Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ୨୪ଘଣ୍ଟାରେ ୨,୦୭୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ,୭୧ ମୃତ

ଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ୨,୦୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୭୧ ଜଣଙ୍କ ମୃତ୍ୟୁ ହୋଇଯାଇଛି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଶନିବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢିଛି ବୋଲି…

ବଡ଼ ଦୁର୍ଘଟଣା: ଯାତ୍ରୀବାହୀ ବସ ଓଲଟିବାରୁ ୮ ମୃତ, ଅନେକ ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁରୁ: କର୍ଣ୍ଣାଟକର ତୁମକର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଶନିବାର ପବଗଡା ଜିଲ୍ଲାରେ ଏକ ବସ୍ ଯାତ୍ରୀବାହୀ ବସ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ଛାତ୍ର ମଧ୍ୟ ଅଛନ୍ତି। ତୁମକୁର ପୋଲିସ…

ଯୁଦ୍ଧ ବେଳେ ଲୋକଙ୍କୁ ସହଯୋଗ କରିବାକୁ ଟ୍ରକ ଷ୍ଟିଅରିଂ ଧରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କାମେରନଙ୍କର ଏକ ଭିଡିଓ ଏବେ ଇଣ୍ଟରନେଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ କାମରେନ ଶରଣାର୍ଥୀଙ୍କୁ ସହଯୋଗ କରିବା ପାଇଁ ନିଜେ ଟ୍ରକ ଚଳାଇ ପୋଲାଣ୍ଡ ଯାଉଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଟ୍ରକ…

ଅଖିଳେଶଙ୍କୁ ଝଟକା ଦେବେ ଓପି ରାଜଭର !

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଫଳାଫଳ ପରେ ରାଜ୍ୟରେ ଏକ ବଡ଼ ରାଜନୀତିକ ଓଲଟ ପାଲଟ ହୋଇପାରେ। ୟୁପିର ବିଭିନ୍ନ ମିଡିଆ ଆକଳନ କରୁଛନ୍ତି ଯେ ୟୁପିର ଓପି ରାଜଭାରଙ୍କ ଦଳ ସୁହେଲଦେବ ଭାରତୀୟ ସମାଦ ପାର୍ଟି ଯୋଗୀ କ୍ୟାବିନେଟରେ ସାମିଲ ହେବ । ପୂର୍ବ ଯୋଗୀ ସରକାରରେ ଏହି ଦଳ…

ଚୀନରେ ବର୍ଷକ ପରେ ଦୁଇ ଜଣଙ୍କର କୋଭିଡରେ ମୃତ୍ୟୁ

ବେଜିଂ: ଶନିବାର ଚୀନର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ କରୋନା ସଂକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ବର୍ଷକ ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡିଛି । ଦୁଇ ମୃତକ ଚୀନରତ୍ତଉତ୍ତର ପୂର୍ବ ଅଂଚଳର । ୨ ମୃତକଙ୍କ ସହ ଚୀନରେ ମୃତ୍ୟୁ ସଂଖ୍ୟା ୪ ହଜାର ୬୩୮ରେ ପହଞ୍ଚିଛି । ସେହିପରି…

ଯୁଦ୍ଧ ଭିତରେ ବାଇଡେନ ଏବଂ ଜିନ୍ ପିଙ୍ଗଙ୍କ କଥାବାର୍ତ୍ତା; ଆଲୋଚନାର ୫ ପ୍ରମୁଖ କାରଣ?

ନ୍ୟୁୟର୍କ: ଋଷ ୟୁକ୍ରେନ ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଫୋନରେ କଥା ବାର୍ତ୍ତା ହୋଇଛନ୍ତି । ନିକଟରେ ଋଷ ଚୀନକୁ ଯୁଦ୍ଧ ପାଇଁ ସାମରିକ ଅସ୍ତ୍ର ଏବଂ ଆର୍ଥିକ ସହାୟତା ମାଗିଥିଲା। ଏହାପରେ ବାଇଡେନ୍ ଜିନ୍ ପିଙ୍ଗଙ୍କୁ ଫୋନ୍ କରି…

