Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ସାବରକରଙ୍କୁ ନେଇ ବିବାଦୀୟ ବୟାନ ଦେଲେ ରାହୁଲ ଗାନ୍ଧୀ

ମୁମ୍ବାଇ : ଭାରତ ଯୋଡୋ ଯାତ୍ରାରେ ପୁଣି ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ବୀର ସାବରକରଙ୍କ ଏକ ଚିଠି କୁ ଦେଖାଇ ସେ ସାବରକରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ କହିଛନ୍ତି ଦିନେ ସାବରକର ଇଂରେଜମାନଙ୍କ ସେବକ ବୋଲି ଚିଠିରେ ଲେଖିଥିଲେ । ଏପରିକି ସାବରକର…

ପଶ୍ଚିମବଙ୍ଗକୁ ମିଳିଲେ ନୂଆ ରାଜ୍ୟପାଳ, ନିରାଶ ହେଲେ ନକଭୀ?

ନୂଆଦିଲ୍ଲୀ: ଡକ୍ଚର ସି.ଭି ଆନନ୍ଦ ବୋଷ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ହେବେ। ସିଭି ଆନନ୍ଦ ବୋଷଙ୍କୁ ଗୁରୁବାର ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତି ଦେବା ପରେ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମଣିପୁର…

ବାନ୍ଧି ଦେଲେ ହାତଗାେଡ଼,ବିନା ଆନାସ୍ଥେସିଆରେ କଲେ ବନ୍ଧ୍ୟାକରଣ ଅପରେସନ

ବିନା ଆନାସ୍ଥେସିଆରେ ହେଲା ମହିଳାଙ୍କର  ଅପରେସନ । ଜୋରଜବରଦସ୍ତ ହାତ ଗୋଡ ଧରି ମୁହଁ ବନ୍ଦ କରିକି କରାଗଲା ବନ୍ଧ୍ୟାକରଣ ଅପରେସନ । ଏମିତି ଘଟଣା ଘଟିଛି ବିହାରର ଖାଗଡିଆ ଜିଲ୍ଲାରେ । ଏହି ଜିଲ୍ଲାର ଅଲୋଲି କମ୍ୟୁନିଟି ହେଲଥ ସେଣ୍ଟରରେ  ପରିବାର ନିୟନ୍ତ୍ରଣ ଯୋଜନାରେ ବନ୍ଧ୍ୟାକରଣ…

ପସନ୍ଦ ହେଲାନି ଲେହେଙ୍ଗା, ବାହାଘର ଭାଙ୍ଗିଦେଲା କନିଆ

ଡେରାଡୁନ: ଚାଲିଥିଲା  ବାହାଘର ପ୍ରସ୍ତୁତି  ।  ଉଭୟ ବର ଓ କନ୍ୟା ଘର କିଣା କିଣିରେ ବ୍ୟସ୍ତ ଥାଆନ୍ତି । କନ୍ୟା ପାଇଁ ଲେହେଙ୍ଗା ଓ ବର ପାଇଁ ଶେରଓ୍ୱାନୀ କିଣା ହେଲା । କିନ୍ତୁ ବର କିଣି ଥିବା ଲେହେଙ୍ଗା କନ୍ୟାକୁ ପସନ୍ଦ ଆସିନଥିଲା । ବାସ, ଏତିକିରେ ବାହାଘର ଭାଙ୍ଗି ଦେଲେ କନ୍ୟା ।  ଘଟଣା…

ଅଧଘଣ୍ଟାରେ ମିଳିଲା ହଜିଲା ଏୟାରପଡ଼୍; ଫେରାଇବା କୌଶଳ ଦେଖି ସମସ୍ତେ କଲେ ପ୍ରଶଂସା

ନୂଆଦିଲ୍ଲୀ: ଯେଉଁଠି ଆଲମିରା ଭିତରେ ଥିବା ଜିନିଷକୁ ବନ୍ଧୁକମୁନରେ ଲୁଟି ନେଉଛନ୍ତି ଦୁବୃର୍ତ୍ତ  ସେଠି ହଜିବା ଜିନିଷକୁ ଫେରି ପାଇବାର ଆଶା କିଏ ରଖିଥାଏ  ?   ଜିନିଷ ଥରେ ହଜିଲା ପରେ ତାହା ଫେରି ପାଇବା ସହଜ ନୁହେଁ । ହେଲେ ଦୁନିଆରେ ଏମିତି କିଛି ଭଲ ଲୋକ ଅଛନ୍ତି ଯିଏ ହଜିଯାଇଥିବା ଜିନିଷକୁ…

