Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶ୍ରଦ୍ଧା ହତ୍ୟାକାଣ୍ଡ ଷ୍ଟାଇଲ୍‌ରେ ସ୍ବାମୀକୁ ୨୨ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ସ୍ତ୍ରୀ

ନୂଆଦିଲ୍ଲୀ : ପୁଣି ରାଜଧାନୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି । ନିକଟରେ ଶ୍ରଦ୍ଧା ହତ୍ୟା କାଣ୍ଡ ଘଟଣାର ସମାଧାନ ହୋଇନଥିବା ବେଳେ ପୁଣି ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ନିଦ ବଟିକା ଦେଇ କରାଯାଇଥିଲା ହତ୍ୟା  । ମୃତ ଶବକୁ ୨୨ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲେ ମା ପୁଅ ।…

ବାହାଘରର ୩୫ ବର୍ଷ ପରେ ପତ୍ନୀଙ୍କୁ ପୁଣି ପ୍ରପୋଜ

ବର୍ଜିନିଆ:  ବାହାଘରର ୩୫ ବର୍ଷ ପରେ ପତ୍ନୀଙ୍କୁ ପ୍ରପୋଜ ।  ବେଳାଭୂମିରେ ପତ୍ନୀଙ୍କ ସାମ୍ନାରେ ଆଣ୍ଠେଇ ପଡ଼ିଲେ ଆଉ ପ୍ରପୋଜ କଲେ ଜଣେ ୫୮ ବର୍ଷିୟ ବ୍ୟକ୍ତି  ।  ଆପଣ ଭାବୁଥିବେ ବୋଧହୁଏ ବିବାହ ବାର୍ଷିକୀରେ ପୂର୍ବ ସ୍ମୃତି ରୋମନ୍ଥନ କରୁଥିଲେ  । କିନ୍ତୁ ନା, ସେମିତି କିଛି ବି ନୁହେଁ ।…

ବେଳାଭୂମିରେ ଉଲଗ୍ନ ଅବସ୍ଥାରେ ଫଟୋ ଉଠାଇଲେ ୨୫୦୦ ଲୋକ, କଣ ରହିଛି ରହସ୍ୟ ଜାଣନ୍ତୁ….

ନୂଆଦିଲ୍ଲୀ : ଫଟୋ ଉଠାଇବା ପ୍ରତ୍ୟେକ ମଣିଷର ଗୋଟାଏ ସଉକ । ଫଟୋ ଉଠାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି  । ସାଧାରଣତଃ ବିବାହ କାର୍ଯ୍ୟ ହେଉ ଅବା କୌଣସି ପର୍ଯ୍ୟଟନ ସ୍ଥଳୀ ସମସ୍ତେ ଫଟୋ ଉଠାଇ ସୋଶିଆଲ ମିଡିଆରେ ଫଟୋ ପୋଷ୍ଟ କରିଥାଆନ୍ତି । ଏହାରି ଭିତରେ ସୋଶିଆଲ ମିଡିଆାରେ ଗୋଟିଏ…

ବରଫ ତଳୁ ୫୦ ହଜାର ବର୍ଷ ତଳର ଭୂତାଣୁକୁ ଜୀବିତ କରାଇଲେ ବୈଜ୍ଞାନିକ

ମସ୍କୋ: ଏକ ଆନ୍ତର୍ଜାତୀୟ ବୈଜ୍ଞାନିକ ଟିମ ବିଶ୍ୱର ସବୁଠାରୁ ପୁରାତନ ଭୂତାଣୁକୁ ଜୀବିତ କରିବାରେ ସଫଳ ହୋଇଛନ୍ତି । ଏହି ଭାଇରସ କୋଟି କୋଟି ବର୍ଷ ହେବ ସାଇବେରିୟାର ବରଫ ତଳେ ଜମି ରହିଥିଲା । ବୈଜ୍ଞାନିକଙ୍କ ମତରେ ଏହି ଭାଇରସ ମନୁଷ୍ୟ ପାଇଁ ବିପଦ ସୃଷ୍ଟି କରିପାରେ । ଜୀବିତ ହେବା ପରେ ଏହି…

ଚୀନରେ ବିକ୍ଷୋଭ ଶୋଭାଯାତ୍ରା; ପ୍ରଥମ ଥର ପାଇଁ ଜିନ୍ ପିଙ୍ଗଙ୍କ ବିରୋଧରେ ଗର୍ଜିଲେ ଜନତା

ବେଜିଂ: ଚୀନରେ ତେଜିଲା କମ୍ୟୁନିଷ୍ଟ ବିରୋଧୀ ସ୍ୱର । ସରକାରଙ୍କ ବିରୋରଧରେ ରାସ୍ତାକୁ ଓହ୍ଲାଇଲେ ଶହଶହ ଯୁବକଯୁବତୀ । ରାଷ୍ଟ୍ରପତି ଜିନ୍ ପିଙ୍ଗ ବିରୋଧର ନାରାବାଜିରେ କମ୍ପିଲା ସାଂଘାଇ, ବେଜିଂ ଏବଂ ଉହାନ । ଲକ ଡାଉନ ବନ୍ଦ କର, ଚୀନରେ କମ୍ୟୁନିଷ୍ଟ ପାର୍ଟିର ଅନ୍ତ କର-ଏମିିତି ଦାବି ନେଇ…

