Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନାମାଙ୍କନ ଦାଖଲ ପୂର୍ବରୁ ରାହୁଲଙ୍କୁ ଭେଟିଲେ ଗେହଲୋଟ

କୋଚି: କଂଗ୍ରେସ ସଭାପତି ପଦ ପାଇଁ ସେପ୍ଟେମ୍ବର 24ରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ । ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ସଂଧ୍ୟାରେ ସାକ୍ଷାତ କରିଛନ୍ତି ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । ରାହୁଲ ଗାନ୍ଧୀଙ୍କ ସହ ଗେହଲୋଟ କଣ କଥା ହୋଇଛନ୍ତି ତାହା ଜଣାପଡିନଥିବା ବେଳେ…

ରୁଷର ୩୮ ସହରରେ ପୁତିନଙ୍କ ବିରୋଧରେ ବିକ୍ଷୋଭ

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ୭ମାସ ପୂରିବାକୁ ଯାଉଛି । ଧନ, ଜୀବନ ଏବଂ ସବୁ କିଛି ଏଥିରେ କ୍ଷତି ହେଉଥିଲେ ମଧ୍ୟ କେହି ଚେତୁ ନାହାନ୍ତି । ଯୁଦ୍ଧର ଉଷ୍ମକା ଟିକେ କମି ଆସିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ପରମାରୁ ବୋମା ବୟାନ ଏହାକୁ ଆହୁରି ତେଜିଛି । ପୁତିନ ଆବଶ୍ୟକ…

ଦୁର୍ନୀତି ଅଭିଯୋଗରେ ଚୀନର ପୂର୍ବତନ ଆଇନ ମନ୍ତ୍ରୀଙ୍କୁ କୋର୍ଟ ଶୁଣାଇଲେ ଫାଶୀ ଦଣ୍ଡ

ବେଜିଂ: ଚୀନରେ ବାମପନ୍ଥୀ ସରକାର ନିଜର ପୂର୍ବତନ ଆଇନମନ୍ତ୍ରୀଙ୍କୁ ଫାଶୀ ଦଣ୍ଡ ଦେବ । ଦୁର୍ନୀତି ପାଇଁ ଏହି ଦଣ୍ଡ ପାଇବେ ଚୀନର ପୂର୍ବତନ ଆଇନ ମନ୍ତ୍ରୀ ଫୁ ଝୋଂଗହୁଆ । ତେବେ ଆଇନ ମନ୍ତ୍ରୀଙ୍କ ପାଇଁ ସରକାର ମଧ୍ୟ କିଛି ନରମ ହୋଇନାହାଁନ୍ତି । ଦୁର୍ନୀତି ପାଇଁ କାହାକୁ ଛଡାଯିବ ନାହିଁ ବୋଲି…

ମହିଳା ବିଚାରପତିଙ୍କୁ କ୍ଷମା ମାଗିଲେ ଇମ୍ରାନ ଖାନ୍

ଇସଲାମବାଦ:  ନିଜ ବକ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ଇମ୍ରାନ ଖାନ । ମହିଳା ବିଚାରପତିଙ୍କ ବିରୋଧରେ ଧମକପୂର୍ଣ୍ଣ ବକ୍ତବ୍ୟ ଦେଇ ନିଜ ଦେଶରେ ସମାଲୋଚନା ହେବା ପରେ ଭୁଲ ମାଗିଛନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଅନେକ ସମୟରେ ବିବାଦୀୟ ବକ୍ତବ୍ୟ ଦେଇ ନିଉଜରେ ରହୁଥିବା…

୫ ରାଜ୍ୟ ନିର୍ବାଚନରେ ବିଜେପି ଖର୍ଚ୍ଚ କରିଛି ୩୪୦ କୋଟି

ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରଚୁର ପରିମାଣର ଅର୍ଥ ବିଭିନ୍ନ ଦଳ ଖର୍ଚ୍ଚ କରିଛନ୍ତି । ତେବେ ବିଜେପି ସର୍ବାଧିକ ୩୪୦ କୋଟି ଟଙ୍କା ଖର୍ଚ୍ଚ କର ଆଗରେ ରହିଛି । ପାର୍ଟି ପକ୍ଷରୁ ଏ ନେଇ ନିର୍ବାଚନ ଆୟୋଗ ନିକଟରେ ଦାଖଲ କରାଯାଇଥିବା…

