Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସରକାର ପତନର ସିଜିନ ଚାଲିଛି: ପାକିସ୍ତାନ, ଶ୍ରୀଲଙ୍କା ପରେ କୁଏଟରେ ରାଜନୈତିକ ସଙ୍କଟ

ନୂଆଦିଲ୍ଲୀ: ଏବେ ସରକାର ପତନର ସିଜିନ ଚାଲିଛି କହିଲେ ଭୁଲ ହେବନି । ଭାରତର ଦୁଇ ପଡୋଶୀ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଚାଲିଥିବା ବେଳେ ଏଥିରେ ସାମିଲ ହୋଇଛି କୁଏଟ । ରିପୋର୍ଟ ମୁତାବକ କୁଏଟ ସରକାର ଗଠନ ହେବାର କିଛି ମାସ ମଧ୍ୟରେ ଅବିଶ୍ୱାସ ପ୍ରସ୍ତାବକୁ ସାମ୍ନା କରିବାକୁ…

ନବରାତ୍ରିରେ ଦକ୍ଷିଣ ଦିଲ୍ଲୀରେ ଆମିଷ ନିଷିଦ୍ଧ, ମେୟର କହିଲେ ବ୍ରତ ବେଳେ ଲୋକଙ୍କୁ ଆମିଷ ଗନ୍ଧେଇବ

ନୂଆଦିଲ୍ଲୀ: ଆସନ୍ତା ସୋମବାର ଯାଏଁ ଦକ୍ଷିଣ ଦିଲ୍ଲୀରେ ଆମିଷ ବିକ୍ରି ବନ୍ଦ । ନବରାତ୍ରି ସକାଶେ ଦକ୍ଷିକ୍ଷ ଦିଲ୍ଲୀ ମହାନଗର ନଗିମ ଅଞ୍ଚଳରେ ଆମିଷ ମିଳିବ ନାହିଁ । ସମସ୍ତ ଆମିଷ ଦୋକାନ ବନ୍ଦ ରହିବ । ମେୟର ମୁକେଶ ସୂର୍ଯ୍ୟନ ତାଙ୍କ ମହାନଗର ନିଗମର ପରିଧି ଭିତରେ ସମସ୍ତ ଆମିଷ ବା ମାଂସ ଦୋକାନ…

କଂଗ୍ରେସ ମଜବୁତ ହେଲେ ଗଣତନ୍ତ୍ର ମଜବୁତ ହେବ: ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆଜି ସଂସଦ ଗୃହରେ କଂଗ୍ରେସ ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରିଛନ୍ତି। ଖୁବ ଶୀଘ୍ର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଡକାଯିବ ବୋଲି ସେ କହିଛନ୍ତି। ଖୁବ୍ ଶୀଘ୍ର ଏକ ଚିନ୍ତନ ଶିବିର ଆୟୋଜନ ବିଷୟରେ ମଧ୍ୟ କହିଥିଲେ। ସେ ଦଳକୁ ମଜବୁତ କରିବା ଉପରେ…

ପାକିସ୍ତାନ ପରେ ଶ୍ରୀଲଙ୍କାରେ ଭାଙ୍ଗିବ ସରକାର !

କଲମ୍ବୋ: ଭାରତର ଦୁଇ ପଡୋଶୀ ଦେଶର ରାଜନୀତିକ ଚିତ୍ର ଗୋଟିଏ ଢଙ୍ଗରେ ଚାଲିଛି । ପାକିସ୍ତାନରେ ସରକାର ବିରୋଧରେ ଅସନ୍ତୋଷ ତେଜିବା ପରେ ଶାସକ ଦଳର ଅନେକ ନେତା ଦଳ ପରିବର୍ତନ କରିଥିଲେ। ଏବେ ସଂସଦରେ ସଂଖ୍ୟାଗରିଷ୍ଠତା ହରାଇବା ଭୟରେ ଆଗୁଆ ସରକାର ଭାଙ୍ଗିଛନ୍ତି ଇମ୍ରାନ୍ ସରକାର । ସେହିପରି…

ଲ୍ୟାଣ୍ଡ ସ୍କାମ: ସଞ୍ଜୟଙ୍କ ବିରୋଧରେ ଇଡିର କଡା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ୧୦୩୪ କୋଟି ଟଙ୍କାର ପତ୍ରା ଚାଲ ଲ୍ୟାଣ୍ଡ ସ୍କାମରେ ଫସିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ମଙ୍ଗଳବାର ଏହି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଞ୍ଜୟଙ୍କ ଆଲିବାଗରେ ଥିବା ୮ଟି ଓ ମୁମ୍ବାଇର ଫ୍ଲାଟକୁ କୁର୍କ କରିଛି । ଇଡିର ଏହି…

୮୦ ହଜାର ଟଙ୍କା ବିନିମୟରେ କୁକୁର ମୂର୍ତ୍ତି ସ୍ଥାପନ, ଖୁବଶୀଘ୍ର ମନ୍ଦିର ନିର୍ମାଣ ହେବ

ଭୁବନେଶ୍ୱର : ଧନୀ ହୁଅନ୍ତୁ ଅବା ଗରିବ । କେହିକେହି କୁକୁରକୁ ପୋଷା ଜନ୍ତୁ ଭାବେ ପାଳିବାକୁ ପସନ୍ଦ କରିଥାନ୍ତି । ଧନୀ ଲୋକ ନିଜ ପୋଷା କୁକୁରକୁ ସ୍ୱତନ୍ତ୍ର ଖାଦ୍ୟ ଦେଇଥାନ୍ତି । ଅନ୍ୟପଟେ ଗରିବ ଲୋକ ଅଇଁଠା କିମ୍ବା ବଳକା ଖାଦ୍ୟ ପରଷିଥାନ୍ତି । ହେଲେ ତାମିଲନାଡୁର ଜଣେ ବ୍ୟକ୍ତି କିନ୍ତୁ ନିଜ…

ବନ୍ଦ ହେଲା ୨୨ଟି ନକଲି ୟୁଟୁବ ନ୍ୟୁଜ୍ ଚ୍ୟାନେଲ; ପାକିସ୍ତାନରୁ ହେଉଥିଲା ପ୍ରସାରଣ

ଭୁବନେଶ୍ୱର: ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସୋମବାର ୨୨ଟି ନକଲି ୟୁଟୁବ ନ୍ୟୁଜ୍ ଚ୍ୟାନେଲକୁ ବନ୍ଦ କରିଛି । ମିଛ ଖବର ଓ ଦେଶ ବିରୋଧ ଖବର ପ୍ରସାରଣ ହେଉଥିବା ଅଭିଯୋଗରେ ଏହି ଚ୍ୟାନେଲ ଗୁଡ଼ିକୁ ବନ୍ଦ କରିଦିଆଯାଇଛି । ଏନେଇ ପିଆଇବି ପକ୍ଷରୁ ସୂଚନା ମିଳିଛି ଓ ଆଞ୍ଚଳିକ କାର୍ଯ୍ୟାଳୟ…

ସମ୍ମୁଖକୁ ଆସିଲା ଯୁଦ୍ଧର ଆଉ ଏକ କରୁଣ ଚିତ୍ର:ମାଆମାନେ ପିଲାଙ୍କ ପିଠିରେ ଲେଖୁଛନ୍ତି ଠିକଣା

କୀଭ: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କେତେକ ଭୟଙ୍କର ତାହାର ଆଉ ଏକ ନଗ୍ନ ଚିତ୍ର ସମ୍ମୁଖକୁ ଆସିଛି । କିପରି ମାଆମାନେ ପିଲାମାନଙ୍କୁ ବଂଚାଇବା ପାଇଁ ସେମାନଙ୍କ ପିଠିରେ ଠିକଣା ଲେଖୁଛନ୍ତି ତାର ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ପରେ ଏହା ଭାଇରାଲ ହୋଇଛି । ଯଦି ରୁଷ ସେନା ଆକ୍ରମଣରେ…

ପୁଟିନଙ୍କୁ ପୁଣିଥରେ ‘ଯୁଦ୍ଧ ଅପରାଧୀ’ କହିଲେ ଜୋ ବାଇଡେନ୍

ନ୍ୟୁୟର୍କ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ୪୦ଦିନରେ ପହଞ୍ଚିଛି । ଏହି ୪୦ ଦିନ ମଧ୍ୟରେ ରୁଷ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିଛି । ୟୁକ୍ରେନ ରାଜଧାନୀ କିଭ ପାଖରେ ଥିବା ବୁଚା ସହରରେ କୁଢ କୁଢ ଶବ ଦେଖିବାକୁ ମିଳିଛି । ଏହା ଉପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ପୁଟିନଙ୍କୁ…

ରାଜ୍ୟସଭାକୁ ଯିବା ଚର୍ଚ୍ଚାରେ ଜବାବ ରଖିଲେ ନୀତୀଶ କୁମାର

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭାକୁ ଯିବାକୁ ଇଚ୍ଛୁକ ବୋଲି ଯେଉଁ କଳ୍ପନା ଜଳ୍ପନା ହେଉଥିଲା ତାର ପୂର୍ଣ୍ଣଛେଦ ପକାଇଛନ୍ତି । ସେ ଏହି ଚର୍ଚ୍ଚାକୁ ଖାରଜ କରି କହିଛନ୍ତି । ନୀତୀଶ କୁମାର କହିଛନ୍ତି, ମୁଁ ରାଜ୍ୟସଭା ଯାଉଥିବା କଥା ଶୁଣି ଆଶ୍ଚର୍ଯ୍ୟ। ଗତ ସପ୍ତାହରେ…