Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଡିଶା ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୮୨୨.୬୨ କୋଟି ଟଙ୍କା ମଞ୍ଜୁର କଲା କେନ୍ଦ୍ର

ଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଓଡିଶା ପାଇଁ ବଡ ଘୋଷଣା । ଦୁଇଟି ଜାତୀୟ ରାଜପଥ ସମ୍ପ୍ରସାରଣ ଏବଂ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ୮୨୨.୬୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର ଷଡକ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ  ଶନିବାର ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ନିତୀନ…

[ଭିଡିଓ] ଖାଦ୍ୟ ପ୍ଲେଟରେ ଜିଅନ୍ତା ମାଛ ସର୍ଭ ,ଖାଇଲା ବେଳେ ଆଁ କରିଲା ମାଛ , ଗ୍ରାହକ ଛାନିଆ

ଭୁବନେଶ୍ୱର : ରେଷ୍ଟୁରାଣ୍ଟରେ ଜିଅନ୍ତା ମାଛର ଡିମାଣ୍ଡ । ଆମେ ସାଧାରଣତଃ ରେଷ୍ଟୁରାଣ୍ଟକୁ ଗଲେ ଆମେ ଭେରାଇଟି ଫୁଡ ଖାଇବାକୁ ପସନ୍ଦ କରୁ । ଭଲ ଭଲ ଖାଦ୍ୟ ଅର୍ଡର କରିଥାଉ ।  ହେଲେ ରେଷ୍ଟୁରାଣ୍ଟ ପକ୍ଷରୁ ଯେତେବେଳେ ଖାଦ୍ୟକୁ ଗାର୍ନିସିଂ କରିକି ଦିଆଯାଏ । ତାହା ଖାଦ୍ୟର ଟେଷ୍ଟ ଆହୁରି ବଢାଇ…

ଆସନ ଟଳମଳ ବେଳେ ଭାରତକୁ ପୁଣି ପାକ୍ ପିଏମଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଆସନ୍ତାକାଲି ପାକିସ୍ତାନର ନ୍ୟାଶନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇପାରେ । ଏହା ପୂର୍ବରୁ କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦ୍ୱିତୀୟଥର ପାଇଁ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସାରା ବିଶ୍ୱ ଭାରତର ପାସପୋର୍ଟକୁ ସମ୍ମାନ…

କଂଗ୍ରେସକୁ ନୋଟିସ: ଘର ଖାଲି କର, ୩ କୋଟିରୁ ଅଧିକ ରହିଛି ବକେୟା

ନୂଆଦିଲ୍ଲୀ: କଂଗ୍ରେସକୁ ନୋଟିସ ଜାରି ହୋଇଛି । ଦିଲ୍ଲୀର ଚାଣକ୍ୟପୁରୀରେ କଂଗ୍ରେସ ଦଖଲରେ ଥିବା ବଙ୍ଗଳାକୁ ନୋଟିସ କରି ଖାଲି କରିବାକୁ କୁହାଯାଇଛି । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଥିବା ଡିଓଇ ବିଭାଗ ଏହି ନୋଟିସ ଜାରି କରିଛି । ମନ୍ତ୍ରାଳୟର ଦସ୍ତାବିଜ…

ନେତାଙ୍କ ସହ ଘନିଷ୍ଠତା ଭାଙ୍ଗି ଲୋକଙ୍କ ବିଶ୍ୱାସ ଭାଜନ ହୁଅ: ସିଜେଆଇ

ନୂଆଦିଲ୍ଲୀ: ନିରପେକ୍ଷତା ଅଭାବରୁ ଏବଂ ରାଜନୈତିକ ବର୍ଗଙ୍କ ସହ ଘନିଷ୍ଠତା କାରଣରୁ ପୋଲିସର ଭାବମୂର୍ତ୍ତି ଖରାପ ହୋଇଛି । ଲୋକେ ହତାଶା ସମୟରେ ବି ପୁଲିସର ଦ୍ୱାରସ୍ଥ ହେବାକୁ ଭୟ କରୁଛନ୍ତି ବୋଲି ପ୍ରଧାନବିଚାରପତି ଏନ ଭି ରମନ୍ନା କହିଛନ୍ତି । କିଛି ପୁଲିସ କର୍ମଚାରୀଙ୍କ ଦୁର୍ନୀତି ଓ…

ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

କଲୋମ୍ବୋ: ଶ୍ରୀଲଙ୍କାରେ କାଗଜ, ଡିଜେଲ ପରେ ଏବେ ବିଜୁଳି ସଙ୍କଟ । ପରିସ୍ଥିତି ଜଟିଳ ହେଉଥିବା ବେଳେ ଲୋକେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହାକୁ ନଜରରେ ରଖି ଶ୍ରୀଲଙ୍କାର ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଦେଶର ସୁରକ୍ଷା ଏବଂ ଅତ୍ୟାବଶ୍ୟକ…

ସଂରକ୍ଷିତ ବର୍ଗର ପଦୋନ୍ନତିରେ ପ୍ରତିବନ୍ଧକ ଜଟିଳ ସମସ୍ୟା ସୃଷ୍ଟି କରିବ; ସୁପ୍ରିମ କୋର୍ଟରେ କେନ୍ଦ୍ରର ସତ୍ୟପାଠ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପଦୋନ୍ନତିରେ ପ୍ରତିବନ୍ଧକ ଲଗାଇବା କର୍ମଚାରୀଙ୍କୁ କ୍ଲାନ୍ତ କରିଦେବ ଆଉ ଗୁଡ଼େ ମାମଲାରେ ଛନ୍ଦି ପକାଇବ । ଶୁକ୍ରବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ବି.ଆର୍ ଗବାଇଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଠାରେ ଏହି…

୩୨ ବର୍ଷ ପରେ ରାଜ୍ୟସଭାରେ ବିଜେପିର ଶତକ

ନୂଆଦିଲ୍ଲୀ: ୧୯୯୦ ପରେ ବିଜେପି ପ୍ରଥମ ଦଳ ଭାବେ ରାଜ୍ୟସଭାରେ ୧୦୦ ସିଟ ହାସଲ କରିଛି । ଗୁରୁବାର ବିଜେପି ଆସାମ, ତ୍ରିପୁରା ଓ ନାଗାଲାଣ୍ଡରେ ଗୋଟିଏ ଲେଖାଁଏ ସିଟରେ ବିଜୟ ହାସଲ କରିଥିଲା । ୩୨ ବର୍ଷ ପରେ ଦଳ ଏହି ସଫଳତା ହାସଲ କରିଛି । ନିକଟରେ ଆସାମର ୨, ହିମାଚଳପ୍ରଦେଶର ୧, କେରଳର ୩,…

ପ୍ରଥମ ଥର ରୁଷ ସୀମାରେ ପଶି ଆକ୍ରମଣ କଲା ୟୁକ୍ରେନ

କୀଭ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ମହଙ୍ଗା ସାବ୍ୟସ୍ତ ହୋଇଛି । କଡା ଟକ୍କର ଦେଉଥିବା ୟୁକ୍ରେନ ପ୍ରଥମ ଥର ପାଇଁ ରୁଷ ସୀମାରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରୁଷର ପଶ୍ଚିମ ସହର ବେଲଗାରୋଡ ଗଭର୍ଣ୍ଣରଙ୍କ ମତରେ ଶୁକ୍ରବାର ୟୁକ୍ରେନର ୨ ହେଲିକପ୍ଟର ଏଠାରେ ଥିବା ଅୟଲ ଡିପ୍ପୋ ଉପରେ…

ପରୀକ୍ଷା ଜୀବନର ଅଂଶବିଶେଷ , ଚାପମୁକ୍ତ ହୋଇ ପରୀକ୍ଷା ଦିଅ: ମୋଦି

 ଦିଲ୍ଲୀ :ପରୀକ୍ଷା ପେ ଚର୍ଚ୍ଚାରେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।  ଏହି କାର୍ଯ୍ୟକ୍ରମ ଆଜି ସକାଳ ୧୧ଟାରେ ଦିଲ୍ଲୀ ତାଲକୋଟ୍ରା ଷ୍ଟାଡିୟମରେ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ସ୍କୁଲ ଛାତ୍ରଛାତ୍ରୀ…