Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୟୁକ୍ରେନର ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସହ କଥା ହୋଇ ୟୁକ୍ରେନରେ ଚାଲିଥିବା ବିବାଦ ଉପରେ ଆଲୋଚନା କରିଛନ୍ତି। ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ସହ ସମସ୍ତ ରାଷ୍ଟ୍ରର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାକୁ ମଧ୍ୟ…

ପାକିସ୍ତାନ ପାଇଁ ଆମେରିକାର ଦୋମୁହାଁ ନୀତି

ଓ୍ବାଶିଂଟନ: ଆମେରିକା ଗସ୍ତରେ ଅଛନ୍ତି ପାକିସ୍ତାନ ସେନା ମୁଖ୍ୟ ଜେନରାଲ କମର ବାଜଓ୍ବା । ଆମେରିକା ସେନା ମୁଖ୍ୟଙ୍କ ଅଷ୍ଟିନଙ୍କ ସହ ଆଲୋଚନା କରିବେ ବାଜଓ୍ବା । ଦୁଇ ଦେଶ ମଧ୍ୟରେ ସେନା ସହଯୋଗ ବୃଦ୍ଧି ପାଇଁ ଏହି ଆଲୋଚନା ହେବା କୁହାଯାଇଛି । ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ…

‘ଭୋଟ୍ ହାତେଇବାକୁ ଯାଇ ଲୋକଙ୍କୁ ମିଛ ପ୍ରତିଶ୍ରୁତି ନଦେବା ଉଚିତ’

ନୂଆଦିଲ୍ଲୀ: ମାଗଣା ଯୋଜନାକୁ ନେଇ ଦେଶରେ ରାଜନୈତିକ ବିତର୍କ ଜାରି ରହିଛି। ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ପରସ୍ପର ବିରୋଧରେ ଟିକା ଟିପ୍ପଣୀ କରୁଛନ୍ତି। ଏହି ସମୟରେ ନିର୍ବାଚନ କମିଶନ ରାଜନୈତିକ ଦଳଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ନିର୍ବାଚନ ବେଳେ ଭୋଟ୍ ହାତେଇବାକୁ ଯାଇ…

ସିବିଆଇର ‘ଅପରେସନ ଚକ୍ର’, ଦେଶରେ ୧୦୦ରୁ ଅଧିକ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ମଙ୍ଗଳବାର ସାରା ଦେଶରେ ସିବିଆଇ ଚଢ଼ାଉ କରିଛି। ଦେଶର ୧୦୫ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ସାଇବର ଅପରାଧ ରୋକିବାକୁ ଏହି ରେଡ୍ ହୋଇଛି। ବିଭିନ୍ନ ରାଜ୍ୟର ପୋଲିସ ସହାୟତାରେ ସିବିଆଇ ଏହି ଚଢାଉ କରିଛି। ଦିଲ୍ଲୀ ସମେତ ରାଜସ୍ଥାନ, ଆଣ୍ଡାମାନ, ପଞ୍ଜାବ, ଚଣ୍ଡିଗଡ଼ରେ ଏହି…

ମଦ ସହିତ ଗୋଟା କୁକୁଡା ବାଣ୍ଟିଲେ ନେତା

ହାଇଦ୍ରାବାଦ: ତେଲେଙ୍ଗାନାର ଶାସକ ଦଳ ଟିଆରଏସର ନେତା ମଦ ସହିତ ଜୀଅନ୍ତା ଗୋଟା କୁକୁଡା ଲୋକଙ୍କୁ ବାଣ୍ଟିଛନ୍ତି। ରାଜନାଲା ଶ୍ରୀହରି ମଦ ବୋତଲ ଏବଂ ଚିକେନ୍ ଲୋକଙ୍କୁ ବାଣ୍ଟୁଥିବାର ନଜିର ଆସିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରାଜନାଲା ଶ୍ରୀହରି…

ହିଜବୁଲର ସୌକତ ଶେଖକୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରେ ଆତଙ୍କବାଦୀ ହିଂସାରେ ଜଡ଼ିତ ଥିବାରୁ ଆତଙ୍କବାଦୀ ସଂଗଠନ ହିଜବ-ଉଲ-ମୁଜାହିଦ୍ଦିନର ସୌକତ ଅହମ୍ମଦ ଶେଖକୁ ଆତଙ୍କବାଦୀ ଘୋଷଣା କରିଛି କେନ୍ଦ୍ର ସରକାର ।  ୟୁଏପିଏ ,ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛନ୍ତି କେନ୍ଦ୍ର…

