Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିଆରା ବାହାଘର: ଗୁଗୁଲ ମିଟରେ ଯୋଗଦେବେ ନିମନ୍ତ୍ରିତ ଅତିଥି, ଜୋମାଟୋରେ ପହଞ୍ଚିବ ଖାଦ୍ୟ

କୋଲକାତା: କରୋନା ମହାମାରୀ ଆମ ଜୀବନକୁ ବଦଳାଇଦେଇଛି । ଜୀବିକା ସହ ସାଧାରଣ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ହୋଇଛି । ଏହା ମଧ୍ୟରେ ମହାମାରୀ ସମୟରେ ବିବାହ ପଦ୍ଧତିକୁ ମଧ୍ୟ ବଦଳାଇଦେଇଛି । ସମସ୍ତଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ବିଚାରକୁ ନେଇ ଅନେକ ଦମ୍ପତ୍ତି ବର୍ତ୍ତମାନ ଘରେ ବିବାହ କିମ୍ବା…

ଇସ୍ରାଏଲର ଏରୋ ଆଂଟି ବ୍ୟାଲେଷ୍ଟିକ ମିସାଇଲର ସଫଳ ପରୀକ୍ଷଣ

ତେଲ ଅବୀବ: ରକ୍ଷା କ୍ଷେତ୍ରରେ ଇସ୍ରାଏଲକୁ ଆଜି ବଡ ସଫଳତା ମିଳିଛି । ଏରୋ ୩ ଆଂଟି ବ୍ୟାଲେଷ୍ଟିକ ମିସାଇଲ ସିଷ୍ଟମର ସଫଳ ପରୀକ୍ଷଣ କରିଛି । ଇସ୍ରାଏଲ ଏୟାରଫୋର୍ସ କିଛି ଦିନ ମଧ୍ୟରେ ଏହାକୁ ସାମିଲ କରିବ ବୋଲି ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଡିଫେନ୍ସ ସିଷ୍ଟମକୁ…

ପ୍ରେମିକ ଦେଇଥିଲା ପ୍ରେମିକାର ମାଆକୁ କିଡନୀ, ପ୍ରତିରୋପଣ ପରେ ପ୍ରେମିକା ଚମ୍ପଟ୍

ଭୁବନେଶ୍ୱର: ପ୍ରେମ ଓ ପ୍ରେମିକା ପାଇଁ ଅନେକ ଲୋକ ଅପ୍ରତ୍ୟଶିତ ପଦକ୍ଷେପ ନେବାକୁ ପଛାଇନଥାନ୍ତି । ଏମିତି ଅନେକ କାହାଣୀ ଓ ଘଟଣା ରହିଛି ଯେଉଁଠି ପ୍ରେମିକା ପାଇଁ ଜଣେ ପ୍ରେମିକ ତା ଜୀବନକୁ ବି ବାଜି ଲଗାଇଦେଇଛି । ହେଲେ ସମସ୍ତଙ୍କ ପ୍ରେମ କାହାଣୀର ଅନ୍ତ କିନ୍ତୁ ସମାନ ନଥାଏ । ମେକ୍ସିକୋର…

ଏବେ କେବଳ ମାଲିକ ହାତରେ ଫୁଟିବ ବନ୍ଧୁକ

ୱାଶିଂଟନ: ଏବେ କେବଳ ମାଲିକ ହାତରେ ଫୁଟିବ ସ୍ମାର୍ଟ ବନ୍ଧୁକ । ଯାହାକୁ ଚୋର କି ଅନ୍ୟ କୌଣସି ବ୍ୟକ୍ତି ବ୍ୟବହାର କରି ପାରିବେ ନାହିଁ । ଏହାକୁ ସ୍ମାର୍ଟ ବନ୍ଧୁକ କୁହାଯାଏ । ଏହି ସ୍ମାର୍ଟ ବନ୍ଧୁକ ଦ୍ୱାରା ଘରେ ଶିଶୁଙ୍କ ଅଜାଣତରେ ବନ୍ଧୁକ ଫୁଟିବା ଏବଂ ଆତ୍ମହତ୍ୟା ଭଳି ଅଘଟଣକୁ ଏଡ଼ାଇ…

