Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ଆର୍ୟନଙ୍କ ଭାଗ୍ୟ ପରୀକ୍ଷା; ଆର୍ୟନଙ୍କ ସହ ଅଭିନେତ୍ରୀଙ୍କ ଚାଟ୍‌ ଦାଖଲ କଲା ଏନସିବି

ମୁମ୍ବାଇ: ଆଜି ଡ୍ରଗ୍ସ ମାମଲାରେ ଜଡ଼ିତ ଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଶୁଣାଣି ଅଛି। ଆଜି ହେବ ଆର୍ୟନଙ୍କ ଭାଗ୍ୟ ପରୀକ୍ଷା। ଆର୍ୟନଙ୍କୁ ବେଲ୍‌ ମିଳିବ ନା ଜେଲ୍‌ ସେ ନେଇ ଆଜି ନିଷ୍ପତ୍ତି ନେଇପାରନ୍ତି କୋର୍ଟ। ଏହାପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ…

ଉତ୍ତରାଖଣ୍ଡ ବର୍ଷା ବିଭୀଷିକା; ମୃତ୍ୟୁସଂଖ୍ୟା ୪୬

ଡେରାଡୁନ୍‌: ଉତ୍ତରାଖଣ୍ଡରେ ବନ୍ୟା ଓ ଭୂସ୍ଖଳନ ହେତୁ ଗତ କିଛି ଦିନ ହେବ ଅନେକ ଲୋକଙ୍କ ଜୀବନ ଗଲାଣି।ଉତ୍ତରାଖଣ୍ଡରେ ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି। ଏହି ବିପର୍ଯ୍ୟୟ ହେତୁ ନେନୖତାଲ, ଆଲମୋରା ଏବଂ ଚମ୍ପାୱତ୍‌ ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ରାଜ୍ୟର ପ୍ରାକୃତିକ…

ଆଇଏମ୍ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ପଦରୁ ଇସ୍ତଫା ଦେବେ ଗୀତା ଗୋପୀନାଥ

ୱାଶିଂଟନ୍: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ତାଙ୍କ ପଦରୁ ଇସ୍ତଫା ନେଇ ଜାନୁଆରୀରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗକୁ ଫେରିବେ ବୋଲି ଆଇଏମ୍ଏଫ୍ ମଙ୍ଗଳବାର ଦିନ ଘୋଷଣା କରିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)…

ବଦଳିଯିବ ଫେସ୍‌ବୁକ୍‌ର ନାଁ!

ନୂଆଦିଲ୍ଲୀ: ଫେସବୁକ୍ ଇନ କମ୍ପାନୀକୁ ଏକ ନୂତନ ନାମ ସହିତ ଏହାକୁ ରିବ୍ରାଣ୍ଡ୍‌ କରିବାକୁ ଯୋଜନା କରୁଛି। ରିପୋର୍ଟ ଅନୁଯାୟୀ ଫେସବୁକ ଆସନ୍ତା ସପ୍ତାହରେ ଏହାର କମ୍ପାନୀର ନାମ ପରିବର୍ତ୍ତନ କରିବାକୁ ଯୋଜନା କରୁଛି। ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ ଅକ୍ଟୋବର ୨୮ ରେ କମ୍ପାନୀର ବାର୍ଷିକ…

ବ୍ରିଟେନରେ ଚିନ୍ତା ବଢାଇଲାଣି କରୋନାର ନୂଆ ପ୍ରଜାତି

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ବ୍ରିଟେନର ସରକାରୀ ସ୍ୱାସ୍ଥ୍ୟ ତଥ୍ୟ ଅନୁଯାୟୀ ଇଂଲଣ୍ଡରେ କୋଭିଡ-୧୯ ଡେଲଟା ପ୍ରଜାତିର ଏକ ନୂତନ ପରିବର୍ତ୍ତିତ ରୂପ ଚିହ୍ନଟ ହୋଇଛି ଏବଂ ଏହାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି। ବ୍ରିଟେନରେ ‌ଦେଖାଦେଇଥିବା ଡେଲ୍‌ଟା…

ଦେଶରେ ୯୯ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ: ଦେଶରେ ରେକର୍ଡ କଲା ଟିକାକରଣ। ଦେଶରେ ମଙ୍ଗଳବାର ସୁଦ୍ଧା ଟିକାକରଣ ସଂଖ୍ୟା ୯୯ କୋଟି ଅତିକ୍ରମ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏଥିରେ କୁହାଯାଇଛି ଯେ ଗତକାଲି ଗୋଟିଏ ଦିନରେ ୩୭ ଲକ୍ଷରୁ ଅଧିକ ଲୋକ ଟିକାକରଣ କରିଛନ୍ତି। ଯାହା ପରେ ଟିକାକରଣ ସଂଖ୍ୟା…

ଆଜି କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବେ। ଯାହା ସାରା ବିଶ୍ୱରେ ବୌଦ୍ଧ ତୀର୍ଥସ୍ଥାନକୁ ସଂଯୋଗ କରିବା ପାଇଁ ଏକ ପ୍ରୟାସ। ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ଗସ୍ତ ସମୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ମଧ୍ୟ ଆରମ୍ଭ କରିବେ। କୁଶୀନଗରର…

ଆର୍ୟନଙ୍କୁ ବେଲ୍ ନା ଜେଲ: ଆଜି ଆସିବ ରାୟ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଗିରଫ ଜୁନିଅର କିଙ୍ଗ ଖାନଙ୍କୁ ବେଲ୍ ନା ଜେଲ୍ ? ମନ୍ନତ ଫେରିବେ ଆର୍ୟନ ନା ଆର୍ଥର ରୋଡ୍ ଜେଲରେ ତାଙ୍କୁ ରହିବାକୁ ପଡ଼ିବ ? ଆଜି ଆସିବ ରାୟ । ଶହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନର ଆଜି ରାୟ ଶୁଣାଇବେ ମୁମ୍ବାଇର ସ୍ପେଶାଲ୍ ଏନଡିପିଏସ୍ କୋର୍ଟ ।…

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍, ଜାଣନ୍ତୁ କେଉଁଠି କେତେ ?

ନୂଆଦିଲ୍ଲୀ: ଦୁଇ ଦିନ ସ୍ଥିର ରହିବା ପରେ ଦେଶରେ ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଆଜି ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ଦାମ୍ ୩୫ ପଇସା ଲେଖାଏ ବଢ଼ିଛି । ଫଳରେ ସର୍ବୋଚ୍ଚ ସ୍ତର ଛୁଇଁଛି ତୈଳ ଦର । ବର୍ଦ୍ଧିତ ଦର ପରେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ୍ ୧୦୬ ଟଙ୍କା ୧୯ ପଇସା…

ଉତ୍ତରାଖଣ୍ଡରେ ବର୍ଷା ବିଭୀଷିକା: ମୃତ୍ୟୁସଂଖ୍ୟା ୩୪, ନୈନିତାଲ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଡେରାଡୁନ୍: ଲଗାଣ ବର୍ଷାରେ ଦେବଭୂମି ଉତ୍ତରାଖଣ୍ଡରେ ଜଳ ପ୍ରଳୟ ସୃଷ୍ଟି ହୋଇଛି । ବାଦଲଫଟା ବର୍ଷା ଓ ବିଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁ ୩୪ ଜଣଙ୍କର ଜୀବନ ଗଲାଣି । ବହୁ ଲୋକ ନିଖୋଜ ଅଛନ୍ତି । ଶତାଧିକ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି । ନୈନିତାଲ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।…