Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ମଲ୍ଲିକାର୍ଜୁନ୍ ଖଡ଼଼ଗେ, ଥରୁରଙ୍କୁ ମିଳିଲା ମାତ୍ର ହଜାରେ ଭୋଟ୍

ନୂଆଦିଲ୍ଲୀ: ମଲ୍ଲିକାର୍ଜୁନ୍ ଖଡ଼ଗେ କଂଗ୍ରେସର ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ୧୭ ତାରିଖରେ ହୋଇଥିବା ମତଦାନରେ ବାଜି ମାରିଛନ୍ତି ଖଡ଼ଗେ । ତାଙ୍କୁ ୭ ହଜାର ୮୯୭ ଭୋଟ୍ ମିଳିଥିବା ବେଳେ ଶଶୀ ଥରୁରଙ୍କୁ ମିଳିଛି ପ୍ରାୟ ୧ ହଜାର ୭୨ ଭୋଟ୍ । ୪୧୬ଟି ଭୋଟ୍ ନାକଚ୍ ହୋଇଥିବା ଜଣାପଡ଼ିଛି ।…

ଭାରତକୁ ଐତିହାସିକ ପ୍ରତିମୂର୍ତ୍ତି ସମେତ ୩୦୭ଟି ପ୍ରାଚୀନ ବସ୍ତୁ ଫେରାଇଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ମଧ୍ୟରେ ଦିନକୁ ଦିନ ସମ୍ପର୍କ ଭଲ ହେବାରେ ଲାଗିଛି। ଏହାରି ଭିତରେ ଆମେରିକା ଭାରତକୁ ଐତିହାସିକ ପ୍ରତିମୂର୍ତ୍ତି ସମେତ ୩୦୭ ପ୍ରାଚୀନ ବସ୍ତୁ ଫେରାଇଛି । ଏଥିରେ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ଅନେକ ଜିନିଷ ରହିଥିଲା। ପ୍ରାୟ ୧୫ ବର୍ଷର ଅନୁସନ୍ଧାନ ପରେ ଭାରତ…

ଆମେରିକୀୟ ବିମାନରେ ସାପ ଦେଖି ଭୟଭୀତ ହେଲେ ଯାତ୍ରୀ

ନୂଆଦିଲ୍ଲୀ: ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’ ୨୦୩୮ ବିମାନରେ ସାପ ଦେଖି ଚିତ୍କାର କଲେ ଯାତ୍ରୀ। ଫ୍ଲୋରିଡାର ଟାମ୍ପାରୁ ନିଉଜର୍ସି ଅଭିମୁଖେ ଯାଉଥିଲା ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’। ଏନେଇ ରିପୋର୍ଟ ପ୍ରଦାନ କରିଛି ‘ରଏଟର୍ସ’। ତେବେ ଯାତ୍ରୀମାନଙ୍କ ଠାରୁ ଅବଗତ ହେବା ପରେ ବିମାନ…

ପଞ୍ଜଶିର ଘାଟିରେ ତାଲିବାନଙ୍କ ବର୍ବରତା

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନଙ୍କ ଆଖି ପଞ୍ଜଶିର ଘାଟିର ବିଦ୍ରୋହୀଙ୍କ ଉପରେ ରହିଛି । ରିପୋର୍ଟ ମୁତାବକ ଚଳିତ ମାସରେ ତାଲିବାନୀମାନେ ୨୭ଜଣ ବିଦ୍ରୋହୀ ଏଠାରେ ହତ୍ୟା କରି ସାରିଛନ୍ତି । ଆଖିରେ ପଟି ବାନ୍ଧି ସେମାନଙ୍କ ଗୁଳି କରାଯାଉଥିବା ଭିଡିଓ ଏବେ ଭାଇରାଲ ହେଉଛି ।…

ଆର୍ୟାନ ଖାନ ମାମଲା: ଏନସିବିରେ ବଡ଼ ଖୁଲାସା, ଅଧିକାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ

ମୁମ୍ବାଇ: ଗତ ବର୍ଷ ଅକ୍ଟୋବରରେ ଏନସିବିର ମୁମ୍ବାଇ ୟୁନିଟ୍ ଡ୍ରଗ୍ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରିଥିଲା। ଗୋଟିଏ ବର୍ଷ ପରେ ଏନସିବିର ଭିଜିଲାନ୍ସ ଟିମ୍ ଏହାର ନିର୍ଦ୍ଦେଶକଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଏନସିବିର ମୁମ୍ବାଇ…

