Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିମାନରେ ମଦ୍ୟପାନ ସେବା ନିୟମରେ ପରିବର୍ତ୍ତନ ଆଣିଲା ଏୟାର୍ ଇଣ୍ଡିଆ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଗ୍ରାହକଙ୍କୁ ପରସାଯାଉଥିବା ମଦ ନୀତିରେ ପରିବର୍ତ୍ତନ ଆଣିଛି ବିମାନ ଚଳାଚଳ ସଂସ୍ଥା। ଗୋଟିଏ ପରେ ଗୋଟିଏ ଯାତ୍ରୀ ଦୁର୍ବ୍ୟବହାର ଘଟଣା ସଂସ୍ଥାକୁ ବଦନାମ କରିବା ପରେ ଓ କମ୍ପାନୀ ଉପରେ ପେନାଲ୍ଟି ଲାଗିବା ପରେ ସଂସ୍ଥା ପୂର୍ବରୁ ଥିବା ନିଜ ଆଲକହଲ…

ସ୍କୁଲରେ ଜଣେ ଛାତ୍ର, ଜଣେ ଶିକ୍ଷକ: ତଥାପି ନିୟମିତ ଚାଲିଛି ପାଠପଢା

ମୁମ୍ବାଇ: ସ୍କୁଲ ଅଛି । ବେଲ ବାଜୁଛି । ସାର ଆସୁଛନ୍ତି । ପ୍ରାର୍ଥନା ହେଉଛି । ପାଠ ପଢା ବି ହେଉଛି । ସ୍କୁଲ ନିୟମିତ ଚାଲିଛି ।  ହେଲେ ସ୍କୁଲରେ ପିଲାଙ୍କ ସଂଖ୍ୟା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍କୁଲରେ ଅଛନ୍ତି ମାତ୍ର ଜଣେ ଛାତ୍ର । ଜଣେ  ଛାତ୍ରଙ୍କୁ ନେଇ ଚାଲୁଛି ସ୍କୁଲ୍ । …

ବିବିସି ଡ୍ୟକୁମେଣ୍ଟାରିକୁ ବିରୋଧ କରି କଂଗ୍ରେସରୁ ଇସ୍ତଫା ଦେଲେ ଏକେ ଆଣ୍ଟୋନୀଙ୍କ ପୁଅ ଅନୀଲ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ହୋଇଥିବା ବିବିସର ଡକ୍ୟୁମେଣ୍ଟାରିକୁ ବିରୋଧ କରିବା ଦିନକ ପରେ କଂଗ୍ରେସ ଛାଡ଼ିଲେ ଏକେ ଆଣ୍ଟୋନିଙ୍କ ପୁଅ ଅନୀଲ। ସେ କଂଗ୍ରସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ…

ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କ୍ରିଶ୍ ହିପକିନ୍ସ

ୱେଲିଂଟନ: ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଲେବର ଦଳର ନେତା କ୍ରିଶ୍ ହିପକିନ୍ସ। ବୁଧବାର ସେ ଦେଶର ୪୧ ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ପରେ ସେ ଦେଶର ଅର୍ଥନୀତି ପ୍ରତି ଗୁରୁତ୍ୱ ତେବେ ବୋଲି ହିପକିନ୍ସ କହିଛନ୍ତି।…

ବିବିସି ଡକ୍ୟୁମେଣ୍ଟାରୀ ବିବାଦ: ଜେଏନୟୁ କ୍ୟାମ୍ପସରେ ସ୍କ୍ରିନିଂକୁ ନେଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନୂଆଦିଲ୍ଲୀ: ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ହଙ୍ଗାମା। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବିସି ଦ୍ୱାରା ପ୍ରସ୍ତୁତ ହୋଇଥିବା ବିବାଦୀୟ ଡକ୍ୟୁମେଣ୍ଟାରୀ ରାତି ୯ଟାରେ ସ୍କ୍ରିନିଂ ହେବାର ଥିଲା। କିନ୍ତୁ…

ଗର୍ଭାଶୟ କର୍କଟ ପାଇଁ ଏସଆଇଆଇର ସ୍ୱଦେଶୀ ଟିକା, ଶୁଭାରମ୍ଭ କଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ମହିଳାମାନଙ୍କୁ ଅଧିକ ପ୍ରଭାବିତ କରୁଥିବା ଦ୍ୱିତୀୟ ମାରାତ୍ମକ ରୋଗ ହେଉଛି ଗର୍ଭାଶୟ କର୍କଟ। ଗର୍ଭାଶୟ କର୍କଟ ଭାରତର ମହିଳାମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବଢୁିଥିବା ବିପଦଜନକ ରୋଗରେ ପରିଣତ ହୋଇଛି। ଯାହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ସ୍କୁଲ ଗୁଡିକରେ ଟିକାକରଣ…

ଭାରତର ‘BharOS’ ଆଣ୍ଡ୍ରଏଡ୍ ଏବଂ ଆଇଓଏସଠୁ କେତେ ଅଲଗା?

