏବଂ ଅନ୍ଯମାନେ: ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରର ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ପୁଣି ଏକ ନୂଆ ଦାବି କରିଛି। ପ୍ରମାଣ ନଷ୍ଟ କରିବାକୁ ଯାଇ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟମାନେ ବାରମ୍ବାର ଫୋନ୍ ଓ ସିମ୍ ବଦଳାଇଛନ୍ତି ବୋଲି ଦାବି କରିଛି…

ଜ୍ଞାନବାପୀରେ ବିଶ୍ବେଶ୍ବରଙ୍କୁ ପୂଜା ହେବ କି ନାହିଁ , ସୁପ୍ରିମ କୋର୍ଟରେ ଆଜି ହେବ ଶୁଣାଣି

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦ ପରିସରରେ ଶୃଙ୍ଗାର ଗୈାରୀଙ୍କ ପୂଜା ସହ  ଶିବଲିଙ୍ଗ ପୂଜିବା ପାଇଁ ଆବେଦନ ହୋଇଥିବା ମାମଲାର ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ । ପୂର୍ବରୁ ମା ଗୈାରୀଙ୍କୁ ବର୍ଷକୁ ଥରେ ପୂଜା କରାଯାଉଥିବା ବେଳେ ଏବେ  ବର୍ଷସାରା ମାଙ୍କୁ ପୂଜା କରିବାର ଅଧିକାର ଦାବି…