Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଧାରା ୩୭୦ ପୁଣିଥରେ ଲାଗୁ ହୋଇପାରିବନି : ଗୁଲାମ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେଉଥିବା ଧାରା ୩୭୦ ଏବଂ ୩୫-ଏ ପୁଣିଥରେ ଲାଗୁ ହେବ ବୋଲି ଯେଉଁମାନେ ପ୍ରତିଶ୍ରୁତି ଦେଉଛନ୍ତି ନେତାମାନେ ତାହା କେବେ ହୋଇପାରିବ ନାହଁ। ଏହା କହିଛନ୍ତି ନିକଟରେ କଂଗ୍ରେସ ଛାଡି ନୂଆ ଦଳ ଗଢିବାକୁ ଥିବା ଗୁଲାମ ନବୀ…

ସୁପ୍ରିମକୋର୍ଟ ମାରିବେ ଡବଲ ସେଞ୍ଜରୀ, ଆଜି ବିଭିନ୍ନ ମାମଲାର ଶୁଣାଣି

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଅନେକ ଆବେଦନ ସମେତ ସୁପ୍ରିମକୋର୍ଟ ସୋମବାର ୨୦୦ରୁ ଅଧିକ ଜନସ୍ୱାର୍ଥ ମାମଲା (ପିଆଇଏଲ) ଶୁଣାଣି କରିବେ। ପ୍ରଧାନ ବିଚାରପତି ୟୁ. ୟୁ ଲଳିତଙ୍କ ନେତୃତ୍ୱରେ ଏକ ବେଞ୍ଚ ସିଏଏର ବୈଧତାକୁ…

ଯୁବତୀଙ୍କୁ କେନ୍ଦ୍ର କରି ସାଙ୍ଗଙ୍କ ମଧ୍ୟରେ କଳି: ଜଣେ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଯୁବତୀଙ୍କୁ କେନ୍ଦ୍ରକରି ଘଟିଛି ହତ୍ୟାକାଣ୍ଡ । ବନ୍ଧୁଙ୍କ ଛୁରାମାଡ଼ରେ ଜଣେ ମୃତ, ଜଣେ ଗୁରୁତର। ଘଟଣାଟି ଦିଲ୍ଲୀର ମଲକାଗଞ୍ଜଠାରେ ଘଟିଛି। ସୂଚନା ଅନୁଯାୟୀ, ରବିବାର ଜଣେ ଯୁବତୀଙ୍କୁ ନେଇ ୩ ବନ୍ଧୁଙ୍କ ମଧ୍ୟରେ ହୋଇଥିଲା କଳି। ଏହି ଘଟଣାକୁ…

ସ୍ୱର୍ଗଠାରୁ କିଛି କମ ନୁହେଁ ନନ୍ଦନକାନନ

ବାରଙ୍ଗ : ନନ୍ଦନକାନନ ପରିଦର୍ଶନ କଲେ  । ନବଜାତ ବାଘ ଛୁଆ ଓ ସିଂହ ଛୁଆର ନାମକରଣ କଲେ । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଜଙ୍ଗଲ-ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ନନ୍ଦନକାନନ ଚିଡ଼ିଆଖାନା ପରିଦର୍ଶନ କରିବା ସହ  ନନ୍ଦନକାନନକୁ ପ୍ରଶଂସା କରି ଏହାକୁ ପଶୁଙ୍କ ସ୍ୱର୍ଗ ବୋଲି…

ଆପ୍ ପାଇଁ ପୁଣି ସିବିଆଇ ଅଡୁଆ! ଉପ ରାଜ୍ୟପାଳଙ୍କୁ ଦୋଷ ଦେଲା ଆପ୍

ନୂଆ ଦିଲ୍ଲୀ: ପୁଣି ଦିଲ୍ଲୀରେ ଆପ୍ ସରକାର ନାମରେ ଆସିଛି ଦୁର୍ନୀତି ଅଭିଯୋଗ । କେଜରିଓ୍ବାଲ ସରକାରଙ୍କ ଆଉ ଏକ ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ହେବ ବୋଲି ଉପରାଜ୍ୟପାଳ ତଦନ୍ତ ଦେବା ପରେ ଏବେ ଦୁର୍ନୀତି କୁ ନେଇ ବିଜେପି ଏବଂ ଆପ ମଧ୍ୟରେ କଥାକଟି ଆରମ୍ଭ ହୋଇଯାଇଛି ।…

