Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବର୍ଷାରେ ଭିଜି ଭିଜି ରାହୁଲ ଦେଲେ କର୍ମୀଙ୍କୁ ଉଦବୋଧନ

ବେଙ୍ଗାଲୁରୁ: ବର୍ଷାରେ ଭିଜି ଭିଜି କର୍ମୀଙ୍କୁ ଉଦବୋଧନ ଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। କର୍ଣ୍ଣାଟକର ମହୀଶୂରରେ ପ୍ରବଳ ବର୍ଷା ମଧ୍ୟରେ ରବିବାର ଭାରତ ଯୋଡ଼ ଯାତ୍ରା ଅବସରରେ ରାହୁଲ ଗାନ୍ଧୀ ହଜାର ହଜାର ସମର୍ଥକ ଏବଂ କର୍ମୀଙ୍କୁ ବର୍ଷାରେ ଭିଜି ଭିଜି ଉଦବୋଧନ ଦେଇଛନ୍ତି। ଯାହାକୁ…

ଆଜି ବାୟୁସେନାକୁ ମିଳିବ ପ୍ରଥମ ସ୍ବଦେଶୀ ଲଢୁଆ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF)ରେ ସାମିଲ ହେବ ଲାଇଟ୍ କମ୍ବାଟ୍ ହେଲିକପ୍ଟର (LCH)। ଆଜି ଏହା ବାୟୁସେନାରେ ସାମିଲ ହେବା ପରେ ପାହାଡିଆ ଏବଂ ସମୁଦ୍ର ଅଞ୍ଚଳରେ ଶକ୍ତି ବଢିବ । ଦେଶରେ ବିକଶିତ ହୋଇଥିବା ଏହି ଏଲସିଏଚ ଏକାଧିକ କ୍ଷେପଣାସ୍ତ୍ର ଗୁଳି ଚଳାଇବା ଏବଂ ଅସ୍ତ୍ର ବ୍ୟବହାର…

ସି-ଭୋଟର ଏବିପି ସର୍ଭେ: ଗୁଜରାଟରେ ପୁଣି ବିଜେପି ଗଢ଼ିବ ସରକାର!

ନୂଆଦିଲ୍ଲୀ: ସି ଭୋଟର- ଏବିପି ନିଉଜ ସର୍ଭେରେ  ଗୁଜରାଟରେ ପୁଣି ସରକାର ଗଢ଼ିବାକୁ ଯାଉଛି ବିଜେପି । ଓପିନିଅନ ପୋଲରେ ବିଜେପିକୁ ଗତଥର ପାଇଥିବା ୯୯ ଆସନରୁ ଅଧିକ ଆସନ ମିଳିବ ବୋଲି କୁହାଯାଇଛି । ଏବିପି ନିଉଜ- ସି ଭୋଟର ସର୍ଭେରେ ଏପରି ରିପୋର୍ଟ ପ୍ରକାଶ ପାଇଛି । ଗୁଜରାଟରେ ବିଜେପି…

ମେଦାନ୍ତା ହସ୍ପିଟାଲର ଆଇସିୟୁରେ ମୁଲାୟମ ସିଂହ

ନୂଆଦିଲ୍ଲୀ: ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।  ତାଙ୍କ ଭାଇ ଶିବପାଳ ଯାଦବ, ପୁଅ ଅଖିଳେଶ ଯାଦବ ଓ ବୋହୁ ଅପର୍ଣ୍ଣା ଯାଦବ ମଧ୍ୟ ତାଙ୍କ ପାଖରେ ରହିଛନ୍ତି ।  ବାରମ୍ବାର ତାଙ୍କର…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ଚାଲିଥିବା ବେଳେ ଏବେ  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣି ଜନସଂପର୍କ ପାଇଁ ବାହାରିବେ । କର୍ଣ୍ଣାଟକରେ ଭାରତ ଯୋଡୋ ଯାତ୍ରା ଚାଲିଥିବା ବେଳେ   ଅକ୍ଟୋବର ୬ରେ ଭାରତ ଯୋଡା ଯାତ୍ରାରେ ଅଂଶଗ୍ରହଣ କରିବେ ସୋନିଆ ଗାନ୍ଧୀ ।  ଏବେ ଭାରତ…

