Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ଦିଆଗଲା ୧୦ କୋଟି ବୁଷ୍ଟର ଡୋଜ୍; କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ଭାରତରେ ୧୦ କୋଟି ବୁଷ୍ଟର ଡୋଜ୍ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ଅପରାହ୍ନରେ ମନ୍ତ୍ରୀ ମାଣ୍ଡଭିୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏହା ସହିତ ଆହୁରି ୧୦ କୋଟି ଲୋକଙ୍କୁ ଅତିରିକ୍ତ ସୁରକ୍ଷା ତଥା…

ପୁନର୍ବାର ଟାର୍ଗେଟ କିଲିଂ ଆରମ୍ଭ କଲେ ଆତଙ୍କବାଦୀ

ପୁଲୱାମା: ପୁଲୱାମାର ଗଦୁରାରେ ପୁନର୍ବାର ଆତଙ୍କବାଦୀମାନେ ଟାର୍ଗେଠ କିଲିଂ ଆରମ୍ଭ କରିଛନ୍ତି । ବିହାର ଅଂଚଳର ୨ ଶ୍ରମିକଙ୍କ ଉପରେ ଆତଙ୍କବାଦୀମାନେ ଗ୍ରେନଡ ପକାଇଥିଲେ । ଏଥିରେ ବିହାରର ମହମ୍ମଦ ମମତାଜଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ୨ ଆହତ ବ୍ୟକ୍ତି ମଧ୍ୟ ବିହାରର ଏହି…

ଟିଏମସି ନେତାଙ୍କ ଉପରେ ଇଡି, ସିବିଆଇର କାର୍ଯ୍ୟାନୁଷ୍ଠାନ ବେଳେ ମୋଦୀଙ୍କୁ ଭେଟିବେ ମମତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଡେରା ପକାଇଲେଣି ଉଭୟ ପଶ୍ଚିମବଙ୍ଗ ବିଜେପି ଏବଂ ଟିଏମସିରେ ପ୍ରମଖ ନେତା । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ରାଜ୍ୟର ଦୁର୍ନୀତିଖୋର ନେତାଙ୍କ ତାଲିକା ଦେବାର ଦିନକ ପରେ ଦିଲ୍ଲୀ ପହଞ୍ଚିଛନ୍ତି ଟିଏମସି ସୁପ୍ରିମୋ ତଥା…

ଡିସେମ୍ବରରେ ନିର୍ବାଚନ: ଗୁଜରାଟ କଂଗ୍ରେସର ଦୁଇ ବଡ ନେତା ଦେଲେ ଇସ୍ତଫା

ଅହମଦାବାଦ: ଗୁଜରାଟ କଂଗ୍ରେସକୁ ଝଟକା। ଡିସେମ୍ବରରେ ବିଧାନସଭା ନିର୍ବାଚନ ରହିଛି । ଏହା ପୂର୍ବରୁ ଦଳର ସମସ୍ତ ପଦରୁ ଇସ୍ତଫା ଦେଲେ ଦୁଇ ବରିଷ୍ଠ ନେତା ରାଜୁ ପରମାର ଏବଂ ନରେଶଭାଇ ରାଓ୍ୱଲ । ଅଗଷ୍ଟ ୧୭ରେ ଉଭୟ ଶାସକ ଦଳ ବିଜେପିରେ ସାମିଲ ହେବେ ବୋଲି ମିଳିଛି ସୂଚନା ।…

ନ୍ୟାସନାଲ ହେରାଲ୍ଡ ଦୁର୍ନୀତି: ମଲ୍ଲିକାର୍ଜୁନ ଖାଡଗେଙ୍କୁ ଜେରା କଲା ଇଡି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଅଧିକାରୀମାନେ ୟଙ୍ଗ ଇଣ୍ଡିଆରେ ହୋଇଥିବା କାରବାର ସମ୍ପର୍କରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାଡଗେଙ୍କୁ ପ୍ରାୟ ସାତ ଘଣ୍ଟା ଧରି ଜେରା କରିଥିଲେ। ଦଳର ଅନ୍ୟ ଜଣେ ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ସଂସଦ ଅଧିବେଶନରେ ଦଳୀୟ ନେତାଙ୍କୁ…

ଅଲ ଜବାହିରିର ଲୋକେସନ ଆମେରିକାକୁ ଦେଲା କିଏ?

