Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାବଧାନ ! ଆଉ ପାଣି ନୁହେଁ, ଆକାଶରୁ ବର୍ଷିବ ପ୍ଲାଷ୍ଟିକ

ନୂଆଦିଲ୍ଲୀ: ଆକାଶରୁ ପାଣି ବଦଳରେ ବର୍ଷୁଛି ପ୍ଲାଷ୍ଟିକ । ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ସତ । ଦୁନିଆର ସବୁଠି କମ୍ ପ୍ରଦୂଷିତ ସ୍ଥାନ ମଧ୍ୟରୁ ନ୍ୟୁଜିଲାଣ୍ଡ ଅନ୍ୟତମ । ଏବେ ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହରରେ ପ୍ଲାଷ୍ଟିକ ବର୍ଷା ହେଉଛି । ଯେଉଁଥି ପାଇଁ ଛାତର ପ୍ରତି ବର୍ଗ ମିଟରରେ…

କୀଭ ଉପରେ ଆକ୍ରମଣ ନେଇ ରୁଷର ୨ ଲକ୍ଷ ସେନା ପ୍ରସ୍ତୁତ

କୀଭ: ରୁଷ ଓ ୟୁକ୍ରେନ ଯୁଦ୍ଧ ୧୦ ମାସରେ ପଂହଚିଲାଣି । ଏହା କମିବ ପରିବର୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ୟୁରୋପୀୟ ୟୁନିୟର ରିପୋର୍ଟ ଅନୁସାରେ ରୁଷ ପୁନର୍ବାର କୀଭ ଉପରେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ସେଥିପାଇଁ ୨ ଲକ୍ଷ ସେନା ପ୍ରସ୍ତୁତ ରହିଛି । ୨୦୨୩ ଆରମ୍ଭରେ…

ସିଗାରେଟ୍, ତମାଖୁ ବ୍ୟାନ କଲା ଦିଲ୍ଲୀ ଏମ୍ସ: ଖିଲାପକାରୀ ଦେବେ ଜରିମାନା

ନୂଆଦିଲ୍ଲୀ: ଡାକ୍ତର ହେଉ ଅବା ରୋଗୀ କିମ୍ୱା କର୍ମଚାରୀ ସମସ୍ତଙ୍କ ପାଇଁ ଦିଲ୍ଲୀ ଏମ୍ସ ଭିତରେ ଲାଗିଲା କଟକଣା । ଏମ୍ସକୁ ସିଗାରେଟ ଓ ଗୁଟଖା ନେଇ ଯିବେ ନାହିଁ ଏମାନେ । ଯଦି ନିୟମ ଖିଲାପ କରନ୍ତି, ତେବେ ଲାଗିବ ଜରିମାନା । ଦୃଢ କାର୍ଯ୍ୟାନୁଷ୍ଠାନ ବି ନିଆଯିବ । ଏନେଇ ନେଇ ଜାରି କରିଛି…

ବ୍ୟାନ ସତ୍ତ୍ୱେ ମିଳୁଛି ମଦ, ଗଲାଣି ୫୩ ଜଣଙ୍କ ଜୀବନ

ପାଟଣା: ବିହାରରେ ମଦ ବନ୍ଦ । କିନ୍ତୁ ପ୍ରତିବର୍ଷ ବିଷାକ୍ତ ମଦ ପିଇ ଅନେକ ଜୀବନ ଯାଉଛି । ସାରଣ ଜିଲ୍ଲାର ଛପରାରେ ବିଷାକ୍ତ ମଦ ପାଇଁ ଏବେ ଯାଏ ୫୩ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ହସ୍ପିଟାଲ୍ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ବେହରୌଲି ଗାଁରେ ୧୧ ଜଣଙ୍କ ମୃତ୍ୟୁ ମଦ ପିଇବାରୁ…

ପଠାନ୍ ଝଡ଼କୁ ନେଇ କିଙ୍ଗ ଖାନଙ୍କ ସମର୍ଥନରେ ସାଉଥ୍ ଷ୍ଟାର କହିଲେ, ‘କିଛି ବି ହେଇଯାଉ ଆମେ ସକରାତ୍ମକ ରହିବୁ’

