Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଅସ୍ତ୍ରବିରତି ଓ କୂଟନୀତି ମାଧ୍ୟମରେ ୟୁକ୍ରେନ୍ ସମସ୍ୟା ସମ୍ଭବ’ : ମୋଦୀ

ଜାକାର୍ତ୍ତା : ଇଣ୍ଡୋନେସିଆରେ ଜି-୨୦ ସମ୍ମିଳନୀରେ ବାର୍ତ୍ତା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ‘ୟୁକ୍ରେନ ସମସ୍ୟାକୁ ଶାନ୍ତି ମାଧ୍ୟମରେ ସମାଧାନ କରିବୁ’ ବୋଲି କହିଛନ୍ତି ମୋଦୀ । ଅସ୍ତ୍ରବିରତି ଓ କୂଟନୈତିକ ଏହାର ସମାଧାନର ମାର୍ଗ । ବୈଶ୍ୱିକ କ୍ଷେତ୍ରରେ ଜି-୨୦କୁ…

ମିଜୋରାମରେ ପଥର ଖାଦାନ ଧସି ୮ଶ୍ରମିକଙ୍କ ମୃତ୍ୟୁ

ଆଇଜଲ୍: ମିଜୋରାମର ହନଠିଆଲ ଜିଲ୍ଲାରେ ପଥର ଖାଦାନ ଧସିଯିବାରୁ ୧୨ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଏଯାଏଁ ୮ ଜଣଙ୍କ ଶବ ଉଦ୍ଧାର କରାଯାଇସାରିଛି । ତିନି ଜଣ ଶ୍ରମିକଙ୍କ ଶରୀରର କିଛି କିଛି ଅଂଶ କେବଳ ଉଦ୍ଧାରକାରୀଙ୍କୁ ମିଳିପାରିଛି । ସମସ୍ତ ଶ୍ରମିକ ବିହାରର ବୋଲି ସୂଚନା…

୧୦ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ଓ୍ୱାଶିଂଟନ: ଟ୍ୱିଟର ଓ ଫେସବୁକ ପରେ ଏବେ ଆମାଜନ କର୍ମଚାରୀ ଛଟେଇ କରିବା ନେଇ ସଙ୍କେତ ଦେଇଛି । ବୈଶ୍ୱିକ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଗୋଟିଏ ପରେ ଗୋଟିଏ ଏମଏନସି କର୍ମଚାରୀ ସଂଖ୍ୟା କମାଇବାକୁ ଲାଗିଲେଣି । ଫେସବୁକ, ଟ୍ୱିଟର ଓ ସ୍ନାପଚାଟ୍ ଭଳି ବଡ଼ ବଡ଼ କମ୍ପାନୀ ଛଟେଇ କରିବା ପରେ ଏବେ…

ଜି-୨୦ ସମ୍ମିଳନୀରେ ବାଇଡେନଙ୍କୁ ଭେଟିଲେ ମୋଦୀ

ବାଲି:  ଇଣ୍ଡୋନେସିଆକୁ ୨ ଦିନିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୭ତମ ଜି-୨୦ଶିଖର ସମ୍ମିଳନୀ ଆଜିଠୁ ଆରମ୍ଭ ହୋଇଛି । ମୋଦୀ ଏହି ସମ୍ମିଳନୀରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାରର କିଛି ମୁହୁର୍ତ୍ତ ପିଏମଓଙ୍କ…

ଇଣ୍ଡୋନେସିଆର ବାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ବାଲି : ଇଣ୍ଡୋନେସିଆର ବାଲିରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ବାଲିରେ ଭବ୍ୟ ସ୍ବାଗତ ସମ୍ବର୍ଧନା ଦିଆଯାଇଛି । ଜି -20 ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର  ଇଣ୍ଡୋନେସିଆର ବାଲିରେ ପହଞ୍ଚିଛନ୍ତି। ବିଶ୍ୱ…

ବାଂଲଦେଶରେ ଖୋଲିଲା କିସ୍‍ର ଶାଖା ‘ଡିସ୍‍’

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଦ୍ୟାଳୟ କିସ, ଭୁବନେଶ୍ୱର ଢ଼ାଞ୍ଚାରେ ବାଂଲାଦେଶରେ ଖୋଲିଛି ଡାଫୋଡିଲ୍‍ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (ଡିସ୍‍)। ଢ଼ାକାଠାରେ ଲୋକସଭା ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୋମବାର ଏହାର ଉଦଘାଟନ…