ମନ୍ଦିରରେ ମୂର୍ତ୍ତି ଛୁଇଁବାରୁ ଦଳିତ ପରିବାରକୁ ୬୦,୦୦୦ ଟଙ୍କା ଜରିମାନା

ବେଙ୍ଗାଲୁରୁ: ଦେଶରେ ଏବେ ବି ଚାଲିଛି ଜାତି-ପ୍ରଥାକୁ ନେଇ ଭେଦଭାବ। ଆଧୁନିକ ଯୁଗରେ ଶିକ୍ଷାର ବିକାଶ ହେଉଛି ସତ, କିନ୍ତୁ ଛୁଆଁ-ଅଛୁଆଁ ଭେଦଭାବ ଦୂର ହୋଇନାହିଁ। ଦଳିତ ବର୍ଗର ଲୋକେ ଏବେ ବି ସହୁଛନ୍ତି ନିର୍ଯାତନା। ଏହାର ଏକ ଉଦାହରଣ କର୍ଣ୍ଣାଟକର କୋପ୍ପଲ ଜିଲ୍ଲାସ୍ଥିତ ହୁଲ୍ଲେରହଲ୍ଲୀ…

ଦେଶ ଛାଡ଼ି ପାରିବେନି ୧୮ରୁ ୬୫ ବର୍ଷର ନାଗରିକ, ବିମାନ ଟିକେଟ୍ ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାଶ୍ଚାତ୍ୟ ଦେଶ ଉପରେ ପରମାଣୁ ଆକ୍ରମଣ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ଧମକ ପରେ ଆଶଙ୍କାରେ ଋଷ ନାଗରିକ । ଋଷରୁ ବିଭିନ୍ନ ଦେଶକୁ ଯାଉଥିବା ବିମାନ ସବୁ ବୁକ୍ ହୋଇ ଯାଇଛି । ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧକୁ ୭ ମାସ ବିତିଥିବା ବେଳେ ଆହୁରି ରଜର୍ଭ ସୈନ୍ୟ ପଠାଇବା…

କଂଗ୍ରେସରେ ଅଧ୍ୟକ୍ଷ ପଦ ନିର୍ବାଚନ ପରେ ରାଜସ୍ଥାନ କଂଗ୍ରେସରେ ଭୂକମ୍ପ ଆଶଙ୍କା !

ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଦେଶର ସର୍ବ ପୂରାତନ ରାଜନୈତିକ ଦଳ କଂଗ୍ରେସରେ ଅଧ୍ୟକ୍ଷ ପଦ ପାଇଁ  ନିର୍ବାଚନ ହେବାକୁ ଯାଉଥିବାରୁ ଏହାକୁ ନେଇ ବର୍ତ୍ତମାନ ସବୁ ଆଡେ ଜୋରଦାର ଚର୍ଚ୍ଚା ହେବାକୁ  ଲାଗିଛି  । ଠିକ ଏହି ସମୟରେ ସବୁଠୁ ଅଧିକ…

ପିଏଫଆଇ ଉପରେ ରେଡ୍, ଗୃହମନ୍ତ୍ରୀ ଓ ଡୋଭାଲଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ‘ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ' ବା ପିଏଫଆଇ ଉପରେ ଏନଆଇଏ, ଇଡି ଏବଂ ୧୩ଟି ରାଜ୍ୟର ପୋଲିସ ଚଢ଼ାଉ କରିବା ପରେ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି। ଏହି ବୈଠକରେ ଯୋଗ ଦେଇଛନ୍ତି ଦେଶର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଅନେକ…

ଅପରାଧ ଦୁନିଆରେ ବି ଅଛି କିଛି ନିୟମ ଆଉ ମାନବିକତା

ଭୁବନେଶ୍ୱର: ଅପରାଧୀଙ୍କ ହୃଦୟ ଅଛି ? ଅଣ୍ଡରୱାର୍ଲ୍ଡ ତଥା ଅପରାଧ ଦୁନିଆରେ ବି କିଛି ନିୟମ ଅଛି ? ଏହି ପ୍ରଶ୍ନ ସର୍ବଦା ସାଧାରଣ ନାଗରିକଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ । ଆଜ୍ଞା ହଁ.. ଅପରାଧୀଙ୍କ ବି ହୃଦୟ ଅଛି ଆଉ ସେମାନେ କେତେକ ନିର୍ଦ୍ଦିଷ୍ଟ ନିୟମ ମାନିଥାନ୍ତି, କାରଣ ସର୍ବଶେଷରେ ସେମାବେ…