ନୂଆଦିଲ୍ଲୀ: ପଠାନ୍ ଫିଲ୍ମରେ ଦୀପିକା ପାଡୁକୋନଙ୍କ ପୋଷାକକୁ ନେଇ ବିରୋଧ ଜାରି ରହିଛି । ଫିଲ୍ମର ଗୀତ ‘ବେଶର୍ମ ରଙ୍ଗ’ ଗୀତ ଓ ଦୀପିକାଙ୍କ ଲୁକ୍ କୁ ଖୁବ୍ ନିନ୍ଦା କରାଯାଉଛି । ଏପରିକି ତାଙ୍କୁ ଟୁକଡେ ଟୁକଡେ ଗ୍ୟାଙ୍ଗର ସମର୍ଥକ କୁହାଯାଇଛି । ମଧ୍ୟପ୍ରଦେଶରେ ଫିଲ୍ମ ରିଲିଜ୍ ଉପରେ ରୋକ୍…

ସିଧା ଟାର୍ଗେଟ କଲେ ଜୟଶଙ୍କର: UNSC ରେ କହିଲେ ଆତଙ୍କବାଦର କେନ୍ଦ୍ରସ୍ଥଳ ପାକିସ୍ତାନ

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର । ଆତଙ୍କବାଦକୁ ନେଇ ଦୁଇ ପଡୋଶୀକୁ କଡ଼ା ଭର୍ତ୍ସନା କରିଛନ୍ତି । ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ପ୍ରତି ଆତଙ୍କବାଦ ଏକ ବିପଦ । ଆତଙ୍କବାଦର କେନ୍ଦ୍ରସ୍ଥଳ ସକ୍ରିୟ ରହିଛି । ଚୀନ ଓ ଏହାର ଘନିଷ୍ଠ ମିତ୍ର…

ବିଚାରପତି ଅଭାବକୁ ନେଇ କଲେଜିୟମକୁ କେନ୍ଦ୍ର ଆଇନ ମନ୍ତ୍ରୀ ଦାୟୀ କରିବା ପରେ ବଦଳିବ କି ସିଷ୍ଟମ?

ଦିଲ୍ଲୀ: ଦେଶରେ ବିଚାରପତିଙ୍କ ଅଭାବକୁ ନେଇ ସବୁବେଳେ କେନ୍ଦ୍ର ଓ ସୁପ୍ରିମକୋର୍ଟ ମୁହାଁମହିଁ ହୋଇଛନ୍ତି । ଗତକାଲି ସଂସଦରେ ବି  ବିଚାରପତି ଅଭାବ ପ୍ରସଙ୍ଗ ଉଠିଛି । ସମ୍ୱିଧାନ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବିଚାରପତିଙ୍କ ସଂଖ୍ୟା ଉପରେ ପ୍ରଶ୍ନ ଉଠାଇଥିଲେ । ତାଙ୍କ ଭାଷଣରେ…

‘ଅଣ ବିଜେପି ଶାସିତ ରାଜ୍ୟ ତେଲ ଉପରୁ ଭାଟ୍ ହ୍ରାସ କରିନାହାନ୍ତି’

ନୂଆଦିଲ୍ଲୀ: ଅଣ-ବିଜେପି ଶାସିତ ଛଅଟି ରାଜ୍ୟ ପେଟ୍ରୋଲିୟମ ଉତ୍ପାଦ ଉପରେ ଭାଟ୍ ହ୍ରାସ କରିନାହାଁନ୍ତି। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲ ଏହି ରାଜ୍ୟରେ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ଏହି ରାଜ୍ୟଗୁଡ଼ିକରେ ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ ଏବଂ ଝାଡଖଣ୍ଡ।…

ଜେଡିୟୁ-ଆରଜେଡି ମଧ୍ୟରେ ମିଶ୍ରଣ ହେବ କି?

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଅର୍ଥାତ୍ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ 2025 ବିଧାନସଭା ନିର୍ବାଚନ ଲଢିବ। ଏହାପରେ ଜେଡିୟୁ ଓ  ଆରଜେଡିର ମିଶ୍ରଣକୁ ନେଇ…

ଦୁଷ୍କର୍ମ ପରେ ଆଠ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା !

ରାୟପୁର: ଛତିଶଗଡ ରାଜଧାନୀ ରାୟପୁରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକାକୁ ଅପହରଣ ଓ ପରେ ଦୁଷ୍କର୍ମ କରିବା ପରେ ଜଣେ ଆଠ ବର୍ଷର ଝିଅର ମୃତ୍ୟୁ ଘଟିଛି। ଏବଂ ଏହା ହତ୍ୟା ହୋଇଥିବା ଅଭିଯୋଗରେ ଜଣେ ଗିରଫ ହୋଇଛି। ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଡିସେମ୍ବର ୭…