ଆପ ନେତା ସତ୍ୟେନ୍ଦ୍ରଙ୍କୁ ଭିଆଇପି ଟ୍ରିଟମେଂଟ: ନିଲମ୍ବିତ ହେଲେ ଜେଲ ସୁପରିଟେଂଣ୍ଡେଟ ଅଜିତ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ଭିଆଇପି ଟ୍ରିଟମେଂଟ ଦେଇ ଫସିଛନ୍ତି ଜେଲ ସୁପରିଟେଂଡେ ଅଜିତ କୁମାର । ଠକ ସୁକେଶ କୁମାର ଏ ନେଇ ଦିଲ୍ଲୀ ଏଲଜି ବିନୟ କୁମାର ସକ୍ସେନାଙ୍କୁ ପତ୍ର ଲେଖି ଅଭିଯୋଗ କରିଥିଲେ । ଏଲଜି ଏ ନେଇ ଏକ ଯାଂଚ କମିଟି ଗଠନ…

ନିର୍ଦ୍ଦିଷ୍ଟ ଧର୍ମର ସ୍ଲୋଗାନ ଉଚ୍ଚାରଣ କରାଇବା ପାଇଁ ଯୁବକଙ୍କୁ ନିସ୍ତୁକ ମାଡ଼

ହାଇଦ୍ରାବାଦ : ହଷ୍ଟେଲରେ ରହୁଥିବା ଛାତ୍ର ଉପରେ ମରଣାନ୍ତକ ଆକ୍ରମଣ । ସୋଶିଆଲ ମିଡିଆାରେ ଭିଡିଓ ଭାଇରାଲ । ଛାତ୍ର ଜଣକ ହେଲେ ଆଇସିଏଫଏଆଇ(ICFAI) ଫାଉଣ୍ଡେସନର ତୃତୀୟ ବର୍ଷ ଛାତ୍ର  । ତାଙ୍କ ନାଁ ହେଉଛି ହିମାଙ୍କ ବଂଶଲ । ଏହି ଦୃଶ୍ୟରେ ହିମାଙ୍କକୁ ତଳେ ପକାଇ କେତେକ ଛାତ୍ର ଗୋଇଠା ବିଧା…

ମୃତ୍ୟୁକୁ ନେଇ ଗବେଷଣା : ୫ ଜଣଙ୍କ ମଧ୍ୟରୁ ଜଣେ ହୋଇଥିଲେ ଶୀତଳ ସ୍ପର୍ଶର ନିକଟତର

ନୂଆଦିଲ୍ଲୀ: ମୃତ୍ୟୁକୁ ନେଇ କରାଯାଇଥିଲା ଗବେଷଣା । ୫ଜଣଙ୍କ ମଧ୍ୟରୁ ଜଣେ ଅନୁଭବ କରିଥିଲେ ଶରୀରଠାରୁ ସେ ଦୂରକୁ ଯାଉଛନ୍ତି । ନ୍ୟୁୟର୍କ ୟୁନିଭରସିଟିର ଗ୍ରୋସମ୍ୟାନ ସ୍କୁଲ ଅଫ ମେଡିସିନ ପକ୍ଷରୁ ଏହି ଗବେଷଣା କରାଯାଇଥିଲା । ହାର୍ଟ ଆଟାକ ଆସିବା ପରେ କାର୍ଡିୟୋ ପଲମୋନାରୀ ରିସସିଟେଶନ…

IQରେ ଆଇନଷ୍ଟାଇନଙ୍କୁ ଟପିଗଲା ୧୧ ବର୍ଷର ବାଳକ

ନୂଆଦିଲ୍ଲୀ:ବୁଦ୍ଧିରେ ଆଇନଷ୍ଟାଇନଙ୍କୁ ବଳିଗଲା ଏଇ କୁନି ବାଳକ । IQ ଟେଷ୍ଟରେ ଆଇନଷ୍ଟାଇନଙ୍କୁ ପଛରେ ପକାଇଲା । ଭାବୁଥିବେ ଏତେ ଛୋଟ ପିଲାର ଏତେ ବୁଦ୍ଧି ? ଖାଲି ଆାଇନ ଷ୍ଟାଇନଙ୍କୁ ନୁହେଁ, ଷ୍ଟିଫେନ ହକିଂଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।  ବିଶ୍ୱାସ ଲାଗୁ ନଥିଲେ ବି   ସତ ।…