Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନେପାଳରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜର ଶିଳାନ୍ୟାସ

କାଠମାଣ୍ଡୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ସହ ଲୁମ୍ବିନୀ ମଠ କ୍ଷେତ୍ର, ଲୁମ୍ବିନୀ, ନେପାଳ ଠାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି କେନ୍ଦ୍ର…

କେରଳରେ ପ୍ରାକ ମୌସୁମୀ ବର୍ଷା, ଓଡ଼ିଶାରେ ବି ପ୍ରଭାବ ପଡ଼ିବ ସୂଚନା

ନୂଆଦିଲ୍ଲୀ: ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ସ୍ୱାଭାବିକ ସମୟ ଜୁନ ୧ର ଚାରି ଦିନ ପୂର୍ବରୁ ଅର୍ଥାତ ମେ ୨୭ରେ କେରଳ ଛୁଇଁବ ବୋଲି ଆକଳନ କରାଯାଇଛି। ସେପଟେ ଏହାର ପ୍ରଭାବରେ କେରଳରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।…

ଦିବ୍ୟାଙ୍ଗଙ୍କୁ ଫ୍ଲାଇଟ ବାରଣ: ଇଣ୍ଡିଗୋକୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ରାଞ୍ଚି ଏୟାରପୋର୍ଟରେ ଦିବ୍ୟାଙ୍ଗ ବାଳକକୁ ଇଣ୍ଡିଗୋ ଫ୍ଲାଇଟ ଯାତ୍ରାରୁ ବିରତ କରିବା ଘଟଣାରେ ବିମାନ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଡିଜିସିଏ । ଆସନ୍ତା ଦଶ ଦିନ ମଧ୍ୟରେ ଏହି ଅସଭ୍ୟ ବ୍ୟବହାର ଘଟଣାର କାରଣ ଲିଖିତ ଭାବେ ଜଣାଇବାକୁ ସୋମବାର ଡିଜିସିଏ ନିର୍ଦ୍ଦେଶ…

[ଦେଖନ୍ତୁ ଭିଡିଓ] ଆକାଶରୁ ଖସୁଛି ରହସ୍ୟମୟ ମେଟାଲ୍ ବଲ୍

ଗୁଜରାଟ  : ଆମ ଚାରିପଟେ ପ୍ରତିଦିନ କିଛି କିଛି ଘଟଣା ଘଟିଚାଲିଛି । ବିଭିନ୍ନ ରହସ୍ୟମୟ ଆଉ ବିସ୍ମୟକର ଘଟଣା ଘଟିବା କିଛି ସାଧାରଣ ନୁହେଁ। ହେଲେ ଏମିତି କିଛି ସମୟରେ ହଠାତ୍ କିଛି ଘଟଣା ସାମନାକୁ ଆସିଯାଏ ଯାହାର ରହସ୍ୟ ଜାଣିବା ସହଜ ନୁହେଁ। ଏମିତି ଏକ ଘଟଣା ଘଟିଛି ଗୁଜରାଟରେ । ଆକାଶରୁ…

ଏଭରେଷ୍ଟ ଚଢ଼ିଲେ ପ୍ରଥମ ଓକିଲ ବିଷ୍ଣୁ ଭୂଷଲ

ଭୁବନେଶ୍ୱର: ଏଭରେଷ୍ଟ ଚଢ଼ିବା ପାଇଁ ବିଶ୍ୱର ପ୍ରାୟ ଦେଶର ପର୍ବତାରୋହୀ ପ୍ରସ୍ତୁତ ହୋଇସାରିଲେଣି । ତେବେ ଧାର୍ଯ୍ୟ ତାରିଖ ନେଇ ସବୁ ଆରୋହଣକାରୀ ସହଯୋଗୀଙ୍କୁ ଧରି ରେକର୍ଡ ସ୍ଥାପନ କରୁଛନ୍ତି ଏବଂ କରିବା ଅପେକ୍ଷାରେ । ଆରୋହଣ କରିବାକୁ ଥିବା ସମସ୍ତ ପର୍ବତାରୋହୀ ତାଙ୍କ ଦେଶ ଏବଂ ନିଜ ପାଇଁ…