ୱାର୍ଲ୍ଡସ ହ୍ୟାପିଏଷ୍ଟ କଂଟ୍ରି :କ୍ରମାଗତ ୫ମ ବର୍ଷ ପାଇଁ ଫିନଲାଣ୍ଡ ଶୀର୍ଷରେ, ଭାରତକୁ ୧୩୬ତମ ସ୍ଥାନ

ନୂଆଦିଲ୍ଲୀ: ୱାର୍ଲ୍ଡସ ହ୍ୟାପିଏଷ୍ଟ କଂଟ୍ରି ତାଲିକାରେ କ୍ରମାଗତ ୫ମ ବର୍ଷ ପାଇଁ ଫିନଲାଣ୍ଡ ଶୀର୍ଷରେ ରହିଛି । ଏହାର ମାନେ ଏଠାକାର ଲୋକ ସନ୍ତୋଷମୟ ଜୀବନଯାପନ କରୁଛନ୍ତି । ଭାରତ ଏହି ତାଲିକାରେ ୧୩୬ତମ ସ୍ଥାନରେ ରହିଛି । ଗତ ବର୍ଷ ୧୩୯ତମ ସ୍ଥାନରେ ରହିଥିବା ଭାରତ ଏହାର ୩ଟି ପୋଜିଶନ ଉପରକୁ…

ବାଂଲଦେଶରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ

ଢ଼ାକା: ସୁଚିନ୍ତିତ ଯୋଜନା ଅନୁସାରେ ବାଂଲାଦେଶରେ ହିନ୍ଦୁ ମନ୍ଦିରକୁ ଦୂବୃତମାନେ ଟାର୍ଗେଟ କରୁଛନ୍ତି । ଶୁକ୍ରବାର ଢ଼ାକାର ଇସ୍କନ ରାଧାକାନ୍ତ ମନ୍ଦିର ଉପରେ ହଠାତ ୨୦୦ ଲୋକ ଆକ୍ରମଣ କରିଥିଲେ । ମନ୍ଦିରକୁ ଭଙ୍ଗାରୁଜା କରିବା ସହ ଲୁଟପାଟ କରିଥିଲେ । ଏଥିରେ ୩ଜଣ ବ୍ୟକ୍ତି ଆହତ ହୋଇଛନ୍ତି ।…

ଭାରତ କେଉଁ ଦେଶରୁ ଅଧିକ ଅଶୋଧିତ ତେଲ ଆମଦାନୀ କରେ ?

ନୂଆଦିଲ୍ଲୀ: ଭାରତ ନିଜର ତୈଳ ଆବଶ୍ୟକତାକୁ ପୂରଣ କରିବାକୁ ଯେଉଁ ପଦକ୍ଷେପ ନେଇଛି ତାକୁ ରାଜନୀତିକରଣ କରିବା ଠିକ୍ ନୁହେଁ । ଯେଉଁ ଦେଶମାନେ ତୈଳ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କିମ୍ବା ଯେଉଁ ଦେଶ ଋଷ ପାଖରୁ ତେଲ ଆମଦାନୀ କରନ୍ତି ସେମାନେ ସେମାନେ ପ୍ରତିବନ୍ଧକ ବାଣିଜ୍ୟକୁ ସମର୍ଥନ କରିପାରିବେ…

ଜେଲେଁସ୍କିଙ୍କୁ ମିଳିବ ନୋବେଲ ପୁରସ୍କାର !

କୀଭ: ରୁଷିଆ ବିରୋଧରେ ଲଢ଼ୁଥିବା ୟୁକ୍ରେନ ଏବଂ ଏହାର ରାଷ୍ଟ୍ରପତି ଭ୍ଲାଡିମିର ଜେଲେଁସ୍କି ଏବେ ସାରା ବିଶ୍ୱରେ ଚର୍ଚ୍ଚିତ ଓ ପ୍ରଶଂସନୀୟ ହୋଇ ପଡିଛନ୍ତି । ରିପୋର୍ଟ ମୁତାବକ ୟୁରୋପର କେତେକ ବଡ ନେତା ଜେଲେଁସ୍କିଙ୍କୁ ନୋବେଲ ପୁରସ୍କାର ଦେବା ପାଇଁ ଦାବୀ କରିଛନ୍ତି । ଏଥିପାଇଁ ଏହାର ଚୂଡାନ୍ତ…