Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟିକେଟ୍ ମିଳିଲାନି ଟେଲିଫୋନ୍ ଟାୱାରରେ ଚଢ଼ି ଫେସବୁକ୍ ଲାଇଭ କଲେ ଆପ୍ ନେତା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଟିକେଟ୍ ପାଇଁ ଟାୱାର ଉପରକୁ ଚଢ଼ିଗଲେ, ପୁଣି ଫେସବୁକରେ ଲାଇଭ୍ କଲେ । ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ଆପ୍ ଟିକେଟ୍ ନ ପାଇ ଟେଲିଫୋନ୍ ଟାୱାର ଉପରକୁ ଚଢ଼ି ଯାଇଛନ୍ତି ଜଣେ ନେତା । ଆମ୍ ଆଦମୀ ପାର୍ଟିର ନେତା ତଥା ପୂର୍ବତନ କର୍ପୋରେଟର ହସିବ ଉଲ୍ ହସନ ଟାୱାରରେ ଚଢ଼ି…

୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହୋଇପାରେ ଅଯୋଧ୍ୟା ମସଜିଦ୍ ନିର୍ମାଣ କାର୍ଯ୍ୟ

ପାଖାପାଖି ସମୟରେ ପ୍ରସ୍ତୁତ ହୋଇଯିବ ରାମ ମନ୍ଦିର ଓ ଅଯୋଧ୍ୟା ମସଜିଦ୍ । ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶ ମୁତାବକ  ଅଯେଧ୍ୟା ଭୂମିରେ ମୁସଲମାନମାନଙ୍କୁ ଦିଆଯାଇଥିବା ଜମିରେ ମସଜିଦ୍ ନିର୍ମାଣ ହେବ । ମସଜିଦର ନିର୍ମାଣ କାର୍ଯ୍ୟ ୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ଏ…

ପ୍ରେମ ପାଇଁ ପତ୍ନୀ ନେଇଗଲା ୫୭ ଜୀବନ, ବଦଳାଇ ଦେଲା ସରକାରୀ ନିୟମ

କୁଏତ :ଧୁମଧାମରେ ଚାଲିଥାଏ ବାହାଘର । ବର କନ୍ୟା ସଜେଇ ହୋଇ ବସିଛନ୍ତି । ସମସ୍ତେ ଭୋଜି ଖାଉଥାନ୍ତି ଓ ମଜା କରୁଥାନ୍ତି । ଏହି ସମୟରେ ଜଣେ ଆସିଲେ ଯିଏକି ଏହି ବାହାଘରରେ ଜମା ବି ଖୁସି ନଥିଲେ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବରର ପ୍ରଥମ ସ୍ତ୍ରୀ । ପରେ ସେ ରାଗି ଯାଇ ବିବାହ ମଣ୍ଡପରେ…

[ଦେଖନ୍ତୁ ଭିଡିଓ] ସମୁଦ୍ର ଭିତରେ ଜିନିଷ ଉଠାଇ ଫିଙ୍ଗୁଛି ଅକ୍ଟୋପସ୍

ନୂଆଦିଲ୍ଲୀ: କୋମଳ ଶରୀର ଭଳି ତାର ସ୍ୱଭାବ । ଏକୁଟିଆ ରହିବାକୁ ସେ ବେଶ୍ ପସନ୍ଦ କରେ । ଆମେ କହୁଛୁ ସାମୁଦ୍ରିକ ଜୀବ ଅକ୍ଟୋପସ୍ କଥା । ଅକ୍ଟୋପସର ଶାନ୍ତ ସ୍ୱଭାବ ସମସ୍ତଙ୍କୁ ଜଣା । କିନ୍ତୁ ଅଷ୍ଟ୍ରେଲିଆର ଜର୍ବିସରେ ଗ୍ଲୁମି ଅକ୍ଟୋପସ୍ କୁହାଯାଉଥିବା ଅକ୍ଟୋପସ୍ ଟେଟ୍ରିକସର ବ୍ୟବହାର…

ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ କନ୍ଦଳ, ସ୍ୱାଧୀନ ଭାବେ ଲଢ଼ିବାକୁ ଅସନ୍ତୁଷ୍ଟଙ୍କ ଧମକ