ନୂଆଦିଲ୍ଲୀ: ଯେତେବେଳେ ଆମେ ମୋବାଇଲ୍ ଅପରେଟିଂ ସିଷ୍ଟମ୍ ବିଷୟରେ କଥା ହେଉ ଭାରତୀୟମାନେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବାବଦରେ ଆଲୋଚନା କରନ୍ତି। ଆମେରିକାନ କମ୍ପାନୀ ଗୁଗୁଲ୍ ଏବଂ ଆପଲ୍ ଦ୍ୱାରା ନିର୍ମିତ ଏହି ଉଭୟ ଅପରେଟିଂ ସଫ୍ଟୱେର୍ ହେଉଛି ବିଶ୍ୱ ବଜାରରେ ଏବେ ବି ଅଗ୍ରଣୀ ରହିଛି। ଏବେ ଭାରତ…

ସାପ ଚାଷର ଗାଁ ଜିସିକ୍ୟୁ

ବିଭିନ୍ନ ପ୍ରକାର ଫସଲ,ଫଳ ଓ ପନିପରିବା ଚାଷ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । କିନ୍ତୁ ସାପ ଚାଷ ବି କରାଯାଇପାରେ, ଏହି ବିଷୟରେ ହୁଏତ କ୍ୱଚିତ୍ ଶୁଣିଥିବେ । ଶୁଣିବାକୁ ଅଦ୍ଭୁତ ମନେ ହେଉଥାଇପାରେ,କିନ୍ତୁ ଏହା ସତ୍ୟ । ଚୀନ୍‌ର ଏକ ଛୋଟ ଗାଁରେ ଏଭଳି ବିଷାକ୍ତ ସାପ ଚାଷ କରାଯାଇଥାଏ ।…

ରେକର୍ଡ ସୃଷ୍ଟି କଲା ବିଶ୍ବର ସବୁଠାରୁ ବଡ଼ ପିଜ୍ଜା

ନୂଆଦିଲ୍ଲୀ : ସାଧାରଣତଃ ସମସ୍ତଙ୍କର ଖାଇବା ପସନ୍ଦ ଭିନ୍ନ ଭିନ୍ନ ଥାଏ । କାହାକୁ  ପିଜା, ବରଗର ବା ସାଣ୍ଡଓ୍ବିଚ୍‌ ଖାଇବାକୁ ପସନ୍ଦ ଥାଏ ତ ଆଉ କାହାକୁ ଚିକେନ୍‌ ମଟନ୍‌ ବା ବିରିୟାନୀ ପସନ୍ଦ ଥାଏ । ତେବେ ଆମେ ଆପଣଙ୍କୁ ଏମିତି ଏକ ପିଜା ବିଷୟରେ କହିବୁ ଏମିତି ପିଜା ହୁଏତ ଦୁନିଆାର ପ୍ରଥମ ଆଉ…

ଶ୍ରଦ୍ଧାଙ୍କ ଶବକୁ କାଟିବା ପାଇଁ ୫ଟି ହତିଆର ବ୍ୟବହାର କରିଥିଲା ଅଫତାବ: ଚାର୍ଜସିଟ ରିପୋର୍ଟରେ ଦିଲ୍ଲୀ ପୋଲିସର…

ନୂଆଦିଲ୍ଲୀ: ଶ୍ରଦ୍ଧା ବାଲାକର ହତ୍ୟାକାଣ୍ଡକୁ ଘଟଣାର ଚାର୍ଜସିଟ ମଙ୍ଗଳବାର ଦାଖଲ କରିଛି ଦିଲ୍ଲୀ ପୋଲିସ । ୬୬୨୯  ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟରେ  ପୋଲିସ ଏହି ହତ୍ୟାକାଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ରଖିଛି । ମାମଲାର ମୁଖ୍ୟ ଆସାମୀ ଆଫତାବ ପୁନାବାଲାକୁ ମଧ୍ୟ ପୋଲିସ ଭିଡିଓ…