Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତାମିଲନାଡୁ ଉପକୂଳରେ ମାଡ଼ ହେଲା ସାମୁଦ୍ରିକ ଝଡ଼ ମାଣ୍ଡୋସ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା

ଚେନ୍ନାଇ: ତାମିଲନାଡୁରେ ତାଣ୍ଡବ ରଚିଲା ବାତ୍ୟା ମାଣ୍ଡୋସ୍ । ୭୫ କିଲୋମିଟର ଘଣ୍ଟା ପ୍ରତି ବେଗରେ ତାମିଲନାଡୁ ସମୁଦ୍ରକୂଳ ପାର କରିଛି ମାଣ୍ଡୋସ୍ । ପରେ ଏହା କ୍ରମଶଃ ଦୁର୍ବଳ ହୋଇଛି । ଶୁକ୍ରବାର ରାତି ସାଢେ ୧୦ଟାରେ ଚେନ୍ନାଇ ନିକଟ ମାଲାପୁରମ(ମହାବଳିପୁରମ) ଠାରେ ଲ୍ୟାଣ୍ଡଫଲ୍ କରିଛି…

ବୋରଓ୍ୱେଲ୍ ଭିତରେ ଚାଲିଗଲା ତନ୍ମୟର ଜୀବନ

ଭୋପାଳ : ଜୀବନ ଯୁଦ୍ଧରେ ହାରିଗଲା ତନ୍ମୟ ।  ମଧ୍ୟପ୍ରଦେଶର ବେତୁଲରେ ବୋରଓ୍ୱେଲ ଭିତରକୁ ଖସିପଡିଥିଲା ୮ ବର୍ଷର ବାଳକ ତନ୍ମୟ ସାହୁ । ବୋରଓ୍ୱେଲର ୫୫ଫୁଟ୍ ତଳକୁ ସେ ଖସି ପଡିଥିଲା । ଆଜି ଭୋର ସାଢେ ୫ଟାରେ ଏନଡିଆରଏଫ ତାର ମୃତଦେହକୁ ଉଦ୍ଧାର କରିଛି । ତାର ମୁହଁ ତଳକୁ ହୋଇଥିବାରୁ ସେ…

ମସ୍କୋ ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ, ୨ହଜାର କୋଟି କ୍ଷତି ଆଶଙ୍କା

ମସ୍କୋ: ରୁଷର ରାଜଧାନୀ ମସ୍କୋର ଏକ ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାରମ୍ଭିକ ସୂଚନା ଅନୁସାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଖିମକି ଶପିଂ ଆଣ୍ଡ ଏଂଟରଟେନମେଂଟ ସେଟଂରରେ ସକାଳ ୧୦ଟା ୪୫ରେ ଏହି ଅଗ୍ନକାଣ୍ଡ ଘଟିଥିଲା । ନିମିଷକ ମଧ୍ୟରେ ୭୦୦୦…

ହଠାତ ଦକ୍ଷିଣ କୋରିଆ ନାଗରିକଙ୍କ ବୟସ ୧ରୁ୨ ବର୍ଷ କମିଯିବ !

ସିଓଲ: ଦକ୍ଷିଣ କୋରିଆ ନାଗରିକଙ୍କ ବୟସ ହଠାତ ୧ରୁ ୨ ବର୍ଷ କମିଯିବ । ବିଶ୍ୱାସ ନ ହେଉଥିଲେ ବି ଏହା ସତ୍ୟ । ଦକ୍ଷିଣ କୋରିଆ ସରକାର ବୟସ ଗଣନା ପାଇଁ ନୂତନ ନିୟମ ଲାଗୁ କରିବା ପରେ ଏହି ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ନିୟମ ସହ ବୟସ କମିବାର କଣ ସାମଞ୍ଜସ୍ୟ ରହିଛି ଆସନ୍ତୁ ଜାଣିବା ।…