ଅହମଦାବାଦ: ଗୁଜରାଟରେ ଟିକେଟ୍ ଟେନସନ୍ । ବିଜେପି ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଅସନ୍ତୁଷ୍ଟ ନେତା । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଦଳ ଟିକେଟ୍ ଦେବା ଆରମ୍ଭ କରିଥିବା ବେଳେ ଟିକେଟ୍ ନ ପାଇ ୫ ଜଣ ନେତା ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଖୋଲାଖୋଲି କହିଛନ୍ତି ।…

ହିମାଚଳରେ କଂଗ୍ରେସ ଶାସନକୁ ନଫେରିଲେ ପ୍ରିୟଙ୍କାଙ୍କ ପାଇଁ ଅଡ଼ୁଆ

ସିମଲା: ହିମାଚଳପ୍ରଦେଶରେ କଂଗ୍ରେସ ଶାସନକୁ ଫେରିବ  । ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ହିମାଚଳ ପ୍ରଦେଶରେ 1977 ମସିହାରୁ ହୋଇଥିବା ସମସ୍ତ ନିର୍ବାଚନରେ ଶାସନ ପରିବର୍ତ୍ତନ ହେବାର ଉଦାହରଣ ରହିଛି । ଥରେ ବିଜେପି ସରକାର କଲେ ଥରେ କଂଗ୍ରେସ ଏଠାରେ ଶାସନକୁ ଫେରୁଛି…

ଆମେରିକା ଏୟାର ଶୋ ବେଳେ ସାମରିକ ବିମାନ ଧକ୍କା, ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକା ଡଲାସରେ ଦୁଇ ସାମରିକ ବିମାନ ଧକ୍କା  । ଦୁର୍ଘଟଣାରେ ୬ ଜଣଙ୍କ ଚାଲିଗଲା ଜୀବନ  । ଡଲାସରେ ଏକ ଏୟାର ଶୋ’ର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଂ ବୋମା ବର୍ଷକ ବିମାନ ବି-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା…

ଆମେରିକା ଏୟାର ଶୋ ବେଳେ ଦୁଇ ବିମାନ ମୁହାଁମୁହିଁ ଧକ୍କା

ନୂଆଦିଲ୍ଲୀ : ଆମେରିକା ଏୟାର ଶୋ ସମୟରେ ବଡ଼ ଦୁର୍ଘଟଣା । ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇଥିଲା । ଡଲାସରେ ଶନିବାର ଏକ ଏୟାର ଶୋ’ର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଂ ବୋମା ବର୍ଷକ ବିମାନ ବି-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା…

ମୋଦୀଙ୍କୁ ଗୁଜରାଟ ନିର୍ବାଚନରେ ଔକାତ ଦେଖାଇବୁ: ମିସ୍ତ୍ରୀ

ଅହମଦାବାଦ: ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ମଧୁସୂଦନ ମିସ୍ତ୍ରୀ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଔକାତ ଜଣାଇଦେବେ। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ସର୍ଦ୍ଦାର ପଟେଲ ହୋଇପାରିବେ ନାହିଁ।…

ହିମାଚଳ ପ୍ରଦେଶରେ ସରିଲା ମତଦାନ; ୨୦୧୭ ତୁଳନାରେ କମ୍ ମତଦାନ

ନୂଆଦିଲ୍ଲୀ: ଶନିବାର ସକାଳ ୮ ଟାରୁ ଆରମ୍ଭ ହୋଇଥିବା ହିମାଚଳ ପ୍ରଦେଶର ୬୮ଟି ବିଧାନସଭା ଆସନ ପାଇଁ ନିର୍ଦ୍ଦାରିତ ସମୟ ଅନୁସାରେ ଶେଷ ହୋଇଛି। ଅପରାହ୍ନ ୫ ଟା ଯାଏ ୬୬ ପ୍ରତିଶତ ମତଦାନ ହୋଇଥିଲା। ଏବେ ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି। ଡିସେମ୍ବର ୮ରେ ଖୋଲିବ ଇଭିଏମ୍। ତେବେ ଏହା…