Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ଏଲଜିଙ୍କ ବିରୋଧରେ ଅଭିଯୋଗ ଆଣିଲେ ସିସୋଡିଆ

ନୂଆଦିଲ୍ଲୀ:ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଏବଂ ଏଲଜିଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ଏବେ ଏଲଜି ବିନୟ କୁମାର ସକ୍ସେନା ଏବଂ ଆପ ପୁନର୍ବାର ମୁହାଁମୁହିଁ ହୋଇଛନ୍ତି । ଏଲଜି ଆପର ଦୁର୍ନୀତି ନେଇ ଗୋଟିଏ ପରେ ଗୋଟିଏ ତଦନ୍ତ ନିର୍ଦ୍ଦେଶ ଦେଉଥିବା ବେଳେ ଏହାକୁ ଟାର୍ଗେଟ କରିଛନ୍ତି ଉପ…

ପରମାଣୁ ଅସ୍ତ୍ରରେ ହେବ ୟୁକ୍ରେନ୍ ଯୁଦ୍ଧର ଅନ୍ତ, ପୁଟିନ୍ କରୁଛନ୍ତି ତୈୟାରି

ନୂଆଦିଲ୍ଲୀ: ଋଷ ପାଖରେ ଶୀତଳ ଯୁଦ୍ଧ ସମୟର ପ୍ରାୟ ୧୯୦୦ ପାଖାପାଖି ଅସ୍ତ୍ରଶସ୍ତ୍ର ରହିଛି । ଯାହା ଏବେବି ଋଷର ଅସ୍ତ୍ର ଭଣ୍ଡାରରେ ମହଜୁଦ୍ ରହିଛି । ଆଉ ଯଦି ଏବେ ସେଭଳି କୌଣସି ଅସ୍ତ୍ର ନିକ୍ଷେପ ପାଇଁ ପୁଟିନ୍ ଚିନ୍ତା କରନ୍ତି ତ ତାହା ୟୁକ୍ରେନର ସୈନ୍ୟ ଶିବିରକୁ ବିଧ୍ୱଂସ କରି ଦେବ ।…

‘ଆଦିପୁରୁଷ’ ଫିଲ୍ମରେ ରାବଣକୁ ନେଇ ବିବାଦ, ସୋସିଆଲ ମିଡିଆରେ ବଢ଼ୁଛି ବିରୋଧ

ନୂଆଦିଲ୍ଲୀ : ‘ଆଦିପୁରୁଷ’ ଫିଲ୍ମ ର ବହୁ ପ୍ରତିକ୍ଷୀତ ଟିଜର ରିଲିଜ୍ ହୋଇଛି  । ‘ଆଦିପୁରୁଷ’ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଉତ୍ସାହ ଟିଜର ଆସିବା ପରେ ନିରାଶାରେ ପରିଣତ ହୋଇଛି  । ପୂର୍ବରୁ ‘ଆଦିପୁରୁଷ’ ଫିଲ୍ମ କୁ ନେଇ ପ୍ରଶଂସକଙ୍କ ମନରେ ବେଶ୍ କ୍ରେଜ୍ ଦେଖା ଦେଇଥିଲା  । କିନ୍ତୁ…

ଜମ୍ମୁ ଜେଲ୍ ଡିଜିଙ୍କୁ ହତ୍ୟା ଘଟଣା, ରୋଷେୟା ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀର ଜେଲ୍ ଡିଜି ହେମନ୍ତ ଲୋହିଆଙ୍କ ହତ୍ୟା ଘଟଣାରେ ପୋଲିସ ରୋଷେୟାକୁ ଗିରଫ କରିଛି । ପୋଲିସ ଅଭିଯୁକ୍ତ ୟାସିରକୁ କନାଚକ ଅଞ୍ଚଳର ଏକ ଚାଷଜମିରୁ ଗିରଫ କରିଛି । ଅଭିଯୁକ୍ତ ଚାଷଜମିରେ ଯାଇ ଲୁଚିଥିବା ବେଳେ ପୋଲିସ ଗିରଫ କରିଛି । ହେମନ୍ତ ଲୋହିଆଙ୍କୁ ହତ୍ୟା ପରେ…

ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମର ସମ୍ବାଦ ପରିବେଷଣ ପାଇଁ ସାମ୍ବାଦିକଙ୍କୁ ଦେବାକୁ ପଡ଼ିବ ଚରିତ୍ର ପ୍ରମାଣପତ୍ର

