Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଂଗ୍ରେସ ଅଧ୍ୟକ୍ଷ ରେସରୁ ଗେହଲୋଟ୍ ଆଉଟ୍, କମଲନାଥ୍ ଇନ୍ !

ନୂଆଦିଲ୍ଲୀ: ରାଜସ୍ଥାନ ରାଜଧାନୀ ଜୟପୁରରୁ ଦେଶର ରାଜଧାନୀ ଦିଲ୍ଲୀ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଶୋକ ଗେହଲୋଟଙ୍କ ଶିବିର ବିଦ୍ରୋହ କରିବା ପରେ ଅନେକ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା…

ଆଇଏଏସ ଅଧିକାରୀ ସେୟାର କଲେ ମାର୍କ ସିଟ୍, ଦଶମ ଗଣିତରେ ୩୬ ଓ ଇଂରାଜୀରେ ରଖିଥିଲେ ୩୫ ମାର୍କ

ଓଡିଶା ସମ୍ବାଦ ବ୍ୟୁରୋ: ଅଧିକାଂଶ ସମୟରେ ସଫଳ ହେବା ପାଇଁ ପରୀକ୍ଷା ମାର୍କ, କିମ୍ବା ଗ୍ରେଡର ଆବଶ୍ୟକତା ପଡ଼େ ନାହିଁ। ନିଜର ଉପସ୍ଥିତି ବୁଦ୍ଧି, ପରିଶ୍ରମ ଏବଂ ଲକ୍ଷ୍ୟ ହିଁ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଥାଏ। ଆମେ କେଉଁ ବୃତ୍ତି କରିବା କିମ୍ବା କେଉଁ ଲାଇନରେ କ୍ୟାରିଅର ତିଆରି…

ଯୋଶୀ ବନାମ ପାଇଲଟ୍ : କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ!

ଜୟପୁର: ରାଜସ୍ଥାନ ରାଜନୀତି ଏବେ ଘଡିକେ ଘାେଡା ଛୁଟୁଛି । କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ରାତିସାରା ନେତାଙ୍କ ସହ ଆଲୋଚନା ଚାଲିଛି । କୁହାଯାଉଛି ଅଶୋକ ଗେହଲୋଟଙ୍କ ଗୋଷ୍ଠୀର ୮୦ ବିଧାୟକ ବାଚସ୍ପତି ସିପି ଯୋଶୀଙ୍କୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ କହିବା କଥା ପାଇଲଟଙ୍କୁ…

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍; ୭ ମୃତ, ୧୦ ଗୁରୁତର

ସିମଲା: ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାସ୍ଥିତ ବଞ୍ଜାର ଘାଟି ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରବିବାର ରାତି ଘାଟିରେ ଓଲଟିଲା ଏକ ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ଅଛନ୍ତି। ୫ ଜଣଙ୍କୁ କୁଲ୍ଲୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…

ରାଜସ୍ଥାନରେ ହାଇ ପଲଟିକାଲ ଡ୍ରାମା: ଇସ୍ତଫା ଦେଲେ ଗେହଲଟ ଗୋଷ୍ଠୀର ୯୨ ବିଧାୟକ !

ଜୟପୁର: ରାଜସ୍ଥାନ କଂଗ୍ରେସରେ ଆଜି ହାଇ ପଲଟିକାଲ ଡ୍ରାମା ଦେଖିବାକୁ ମିିଳିଛି । ରିପୋର୍ଟ ମୁତାବକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କୁ ସମର୍ଥନ କରି ଆଜି ୯୨ ବିଧାୟକ ବାଚସ୍ପତି ସିପି ଯୋଶୀଙ୍କୁ ଭେଟି ଇସ୍ତଫା ଦେଇଥିବା ଜଣାପଡିଛି । ଫଳରେ ଦଳ ଏକ ଅଜବ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଗେହଲେଟ…

ଇରାନରେ ଚୁଟି ଖୋଲି ବିରୋଧ କରିଥିବା ମହିଳା ପୋଲିସ ଗୁଳିରେ ମୃତ

ତେହେରାନ: ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହାକୁ ଦମନ କରିବା ପାଇଁ ସ୍ଥାନୀୟ ପ୍ରଶାସନ କଠୋର ପନ୍ଥା ଆପଣାଇବାକୁ ପଛାଉ ନାହାନ୍ତି । ଚୁଟି ମୁକୁଳା କରି ଏହି ଆନ୍ଦୋଳନରେ ଚର୍ଚ୍ଚିତ ହୋଇଥିବା ୨୦ ବର୍ଷୀୟା ହଦୀସ ନଜଫିଙ୍କୁ ପୋଲିସ ଗୁଳି କରି ହତ୍ୟା କରିଛି ।…

ଜିନପିଙ୍ଗ ଗୃହବନ୍ଦୀ ଖବରକୁ ଖାରଜ କଲା ସିପିସି

ବେଜିଂ: ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ଗୃହବନ୍ଦୀ ଖବରକୁ ଆଜି ଖଣ୍ଡନ କରିଛି । ଏଥିସହ ଆସନ୍ତା ମାସରେ ହେବାକୁ ଥିବା ପାର୍ଟିର ୨୦ତମ କଂଗ୍ରେସ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ହେବ । ୫ ବର୍ଷରେ ଥରେ ହେଉଥିବା ଏହା ସମ୍ମିଳନୀରେ ୨୩୦୦ ପ୍ରତିନିଧି…

ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ

ୱାଶିଂଟନ: ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ। ପୂର୍ବରୁ ଏକାଧିକ ଥର ବୈଷୟିକ ତ୍ରୁଟି କାରଣରୁ ଏହାର ଲଞ୍ଚକୁ ସ୍ଥଗିତ ରଖାଯିବା ପରେ ଚଳିତଥର ଘୂର୍ଣ୍ଣିବଳୟ ଯୋଗୁଁ ପୁଣି ଏହାର ଲଞ୍ଚକୁ ସ୍ଥଗିତ ରଖାଯାଇଛି। ଫ୍ଲୋରିଡାଠାରେ ଘୂର୍ଣ୍ଣିବଳୟ ହେବାର ଆଶଙ୍କା ରହିଛି। ନାସା ଦ୍ୱାରା…

ଆଜି ମନ କି ବାତ: ୧୧ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରେଡିଓରେ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ଭୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ହେବ ପ୍ରଧାନମନ୍ତ୍ରୀଙ୍କ 93 ତମ ମନ କି ବାତ କାର୍ଯ୍ୟକ୍ରମ।…

ଘାଟୀରେ ୨ ବିହାରୀ ଶ୍ରମିକଙ୍କ ଉପରେ ଗୁଳି ଚାଳନା କଲେ ଆତଙ୍କବାଦୀ

ପୁଲୱାମା: କଶ୍ମୀରରେ ଶନିବାର ପୁନର୍ବାର ଆତଙ୍କବାଦୀମାନେ ୨ ନିରୀହ ବିହାରୀ ଶ୍ରମିକଙ୍କ ଉପରେ ଗୁଳି ଚାଳନା କରିଛନ୍ତି । କିଛି ଦିନ ହେବ ଟାର୍ଗେଟ କିଲିଂ ଥମି ଯାଇଥିବା ବେଳେ ଆଜିର ଘଟଣା ପୁଣି ସୁରକ୍ଷାକର୍ମୀଙ୍କୁ ଚିନ୍ତାରେ ପକାଇଛି । ଗୁଳିମାଡ ହେବା ପରେ ୨ ଶ୍ରମିକ ଶମଶାଦ ଅହମ୍ମଦ ଓ ଫୈଜାନ…