ଟି୨୦ ବିଶ୍ୱକପ : ଅଫିସିଆଲ ଅମ୍ପାୟର ପ୍ୟାନେଲ ଭାରତର ନୀତିନ ମେନନ ସାମିଲ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ୧୬ ଜଣିଆ ଅମ୍ପାୟର ତାଲିକା ଘୋଷଣା କରାଯାଇଛି । ଏଥିରେ ଜଣେ ମାତ୍ର ଭାରତୀୟ ଭାବେ ନୀତନ ମେନନଙ୍କୁ ସୁଯୋଗ ମିଳିଛି । ନୀତିନଙ୍କ ଅମ୍ପାୟରିଂ ଦକ୍ଷତା ଆଇସିସିକୁ ପ୍ରଭାବିତ କରିଛି । ଟେଷ୍ଟ କ୍ରିକେଟରେ ତାଙ୍କ ନିଷ୍ପତି ବିରୋଧରେ ଆସିଥିବା ଡିସିସନ…

ଦିଲ୍ଲୀ ଏଲଜିଙ୍କ ବିରୋଧରେ ଅଭିଯୋଗ ଆଣିଲେ ସିସୋଡିଆ

ନୂଆଦିଲ୍ଲୀ:ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଏବଂ ଏଲଜିଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ଏବେ ଏଲଜି ବିନୟ କୁମାର ସକ୍ସେନା ଏବଂ ଆପ ପୁନର୍ବାର ମୁହାଁମୁହିଁ ହୋଇଛନ୍ତି । ଏଲଜି ଆପର ଦୁର୍ନୀତି ନେଇ ଗୋଟିଏ ପରେ ଗୋଟିଏ ତଦନ୍ତ ନିର୍ଦ୍ଦେଶ ଦେଉଥିବା ବେଳେ ଏହାକୁ ଟାର୍ଗେଟ କରିଛନ୍ତି ଉପ…

ପରମାଣୁ ଅସ୍ତ୍ରରେ ହେବ ୟୁକ୍ରେନ୍ ଯୁଦ୍ଧର ଅନ୍ତ, ପୁଟିନ୍ କରୁଛନ୍ତି ତୈୟାରି

ନୂଆଦିଲ୍ଲୀ: ଋଷ ପାଖରେ ଶୀତଳ ଯୁଦ୍ଧ ସମୟର ପ୍ରାୟ ୧୯୦୦ ପାଖାପାଖି ଅସ୍ତ୍ରଶସ୍ତ୍ର ରହିଛି । ଯାହା ଏବେବି ଋଷର ଅସ୍ତ୍ର ଭଣ୍ଡାରରେ ମହଜୁଦ୍ ରହିଛି । ଆଉ ଯଦି ଏବେ ସେଭଳି କୌଣସି ଅସ୍ତ୍ର ନିକ୍ଷେପ ପାଇଁ ପୁଟିନ୍ ଚିନ୍ତା କରନ୍ତି ତ ତାହା ୟୁକ୍ରେନର ସୈନ୍ୟ ଶିବିରକୁ ବିଧ୍ୱଂସ କରି ଦେବ ।…

‘ଆଦିପୁରୁଷ’ ଫିଲ୍ମରେ ରାବଣକୁ ନେଇ ବିବାଦ, ସୋସିଆଲ ମିଡିଆରେ ବଢ଼ୁଛି ବିରୋଧ

ନୂଆଦିଲ୍ଲୀ : ‘ଆଦିପୁରୁଷ’ ଫିଲ୍ମ ର ବହୁ ପ୍ରତିକ୍ଷୀତ ଟିଜର ରିଲିଜ୍ ହୋଇଛି  । ‘ଆଦିପୁରୁଷ’ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଉତ୍ସାହ ଟିଜର ଆସିବା ପରେ ନିରାଶାରେ ପରିଣତ ହୋଇଛି  । ପୂର୍ବରୁ ‘ଆଦିପୁରୁଷ’ ଫିଲ୍ମ କୁ ନେଇ ପ୍ରଶଂସକଙ୍କ ମନରେ ବେଶ୍ କ୍ରେଜ୍ ଦେଖା ଦେଇଥିଲା  । କିନ୍ତୁ…