Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗିରଫ ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ !

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ତାଙ୍କ ବିରୋଧରେ ସ୍ଥାନୀୟ କୋର୍ଟ ଗିରଫ ୱାରେଂଟ ଜାରୀ କରିଛନ୍ତି । ମାର୍ଗାଲା ପୋଲିସ ଷ୍ଟେସନର ରିପୋର୍ଟକୁ ଭିତି କରି ଏହି ୱାରେଂଟ ଜାରୀ କରାଯାଇଛି । ଅଗଷ୍ଟ ୨୦ରେ ଅନୁଷ୍ଠିତ ଏକ…

ଖଡ଼ଗେ ହୋଇପାରନ୍ତି କଂଗ୍ରେସ ସଭାପତି !

ନୂଆଦିଲ୍ଲୀ: 1996 ସେପ୍ଟେମ୍ବରରେ ସୀତାରାମ କେଶରୀ କଂଗ୍ରେସ ସଭାପତି ହୋଇଥିଲେ । ମାର୍ଚ୍ଚ 1998ରେ ତାଙ୍କୁ ହଟାଇ ଦିଆଯାଇଥିଲା । କଂଗ୍ରେସର ମଙ୍ଗ ଧରିଥିଲେ ସୋନିଆ ଗାନ୍ଧୀ ଆଉ ବନିଥିଲେ ସଭାପତି  । ସେବେଠାରୁ ଗାନ୍ଧୀ ପରିବାର ହାତରେ ଥିଲା ସଭାପତି ପଦ । ଏବେ ପୁଣି ସଭାପତି ପଦ ପାଇଁ…

ଭାରତର ସ୍ୱଚ୍ଛ ସହର ଇନ୍ଦୋର

ନୂଆଦିଲ୍ଲୀ :  ନିଜକୁ ଫିଟ ରଖିବା ପାଇଁ ହେଲେ ଆମକୁ ସୁସ୍ଥତା ଉପରେ ଅଧିକ ଧ୍ୟାନ ଦେବାକୁ ହେଇଥାଏ। ତେବେ ଆମ ସହର ଯେତେ ପୁରିସ୍କାର ରହିବ ଆମେ ସେତେ ସୁସ୍ଥ ବାତାବରଣରେ ରହିବାକୁ ସମୟ ପାଇଥାଉ। ତେବେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେନ୍ଦ୍ରର ବାର୍ଷିକ ସ୍ଵଚ୍ଛ ସର୍ବେକ୍ଷେଣ ରିପୋର୍ଟ…

ଗୁରୁଙ୍କ ଆଗରେ ତିଷ୍ଠି ପାରିବେ ତ ଶିଷ୍ୟ ?

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସରେ ଦୁଇ ପ୍ରାର୍ଥୀ । ଖଡଗେଙ୍କୁ ଟକ୍କର ଦେବାକୁ ଯାଉଛନ୍ତି  ଥରୁର  ।  ଗୁରୁଙ୍କ ଆଗରେ ତିଷ୍ଠି ପାରିବେ ତ ଶିଷ୍ୟ ? ଏହିକିଛି ଦିନ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ପାଇଁ ରାଜନୈତିକ ପାଣିପାଗ ବହୁତ ସରଗରମ ରହିଥିଲା । କାହାକୁ ଆସନ ହରେଇବାର…

ପିଏଫଆଇର ଧମକ : କେରଳରେ ପ୍ରମୁଖ ଆରଏସଏସ ନେତାଙ୍କୁ ୱାଇ ସୁରକ୍ଷା

ନୂଆଦିଲ୍ଲୀ: ଆତଙ୍କବାଦୀ ଗତିବିଧି ନେଇ କେନ୍ଦ୍ର ସରକାର ପପୁଲାର ଫ୍ରଂଟ ଅଫ ଇଣ୍ଡିଆକୁ ବ୍ୟାନ କରିଛି । ଏନଆଇଏ ସେପ୍ଟମ୍ବର ୨୨ରେ ୧୫ ରାଜ୍ୟରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ପିଏଫଆଇ ସଦସ୍ୟ ମହମ୍ମଦ ବଶୀରଙ୍କ ଘରୁ କେରଳର ୫ ଆରଏସଏସ ଟାର୍ଗେଟରେ ଥିବା ପ୍ରମାଣ ମିଳିଥିଲା । ଏହାକୁ ଦେଖି…

ରାଷ୍ଟ୍ରପତିଙ୍କ ଗାଁରେ ୫ଜି ସେବା

ଭୁବନେଶ୍ୱର :  ଆଜିଠାରୁ ଦେଶରେ ଆରମ୍ଭ ହେଲା  ୫ଜି ଯୁଗ । ଦେଶକୁ ୫ଜି ସେବା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରୁ ଏହି ସେବାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ତଥା ରେଳମନ୍ତ୍ରୀ…

ଯେଉଁ ନିୟମକୁ ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଗଡକରୀ ଉତ୍ସାହିତ ଥିଲେ ଏବେ ଟାଳିଲେ କାହିଁକି?

ନୂଆଦିଲ୍ଲୀ: ବିଜନେସ ଟାଇକୁନ ସାଇରସ ମିସ୍ତ୍ରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ପରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସମସ୍ତ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଏହି ନିୟମ ଅକ୍ଟୋବର ୧ ଅର୍ଥାତ ଆଜିଠୁ ସାରା ଦେଶରେ ଲାଗୁ ହେବ ବୋଲି ବୋଲି…

ଜାତିସଂଘରେ ଋଷ ବିରୋଧରେ ଭୋଟ୍ ଦେବାରୁ ବିରତ ରହିଲା ଭାରତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନର ୪ ଅଞ୍ଚଳକୁ ନିଜ ଦେଶରେ ସାମିଲ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହାକୁ ବିରୋଧ କରି ଆମେରିକା ଏବଂ ଆଲବେନିଆ ଜାତିସଂଘର ସୁରକ୍ଷା ପରିଷଦରେ ଋଷ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଛନ୍ତି। ତେବେ ଭାରତ ଭୋଟିଂ ସମୟରେ ବିରତ ରହି ଋଷ ସହ…

ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ରାଜସ୍ଥାନ ଜୟପୁରରେ କଂଗ୍ରେସ 'ଜଣେ ବ୍ୟକ୍ତି, ଗୋଟିଏ ପଦ' ନିୟମ କରିଥିଲା। ଏବେ ଏହି ନିୟମକୁ ମାନି ରାଜ୍ୟସଭା ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। ଯିଏକି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଖଡଗେ ତାଙ୍କ…

ନାଟୋ ଦେଶର ସଦସ୍ୟ ହେବା ପାଇଁ ୟୁକ୍ରେନର ଆବେଦନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଋଷ ୟୁକ୍ରେନର ୪ଟି ଅଞ୍ଚଳକୁ ଦଖଲ କରିନେବା ପରେ ୟୁକ୍ରେନ ନାଟୋ ଦେଶର ସଦସ୍ୟ ହେବା ପାଇଁ ଆବେଦନ କରିଛି। ଶୁକ୍ରବାର ୟୁକ୍ରେନ ମିଡିଆ ଏହି ସୂଚନା ଦେଇଛି। ପୁଟିନ ୟୁକ୍ରେନର ୧୫ ପ୍ରତିଶତ ଅଞ୍ଚଳକୁ ଋଷ ସହିତ ମିଶାଇବାକୁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।…