ଚଣ୍ଡିଗଡ଼: ସାମ୍ବାଦିକ ଦେବେ କ୍ୟାରେକ୍ଟର ସାର୍ଟିଫିକେଟ୍ । ନହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ମନା । ବୁଧବାର ପ୍ରଧାନମନ୍ତ୍ରୀ ମୋଦି ଦିନିକିଆ ହିମାଚଳ ଗସ୍ତରେ ଯିବେ । ଏହି ସମୟରେ ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମର ସମ୍ବାଦ ପରିବେଷଣ ପାଇଁ ପାସ୍ ଆବେଦନ କରିଥିବା…

ଦେଶରେ ୨୦୦ଟି ରେଳ ଷ୍ଟେସନର ହେବ ନବୀକରଣ

ନୂଆଦିଲ୍ଲୀ: ଭାରତୀୟ ରେଳ ଷ୍ଟେସନଗୁଡ଼ିକର ନବୀକରଣ ଏବଂ ଆଧୁନିକ ସୁବିଧା କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପ୍ରୟାସ ଜାରି ରହିଛି। ନିକଟରେ କ୍ୟାବିନେଟ ବୈଠକରେ ଭାରତର ତିନୋଟି ପ୍ରମୁଖ ଷ୍ଟେସନ ଯଥା ନୂଆଦିଲ୍ଲୀ, ଅହମ୍ମଦାବାଦ ଏବଂ ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାସକୁ ସମ୍ପୂର୍ଣ୍ଣ…

ଲୋକସଭା ନିର୍ବାଚନ ପ୍ରସ୍ତୁତି ପାଇଁ ନେତା ଅଭାବ ! ଦଳ ଭିତରେ ବିଜେପି କରିପାରେ ବଡ ଅଦଳ ବଦଳ

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ । ବିଜେପି ଗାଦି ବଞ୍ଚାଇବାକୁ ଯୋଜନା କରୁଛି। ଅନ୍ୟପଟେ ବିରୋଧୀ ଗାଦି ଛଡାଇ ଆଣିବାକୁ ଯାଇ ଅନେକ ରଣନୀତି ଆପଣାଇବାକୁ ଯାଉଛନ୍ତି। ଏପରି ସ୍ଥିତିରେ ବିଜେପି ପାଖରେ ଆବଶ୍ୟକ ମୁତାବକ ନେତା ବା ଦକ୍ଷ ନେତା ନଥିବା କୁହାଯାଉଛି। ତେଣୁ ସାଂଗଠନିକ କାମ…

ଇରାନରେ ପୁଣି ଜଣେ ଯୁବତୀଙ୍କୁ ବିଭତ୍ସ ହତ୍ୟା

ତେହରାନ: ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଥମିବାର ନା ଧରୁନି । ହିଜାବକୁ ବିରୋଧ କରି ରାସ୍ତାରେ ଆନ୍ଦୋଳନ କରୁଛନ୍ତି ମହିଳା । ତେବେ ସେଠାକାର ସୁରକ୍ଷାବାହିନୀ ଆନ୍ଦୋଳନକାରୀଙ୍କୁ ଲାଠିମାଡ଼ କରୁଥିବା ବେଳେ ଯେଉଁମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ  ଅପହରଣ କରାଯାଇ ହତ୍ୟା…

ଜମ୍ମୁକାଶ୍ମୀରରେ ଜେଲ ଡିଜିଙ୍କୁ ହତ୍ୟା

ଜମ୍ମୁ: ଗୃହମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁକାଶ୍ମୀର ଗସ୍ତ ସମୟରେ ରାଜ୍ୟରେ ଜେଲ ବିଭାଗ ଡିଜି ହେମନ୍ତ ଲୋହିଆଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଏହି ହତ୍ୟା ଘଟଣାରେ ତାଙ୍କର ଚାକର ସଂପୃକ୍ତି ଥିବା ଆଶଙ୍କା ପ୍ରକାଶ ପାଇଛି । ମୃତ୍ୟୁ ପରଠାରୁ ଚାକର ଫେରାର ଅଛି । ଗୃହମନ୍ତ୍ରୀ ଅମିତ ଶାହ…

କଂଗ୍ରେସ ଛାଡ଼ିବେ କି ହରିଶ ରାଓ୍ୱତ?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସ ଛାଡି ପାରନ୍ତି। ଦୀର୍ଘ ଦିନ ହେବ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ଅନୁପସ୍ଥିତି ରାଜନୀତିରୁ ଅବସର ନେବେ ବୋଲି ଆଶଙ୍କା କରାଯାଉଥିଲା ଏବେ କିନ୍ତୁ ସେ କରିଥିବା ଫେସବୁକ ପୋଷ୍ଟ ସେ ଦଳ ଛାଡିବା ନେଇ ଇସାରା ଦେଇଛନ୍ତି ବୋଲି…