Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଙ୍କିପକ୍ସ ନେଇ ୟୁପିରେ ଆଲର୍ଟ ଜାରି: ରୋଗୀ ଚିହ୍ନଟ ଦେଶ ଫେରନ୍ତା ଆଇସୋଲେସନ୍‌ରେ ରହିବେ

ଉତ୍ତରପ୍ରଦେଶ : ସାରା ବିଶ୍ବରୁ କରୋନା ଭାଇରସ୍ ଶେଷ ହୋଇନଥିବା ବେଳେ ମଙ୍କିପକ୍ସ ଏବେ ଚିନ୍ତା ବଢାଇଛି । ସାରା ବିଶ୍ବରେ ମଙ୍କିପକ୍ସ ମାମଲା ବଢିବାରେ ଲାଗିଛି । ଏହାର ବିପଦକୁ ଦେଖି ୟୁପି ସରକାର ଆଲର୍ଟ ଜାରି କରିଛନ୍ତି । ଫଳରେ ବିଦେଶକୁ ଫେରିଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିଷ୍ପତ୍ତି…

ଆସାମରେ ଜାରି ରହିଛି ବନ୍ୟା ସ୍ଥିତି, ଗଲାଣି ୩୦ ଜଣକ ଜୀବନ

ଆସାମ  : ଗତ କିଛି ଦିନ ଧରି ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ଲାଗି ରହିଛି । ଲକ୍ଷ ଲକ୍ଷ ଲୋକ ବନ୍ୟାଯୋଗୁଁ ପ୍ରଭାବିତ ହୋଇଛନ୍ତି । ଗୁରୁବାର ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସରକାରୀ ଆକଳନ ଅନୂଯାୟୀ ୫.୬୧ ଲକ୍ଷ ଲୋକ ଏବେବି ବନ୍ୟା ପରିସ୍ଥିତି ର ସାମ୍ନା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା…

ଟିଭି ଅଭିନେତ୍ରୀଙ୍କୁ ହତ୍ୟା କରିଥିବା ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଟିଭି ଅଭିନେତ୍ରୀଙ୍କୁ ହତ୍ୟା କରିଥିବା ଅତଙ୍କବାଦୀଙ୍କୁ ହତ୍ୟା କଲେ ସୁରକ୍ଷାକର୍ମୀ । ଟିଭି ଅଭିନେତ୍ରୀ ଅମରିନ୍ ଭଟ୍ଟଙ୍କୁ ମାରିଥିବା ଦୁଇ ଆତଙ୍କୀଙ୍କୁ ଖୋଜି ଖୋଜି ଏନକାଉଣ୍ଟର କରିଛି ପୋଲିସ । ସେମାନଙ୍କ ସହ ମୋଟ୍ ୪ ଜଣ ଲସ୍କର-ଏ-ତୋଇବା ଆତଙ୍କବାଦୀ ନିହତ…

ମୋଷ୍ଟଓ୍ୱାଣ୍ଟେଡ୍ ମାଓବାଦୀ ସନ୍ଦୀପ ଯାଦବର ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ମାଓବାଦୀ କମାଣ୍ଡର ସନ୍ଦୀପ ଯାଦବଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ବିହାର ଗୟାର ବଙ୍ଗାବଜାର ଗାଁରେ ତାର ମୃତ୍ୟୁ ହୋଇଛି । ସନ୍ଦୀପଙ୍କୁ ବିଷ ଦେଇ ମାରି ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବା କେମିତି ଓ କେଉଁ…

ମମତା ଦିଦିଙ୍କ ଦାଦାଗିରି : ରାଜ୍ୟପାଳ ହୋଇପାରିବେନି ବିଶ୍ୱବିଦ୍ୟାଳୟ ଚାନ୍ସଲର !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୁରୁବାର ଏକ ନିଷ୍ପତି ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି । ମମତା ଆକସ୍ମିକ ଭାବେ ଘୋଷଣା କରିଛନ୍ତି ଯେ, ଏଣିକି ରାଜ୍ୟପାଳଙ୍କ ବଦଳରେ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡିକରେ ମୁଖ୍ୟମନ୍ତ୍ରୀ ଚାନ୍ସଲର ରହିବେ । ପଶ୍ଚିମବଙ୍ଗ ବିଧାନସଭାରେ…