ଗ୍ୟାଙ୍ଗଷ୍ଟାର ଓ ଆତଙ୍କବାଦୀ ମଧ୍ୟରେ ରହିଛି ସମ୍ପର୍କ, ୫୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଏନଆଇଏ ଚଢଉ

ନୂଆଦିଲ୍ଲୀ: ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଚଢଉ କରିଛି। ବିଭିନ୍ନ ଗ୍ୟାଙ୍ଗଷ୍ଟାର ଓ ଆତଙ୍କବାଦୀ ଗୋଷ୍ଠୀଙ୍କ ସହ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ମଧ୍ୟରେ ସମ୍ପର୍କ ରହିଥିବା ସୂଚନା ପାଇ ପୋଲିସ ସହଯୋଗରେ ମଙ୍ଗଳବାର ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ,…

ପତ୍ନୀ ସହ ଶ୍ୱଶୁର ଘରର ପରିବାର ଲୋକଙ୍କୁ ଜିଅନ୍ତା ଜାଳିଦେଲା ଜ୍ୱାଇଁ

ଚଣ୍ଡିଗଡ଼: ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଅଭାବନୀୟ ଦୃଶ୍ୟ। ଜିଲ୍ଲାର ମୋହିତପୁରରେ ଜଣେ ଯୁବକ ନିଜ ଶାଶୁ ଘରକୁ ଯାଇ ପତ୍ନୀ, ଝିଅ, ପୁଅ ସମେତ ଶାଶୁ ଓ ଶ୍ୱଶୁରଙ୍କୁ ଜୀବନ୍ତ ଜାଳି ଦେଇଛି। ପତ୍ନୀ ଘରକୁ ନଫେରିବାରୁ ଏହି ୩୦ ବର୍ଷୀୟ ଯୁବକ ପତ୍ନୀ ଏବଂ ତାଙ୍କ ପରିବାର ଲୋକଙ୍କ ସହ ଏପରି କାଣ୍ଡ…

ଦିଲ୍ଲୀରେ ୨୦୦୦ କିଲୋରୁ ଅଧିକ ବାଣ ଜବତ, ୬ ଗିରଫ

ନୂଆଦିଲ୍ଲୀ: ଆସୁଛି ଦୀପାବଳି, ଆରମ୍ଭ ହେଲାଣି ବେଆଇନ ବାଣ କାରବାର। ମଙ୍ଗଳବାର ଦିଲ୍ଲୀ ପୋଲିସ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢଉ କରି ୨୦୦୦ କିଲୋରୁ ଅଧିକ ବାଣ ଜବତ କରିଛି। ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଦୀପାବଳି ପୂର୍ବରୁ ଦିଲ୍ଲୀ ପୋଲିସ ଆକ୍ସନ ମୁଡରେ ରହିଛି। ଦିଲ୍ଲୀ…

ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ମଞ୍ଜୁରି ମିଳିଛି । ଚାଷୀମାନଙ୍କୁ ସେମାନଙ୍କର…

କିଏ ହେବେ କଂଗ୍ରେସ ସଭାପତି ? ଆଜି ହେବ ଘୋଷଣା

ନୂଆଦିଲ୍ଲୀ: ​​ମଲ୍ଲିକାର୍ଜୁନ ଖଡ଼ଗେ ସଭାପତି ହେବେ କି ଶଶୀ ଥରୁର ।  ଆଜି 24 ବର୍ଷ ପରେ କଂଗ୍ରେସ ଏହାର ପ୍ରଥମ ଅଣ-ଗାନ୍ଧୀ ସଭାପତି ପାଇବ। କଂଗ୍ରେସ ସଭାପତି ପଦ ପାଇଁ ଭୋଟ୍ ଗଣନା ଆଜି  ବୁଧବାର ଦିନ ଅନୁଷ୍ଠିତ ହେବ।  24 ବର୍ଷ ପରେ ଗାନ୍ଧୀ ପରିବାର ବାହାରେ ଜଣେ ନେତା ଦେଶର ସର୍ବ ପୂରାତନ…