ୟୁପି ନିର୍ବାଚନ: ସୋନଭଦ୍ରର ୧୧ ଗ୍ରାମ ଶେଷ ଥର ପାଇଁ ଦେବେ ଭୋଟ

ଲକ୍ଷ୍ନୌ: ୟୁପି ନିର୍ବାଚନ ସରଗରମ ଜୋର ଧରିଥିବା ବେଳେ ସୋନଭଦ୍ରର ୧୧ଟି ଗ୍ରାମ କିନ୍ତୁ ଏହାଠାରୁ ଦୂରରେ ରହିଛି । ୟୁପିରାଜନୈତିକ ଦଳ ଏବଂ ନେତାଙ୍କ ଏହି ଗ୍ରାମଗୁଡିକ ପ୍ରତି ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଭୋଟ ଦେବା ପ୍ରତି ଗ୍ରାମବାସୀଙ୍କ ଆଗ୍ରହ ମଧ୍ୟ ନାହିଁ । ୨୦୨୨ରେ ଶେଷ ଥର…

ଟିକାକରଣର ୬ ମାସ ପରେ କମୁଛି ଇମ୍ୟୁନିଟି ଲେବଲ୍‌!

ନୂଆଦିଲ୍ଲୀ: ଏସିଆନ୍ ହେଲଥ କେୟାର ଫାଉଣ୍ଡେସନ୍ ସହିତ ହାଇଦ୍ରାବାଦର AIG ହସ୍ପିଟାଲ୍ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣାର ଫଳାଫଳ ପ୍ରକାଶ କରିଛି। ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୩୦% ବ୍ୟକ୍ତିଙ୍କ ଟିକାକରଣର ୬ ମାସ ପରେ ରୋଗ ପ୍ରତିରୋଧକ ସ୍ତର ହ୍ରାସ ପାଇଛି। ସଂପୂର୍ଣ୍ଣ ଟୀକାକରଣ…

ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ମିଳିଲାନି ସୁଯୋଗ, ପ୍ରତିବାଦ କରିବ ବିଜେଡ଼ି

ଭୁବନେଶ୍ୱର: ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ଲାଗି ସୁଯୋଗ ଦେଲାନି କେନ୍ଦ୍ର, ପ୍ରତିବାଦ କରିବ ବିଜେଡି । ଜାନୁଆରୀ ୨୬ରେ ରାଜପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରିବାର ସୁଯୋଗ ନମିଳିବା ଦୁଃଖର କଥା । ଏହାର ପ୍ରତିବାଦ କରାଯିବ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି…

ଟେନିସ୍‌କୁ ଅଲବିଦା କହିଲେ ସାନିଆ ମିର୍ଜା, ୨୦୨୨ ଶେଷ ସିଜିନ୍‌

ଭୁବନେଶ୍ୱର: ସନ୍ୟାସ ଘୋଷଣା କଲେ ଭାରତର ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା । ଚଳିତବର୍ଷ ଅଷ୍ଟ୍ରେଲିଆନ୍ ଓପନରେ ଆଜି ସେ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରେ ପରାଜିତ ହେବା ପରେ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ମହିଳା ଡବଲ୍ସ ମ୍ୟାଚରେ ପରାଜିତ ହେବା ପରେ ଚଳିତବର୍ଷ ସାନିଆ ଶେଷ…

[ଭିଡିଓ] ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ମହିଳା

ଭୁବନେଶ୍ୱର: ବିଳାସମୟ ଯାତ୍ରୀବାହୀ ବସରେ ହଠାତ୍ ଲାଗିଥିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା ବସ୍ । ସେହି ବସରେ ଥିବା ଜଣେ ମହିଳା ଜୀଅନ୍ତା ଜଳିଯାଇଥିଲେ । ଅନ୍ୟପଟେ ଜଣେ ପୁରୁଷ ବ୍ୟକ୍ତି ଗଭୀର ଭାବେ ଆହତ ହୋଇଥିବା ସୂଚନା ରହିଛି । ଗତକାଲି ଗୁଜରାଟର ସୁରଟ୍ ସହରରେ ଏପରି ହୃଦୟ ବିଦାରକ…

୨୮ ଯାଏ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଦିନ ଦେଶରେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ୨୮ ଫେବୃଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ସେ କହିଛନ୍ତି। ବିମାନ ଚଳାଚଳ ନିୟାମକ ଦ୍ବାରା ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ଯେ ଫେବୃଆରୀ ୨୮,…