୨୦୨୩କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ୨୦୨୩ରେ କଣ ହେବ ? ଆସିବ କି ପ୍ରଳୟଙ୍କାରୀ ଝଡ଼ ? ମଣିଷ ପାଇଁ କେମିତି ରହିବ ନୂତନ ବର୍ଷ ? କଣ କହୁଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ? ପୂରା ଦୁନିଆରେ ପ୍ରସିଦ୍ଧ ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟ ବାଣୀ ସତ ହୋଇଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧରୁ ନେଇ ୧୯୯୬ରେ ବାବା ଭେଙ୍ଗା ନିଜ…

ବୁର୍ଜ ଖଲୀଫାଠାରୁ ଅଧିକ ଉଚ୍ଚତାର ଟାୱାର କରିବ ସାଉଦିଆରବ

ରିୟାଦ: ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ ସଲମାନ ପଡୋଶୀ ଦେଶ ୟୁଏଇକୁ ଟକ୍କର ଦେବା ପାଇଁ ଅଂଟା ଭିଡିଛନ୍ତି । ସାଉଦିଆରବ ୟୁଏଇର ବୁର୍ଜ ଖଲୀଫାଠାରୁ ଅଧିକ ଉଚ୍ଚତାର ଟାୱାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏହା ମାଧ୍ୟମରେ ସାଉଦିଆରବ ବିଶ୍ୱରେକର୍ଡ କରିବା ଲକ୍ଷ୍ୟରେ ମଧ୍ୟ ରହିଛି ।…

ଦିଲ୍ଲୀରେ ୨ କଂଗ୍ରେସ କାଉନସିଲର ଯୋଗ ଦେଲେ ଆପରେ

ନୂଆଦିଲ୍ଲର: କଂଗ୍ରେସର ସମସ୍ୟା କମିବାରେ ନାଁ ଧରୁନି । ଦିଲ୍ଲୀ ଏମସିଡିରେ ଖରାପ ପ୍ରଦର୍ଶନ କରିବା ପରେ ଶୁକ୍ରବାର ଦଳକୁ ଆଉ ଏକ ଝଟକା ଲାଗିଛି । କଂଗ୍ରେସର ୨ ଜଣ କାଉନସିଲର ଦଳ ଛାଡି ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ମୁସ୍ତଫାବାଦର ସବିଲା ବେଗମ ଓ ବ୍ରିଜପୁରୀର ନାଜିଆ ଖାତୁନ ନିର୍ବାଚନ…

ହିମାଚଳରେ ତେଜିଲା କଂଗ୍ରେସ କନ୍ଦଳ: ବାଘେଲଙ୍କ କନଭୟକୁ ଘେରି ନାରାବାଜି

ଶିମଲା:କଂଗ୍ରେସରେ ବଢିଲା ବିବାଦ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ଚାଲିଛି ଟଣାଓଟରା । ଜିତିବା ଖୁସି ଏବେ ପାଣି ଫାଟିଗଲା ପରି ଲାଗୁଛି । ବିଜୟ ଖୁସି ବନେଇବ ନା ଦଳୀୟ କଳି ଛିଣ୍ଡେଇବେ.. । ହିମାଚଳ ପ୍ରଦେଶରେ ଏମିତି ଧର୍ମସଙ୍କଟରେ ପଡିଛି କଂଗ୍ରେସ । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ…

୪୦ ଫୁଟ୍ ଗଭୀର ବୋରୱେଲରେ ୬୮ ଘଣ୍ଟା ହେଲାଣି ଫସିଛି ତନ୍ମୟ

ଭୋପାଳ: ୪୦ ଫୁଟ୍ ଗଭୀର ତଳେ ବିତିଲାଣି ୬୮ ଘଣ୍ଟା । ତଥାପି ହାର ମାନିନି ୮ ବର୍ଷର ତନ୍ମୟ । ୪୫ ଫୁଟର ବୋରୱେଲରୁ ତନ୍ମୟକୁ ଉଦ୍ଧାର ଲାଗି ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ମାଣ୍ଡବି ଗାଁର ଏକ ବୋରୱେଲରେ ୬ ତାରିଖରେ ଖସି ପଡ଼ିଥିଲା ତନ୍ମୟ । ଖେଳୁ ଖେଳୁ…