Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପେଟ୍ରୋଲ, ଡିଜେଲ ଦରକୁ ନେଇ ମୋଦି ସରକାରଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଖସୁଛି । ହେଲେ ଦେଶରେ କାହିଁକି କମୁନି ପେଟ୍ରୋଲ ଓ ଡିଜେଲ୍ ଦର । ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରର ମୋଦି ସରକାଙ୍କୁ ଘେରିଛି କଂଗ୍ରେସ । ଦଳୀୟ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଦେଶର ବିକାଶ ଦର ବଢ଼ୁ ନାହିଁ କି ଗ୍ୟାସ୍ ଓ ପେଟ୍ରୋଲ,…

୫ ରୁ ୧୮ ବର୍ଷର ପିଲାମାନଙ୍କ ଖୁବଶୀଘ୍ର ବଜାରକୁ ଆସିବ ନାଜାଲ କୋଭିଡ ଟୀକା

ନୂଆଦିଲ୍ଲୀ : କୋରନା ଭାଇରସ୍  ରୁ ସାରା ବିଶ୍ୱ ଏଯାବତ ସମ୍ପୂର୍ଣ ଭାବେ ରକ୍ଷା ପାଇନାହିଁ ।  ବର୍ତ୍ତମାନ  ସୁଦ୍ଧା ଏହାକୁ କିପରି ମାତ  ଦେଇ ହେବ ତାହା ଉପରେ ଅଧୟନ ପରୀକ୍ଷଣ ଚାଲିଛି । ତେବେ କିଛି  ଦିନ ତଳେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ୧୮ ବର୍ଷରୁ ଅଧିକ ଲୋକଙ୍କ…

ଆପର ବଢ଼ିଲା ଅଡୁଆ: ଲୋ ଫ୍ଲୋର ବସ କିଣା ଦୁର୍ନୀତିର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଅଡୁଆ ବଢ଼ିବାରେ ଲାଗିଛି । ଏକ ହଜାର ଲୋ ଫ୍ଲୋର ବସ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଅସିବା ପରେ ଏବେ ଉପ ରାଜ୍ୟପାଳ ଭିକେ ସକ୍ସେନା ଏହାକୁ ସିବିଆଇ ତଦନ୍ତ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଜୁନରେ ଏଲଜି ଅଫିସକୁ ଆସିଥିବା ଅଭିଯୋଗ…

ଆପ ମାଧ୍ୟମରେ ଚାଲିଛି ଲୁଟ୍: ୧୭ କୋଟି ନଗଦ ଜବତ କଲା ଇଡି

କୋଲକତା: ଆପ୍ ମାଧ୍ୟମରେ ବିଭିନ୍ନ ଲୋଭ ଦେଖାଇ ଲୋକଙ୍କଠାରୁ ଲୁଟ କରାଯାଉଛି  । ଏଭଳି ଅଭିଯୋଗ ପରେ କୋଲକାତାର ED ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ କୋଲକତାର ଆମିର ଖାନ ନାମକ ବେପାରୀଙ୍କ ଘରୁ ନଗର ୧୭ କୋଟି ଟଙ୍କା ମିଳିଛି ।…

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପାଇଁ ଭାରତ ପାଳନ କରୁଛି ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ଗ୍ରେଟ ବ୍ରିଟେନ ମହାରାଣୀ ମହାମହିମ ଏଲିଜାବେଥ ଦ୍ୱିତୀୟଙ୍କର ସେପ୍ଟେମ୍ବର ୮ରେ ପରଲୋକ ଘଟିଥିଲା । ମହାରାଣୀଙ୍କ ସମ୍ମାନ ପାଇଁ ଆଜି ସାରା ଦେଶରେ ଦିନିକିଆ ଶୋକ ପାଳନ କରାଯାଉଛି ।…

‘‘ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀ’’ ଉଦଘାଟିତ

ଭୁବନେଶ୍ୱର :  କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଆଜି ଭୁବନେଶ୍ୱରରେ ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ସବୁଜ ଜଳବାୟୁ ପାଣ୍ଠି ସହାୟକ ପ୍ରକଳ୍ପ – ଭାରତର ଉପକୂଳ ସମୁଦାୟଙ୍କ ଜଳବାୟୁ…

ଆସନ୍ତା ୪ ବର୍ଷ ପାଇଁ ପୁନର୍ବାର ଏନସିପି ମୂଖ୍ୟ ଭାବେ ନିର୍ବାଚିତ ହେଲେ ଶରଦ ପାୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଭାବେ ବିବେଚନା କରାଯାଉଥିବା ଶରଦ ପାୱାରଙ୍କୁ ପୁନର୍ବାର ନ୍ୟାଶନାଲ କଂଗ୍ରେସ ପାର୍ଟି(ଏନସିପି)ର ସଭାପତି ଭାବେ ନିର୍ବାଚିତ କରାଯାଇଛି । ୮୧ ବର୍ଷୀୟ ପାୱାର ପୁନର୍ବାର ଏନସିପିର କ୍ଷମତା କେନ୍ଦ୍ର ସାଜିଛନ୍ତି । ସେ ୪ବର୍ଷ ପାଇଁ ଏହି ଦାୟିତ୍ୱରେ…

ଭାରତ ବନ୍ଦେ ଏକ୍ସପ୍ରେସ ବୁଲେଟ୍ ଟ୍ରେନର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ: ଭାରତ ବନ୍ଦେ ଏକ୍ସପ୍ରେସ ବୁଲେଟ ଟ୍ରେନର ରେକର୍ଡ ଭାଙ୍ଗିଥିବା ଜଣାପଡିଛି । ଟ୍ରାଏଲ ରନ ବେଳେ ଭାରତ ବନ୍ଦେ ଏକ୍ସପ୍ରେସ ୫୨ ସେକେଣ୍ଡରେ ଶୂନରୁ ଶହେ କିଲୋମିଟର ବେଗ ହାସଲ କରିଥିବା ଜଣାପଡିଛି । ବୁଲେଟ ଟ୍ରେନଠାରୁ ଏହି ଗତି ଅଧିକ ରହିଛି । ରେଳମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।…

ଚାର୍ଲସ ତୃତୀୟ ହେଲେ ବ୍ରିଟେନର ନୂଆ ରାଜା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ବ୍ରିଟେନରେ ନୂଆ ରାଜା ହୋଇଛନ୍ତି ଚାର୍ଲସ ତୃତୀୟ । ଆଜି ବ୍ରିଟେନର ରାଜା ଭାବେ ଦାୟିତ୍ୱ ନେଇଛନ୍ତି ଚାର୍ଲସ। ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ପରଲୋକ ପରେ ଏହି ମହାରାଜା ବନିଛନ୍ତି ଚାର୍ଲସ ।  ୭୦ ବର୍ଷ ପରେ ରାଜା ହୋଇଛନ୍ତି ଚାର୍ଲସ…

ନୀତିଶଙ୍କ ଆସନ ଫେଭିକଲ ଅଠା ଠାରୁ ମଜବୁତ :ପ୍ରଶାନ୍ତ କିଶୋର

ଭୁବନେଶ୍ୱର : ଦିନ ଥିଲା ବିହାରରେ ଜେଡିୟୁ, ଆରଜେଡି ଏବଂ କଂଗ୍ରେସ ମେଣ୍ଟ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବେ ବିହାର ସିଏମ ନୀତୀଶ କୁମାରଙ୍କ ଦିଲ୍ଲୀ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶନିବାର ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଚାରିଜଣ…