Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୩୨ ମିଲିୟନ ଡଲାର ନେଇ ପାକିସ୍ତାନରୁ ଫେରାର ପତ୍ନୀଙ୍କ ସାଙ୍ଗ, ଇମ୍ରାନ ଖାନ୍ କରିଛନ୍ତି ସହଯୋଗ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କ ଜଣେ ବନ୍ଧୁ ପ୍ରାୟ ୩୨ ମିଲିୟନ ଆମେରିକୀୟ ଡଲାର ଠକେଇ କରି ଫେରାର ହୋଇଛନ୍ତି । ବୁଶ୍ରାଙ୍କ ବନ୍ଧୁ ଫରା ଖାନ୍ ଏକ ବିଳାସପୂର୍ଣ୍ଣ ବିମାନରେ ଯାତ୍ରା ସମୟର ଏକ ଫଟୋ ମଙ୍ଗଳବାର ପାକିସ୍ତାନ ସୋସିଆଲ ମିଡିଆରେ…

ଶ୍ରୀଲଙ୍କାରେ ହଟିଲା ଜରୁରିକାଳୀନ ପରିସ୍ଥିତି

ଭୁବନେଶ୍ଵର: ଶ୍ରୀଲଙ୍କାରେ ହଟିଲା ଜରୁରୀକାଳୀନ ପରିସ୍ଥିତି । ଏବେ ୬.୫ ଘଣ୍ଟା ପର୍ଯ୍ୟନ୍ତ କଟିବ ବିଜୁଳି ସବୁଠାରୁ ଖରାପ ଆର୍ଥିକ ସ୍ଥିତିରେ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ଅସନ୍ତୋଷ ବଢ଼ିବାରେ ଲାଗିଛି । ମନ୍ତ୍ରୀମାନେ ଦେଶ ଛାଡ଼ୁଥିବା ବେଳେ ଜନତାମାନେ ରାସ୍ତାରେ ଧାରଣା ଦେଉଛନ୍ତି ।…

ତେଲ ଦର ସହିତ ବଢ଼ିଲା ସିଏନଜି ଦର

ନୂଆଦିଲ୍ଲୀ: ଠିକ୍ ବର୍ଷକ ତଳେ କରୋନା ସଂକ୍ରମଣ ପ୍ରତିଦିନ ଉପରମୁହାଁ ହେଉଥିବା ଭଳି ଏବେ ତେଲ ଦର ମଧ୍ୟ ପ୍ରତିଦିନ ପୂର୍ବଦିନର ରେକର୍ଡ ଭାଙ୍ଗୁଛି । ଆଜି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇଛି। ଏହା ସହିତ ସିଏନଜି ଦର ମଧ୍ୟ ବଢିଛି। ଦେଶରେ ଗତ ୧୬ ଦିନ ମଧ୍ୟରେ ୧୪ ଥର ତେଲ ଦର…

ଧର୍ମେନ୍ଦ୍ର ଉନ୍ମୋଚନ କଲେ ‘ବିର୍ସା ମୁଣ୍ଡା- ଜନଜାତୀୟ ନାୟକ’

ଭୁବନେଶ୍ୱର: ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ବିର୍ସା ମୁଣ୍ଡା- ଜନଜାତୀୟ ନାୟକ’ ନାମକ ପୁସ୍ତକ ଉନ୍ମୋଚନ କରିଛନ୍ତି । ପୁସ୍ତକଟିର ଲେଖକ ହେଉଛନ୍ତି ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଲୋକ ଚକ୍ରବାଲ । ଏହି ଅବସରରେ ଧର୍ମେନ୍ଦ୍ର କହିଲେ,…

ଭାରତରେ ପେଟ୍ରୋଲ ଦର ୫%, ଅନ୍ୟ ଦେଶରେ ୫୦% ବଢ଼ିଛି: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୧୫ ଦିନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ୧୩ ଥର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୨୦ ପଇସା ବଢିଥିବା ବେଳେ ଡିଜେଲ ଦର ବି ପାଖାପାଖି ସମାନ ପରିମାଣରେ ବଢିଛି । ଏ ନେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଏକ ବୟାନ ରଖିଛନ୍ତି। ସଂସଦରେ ଏ ପ୍ରସଙ୍ଗରେ…