ଗୁଜରାଟରେ ଖସୁଛି ରହସ୍ୟମୟ ବଲ

ଅହମ୍ମଦାବାଦ: ଗୁଜରାଟରେ ଏବେ ଆକାଶରୁ ରହସ୍ୟମୟ ବଲ ଖସୁଛି । ୫ଟି ଜିଲାରେ ଏ ଭଳି ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଛନ୍ତି । ବୈଜ୍ଞାନିକମାନେ ଏହାକୁ ମହାକାଶର ଆବର୍ଜନା କହୁଥିଲେ ମଧ୍ୟ ଏ ନେଇ ସ୍ପଷ୍ଟ ଭାବେ କୌଣସି ତଥ୍ୟ ପ୍ରଦାନ କରି ନାହାନ୍ତି । ଭାଲେଜ, ଖମ୍ବୋଲଜ ଓ…

ଯମୁନା ନଦୀରେ ଗାଧୋଉଥିବାବେଳେ ଯୁବକଙ୍କୁ ଆକ୍ରମଣ, ପାଣିରେ ବୁଡି ୫ ମୃତ

ହରିୟାଣା  : ହରିୟାଣା ଯମୁୁନାନଗରରେ ଘଟିଛି ଅଘଟଣ । ଏଠାରେ ଯମୁନା ନଦୀରେ ମିଶିଥିବା ୱେଷ୍ଟର୍ଣ୍ଣ କେନାଲକୁ ୧୦ ଜଣ ଯୁବକ ଗାଧୋଇବାକୁ ଯାଇଥିବାବେଳେ ୫ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ପ୍ରାଣ ବଞ୍ଚାଇବାକୁ ୫ଜଣ ଯୁବକ ପାଣି ଭିତରକୁ…

ଆସାମରେ ଭୟଙ୍କର ବନ୍ୟା ସ୍ଥିତି, ପାଣିଘେରରେ ୨୨୨ ଗାଁ

ନୂଆଦିଲ୍ଲୀ: ଆସାମରେ ଲଗାଣ ବର୍ଷା ଆଣିଛି ବନ୍ୟା । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଘରଦ୍ୱାର, ଚାଷ ଜମି ବୁଡ଼ିଛି । ଲୋକ ଘରୁ ପାଦ କାଢ଼ି ପାରୁ ନାହାନ୍ତି । ବନ୍ୟା ପାଣିଘେରରେ ଅଛନ୍ତି ୫୭ ହଜାର ଲୋକ । ୨୨୨ଟି ଗାଁ ପ୍ରଭାବିତ ହୋଇଛି । ୧୦ହଜାରରୁ ଅଧିକ ହେକ୍ଟର ଚାଷଜମିରେ ନଷ୍ଟ ହୋଇଛି…

ଇନଷ୍ଟାଣ୍ଟ ଲୋନ ଠକେଇ: ଜଣେ ଗିରଫ, ୬.୭୫ କୋଟି ଜବତ

ଭୁବନେଶ୍ୱର: ଇନଷ୍ଟାଣ୍ଟ ଲୋନ୍ ଆପ୍ ଠକେଇରେ ଧରାପଡ଼ିଲା ଆହୁରି ଅନେକ ଆପ୍ । ଏହା ସହିତ ଜଣେ ଠକ ତରୁଣ ଦୁଡେଜାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଡିଜିଟାଲ୍ ବଟୁଆ, ସ୍ୱିଚ୍ ଇନଫୋଟେକ୍ ବଚତ ଅନଲାଇନ, ଆଇପଇସା ଇନଫୋଟେକ୍, ମିଲେନିୟମ, ବଜାରପେ ଉପରେ ଚଢ଼ଉ କରିଛି ଇଓଡବ୍ଲୁ । ଏସବୁ ର…

ମାଉଣ୍ଟ ଏଭରେଷ୍ଟ ଶିଖରରେ ପତିତପାବନ ବାନା ଉଡ଼ାଇଲେ ସିଦ୍ଧାର୍ଥ

ଭୁବନେଶ୍ୱର: ଓଡ଼ିଆ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ ରବିବାର ଭୋର ୪.୧୫ରେ ମାଉଣ୍ଟ ଏଭରେଷ୍ଟର ଶିଖର ଦେଶରେ ପାଦ ଥାପିଛନ୍ତି । ଲକ୍ଷସ୍ଥଳରେ ପହଞ୍ଚିବା ପରେ ସିଦ୍ଧାର୍ଥ ଭାରତୀୟ ଜାତୀୟ ପତାକା ସହ ଶ୍ରୀମନ୍ଦିର ପତିତ ପାବନ ବାନା ସେଠାରୁ ଉଡ଼ାଇଛନ୍ତି । ସିଦ୍ଧାର୍ଥଙ୍କ ଏହି ଯାତ୍ରାରେ…