ରୁଷ କବଜାରୁ ଇଜିୟମ ସହର ଛଡେଇ ନେଲ ୟୁକ୍ରେନ ସେନା

କୀଭ: ରୁଷ-ୟୁକ୍ରେନ ଯୁଦ୍ଧ ୨୦୦ ଦିନ ପାଖାପାଖି ପଂହଚିଲାଣି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେଁସ୍କି ଏବଂ ସୈନ୍ୟ ବାହିନୀର ଉଚିତ ରଣନୀତି ଯୋଗୁ ଯୁଦ୍ଧରେ ସେମାନେ ତିଷ୍ଠି ରହିଛନ୍ତି । ଖାରକିଭ ଅଂଚଳକୁ ରୁଷ କବଜାକୁ ନେବା ପରେ କିଛି ମାତ୍ରାରେ ହାଲକା ହୋଇ ଯାଇଥିଲା । ଏହାର ଫାଇଦା…

ତାମିଲ ଝିଅ ଙ୍କୁ ବିବାହ କରିବା କୁ ଆସିଲା ରାହୁଲଙ୍କୁ ପ୍ରସ୍ତାବ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ ସଦସ୍ୟମାନେ ବର୍ତ୍ତମାନ ୧୫୦ଦିନିଆ 'ଭାରତ ଯୋଡୋ' ଯାତ୍ରାରେ ଅଛନ୍ତି। ସେ ଏହି ପଦ ଯାତ୍ରା କୁ ତାଙ୍କର ତପସ୍ୟା ବୋଲି କହିଛନ୍ତି। ତୃଣମୂଳ ସ୍ତରରେ ପହଞ୍ଚି କିପରି ଲୋକ ମାନଙ୍କ ସହ ସେ ଯୋଡି ହୋଇ ପାରିବେ ତାହା ଉପରେ ସେ ବିଶେଷ…

ଦୀପାବଳୀ ରେ ଉପହାରରେ ଦିଅନ୍ତୁ ସ୍ୱାଧୀନତା ସ୍ମୃତି

ନୂଆଦିଲ୍ଲୀ : ଲୋକ ମାନଙ୍କ ମନରେ ଦେଶାତ୍ମକ ବୋଧ ଭରିବା ପାଇଁ ପୁଣି ଏକ ନୂତନ ଅଭିଯାନ ମୁଣ୍ଡ ଟେକିଛି । ଆଜାଦି କା ଅମୃତ ମହୋତ୍ସବ ଅଭିଯାନର ପରେ ଏବେ ପରବର୍ତ୍ତୀ ପର୍ଯ୍ୟାୟରେ, କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ(CAIT) କେଟ ସ୍ୱାଧୀନତା ବସ୍ତୁକୁ ଦ୍ୱାର ରୁ ଦ୍ୱାର ପହଞ୍ଚେଇବା ପାଇଁ…

ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦଙ୍କ ପରଲୋକ

ଭୋପାଳ: ହିନ୍ଦୁ ଧର୍ମର ବଡ ଧର୍ମଗୁରୁ ଓ ଦ୍ୱାରକା ଏବଂ ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅରୂପାନନ୍ଦଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା । ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲା ସ୍ଥିତ ଗାଟେଗାଁଓ ନିକଟସ୍ଥ ଜ୍ଞାତେଶ୍ୱର ଧାମରେ ତାଙ୍କ ନିଧନ ହୋଇଥିଲା ।…

ପେଟ୍ରୋଲ, ଡିଜେଲ ଦରକୁ ନେଇ ମୋଦି ସରକାରଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଖସୁଛି । ହେଲେ ଦେଶରେ କାହିଁକି କମୁନି ପେଟ୍ରୋଲ ଓ ଡିଜେଲ୍ ଦର । ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରର ମୋଦି ସରକାଙ୍କୁ ଘେରିଛି କଂଗ୍ରେସ । ଦଳୀୟ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଦେଶର ବିକାଶ ଦର ବଢ଼ୁ ନାହିଁ କି ଗ୍ୟାସ୍ ଓ ପେଟ୍ରୋଲ,…