ସଂସଦରେ କଂଗ୍ରେସ ସରକାରର କଥା କହି ବର୍ଷିଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ କଂଗ୍ରେସ ଉପରେ ବର୍ଷିଛନ୍ତି। ଜରୁରୀକାଳୀନ ପରିସ୍ଥିତି କଥା କହି କଂଗ୍ରେସକୁ ଗୃହରେ କଡା ସମାଲୋଚନା କରିଛନ୍ତି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ସମସ୍ତ ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନେଇଥିଲା କଂଗ୍ରେସ, ବିରୋଧୀଙ୍କୁ…

ସାମ୍ବାଦିକଙ୍କ ଠାରୁ ଫୋନ ଛଡ଼ାଇବା ମାମଲାରେ ସଲମାନଙ୍କୁ ହେବନି ସମନ

ମୁମ୍ବାଇ: ବଲିଉଡ ଅଭିନେତା ସବୁବେଳେ କିଛି କିଛି ମାମଲାରେ ଫସୁଛନ୍ତି । ୨୦୧୯ର ଏକ ମାମଲାରେ ତାଙ୍କୁ ଆଜି ମୁମ୍ବାଇ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଜଣେ ସାମ୍ବାଦିକଙ୍କ ଫୋନ ଛଡେଇବା ଘଟଣାରେ ତାଙ୍କୁ ଅନେ୍ଧରୀ କୋର୍ଟ ସମନ ଜାରି କରିଥିଲେ । ଆଜି ଅନେ୍ଧରୀ କୋର୍ଟରେ ତାଙ୍କୁ ହାଜର ହେବା…

ସାଧାରଣ ଲୋକଙ୍କ ଉପରେ ଟ୍ୟାଙ୍କର ଚଳାଇ ହତ୍ୟା କରିଛି ଋଷ: ଜେଲେନସ୍କି

ଲଣ୍ଡନ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି କହିଛନ୍ତି ଯେ ତାଙ୍କ ଦେଶର ସାଧାରଣ ନାଗରିକଙ୍କ ଉପରେ ରୁଷ ସେନା ଟ୍ୟାଙ୍କର ଚଲାଇ ଦେଇଥିଲେ। ଅନେକ ମହିଳାଙ୍କୁ ସେମାନଙ୍କ ପିଲାଙ୍କ ସାମ୍ନାରେ ବଳାତ୍କାର କରିଛନ୍ତି। ୟୁକ୍ରେନର ବୁଚା…

ନିର୍ବାଚନ ପାଇଁ ବିଜେପିକୁ ମିଳିଛି ସବୁଠୁ ଅଧିକ ଚାନ୍ଦା

ନୂଆଦିଲ୍ଲୀ: ଦେଶରେ ଏବେ ଅନେକ ରାଜ୍ୟରେ ନିର୍ବାଚନ ସରିଛି । ଆଗକୁ ମଧ୍ୟ ଆହୁରି ବାକି ଅଛି । ନିର୍ବାଚନରେ ରାଜନୈତିକ ଦଳ ଗୁଡ଼ିକ ପ୍ରଚାର ପ୍ରସାରରେ ମାତ୍ରାଧିକ ଟଙ୍କା ଭସାନ୍ତି ବୋଲି ସାଧାରଣରେ ସ୍ପଷ୍ଟ ଅନୁମେୟ । ଦଳ ଗୁଡ଼ିକ ପ୍ରକୃତ ହିସାବ ଦିଅନ୍ତିନି । କିନ୍ତୁ ସମୀକ୍ଷକ, ଗଣମାଧ୍ୟମ…

ବୁଧବାର ଯାଏ ଶୁଣାଣି ସ୍ଥଗିତ, ବିରୋଧୀଙ୍କ ଯୁକ୍ତି ଇମ୍ରାନଙ୍କ ପାଇଁ ହେବ କି ବୁମେରାଂ ?

ଇସଲାମାବାଦ: ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ରାଷ୍ଟ୍ରପତି ସଂସଦ ଭାଙ୍ଗିବାକୁ ଚ୍ୟାଲେଞ୍ଜ କରି ବିରୋଧୀ ପାକିସ୍ତାନର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମଙ୍ଗଳବାର କୋର୍ଟ ଏହି ମାମଲାର ଶୁଣାଣି ଆରମ୍ଭ କରି ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।…