Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଦ୍ଭୂତ ସଂଯୋଗ: ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ; ଗାର୍ଡ ଅଫ୍ ଅନର ନେତୃତ୍ୱ ନେଲେ ଓଡ଼ିଆ

ନୂଆଦିଲ୍ଲୀ: ସୋମବାର ପୁରା ଭାରତ ଜଣେ ମହିଳା ଆଦିବାସୀ ଓଡ଼ିଆଙ୍କୁ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଉତ୍ସବ ମନାଇଛି । ସେହି ମୁହୂର୍ତ୍ତରେ ଆଉ ଜଣେ ଓଡ଼ିଆ ଅଫିସରଙ୍କ ନେତୃତ୍ୱରେ ମାଡାମ୍ ପ୍ରେସିଡେଣ୍ଟଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ସେ ହେଉଛନ୍ତି ଶିଖ୍ ରେଜିମେଣ୍ଟ ଷଷ୍ଠ…

କାରଗିଲ ବିଜୟ ଦିବସ। ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଦିଲ୍ଲୀ : କାରଗିଲ ବିଜୟ ଦିବସର ସ୍ମରଣୀୟ ଦିନକୁ ହୋଇଛି ୨୩ ବର୍ଷ । ମନେ ପଡିଯାଉଛି ସେହି ମହାଯୁଦ୍ଧର ପ୍ରତିଟି ଘଟଣା । ଦେଶର ଯବାନ୍ ଶତ୍ରୁକୁ ମାତ୍ ଦେଇ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିଲେ । ଦେଶମାତୃକାର ସେବାରେ ବୀରଗତି ପାଇଁ ଯୁଦ୍ଧଭୂମିକୁ ଲମ୍ଫ ଦେଉଥିଲେ ଯବାନ୍ । ସାରା ଦେଶ ଆଜି…

‘ଫୋନ୍ ଠିକ୍ ହେଲେ ବିଜେପି, ବିଜେଡି ନେତାଙ୍କୁ ଫୋନ୍ କରିବି ନାହିଁ କି ଯୋଗାଯୋଗ କରିବିନି’

ନୂଆଦିଲ୍ଲୀ: ମିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗେଟ ଅଲଭା କହିଛନ୍ତି ଯେ ସେ ବିଜେପିରେ ଥିବା ତାଙ୍କ ବନ୍ଧୁଙ୍କ ସହ କଥାବାର୍ତ୍ତା ହେବା ପରେ ତାଙ୍କ ଫୋନକୁ ଡାଇଭର୍ଟ କରି ଦିଆଯାଇଛି। ତାଙ୍କ ନମ୍ବରକୁ ଫୋନ୍ ଆସୁନି କି କଲ୍ ଯାଉନି ବୋଲି ଟ୍ୱିଟ୍ କରି କହିଛନ୍ତି ମିଳିତ…

କାର୍ଗିଲ ଦିବସରେ ସହୀଦ ବୀରଙ୍କୁ ସ୍ମୃତିଚାରଣ କରୁଛି ସାରା ଦେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି କାରଗିଲ ବିଜୟ ଦିବସ । ସାରା ଦେଶରେ ଆଜି ୨୩ତମ କାର୍ଗିଲ ବିଜୟ ଦିବସ ଉତ୍ସବରେ ସହୀଦ ବୀରଙ୍କ ସ୍ମତିଚାରଣ କରାଯାଉଛି ।  ୧୯୯୯ ମସିହା ଜୁଲାଇ 26ରେ କାର୍ଗିଲ୍‌ ଯୁଦ୍ଧର ଅନ୍ତଃ ଘଟିଥିଲା। ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ଭାରତ ବିଜୟ ଲାଭ କରି…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଦେଶ ଏବଂ ରାଜନୀତିରେ କ’ଣ ରହିପାରେ ପ୍ରଭାବ?

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି । ୬୪ ବର୍ଷ ପାଦ ଥାପିବାର ପର ଦିନ (ଜୁନ ୨୧.୨୦୨୨) ବିଜେପି ନେତୃତ୍ୱାଧୀନ ଏନଡିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଯଦିଓ ନିର୍ବାଚନ ମୈଦାନରେ ପ୍ରାର୍ଥୀ ହୋଇଥିଲେ ଦ୍ରୌପଦୀ କିନ୍ତୁ ସେ ଦେଶର ରାଷ୍ଟ୍ରପତି…

ଆଜି ପୁଣି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ:  ଆଜି ପୁଣି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଇଡି କାର୍ଯ୍ୟାଳୟରେ ହାଜର ହେବେ ।  ସକାଳ ୧୧ଟା ୩୦ରେ ହାଜର ହେବେ ବୋଲି ଜଣାପଡ଼ିଛି । ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ବିରୋଧ ଆରମ୍ଭ ହୋଇଛି ।  ସୋନିଆ ଇଡିରେ ହାଜର ହେବାକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ବିରୋଧ କରାଯାଇଛି । …

ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବା ଘଟଣା, ମମତା କହିଲେ ମୁଁ ମର୍ମାହତ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ଶିକ୍ଷକ ଚାକିରି ଦୁର୍ନୀତି ଏବଂ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀରୁ ନିଜକୁ ଦୂରେଇ ରଖିବା ପରେ ଶେଷରେ ମୁହଁ ଖୋଲିଛନ୍ତି । ତାଙ୍କ ସହଯୋଗୀ ଏପରି ଏକ କାମ କରିବେ ବୋଲି ଜାଣି ସେ ମର୍ମାହତ ବୋଲି…

ଅଗଷ୍ଟ ୩ ଯାଏ ମମତାଙ୍କ ମନ୍ତ୍ରୀ ଓ ଅର୍ପିତା ଇଡି ହେପାଜତରେ ରହିବେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦିଆଯାଇଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଉଭୟଙ୍କୁ ଜୁଲାଇ ୨୩ରେ ଇଡି ଗିରଫ କରିଥିଲା। ଶିକ୍ଷକ ଚାକିରି କରାଇଦେବା ନେଇ ଦୁର୍ନୀତି ସହ…

ଝାଡଖଣ୍ଡରେ ୧୬ ବିଜେପି ବିଧାୟକ ଆମ ସହ ରହିଛନ୍ତି: ଜେଏମଏମ୍

ରାଞ୍ଚି: ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀଙ୍କୁ ୟୁପିଏର ଅଂଶୀଦାର ଦଳ ତଥା ଝାଡଖଣ୍ଡର ଶାସକ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସମର୍ଥନ କରିବା ପରେ ଲାଗୁଥିଲା ଦଳ ବିଜେପି ଆଡକୁ ଢଳୁଛି । କିନ୍ତୁ ଏବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଖୋଦ୍ ଶାସକ ଦଳ…

ଜାଣନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଡ଼ିରେ କ’ଣ ସବୁ ସୁବିଧା ରହିଛି ?

ନୂଆଦିଲ୍ଲୀ: ସ୍ୱାଧୀନ ଭାରତରେ ଜନ୍ମିତ ଦେଶର ପ୍ରଥମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଛନ୍ତି । ରାଷ୍ଟ୍ରପତି ଭାବେ ତାଙ୍କୁ ମିଳିଥିବା ସୁବିଧା ମଧ୍ୟରେ ଗାଡ଼ି ଅନ୍ୟତମ । କାରଣ ଦେଶର ପ୍ରଥମ ନାଗରିକଙ୍କ ଗାଡ଼ିରେ ନଥାଏ ନମ୍ବର ପ୍ଲେଟ୍ ।…