କୋଭାକ୍ସିନକୁ ଜର୍ମାନୀରେ ମଂଜୁରୀ

ନୂଆଦିଲ୍ଲୀ: ଭାରତ ବାୟୋଟେକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରୋନା ମହାମାରୀ ଭ୍ୟାକ୍ସିନ କୋଭାକ୍ସିନକୁ ଜର୍ମାନୀରେ ମଂଜୁରୀ ମିଳିଛି । ଏହା ଦ୍ୱାରା ଜର୍ମାନୀ ଯାଉଥିବା ଭାରତୀୟମାନଙ୍କୁ ଆଶ୍ୱସ୍ତି ମିଳିଛି । ଜୁନ ୧ରୁ ଆଉ ଭ୍ୟାକ୍ସିନ ସାର୍ଟିଫିକେଟ ଦେବା ଜରୁରୀ ହେବ ନାହିଁ । ପୂର୍ବରୁ ବିଶ୍ୱ…

ଉପ ରାଜ୍ୟପାଳ ଶପଥ ସମାରୋହ ଅଧାରୁ ଉଠି ପଳାଇ ଆସିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦିଲ୍ଲୀର ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ଶପଥ ସମାରୋହରେ ଏମପି ଡ.ହର୍ଷବର୍ଦ୍ଧନଙ୍କୁ ଅସମ୍ମାନିତ କରାଯାଇଛି । ତାଙ୍କ ବସିବା ପାଇଁ ଯେଉଁ ସିଟ ମିଳିଥିଲା ସେଥିରେ ସେ ରାଗିକରି ଶପଥ ସମାରୋହରୁ ପଳାଇ ଆସିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉପ ରାଜ୍ୟପାଳଙ୍କ…

ପ୍ରାପ୍ତ ବୟସ୍କଙ୍କ ଦେହ ବ୍ୟବସାୟ ଅପରାଧ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଦେହ ବ୍ୟବସାୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ପ୍ରାପ୍ତ ବୟସ୍କଙ୍କ ଦେହ ବ୍ୟବସାୟ ଅପରାଧ ନୁହେଁ । ଏହାକୁ ପେଶା ଭାବେ ଦେଖିବାକୁ ପଡିବ । ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ ବୋଲି କୋର୍ଟ…

ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି…

ଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମକୁ ସୁପ୍ରିମକୋର୍ଟ ତିନି ମାସ ପାଇଁ ରହିତାଦେଶ ପ୍ରସଙ୍ଗରେ ୟୁନିଭରସିଟି ଗ୍ରାଣ୍ଟ କମିଶନ ବା ୟୁଜିସି ରାଜ୍ୟ ଗଣଶିକ୍ଷା ବିଭାଗ ଏବଂ…

ସିଦ୍ଧୁ ଜେଲରେ କରିବେ କିରାଣୀ କାମ, ୩ ମାସ ମାଗଣାରେ ଖଟିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: କ୍ରିକେଟର, କମେଣ୍ଟେଟର, ସାଂସଦ ପରେ ଏବେ ଜେଲରେ କ୍ଲର୍କ କାମ କରିବେ ବରିଷ୍ଠ କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁ । ୧୯୮୮ ରୋଡରେଜ୍ ମାମଲାରେ ସେ ବର୍ଷେ ଜେଲରେ ରହିବେ । ପଟିଆଲା ଜେଲରେ ରହୁଛନ୍ତି ସିଦ୍ଧୁ । ସେଠାରେ ତାଙ୍କୁ କ୍ଲର୍କ କାମ ଦିଆଯାଇଛି । ସିଦ୍ଧୁଙ୍କ…