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆଫଗାନିସ୍ତାନର ରାଜଧାନୀ କାବୁଲରେ ଲୁଚି ରହିଥିବା ଅଲ ଜବାହିରିର ଲୋକେସନ କିଏ ଆମେରିକାକୁ ଦେଲା । ତାକୁ ନେଇ ଏବେ ଟଣା ଓଟରା ଚାଲିଛି । ତାଲିବାନ ନିଜ ଉପରୁ ଦୋଷ ଛଡାଇ ପାକିସ୍ତାନ ଏପରି କରିଛି ବୋଲି କହୁଥିବାବେଳେ ପାକିସ୍ତାନ ଏପରି କିଛି କରିନଥିବା କହିଛି ।…

ଅର୍ପିତାଙ୍କ ମାଲିକାନାରେ କେତୋଟି ଫ୍ଲାଟ ଥିଲା ଏବଂ କ’ଣ ସବୁ ଜବତ ହୋଇଛି ପଢନ୍ତୁ ଏହି ରିପୋର୍ଟ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଅର୍ଥ ହେରଫେର ଅଭିଯୋଗର ତଦନ୍ତ କରୁଥିବା ଇଡି ଗୁରୁବାର ପାର୍ଥ ଚାଟାର୍ଜୀ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ପଚରାଉଚରା କରିଛି। ଏଥି ସହିତ ପାର୍ଥ ଚାଟାର୍ଜି ଏବଂ ଅର୍ପିତା ମୁଖାର୍ଜୀଙ୍କ ନିକଟରୁ ଜବତ ହୋଇଥିବା…

ବଢ଼ିଲା ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି, ପତ୍ନୀ ବର୍ଷାଙ୍କୁ ସମନ୍ କଲା ଇଡି

ମୁମ୍ବାଇ: ଅର୍ଥ ହେରଫେର ମାମଲାରେ ଇଡି ଗୁରୁବାର ଦିନ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ସମନ୍ କରିଛି। ଏହି ମାମଲାରେ କୋର୍ଟ ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି ବଢାଇବାର କିଛି ଘଣ୍ଟା ପରେ ବର୍ଷାଙ୍କୁ ସମନ୍ କରିଛି ଇଡି। ମହାରାଷ୍ଟ୍ରର ଗୋରେଗାଓଁରେ ପାତ୍ରା ଚୌଲର ନବୀକରଣ…

ରେକର୍ଡ କଲେ ଭାରତୀୟ ନୌସେନାର ମହିଳା କମାଣ୍ଡର ଗ୍ରୁପ୍

ଭୁବନେଶ୍ୱର: ଭାରତୀୟ ନୌସେନାର ପୋରବନ୍ଦର ନାଭାଲ ଏନକ୍ଲେଭର ଆଇଏନଏସ-୩୧୪ ରେ କାର୍ଯ୍ୟରତ ପାଞ୍ଚ ଜଣ ମହିଳା ଅଧିକାରୀ ବୁଧବାର ଏକ ରେକର୍ଡ ରଚିଛନ୍ତି । ଉତ୍ତର ଆରବ ସାଗରରେ ପ୍ରଥମ ସର୍ବମହିଳା ଇଣ୍ଡିପେଣ୍ଡେଣ୍ଟ ମେରିଟାଇମ ରିକନାଇସାନ୍ସ ଆଣ୍ଡ ସର୍ଭେଲାନ୍ସ ମିଶନ ସଂପୂର୍ଣ୍ଣ କରି ଏହି…

ଆମାଜନରେ ଖରାପ ମାନର ପ୍ରେସର କୁକର ବିକ୍ରି: ଏକ ଲକ୍ଷ ଟଙ୍କା ଜରିମନା

ଭୁବନେଶ୍ୱର: ଆମାଜନ ଇ-କମର୍ସ ଓ୍ୱେବସାଇଟରେ ଖରାପ ମାନର ପ୍ରେସର କୁକର ବିକ୍ରି ପାଇଁ ସିସିପିଏ (ସେଣ୍ଟ୍ରାଲ କନଜ୍ୟୁମର ପ୍ରୋଟେକ୍ସନ ଅଥରିଟି) ଆମାଜନ ଉପରେ ଏକ ଲକ୍ଷ ଟଙ୍କା ଜରିମନା ଲଦିଛି । ସିସିପିଏ ମୁଖ୍ୟ ଆମାଜନ ବିରୋଧରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ ଆମାଜନକୁ ଏକ…