ସ୍ବଚ୍ଛ ସର୍ବକ୍ଷେଣ ୨୦୨୨: ଲଗାତର ୬ଷ୍ଠ ଥର ପାଇଁ ଶୀର୍ଷରେ ଇନ୍ଦୋର, ଭୁବନେଶ୍ବରର ସ୍ଥାନ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୨ରେ ପୁଣିଥରେ ମଧ୍ୟପ୍ରଦେଶର ଇନ୍ଦୋର ପ୍ରଥମ ସ୍ଥାନ ହାସଲ କରିଛି। ଲଗାତର ୬ଷ୍ଠ ଥର ପାଇଁ ଶୀର୍ଷ ସ୍ଥାନରେ ରହିବାରେ ରେକର୍ଡ କରିଛି । ଏଥି ସହିତ ଗୁଜୁରାଟର ସୁରଟକୁ ଦ୍ୱିତୀୟ ପରିଷ୍କାର ସହର ଭାବରେ ଚୟନ କରାଯାଇଛି। ସ୍ୱଚ୍ଛତା ସର୍ଭେରେ…

ବିଶ୍ବକୁ  ଆତଙ୍କବାଦୀ ଏକ୍ସପର୍ଟ କରୁଛି ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନର ଦୋମୁହାଁ ନୀତିକୁ ନେଇ ବର୍ଷିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସେ କହିଛନ୍ତି ଭାରତ ବିଶ୍ବକୁ ଇନଫରମେସନ ଟେକ୍ନୋଲୋଜୀ ଏକ୍ସପର୍ଟ କରୁଥିବା ବେଳେ ପାକିସ୍ତାନ ବିଶ୍ବକୁ ଆତଙ୍କବାଦୀ ରପ୍ତାନୀ କରୁଛି । ବର୍ଷ ବର୍ଷ ଧରି ପାକିସ୍ତାନ ଏପରି କରିଆସୁଥିଲା ।…

ଲାଇମେନ ସହରରୁ ପଛକୁ ହଟିଲା ଋଷ ସେନା

କ୍ବିବ: ୟୁକ୍ରେନ ସେନାବାହିନୀର ଜୋରଦାର ଆକ୍ରମଣ ପରେ ଋଷ ସେନା ଲାଇମେନ ଅଞ୍ଚଳରୁ ଛତ୍ରଭଙ୍ଗ ଦେଇଛି । ଲାଇମେନ ସହରରୁ ପଛକୁ ହଟିଯାଇଛନ୍ତି ଋଷ ସେନା । ଲାଇମେନ ସହରକୁ ଋଷ ସେନା ଅକ୍ତିଆର କରି ରଖିଥିବା ବେଳେ ୟୁକ୍ରେନ ସେନା ଜୋରଦାର ଆକ୍ରମଣ କରିଥିଲା । ଏହା ଫଳରେ ଋଷ ସେନା ଏହି ଅଂଚଳରୁ…

କାନପୁରରେ ପୋଖରି ଭିତରକୁ ଟ୍ରାକ୍ଟର ଓଲଟି ପଡ଼ିବାରୁ 25 ଜଣ ମୃତ

କାନପୁର:ଉତ୍ତରପ୍ରଦେଶ କାନପୁରରେ ବଡ଼ ଅଘଟଣ ଘଟିଛି । ବନ୍ଧୁ ପରିଜନଙ୍କ ସହ  ଏକ ବର୍ଷ ପୁଅର ମୁଣ୍ଡନ ସଂସ୍କାର ସାରି ଫେରୁଥିବା ବେଳେ ପୋଖରି ଭିତରକୁ ଓଲଟି ପଡିଛି ଟ୍ରାକ୍ଟରର ଟ୍ରଲି । 40 ଜଣ ଟ୍ରଲିରେ ବସିଥିବା ବେଳେ ସେଥିରୁ 25ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ପାଣି ଭିତରେ…

ଗୋପନୀୟତା ଅଧିକାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁରେ ଶେଷ ହୁଏନି: ହାଇକୋର୍ଟ

କୋଲକାତା: କୋଲକାତା ହାଇକୋର୍ଟ ଗୋପନୀୟତା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିଛନ୍ତି । ଗୋପନୀୟତା ଅଧିକାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ସହିତ ଶେଷ ହୁଏନି । ଆରଟିଆଇ ଅଧିନିୟମ ଅନୁଯାୟୀ ମୃତ୍ୟୁ ପରେ ଏହା ସାର୍ବଜନୀନ କରାଯାଇ ପାରିବ ନାହିଁ । ଋଶିକା ଜୈନଙ୍କ ରହସ୍ୟମୟ ମୃତ୍ୟୁ ମାମଲାକୁ ନେଇ…