୧୩୫ ଟଙ୍କାରେ ୭ ଦିନିଆ ବିଦେଶ ଯାତ୍ରା

ନୁୂଆଦିଲ୍ଲୀ:  ବିଦେଶ ଯାତ୍ରା କରିବାକୁ ସମସ୍ତଙ୍କର ମନ । ହେଲେ ପକେଟ ସମସ୍ତଙ୍କୁ ଅନୁମତି ଦିଏନି । ତେଣୁ ବିଦେଶ ଭ୍ରମଣ ସ୍ୱପ୍ନ ସମସ୍ତଙ୍କର ଅଧାରେ ରହିଯାଏ । ହେଲେ ଏହି ଖବର ଶୁଣିବା ପରେ ମରିଯାଇଥିବା ସ୍ୱପ୍ନ ପୁଣି ମୁଣ୍ଡ ଟେକିବ । ମାତ୍ର ୧୩୫ଟଙ୍କାରେ ୭ ଦିନିଆ ବିଦେଶ ଯାତ୍ରା । ତା…

ସିଲିଣ୍ଡରରୁ ଆଉ ଚୋରି ହେବନି ଗ୍ୟାସ୍, ଲାଗିବ କ୍ୟୁଆର୍ କୋଡ୍

ନୂଆଦିଲ୍ଲୀ: ଗ୍ୟାସ୍ ଚୋର ସାବଧାନ । ଆଉ ସିଲିଣ୍ଡରରୁ କାଢ଼ି ପାରିବେନି ଗ୍ୟାସ୍ । ଗ୍ୟାସ ଚୋରି ରୋକିବ କ୍ୟୁଆର୍ କୋଡ୍ । ସିଲିଣ୍ଡରରୁ ଗ୍ୟାସ୍ ଚୋରି କଲେ ଧରା ପକାଇ ଦେବ କ୍ୟୁଆର୍ କୋଡ୍ । ଖୁବଶୀଘ୍ର କେନ୍ଦ୍ର ସରକାର ସମସ୍ତ ଗ୍ୟାସ ଟାଙ୍କିରେ କ୍ୟୁଆର୍ କୋଡ୍ ଲଗାଇବେ । ପୁରୁଣା ସହ ନୂଆ…

ଏୟାରପୋର୍ଟରେ ଜନ୍ମ ହେଲା ଶିଶୁ, କୁନି ଯାତ୍ରୀଙ୍କୁ ସ୍ୱାଗତ କଲେ କର୍ମଚାରୀ

ନୂଆଦିଲ୍ଲୀ: ବିମାନବନ୍ଦରରେ ଥିଲେ ସବୁଠାରୁ କୁନି ଯାତ୍ରୀ । ମାତ୍ର କେଇ ଘଣ୍ଟାର ।  କୁନି ବିମାନଯାତ୍ରୀଙ୍କୁ ଦେଖିବାକୁ ବେଶ ଭିଡ ଜମିଥିଲା । କୁନି ଯାତ୍ରୀଙ୍କୁ ଦେଖି  ଏୟାରପୋର୍ଟ କର୍ମର୍ଚାରୀମାନେ ଖୁସିରେ  ସ୍ୱାଗତ ବି କରିଥିଲେ । କିଛି ସମୟ ପାଇଁ ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ…

ଦୁନିଆର ଏମିତି ସ୍ଥାନ ଯେଉଁଠି ୬ ମାସ ଲେଖାଏ ଶାସନ କରନ୍ତି ୨ ଦେଶ

ନୂଆଦିଲ୍ଲୀ: ନିର୍ଦ୍ଦିଷ୍ଟ ସ୍ଥାନ ଉପରେ କୌଣସି ଏକ ଦେଶର ଆଧିପତ୍ୟ ଥାଏ । ସେହି ଦେଶର ସେନା ସେଠାର ସୁରକ୍ଷା ଦାୟିତ୍ୱରେ ରୁହେ । କିନ୍ତୁ ଫ୍ରାନ୍ସ ଓ ସ୍ପେନ୍ ସୀମାରେ ଏମିତି ଏକ ଦ୍ୱୀପ ଅଛି ଯେଉଁଠି ଦୁଇ ଦେଶର ସରକାର ୬ ମାସ ଲେଖାଏ ଚାଲେ । ନା ଏଥିପାଇଁ କିଛି ଲଢ଼େଇ ହୁଏ ନା ଝଗଡ଼ା ।…

ଗୋଟିଏ ଟୁଇଟରେ ଭାରତୀୟଙ୍କ ମନ କିଣିନେଲେ ଋଷି ସୁନକ

ମଜବୁତ ହେଉଛି ବ୍ରିଟେନ-ଭାରତ ସମ୍ପର୍କ ।   ଇଣ୍ଡୋନେସିଆରେ ବାଲିଠାରେ ଜି-୨୦ ସମ୍ମିଳନୀର  ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଶି ସୁନକଙ୍କ ସାକ୍ଷାତ ପରେ ଏପରି ସମ୍ଭାବନା ଦେଖା ଦେଇଛି । ଏହି ସମ୍ଭାବନାକୁ ଆହୁରି ଦୃଢ କରିଛି ଋଷି ସୁନକଙ୍କ…