ଆର୍ନ୍ତଜାତିକ ମହାକାଶ କେନ୍ଦ୍ରରେ ହେବ ଚାଷ, ଟମାଟୋ ମଞ୍ଜି ପଠାଇଲା ନାସା

ନୂଆଦିଲ୍ଲୀ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ଅନେକ ସାମଗ୍ରୀ ପଠାଇଛି ନାସା । ମହାକାଶରେ ଖାଦ୍ୟ ଉତ୍ପାଦନ ପାଇଁ ପରୀକ୍ଷାମୂଳକ ଭାବେ ପନିପରିବା ଚାଷ କରାଯାଉଛି। କିନ୍ତୁ, ତଟକା ଖାଦ୍ୟ ସଙ୍କଟ ହେଉଥିବାରୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ରହୁଥିବା ମହାକାଶଚାରୀମାନେ ସଂରକ୍ଷିତ ଥିବା…

ପାଓ୍ୱାର ଟାଓ୍ୱାରରେ ଲାଗିଲା ବିମାନ, ୯୦ହଜାର ଅନ୍ଧାରରେ କାଟିଲେ ରାତି

ଓ୍ୱାଶିଂଟନ: ଆମେରିକାରେ ବିଦ୍ୟୁତ ଟାଓ୍ୱାରରେ ଲାଗିଲା ବିମାନ । ପ୍ରାୟ ୯୦ ହଜାର ଲୋକ ଅନ୍ଧାରରେ କାଟିଥିଲେ ରାତି । ମୋଣ୍ଟେଗୋମରି କାଉଣ୍ଟିରେ ଏକ ଛୋଟ ବିମାନ ଇଲେକ୍ଟ୍ରିକ୍ ତାରରେ ଝୁଲିପଡିଥିଲା । ଫଳରେ କରେଣ୍ଟ କଟ୍ ହୋଇ ସହର ପୂରା ଅନ୍ଧାର ହୋଇଯାଇଥିଲା । ବିମାନରେ ୨ଜଣ ଥିଲେ ବି ସେମାନେ…

ଏଲନ୍ ମସ୍କଙ୍କୁ ପଛରେ ପକାଇବେ କି ଏହି ଅରବପତି ?

ନୂଆଦିଲ୍ଲୀ: ଦୁନିଆର ୧ ନମ୍ବର ଧନୀ ତାଲିକାରୁ ଖସି ପାରନ୍ତି ଏଲନ୍ ମସ୍କ । ଆମେ ଏକଥା କହୁ ନାହୁଁ ବରଂ ଦୁନିଆର ଟପ୍-୧୦ ଅରବପତିଙ୍କ ନେଟ୍ ୱର୍ଥ ଏମିତି କିଛି ସଂକେତ ଦେଉଛି । ବିଶ୍ୱର ଧନୀ ତାଲିକାର ଦ୍ୱିତୀୟରେ ଥିବା ଫ୍ରାନ୍ସର ଅରବପତି ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟ ଓ ମସ୍କଙ୍କ ସମ୍ପତ୍ତି…

ରେଲୱେ ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ି ୨୦ ଯାତ୍ରୀ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ର ଚନ୍ଦ୍ରପୁର ରେଳ ଷ୍ଟେସନରେ ବଡ଼ ଅଘଟଣ ଘଟିଛି । ଭୁଶୁଡ଼ି ପଡ଼ିଛି ରେଲୱେ ଫୁଟ୍ ଓଭର୍ ବ୍ରିଜ୍ । ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ିବା ଫଳରେ ୬୦ ଫୁଟ ଉଚ୍ଚରୁ ପ୍ରାୟ ୨୦ ଜଣ ଯାତ୍ରୀ ରେଳ ଟ୍ରାକ ଉପରକୁ ଖସି ପଡ଼ିଛନ୍ତି । ୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ…

ଅନ୍ତରୀକ୍ଷରେ ଆଉ ୨୪ ପୃଥିବୀ !

ଭୁବନେଶ୍ୱର: ପୃଥିବୀ ଛଡ଼ା କୌଣସି ଗ୍ରହରେ ଜୀବନଧାରଣ ସମ୍ଭବ କି ? ଯଦି ହଁ ତେବେ କେଉଁଠି ରହୁଛନ୍ତି ଏଲିୟନ୍ସ ? ଏମିତି ଅନେକ ପ୍ରଶ୍ନକୁ ନେଇ ସୃଷ୍ଟିର ବଡ଼ ଜୀବ ମଣିଷ ଗବେଷଣା ଜାରି ରଖିଛି । ଏବେ ବୈଜ୍ଞାନିକଙ୍କୁ ଏମିତି ୨୪ଟି ଗ୍ରହ ମହାକାଶରେ ମିଳିଛି, ଯାହା ଜୀବନଧାରଣ ପାଇଁ ପୃଥିବୀ ଠାରୁ…